ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୫୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮୪୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୯୭୦୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୦୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୬୦୧୪୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି […]
ବାସ୍ତବବ୍ୟୁରୋ:ଦେବକାନ୍ତ,(ଚାନ୍ଦବାଲି) ବିଦ୍ୟୁତ ବିଭାଗର ଖାମଖିଆଲି ପାଇଁ ଅକାଳରେ ଚାଲିଗଲା ୨୫ ବର୍ଷ ଯୁବକର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଚଡଦିଆ ପଞ୍ଚାୟତ ହରିସପୁର ଗ୍ରାମରେ। ସୂଚନାଯୋଗ୍ୟ ଧାମରା କରଂଜମାଳଗ୍ରାମର ଗୌରାଙ୍ଗ ମାଝୀଙ୍କ ପୁଅ ଚନ୍ଦନ ମାଝୀ କିଛି ଦିନ ପୂର୍ବରୁ ଚଡଦିଆ ଗ୍ରାମରେ ଥିବା ତାର ମାଉସି ଘରକୁ ବୁଲିବାକୁ ଆସିଥିଲେ। କିନ୍ତୁ ଆଜି ସକାଳେ ଗାଁ ପାଖକୁ ବୁଲିବାକୁ ଯାଇଥିଲେ, ହଠାତ […]
ବାସ୍ତବବ୍ୟୁରୋ:ଭୁବନେଶ୍ୱର(ମନୋଜ ମହାନ୍ତି)କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଓଡିଶା ରେ ପ୍ରଥମ ଡେ଼ଲ୍ଟା+ ଭାରିଆଣ୍ଟ ଚିହ୍ନଟ । ଏହି ରୋଗୀ ଜଣଙ୍କ ଦେବଗଡ ଜିଲ୍ଲାର ବାସିନ୍ଦା । ଡି ଏମ ଇ ଟି ଡ଼. ସିବିକେ ମହାନ୍ତି ଙ୍କ କହିବା ଅନୁଯାୟୀ ଡେ଼ଲ୍ଟା+ ଭାରିଆଣ୍ଟ ଡେ଼ଲ୍ଟା ଭାଇରସ ର ଉପପ୍ରଜାତି । ତାଙ୍କର କହିବା ଅନୁଯାୟୀ ଏହାର ସଂକ୍ରମଣ କ୍ଷମତା ବିଷୟରେ ଅଧିକ କିଛି ଜଣାନାହିଁ ଓ ରୋଗୀ ପାଖକୁ ଯାଇ […]
ବାସ୍ତବବ୍ୟୁରୋ:(କଟକ) ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଲା । ବିନା ପରୀକ୍ଷାରେ ପ୍ରଥମ ଥର ପାଇଁ ପ୍ରକାଶ ପାଇଲା ଫଳାଫଳ। ମୋଟ୍ ୫,୭୪,୧୨୫ ପିଲାଙ୍କ ମଧ୍ୟରୁ ୫, ୬୨, ୦୧୦ ପାସ୍ କରିଥିବା ବେଳେ ପାସ୍ ହାର ୯୭.୮୯ ପ୍ରତିଶତ ରହିଛି। ଅପରାହ୍ନ ୪ଟା ବେଳେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ପରିପେକ୍ଷୀରେ କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ […]
ବାସ୍ତବବ୍ୟୁରୋ:(ମୁମ୍ବାଇ) ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ଏନସିବି ଦ୍ୱାରା ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରକୁ ଗିରଫ କରାଯାଇଛି। ଜାମ୍ମୁ କାଶ୍ମୀରରୁ ବହୁ ପରିମାଣର ଗଞ୍ଜା ଚୋରା ଚାଲାଣ ମାମଲାରେ କାସକରଙ୍କୁ ଏନସିବି ପଚରାଉଚରା ପାଇଁ ଗିରଫ କରିଛି। ଥାନେ ସେଣ୍ଟ୍ରାଲ ଜେଲ ଅଧୀକ୍ଷକ ହର୍ଷଦ ଆହିରାଓ କହିଛନ୍ତି ଯେ ଏନସିବି ଦଳ କାସ୍କରଙ୍କ ସହ ସକାଳ ପ୍ରାୟ ୧୧ ଟା ସମୟରେ ମୁମ୍ବାଇ ଅଭିମୁଖେ ଯାତ୍ରା […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮୦୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୯୩୫୦୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୧୫୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୫୬୪୯୮ଜଣ ସୁସ୍ଥ ହୋଇ ଘରକୁ […]
ବାସ୍ତବବ୍ୟୁରୋ:(ଦେବକାନ୍ତ ,ଚାନ୍ଦବାଲି) ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ଵର ର ଆରାଧ୍ଯ ଦେବତା ବାବା ମହିମା ମଣି ଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି,ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ସକାଳୁ ସକାଳୁ ମହାପ୍ରଭୁଙ୍କ ଙ୍କ ନୀତି କାନ୍ତି ସମାପନ ପରେ ରତ୍ନସିଂହାସନ ରୁ ବାବା ଙ୍କୁ ବଡ ପଟୁ ଆର ରେ. ସ୍ନାନ ମଣ୍ଡପ କୁ ଅଣାଯାଇଥିଲା ସଙ୍ଖ ଘଣ୍ଟ ହୁଳହୁଳି ରେ […]
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍ଘାଟନତୃତୀୟ ଲହର ସଂପର୍କରେ ବିଶେଷଜ୍ଞ ମାନଙ୍କର ଭିନ୍ନ ମତ ରହୁଛି, ତେଣୁ ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର – ମୁଖ୍ୟମନ୍ତ୍ରୀ ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ Liquid Medical […]
ବାସ୍ତବବ୍ୟୁରୋ:କଟକ:(ଦୀପକ୍ କୁମାର) କଟକ ସହରରେ ଦିନକୁ ଦିନ ବଢି ଚାଲିଛି ଅପରାଧିକ କାର୍ଯ୍ୟକଳାପ । ଅଳ୍ପ ଦିନ ବ୍ୟବଧାନରେ ପୁଣି ଷ୍ଟେଟ୍ ଫ୍ଲାଇଂ ସ୍କ୍ବାର୍ଡ ଟିମ୍ କୁ ମିଳିଛି ଆଉ ଏକ ସଫଳତା । ଚଢାଉ କରି ଟାଙ୍ଗୀ ଟୋଲ୍ ଗେଟ୍ ନିକଟରୁ ୧୦୫ କେଜି ଗଞ୍ଜେଇ ଜବତ କରିଛି ।ଗଞ୍ଜେଇ ଗାଡି ଗଜପତିରୁ କୋଲକାତା ଯାଉଥିବା ନେଇ ଅବକାରୀ ବିଭାଗକୁ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା । ଖବର […]
ଗୋଖାଦ୍ୟ ଖର୍ଚ୍ଚ ବାବଦ ୬୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ସହାୟତା,ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଓମ୍ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ […]


