ବାସ୍ତବବ୍ୟୁରୋ:(ରିସର୍ଚ୍ଚ ଟିମ)ବର୍ତମାନ ଇଣ୍ଟରନେଟ୍ ର ଯୁଗ ସୋସିଆଲ ମିଡ଼ିଆର ଯୁଗ, ଟ୍ରମ୍ପ ଛିଙ୍କିବାର ଆଖି ପଲକରେ ବିଶ୍ଵବାସୀ ଜାଣିଯଉଛନ୍ତି |ପିଲାଙ୍କର ବହି ଉଇ ଖାଉଛି ପାଠ ପଢ଼ା ଇଣ୍ଟର୍ନେଟ୍ ରେ | ପାରିବାରିକ ସମ୍ପର୍କରେ ଦୂରତା ବଢିଛି |ପିଲା କାନ୍ଦିଲେ ମା’ମାନେ ମୋବାଇଲ ଧରାଇ ଦେଉଛନ୍ତି |ସୋସିଆଲ ମିଡ଼ିଆ ଯୁଗରେ ସୋସିଆଲ ମିଡ଼ିଆ ଯେତିକି ସୁବିଧା ଯୋଗାଇ ଦେଉଛି ଲୋକମାନେ ସେତିକି ଅଜବ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ସୋସିଆଲ ମିଡ଼ିଆରୁ […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଉତ୍ତରାଖଣ୍ଡ ସରକାରରେ ଏକ ବଡ ହଲଚଲ ହେବାକୁ ଯାଉଛି। ଚଳିତ ବର୍ଷ ମାର୍ଚ୍ଚ ୧୦ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ତିରଥ ସିଂ ରାୱତ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ତ୍ରିବେନ୍ଦ୍ର ସିଂ ରାୱତଙ୍କ ସ୍ଥାନରେ ତାଙ୍କୁ ସିଏମ୍ କରାଯାଇଥିଲା। ଯଦି ତାଙ୍କ ଇସ୍ତଫା ଗ୍ରହଣ କରାଯାଏ, ତେବେ ଉତ୍ତରାଖଣ୍ଡ ପୁଣି ଏକ ନୂତନ ସିଏମ୍ ପାଇବ। ଆପଣଙ୍କୁ କହିରଖୁଛୁ ଯେ ଦିଲ୍ଲୀରେ ତିନି ଦିନ ଧରି […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଦିନକୁଦିନ ସାଇବର ଠକଙ୍କର ପାଦୁର୍ବଭାବ ବଢିଚାଲିଥିଲେବି, ଏହାକୁ ରୋକିବାରେ ସାଇବର ସେଲ୍କୁ ସେମିତି ଆଖି ଦୃଷ୍ଟିଆ ସଫଳତା ମିଳିନୁ |ସର୍ବସ୍ୱାନ୍ତ ହେଉଛନ୍ତି ସାଧାରଣ ଜନତା |ଏଇ କିଛିଦି ତଳେ ଆମେ ଆପଙ୍କ ନଜରକୁ ଆଣିଥିଲୁ ନିଶ୍ଚନ୍ତ କୋଇଲି ବ୍ଲକ ଗୋପୀନାଥପୁର ଶାସନର ସର୍ବ ପ୍ରସନ୍ନ ପଣ୍ଡାଙ୍କ କଥା |ଯେକି ସାଇବର ସୁନ୍ଦରୀଙ୍କ ମାୟା ଜାଲରେ ୪ ଲକ୍ଷ ଟଙ୍କା ହରାଇଛନ୍ତି |ଏବେ ଠିକ ସେହିପରି ସାଇବର ଠକଙ୍କ ଜାଲରେ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୨୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୦୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୧୬୧୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୦୯୫୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୦୯୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି […]

ବାସ୍ତବବ୍ୟୁରୋ:(ଭଦ୍ରକ) ବାସୁଦେବପୁର କଂଗ୍ରେସ ତରଫ ରୁ ଗୁରୁବାର ଦିନ ସ୍ଥାନୀୟ ପୌର ପାଳୀକା ରେ ବିଭିନ୍ନ ଦାବି ନେଇ ଏକ ଗଣ ଧାରଣା ଦିଆ ଯାଇଥିଲା।ବାସୁଦେବପୁର ପୌର ପାଲିକା ରେ ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି, କରନା ରିଲିଫ୍ ଚାଉଳ ଓ ବାତ୍ୟା ୟସ୍ ର ରିଲିଫ୍ ବଣ୍ଟନ, ୱାର୍ଡ ଗୁଡ଼ିକ ରେ ବିଭିନ୍ନ ସ୍ଥାନ ରେ ଷ୍ଟ୍ରିତ୍ ଲାଇଟ ଜଳୁ ନ ଥିବା ର ବିଭିନ୍ନ ସମସ୍ୟା ସମ୍ପର୍କରେ […]

ବାସ୍ତବବ୍ୟୁରୋ:(କଳାହାଣ୍ଡି)କେସିଙ୍ଗା ପୋଲିସ ର ଆଉ ଏକ ବଡ଼ ସଫଳତା ଗତ ଦୁଇ ଦିନ ଭିତରେ ଲଗାତାର ଭାବରେ ଦୁଇ ଦୁଇଟି ଗଞ୍ଜେଇ ଗାଡ଼ି କୁ ଜବତ କରିଛି କେସିଙ୍ଗା ପୋଲିସ ।ନୂତନ ଭାବେ ଥାନାରେ ଯୋଗ ଦେଇଥିବା ଆଇ ଆଇ ସି ଏସ କେ ନନ୍ଦ ଙ୍କ ନେତୃତ୍ଵ ରେ ଗତ କାଲି ଏକ ବୋଲେରୋ ଗାଡ଼ି ସହିତ ୭୮କେ ଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଆଜି ପୁନର୍ବାର […]

ଭୁବନେଶ୍ୱର-ଆଜି ଦୁମୁଡୁମା ମୁଖ୍ୟ ବଜାର ଛକରେ,ମର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ଏକାମ୍ର ଭୁବନେଶ୍ୱର ଶାଖା ତରଫରୁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଆଁ ଦରବୃଦ୍ଧି ଆଉ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ବିରୁଦ୍ଧରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। CPIM ର ଭୁବନେଶ୍ବର ବିଶିଷ୍ଠ ଶ୍ରମିକ ନେତା ନେତା ଶ୍ରୀ ପ୍ରଦୀପ୍ତ ନାୟଙ୍କ କହିଥିଲେ ଯେ ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସ କହି ମିଛ ଫୁଟାଣି ମାରି ପ୍ରଧାନ […]

ବାସ୍ତବବ୍ୟୁରୋ:ଭଦ୍ରକ– ଡାକ୍ତର ହେଉଛନ୍ତି ଦ୍ୱିତୀୟ ଇଶ୍ଵର ଯେତେବେଳେ ଆମର ସବୁଠାରୁ ଭରସା ତୁଟିଯାଏ ଜୀବନ ଆଉ ମୃତ୍ୟୁର ଦୋଛକିରେ ଠିଆହୋଇ କେବଳ ଦୁଇ ଜଣଙ୍କ ଉପରେ ଆସ୍ଥା ଥାଏ |ଜଣେ ଅଦୂର୍ଷ୍ୟ ଈଶ୍ଵର ଆଉଜଣେ ସାକ୍ଷାତ,ଏ ଦେହ ତାଙ୍କରି ହାତରେ ଟେକିଦେଇ ହୁଅ, ସେ ଆଉକେଇ ନୁହେଁ ଡାକ୍ତର |ପିତା କସା ଯାହା ଦିଅନ୍ତି ଆଖି ବୁଝି ଖାଇଦେଉ,କାରଣ ବଂଚିବା ଆଉ ବଂଚାଇବାର ମୋହ ସବୁ କଥା ମାନିନେବାକୁ ବାଧ୍ୟ […]

ବାସ୍ତବବ୍ୟୁରୋ:(ଭଦ୍ରକ)- ଦିଲ୍ଲୀର ନିର୍ଭୟା ମାମଲା ପରେ ଦେଶ ବ୍ୟାପି ନାବାଳିକା ମାନଙ୍କ ପ୍ରତି ହେଉ ଥିବା ଯୌନ ନିର୍ଯ୍ୟାତନା ମାମାଲା ଗୁଡିକ ବିଚାର ପାଇଁ ସରକାର ସ୍ବତନ୍ତ୍ର ପୋସ୍କୋ ଆଇନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି | ସ୍ବତନ୍ତ୍ର କୋର୍ଟ ମାଧ୍ୟମରେ ୬ମାସ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ଆଇନ ପ୍ରଣିତ ହୋଇଛି.|ଏହି ପରିପେକ୍ଷୀରେ ଆଜି,ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ତ୍ବରିତ ବିଚାର ପାଇଁ ଭଦ୍ରକର ସ୍ବତନ୍ତ୍ର ପୋସ୍କୋ (ଫାଷ୍ଟ […]

କଟକ -(ଦୀପକ୍ କୁମାର ବେଉରା) ରାଜ୍ୟ ସରକାରଙ୍କ ଚାଷ ଓ ଚାଷୀଙ୍କ ପ୍ରତି ଅବହେଳାକୁ ପ୍ରସଙ୍ଗ କରି କଟକ ବିଜେପି କୃଷକ ମୋର୍ଚ୍ଚା ଆଜି ରାଜରାସ୍ତାକୁ ଓହ୍ଲାଇଛି ।କଟକ ୧୬ ନମ୍ବର ଜାତୀୟ ରାଜପଥ ର ବାଲିକୁଦା ଛକଠାରେ ରାସ୍ତା ଅବରୋଧ କରି ବିକ୍ଷୋଭ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଧାନ ବିକ୍ରୟ କରିବା ପାଇଁ ମଣ୍ଡିଗୁଡିକରେ ଚାଷୀଙ୍କୁ ଟୋକନ୍ ଦିଆଯାଇଥିଲା ବେଳେ ଟୋକନ୍ ର ଧାର୍ଯ୍ୟ […]

Pin It on Pinterest