ବାସ୍ତବବ୍ୟୁରୋ:(ଚାନ୍ଦବାଲି) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଅବପାତର ରୂପ ନେଇ ବାତ୍ଯାରେ ପରିଣତ ହୋଇଛି। ଆଜି ସକାଳୁ ଧାମରା, ଚାନ୍ଦବାଲି ଓ ଆରଡିର ବିଭିନ୍ନ ଅଞ୍ଚଳରେ ପବନ ସାଙ୍ଗକୁ ବର୍ଷା ଲାଗି ରହିଛି।ପାଣିପାଗ ବିଭାଗ ପକ୍ଷରୁ ମଧ୍ୟାହ୍ନ ୧୨ ଟାରେ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏବେ ବାତ୍ୟା ସମୁଦ୍ର ଭିତରେ ନିଜ ବଳ ବଢ଼ାଉଛି ଓ ଧୀରେ ଧୀରେ ଆଗକୁ ବଢୁଛି । ପୂର୍ବାନୁମାନ ଅନୁଯାୟୀ […]

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ସୋମବାର) ଅପରାହ୍ନ ୪ଟା ସମୟରେ ରାଜ୍ୟବାସୀଙ୍କୁ ବାତ୍ୟା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବେ । ଦେବଗଡ଼ ସହର ମ୍ୟୁନିସିପାଲିଟି ସାହି ନୃସିଂହ ମଣ୍ଡପ ସମ୍ମୁଖରେ ଗଛ ପଡି ବୋଲେରୋ ଚୁର୍‌ମାର,ଅଳ୍ପକେ ବର୍ତ୍ତିଲେ ଲୋକେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।  ବାତ୍ୟା ‘ୟସ୍’ ପ୍ରଭାବରେ କଟକରେ ବୁଧବାର ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ […]

ବାସ୍ତବବ୍ୟୁରୋ:ଦେଶରେ କରୋନାର ଦ୍ୱିତୀୟ ତରଙ୍ଗର ଗତି ମନ୍ଥର ହେବାରେ ଲାଗିଛି। ଦେଶରେ ରବିବାର ଦିନ ୨ ଲକ୍ଷ ୨୨ ହଜାର ୭୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ​​| ଗତ ୩୮ ଦିନ ମଧ୍ୟରେ ଏହି ସଂଖ୍ୟା ସର୍ବନିମ୍ନ ଅଟେ | ଏହାପୂର୍ବରୁ ୧୫ ଏପ୍ରିଲରେ ୨ .୧୬ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଥିଲା। ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୪ ,୪୫୨ ସଂକ୍ରମିତଙ୍କ […]

ଯୋଗ ଶିକ୍ଷକ ରାମଦେବ ଏଲୋପାଥି ଡାକ୍ତରଙ୍କ ଉପରେ ଦେଇଥିବା ବିବୃତ୍ତି ପ୍ରତ୍ୟାହାର କରି ନେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଆମେ ଆଧୁନିକ ଔଷଧ ଏବଂ ଏଲୋପାଥିକୁ ବିରୋଧ କରୁନାହୁଁ। ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଯୋଗ ଗୁରୁ ଗୁରୁ ବାବା ରାମଦେବଙ୍କୁ କରୋନା ଯୋଦ୍ଧାମାନଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହାଶବର୍ଦ୍ଧନ ରବିବାର ଏକ ଚିଠି ଲେଖିଛନ୍ତି। ଏହା ପରେ ଯୋଗଗୁରୁ ରାମଦେବ ଏଲୋପାଥି ଡାକ୍ତରଙ୍କ ଉପରେ […]

ବାବା ରାମଦେବଙ୍କ ଆଲୋପାଥିକୁ ମୂର୍ଖତା ବୋଲି କହିଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ଡାକ୍ତରମାନେ ବିରୋଧ କରିଛନ୍ତି | ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ମଧ୍ୟ ଏ ବିଷୟରେ ବାବା ରାମଦେବଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛି। ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହଶଭାର୍ଦ୍ଧନ ରବିବାର ଦିନ ଏକ ଗୁରୁ ଚିଠି ଲେଖି ଯୋଗ ଗୁରୁ ରାମଦେବଙ୍କୁ କରୋନା ଯୋଦ୍ଧାମାନଙ୍କ ବିରୋଧରେ ଆସିଥିବା ‘ଆପତ୍ତିଜନକ ମନ୍ତବ୍ୟ’କୁ ପ୍ରତ୍ୟାହାର କରିବାକୁ କହିଛନ୍ତି। କେନ୍ଦ୍ର […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୮୫୨ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୮୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୯୨୩୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୧୮୬୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୭୭୯୮୩ଜଣ ସୁସ୍ଥ ହୋଇ […]

ବାସ୍ତବବ୍ୟୁରୋ:(ଭୁବନେଶ୍ବର)କରୋନା ସଂକ୍ରମଣର ହାର ରାଜ୍ୟରେ କମିବାର ନ’ଧରୁନଥିଲାବେଳେ, କରୋନାକୁ ନେଇ ରାଜନୀତି ଯୁଦ୍ଧ ତାଠାରୁ ଅଧିକ ହାରରେ ବଢି ଚାଲିଛି | ଲୋକଙ୍କ ଜୀବନ ଆଉ ଜୀବିକା ଠୁଁ ବେଶି ଦଳଗତ ପ୍ରଚାର ପ୍ରସାର ଛାଲିଛି | ଏହି ଘଡ଼ିସନ୍ଧି ମୁହୁର୍ତରେ ବିଜେପି ବିଜେଡି ମଧ୍ୟରେ ଭେଣ୍ଟିଲେଟର୍‌ କୁ ନେଇ ଆରମ୍ଭ ହୋଇଛି ଯୁଦ୍ଧ | ପିଏମ୍‌ କେୟାର ପାଣ୍ଠିରୁ କେନ୍ଦ୍ର ସରକାର ଓଡ଼ିଶାକୁ ୫୬୭ ଭେଣ୍ଟିଲେଟର୍‌ ଦେଇଛନ୍ତି। ଏହି […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)କରୋନା ମହାମାରୀର ସଙ୍କଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି। ସେ କହିଛନ୍ତି ଯେ ଏହି ଅବସରରେ କରୋନା କାରଣରୁ ପିତାମାତା ହରାଇଥିବା ପିଲାମାନଙ୍କ ପାଇଁ ଦଳ ଏକ ବଡ଼ ଧରଣର ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି। କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ମେ ୩୦ ରେ କେନ୍ଦ୍ର ସରକାରଙ୍କ ସପ୍ତମ ବାର୍ଷିକୀ ପାଳନ ପାଇଁ […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି) ଗତ ୧୪ ତାରିଖରେ ଆରବ ସାଗରରେ ସୃଷ୍ଟି ହୋଇ ୧୯ ପର୍ଯ୍ୟନ୍ତ ତାଣ୍ଡବ ସୃଷ୍ଟି କରିଥିବା ସାମୁଦ୍ରିକ ବାତ୍ୟା କୌତତେ’ ପ୍ରଭାବରେ ମୁମ୍ବାଇ ଠାରୁ ୬୫ କି.ମି ଦୂରରେ ଆରବସାଗରରେ ପଣ୍ୟବାହି ଜାହାଜ (ପି _ ୩୦୫) ବୁଡି ଘଟଣାରେ ମାସୁ ଆସୋସିଏଟ ସଂସ୍ଥାରେ ସୁପରଭାଇଜର ଭାବେ କାର୍ଯ୍ୟରତ ଓଡ଼ିଆ ଯୁବକ ଗୋଲଖ ସାହୁଙ୍କର ମୃତ୍ୟୁ ହୋଇଥିଲା । ଗୋଲଖଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ ଏ […]

ବାସ୍ତବବ୍ୟୁରୋ:(ଗଂଜାମ)ମାଡି ଆସୁଛି ବାତ୍ୟା ୟସ. ସାରା ରାଜ୍ୟରେ କରୋନାର ବିଭୀଷିକା ଲୋକମାନଙ୍କୁ ଭୟଭୀତ କରି ରଖିଥିବା ବେଳେ,ୟସ ବେଢ଼ି ଉପରେ କୋରଡ଼ା ପରି ।ଏହି ସମ୍ଭାବ୍ୟ ବାତ୍ୟା ୟସ୍ କୁ ନେଇ ଉପକୂଳବର୍ତି ଜିଲ୍ଲା ଗୁଡିକରେ ଲୋକମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ପ୍ରସ୍ତୁତି ଜାରି ରହିଛି | ଏହି ପରିପେକ୍ଷୀରେ ଆଜି ଗଂଜାମ ଜିଲାପ୍ରଶାସନ ପକ୍ଷରୁ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ କରାଯାଇଛି । ଏହି ବୈଠକରେ […]

Pin It on Pinterest