ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୨୪୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୨୪୬୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୯୬୨୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୯୦୭୭୮ ଜଣ ସୁସ୍ଥ ହୋଇ ଘରକୁ […]
ବାସ୍ତବବ୍ୟୁରୋ:(ଭଦ୍ରକ) ଆଜି ଭଦ୍ରକ ଜିଲ୍ଲାପାଳ ଡ଼.ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ ଏବଂ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ଼ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ବାସୁଦେବପୁର ଥାନI ଅନ୍ତର୍ଗତ ଟେରା ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା […]
ବାସ୍ତବବ୍ୟୁରୋ:(ଚାନ୍ଦବାଲି) ଚାନ୍ଦବାଲି ଏନ ଏ ସି କଲେଜ ଛକ ନିକଟରେ କଣ୍ଟେନର ଗାଡି ଦୃଘଟଣା ଗ୍ରସ୍ଥ, ଚାଳକ ଓ ହେଲ୍ପର ଗୁରୁତ୍ୱର ଆହାତ lଆଙ୍କର-ଚାନ୍ଦବାଲି ଭଦ୍ରକ ମୁଖ୍ୟରାସ୍ତା ଚାନ୍ଦବାଲି କଲେଜ ଛକ ନିକଟରେ ଏକ କଣ୍ଟେନର ଭାରସ୍ୟମ ହରାଇ ମୁଖ୍ୟ ରାସ୍ତା ନିକଟରେ ଥିବା ଏକ ପୋଖରୀ ମଧ୍ୟ୍ୟକୁ ଓଲଟି ପଡିଛି l ସକାଳ ପ୍ରାୟ ୮ ଟା ସମୟରେ ଚାଳକଙ୍କ ଆଖି ଲାଗିଯାଇ ଥିବାରୁ ଚାଳକ ଭାରସ୍ୟମ ହରାଇ […]
ବାସ୍ତବବ୍ୟୁରୋ:(ରିସର୍ଚ୍ଚ ଟିମ)ଶୀତ ଆସିବା ସହିତ ଅଣ୍ଡାର ଚାହିଦା ବଢିଯାଏ |ହେଲେ ଏବେ ଶୀତ ହେଉବା ଖରା ଅଣ୍ଡା ର ଚାହିଦା ବଢି ବଢି ଚାଲିଛି ଟିଭି ଖୋଲିଲେ ଅଣ୍ଡା ର ପ୍ରମୋସନ “ସଣ୍ଡେ ହେଉବା ମଣ୍ଡେ ରୋଜ ଖାଅ ଅଂଡେ” |ଶୀତଦିନେ, ଅଣ୍ଡା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ,ତେଣୁ ଲୋକମାନେ ଅଣ୍ଡା ବହୁତ ବ୍ୟବହାର କରନ୍ତି | ଲୋକମାନେ ପ୍ରଚୁର ପରିମାଣରେ ସିଝା ଅଣ୍ଡା ଏବଂ ଅଣ୍ଡା ତରକାରୀ […]
ବାସ୍ତବବ୍ୟୁରୋ:(ଭଦ୍ରକ)ମହାମାରୀଙ୍କୁ ହରାଇବା ପାଇଁ ଏହି ସମୟରେ ଅନେକ ସ୍ବେଛାସେବୀ ସଂଗଠନର ଅବଦାନ ରହିଛି |ସବୁବେଳେ ସବୁସମୟରେ ସରକାର ହୁଅନ୍ତୁ ବା ସାମାଜିକ ସଂଗଠନ ସମସ୍ତଙ୍କର ଧ୍ୟାନ ରହିଥାଏ ଚିକିତ୍ସାଳୟ ହେଉ ବା ସ୍ୱାସ୍ଥ୍ୟ ସେବା ଉପରେ, ସେମିତି ଆଜି ଏକ ମହନୀୟ କାର୍ଯ୍ୟ ଦେଖିବାକୁ ମିଳିଛି ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଠାରେ,ସିଂଜେଣ୍ଟା ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ୫୦ ଗୋଟି ହାଇଡ୍ରୋଲିକ ବେଡ଼ ପ୍ରଦାନ କରାଯାଇଛି|ସିଂଜେଣ୍ଟା ଇଣ୍ଡିଆ ଲିମିଟେଡ଼ କମ୍ପାନୀ ହେଉଛି […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୧୮୯୬ରେ ପହଞ୍ଚିଛି । ଏଥି ମଧ୍ୟରୁ ୩୦୨୨୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୮୭୪୨୦ ଜଣ ସୁସ୍ଥ ହୋଇ […]
ବାସ୍ତବବ୍ୟୁରୋ :ଅଭୟ ସାହୁ,(ମାହାଙ୍ଗା)ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଆଉ ଏକ ବଡ଼ ଉପଲବ୍ଧି ଦେଖିବାକୁ ମିଳିଛି !କୋଭିଡ ସମୟରେ ବିଭିନ୍ନ ହସ୍ପିଟାଲ ଗୁଡିକରେ ରୋଗୀମାନଙ୍କ ଚିକିତ୍ସା ପାଇଁ ଅକସିଜେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ବିଭିନ୍ନ ହସ୍ପିଟାଲକୁ ଅକସିଜେନ କନସିରେଟର ମେସିନ ଯୋଗାଇ ଦିଆଯାଇଛି !ପଞ୍ଚାୟତରାଜ ଓ ଆଇନି ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଆମେରିକାନ ଫାଉଣ୍ଡେସନ ପକ୍ଷରୁ ଆଜି ମାହାଙ୍ଗା ନିର୍ବାଚନ […]
ବାସ୍ତବବ୍ୟୁରୋ:(ଭଦ୍ରକ)୦୩/୦୭:ଭଦ୍ରକ ଗ୍ରାମାଞ୍ଚଳ ଥାନା କଲେଇପଂଚାୟତ କଣ୍ଟାପଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା |ଘରେ ପଶି ଏକ ଯୁବତୀକୁ ବଳାତ୍କାର ଉଦ୍ୟମ କରିଛନ୍ତି ସେହି ଗ୍ରାମର ଜଗବନ୍ଧୁ ମହାଳିକ ନାମକ ଜଣେ ଯୁବକ |ସୂଚନାନୁଯାଇ ତା ୦୧/୦୭ରିଖ ସନ୍ଧ୍ୟା ଘ୬:୩୦ଟୀକା ସମୟରେ ଜଗବନ୍ଧୁ ସେହି ଗ୍ରାମର ସମ୍ପୃକ୍ତ ଯୁବତୀଙ୍କ ଘରକୁ ଯାଇଥିଲେ ଓ ତାଙ୍କ ବାପାଙ୍କୁ ଖୋଜିଥିଲେ କିନ୍ତୁ ତାଙ୍କ ବାପା ଘରେ ନଥିବାରୁ ଯୁବତୀ ଜଣକ ବାହାରି ଆସି […]
ବାସ୍ତବବ୍ୟୁରୋ:କଟକ :(ଦୀପକ୍ କୁମାର ବେଉରା) କମିଶନରେଟ୍ ପୋଲିସ ପଞ୍ଝାରେ ଚେନ୍ ଲୁଟେରା ଗ୍ୟାଙ୍ଗ୍।ଏଭଳି ଏକ ଗ୍ୟାଙ୍ଗ୍ ର ଦୁଇ ଜଣ ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି କଟକ ଜଗତପୁର ଥାନା ପୋଲିସ୍।ପୋଲିସ୍ ସୂଚନା ମୁତାବକ ଜଗତପୁର ଅଞ୍ଚଳର ଅଲେଖ ଲେଙ୍କାଙ୍କ ମା ଘରକୁ ରାସ୍ତାରେ ଯାଉଥିବା ସମୟରେ ଏକ ବାଇକ୍ ରେ ଦୁଇ ଜଣ ଦୁର୍ବୃତ୍ତ ଆସି ପିନ୍ଧିଥିବା ସୁନା ଚେନ୍ କୁ ଝାମ୍ପି ଫେରାର ହୋଇଯାଇଥିଲେ । ଘଟଣା […]
ବାସ୍ତବବ୍ୟୁରୋ:(ଛାତିସଗଡ଼)ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଆଜି ବଡ଼ ଧରଣର ନକ୍ସଲ ହମଲା ହେବାର ସୂଚନା ମିଳିଛି । ନାରାୟଣପୁର ଜିଲ୍ଲା ଆମଦାଇ ସ୍ଥିତ ଲୁହାପଥର ଖଣିରେ ନକ୍ସଲମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ସମୟରେ ଏକ ହଜାରରୁ ଅଧିକ ନକ୍ସଲ ସାମିଲ ହୋଇthile । ଏହି ଆକ୍ରମଣ ସମୟରେ ନକ୍ସଲ ମାନେ ୧୫ ରୁ ୨୦ ଜଣ ଖଣି କର୍ମଚାରୀଙ୍କୁ ନିଜ କବ୍ଜାକୁ ନେଇ ଯାଇଥିବା ଜଣାପଡ଼ିଛି। ଆଜି ସକାଳ୧୦ଟା ପାଖାପାଖି […]


