କଟକ:(ଦୀପକ୍ କୁମାର ବେଉରା)କଟକ ଜିଲ୍ଲାରେ ମହାମାରୀ କୋଭିଡ ସଂକ୍ରମଣ ଧୀରେଧୀରେ ନିୟନ୍ତ୍ରଣ କୁ ଆସୁଛି ।କଟକ ସହର ଅପେକ୍ଷା ଗ୍ରାମାଞ୍ଚଳରେ କୋଭିଡ ସଂକ୍ରମଣ ପ୍ରତିଶତ ଅଧିକ ରହିଥିଲା । ଏଥିରେ ରୋକ ଲଗାଇବା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ୍ । ଯାହାର ଫଳପ୍ରଦ ହୋଇଛି ବୋଲି କଟକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । କଟକ ଗ୍ରାମାଞ୍ଚଳରେ ଥିବା ୧୯୦୦ ଗାଁରୁ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୯୬୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୮୭୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୮୫୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୫୬୮୨୮ ଜଣ ସୁସ୍ଥ ହୋଇ […]
ବାସ୍ତବବ୍ୟୁରୋ:(ମାଲକାନଗିରି)ରାଜ୍ୟସରକାର ରାଜ୍ୟବାସୀଙ୍କ ପାଇଁ, ବିଦ୍ୟୁତ ସେବା ସହ ବିଶୁଦ୍ଧ ପାନୀୟଜଳ ସମେତ ରାସ୍ତାଘାଟ ଭଳି ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ଉପରୋକ୍ତ ସମସ୍ତ ଯୋଜନାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ବିଭିନ୍ୟ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | କିନ୍ତୁ ବିଡମ୍ବନାର ବିଷୟ ଯେ ବିଦ୍ୟୂତ ଯୋଗାଣ ଓ ଏହାକୁ ପରିଚାଳନ କରୁଥିବା ବିଭାଗୀୟ ଅଧିକାରୀ ଓ କିଛି କର୍ମଚାରିଙ୍କ ଦାଇତ୍ଵ ଶୂନ୍ୟତା ଓ ଅପାରଗତା […]
ପ୍ରଭାତ କୁମାରସାହୁ(ସାକ୍ଷୀଗୋପାଳ) ସୁଆଣ୍ଡୋକୁ ଏକ ଐତିହ୍ୟ ଆଦର୍ଶ ଗ୍ରାମ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର କରିଛନ୍ତି ଉଦ୍ୟମ। ପୁରୀ ଜିଲ୍ଲାପାଳ ଶନିବାର ଅପରାହ୍ନରେ ସୁଆଣ୍ଡୋ ଗ୍ରାମରେ ଚାଲିଥିବା ନିର୍ମାଣଧୀନ କାର୍ଯ୍ୟର ସମୀକ୍ଷା କରିବା ପାଇଁ ସେଠାରେ ପହଞ୍ଚିଥିଲେ । ଗୋପବନ୍ଧୁ ଜୟନ୍ତୀ ପୂର୍ବରୁ ରାସ୍ତା କାମ ଶେଷ କରିବା ପାଇଁ ରାସ୍ତା ଗୃହ ନିର୍ମାଣ ବିଭାଗ ଅଧିକାରୀଙ୍କୁ ନିଦ୍ଦେଶ ଦେଇଛନ୍ତି । ଗ୍ରାମରେ ନଳକୂପ, ନୂିନଗୃହ ଓ […]
ପ୍ରଭାତ ସାହା(ମାଲକାନଗିରି)ମାଲକାନଗିରି ଜିଲ୍ଲା ଏମ୍ଭି ୧୯ ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ପାଞ୍ଚ ବର୍ଷର ନାବାଳକ ଶିଶୁ କୁ ହତ୍ୟା କରିବା ପରେ ଶବ କୁ ନିଜ ଘର ଭିତରେ ଲୁଚାଇ ରଖିଥିଲେ ହତ୍ୟାକାରି । ଏମ୍ଭି ୧୯ ଗ୍ରାମର ନାବାଳକ ଅଙ୍କିତ ମଣ୍ଡଳ ଗତକାଲି ଠାରୁ ନିଖୋଜ ଥିଲେ ଏ ନେଇ ପରିବାର ଲୋକେ ଆଜି ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ । […]
ଦୀପକ ସାହୁ(କଳାହାଣ୍ଡି)କୋକସରା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଶୁକ୍ରବାର ବିଲମ୍ବିତ ରାତିରେ ୩ଜଣ ଗଞ୍ଜେଇ ବେପାରି କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ଏକ ବୋଲେରୋ ଗାଡି କୁ ଜବତ କରିଛି । ତେବେ ବୋଲେରୋ ଡ୍ରାଇଭର ଫେରାର ମାରିଥିବାବେଳେ ଆସନ୍ତା କାଲି ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଗିରଫ ୩ଜଣ ହେଲେ କୋରାପୁଟ ଜିଲ୍ଲା […]
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଳକ୍ ଅନ୍ତର୍ଗତ ବଡ଼ବେତରା ପଞ୍ଚାୟତ ଭାରିଗୋଳ ଗ୍ରାମର ବୁଢ଼ା ମହାପୁରୁଷଙ୍କ ପୀଠ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗରଦପୁର ର ତହସିଲଦାର ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଗ୍ରାମବାସୀ ଙ୍କ ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ବେହେରା ପ୍ରଶଂସା କରିଥିଲେ। ଗ୍ରାମର ସମାଜସେବୀ ସୁଶାନ୍ତ କୁମାର ବାରିକ ଏହି କାର୍ଯ୍ୟକ୍ରମର ଦାୟିତ୍ଵ ନିର୍ବାହ କରିଥିଲେ। […]
ଭୁବନେଶ୍ବର: ସେପ୍ଟେମ୍ବର ୧ ଯାଏଁ ଆଂଶିକ ଲକଡାଉନ ।ପ୍ରାହତ୍ତମ ଥର ପାଇଁ ୧୪ ଦିନି ପରିବର୍ତେ ୧ ମାତ୍ସପାଇଁ ଜାରିହେଲା ଗାଇଡ଼ ଲାଇନ । ଏସ୍ଆରସି ପ୍ରଦୀପ ଜେନା ଅଗଷ୍ଟ ଗାଇଡଲାଇନ୍ ନେଇ ସୂଚନା ଜାରି କଲେ । ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ରହିଥିବାବେଳେ,କଟକ ଏବଂ ଭୁବନେଶ୍ବରରେ ସ୍ଥିତି ଏତେଟା ଉଦବେଗଜନକ ନୁହେଁ ବୋଲି କହିଲେ ଏସ୍ଆରସି । ସେପ୍ଟେମ୍ବର ୧ ତାରିଖ ଯାଏଁ ୩ ଜିଲ୍ଲାରେ […]
ଦୀପକ କୁମାର ସାହୁ (କଳାହାଣ୍ଡି)ଭାଙ୍ଗିଲା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ |ଚିନ୍ତା ରେ ଚାଷି ଚଳିତ ବର୍ଷ ଠାରୁ ଇନ୍ଦ୍ରାବତୀ ରୁ ପ୍ରଥମ ଥର ପାଇଁ ଉଠା ଜଳସେଚନ ରେ କୋକସରା ଓ ଧର୍ମଗଡ ବ୍ଲକ ର ଅଣଜଳସେଚିତ ଚାଷ ଜମି କୁ ପାଣି ଯୋଗାଇବା ପାଇଁ ପାଣି ଛଡା ଯାଇଥିଲା |ହେଲେ ପ୍ରଥମ ବନ୍ୟାଜଳ ନିଷ୍କାସନ ରେ ହିଁ […]
ବବିତା ସାମଲ(ଭଦ୍ରକ)ମହାଳୟା ସମୟରେ ପିତୃ ପୁରଷଙ୍କୁ ପିଣ୍ଡଦାନ ଦେବା ପାଇଁ ଇଣ୍ଡିଆନ ରେଲୱେ କେ୍ଟେରିଙ୍ଗ ଏବଂ ଟୁ୍ରିଜିମ କରୋପରେସନ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି. ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ୨୫ ସେପ୍ଟେମ୍ବର ରୁ ସିକେନ୍ଦ୍ରାବାଦ ଠାରୁ ବାହାରି ଓଡିଶାର ୫ ଗୋଟି ଷ୍ଟେସନ ସହିତ ଭଦ୍ରକ ରେଳ ଷ୍ଟେସନ ଦେଇ ଯିବ. ଏହି ଟ୍ରେନ ଟି ବାରଣାସୀ, ପ୍ରୟାଗରଜ ଓ ଗାୟରେ ରହିବ ବୋଲି ଭଦ୍ରକ ଠାରେ […]