ବସ୍ତାବ୍ୟୁରୋ:(ଭୁବନେଶ୍ୱର)ଜୁଲାଇ ୧ ଅନଲକ୍ ହେବ ଓଡିଶା, ଜୁନ୍ ୩୦ ରେ ଓଡିଶା ସରକାର ନୂତନ ଅନଲକ୍ ନିର୍ଦ୍ଦେଶାବଳୀ ଘୋଷଣା କରିବେ |ତେବେ କଣ ଅନଲକ୍ ହେବ ଓଡିଶା ରାଜ୍ୟର କରନା ଗ୍ରାଫ କେଉଁଠି କାମୁଛିତ କେଉଁଠି ବଢୁଛି ଏବେବି ୩୦୦୦ ହଜାର ତଳକୁ ଗ୍ରାଫ ଫେରୁନି | ଗତ ୧୫ ଦିନ ମଧ୍ୟରେ ପାଞ୍ଚଟି ଜିଲ୍ଲା ରେଡ୍ ଜୋନ୍ ରେ ରହିଛି । ବୁଧବାର ଏକ ଉଚ୍ଚ ସ୍ତରୀୟ ବୈଠକରେ […]

ଭାରତରେ କରୋନା ତୃତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ହୃଦ୍‌ରୋଗୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ | ହୃଦ୍‌ରୋଗ ବିଶେଷଜ୍ଞ ଡକ୍ଟର ନରେଶ ତ୍ରେହାନ ଚେତାବନୀ ଏବଂ ସତର୍କତାମୂଳକ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଛନ୍ତି। ବୃଦ୍ଧ ରୋଗୀମାନଙ୍କ ପ୍ରତି ଯତ୍ନବାନ ହେବାକୁ ସେ ଯୁବକମାନଙ୍କୁ ପରାମର୍ଶ ଦେଇଛନ୍ତି। ବାସ୍ତବବ୍ୟୁରୋ:ଏକ ସମ୍ବାଦପତ୍ର କୁ ସାକ୍ଷାତକାରରେ ତ୍ରେହାନ କହିଛନ୍ତି ଯେ ୧୫ ରୁ ୨୦ ପ୍ରତିଶତ କ୍ଷେତ୍ରରେ SARS-Cove-2 ଜୀବାଣୁ ରୋଗୀର ହୃଦୟକୁ ମଧ୍ୟ ପ୍ରଭାବିତ କରୁଛନ୍ତି। […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୭୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୦୬୪୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୬୧୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୭୦୭୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି […]

ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା) ଅଗ୍ରଣୀ ସାହିତ୍ୟାନୁଷ୍ଠାନ କୋରୋ ସ୍ଥିତ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ଭରଚୁଆଲ କବିତା ପାଠୋତ୍ସବ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମହାକାଳପଡ଼ା ବିକାଶ ମଞ୍ଚର ପ୍ରତିଷ୍ଠାତା ତଥା ରାଜଶ୍ରୀର କାର୍ଯ୍ୟକାରୀ ସଭାପତି ପ୍ରକୃତି ବନ୍ଧୁ କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ଓଡିଶା ବିଧାନସଭାର ସଚିବ ତଥା ବିଶିଷ୍ଟ ପ୍ରାବନ୍ଧିକ ଦାଶରଥି ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ […]

ଜଳେଶ୍ୱର:(ନବୀନ ସାହୁ) ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋପିମୋହନପୁର ପଞ୍ଚାୟତ ଅନ୍ତର୍ଗତ ବାଶୁଳିଆ ଆଦିବାସୀ ସାହିରେ ବାଶୁଳି ପୁଜା ଭୋଗ ଖାଇ ୭୦ ରୁ ଅଧିକ ଗ୍ରାମବାସୀ ଅସୁସ୍ଥ ହୋଇଛନ୍ତି ,ସୁଚନା ଅନୁଯାୟୀ ଗତ ଶନିବାର ରାତିରେ ଗ୍ରାମରେ ବାଶୁଳି ଠାକୁରାଣୀଙ୍କ ନିକଟରେ ପୂଜା ଅନୁଷ୍ଠିତ ହୋଇଥିଲା,ପୂଜା ସରିବା ପରେ ଗ୍ରାମବାସି ମାନେ ଠାକୁରାଣୀଙ୍କ ଭୋଗ ଖାଇଥିଲେ । ଭୋଗ ଖାଇବାର ପାଖାପାଖି ୧୨ ଘଣ୍ଟା ପରେ କିଛି ଗ୍ରାମବାସୀ […]

ବାସ୍ତବବ୍ୟୁରୋ:(ଚୌଦ୍ୱାର,ଦୀପକ୍ କୁମାର ) କମିସନରେଟ ପୁଲିସର ଚୌଦ୍ୱାର ଥାନା ଲଗାତାର ବେଆଇନ ଜୁଆ ଆଡ୍ଡା ଉପରେ ଚଢାଉ ଜାରିରଖିଛି । ଆଜି ସୋମବାର ସକାଳ ୧୧ଟା ବେଳକୁ ଚୌଦ୍ୱାର ପୌରପାଳିକାର ଅନ୍ତର୍ଗତ ହିଙ୍ଗୁଲାଇ ପଡିଆ ନିକଟରେ ବେଆଇନ ଜୁଆ ଆଡ୍ଡା ଚାଲୁଥିବାର ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଚୌଦ୍ୱାର ପୋଲିସ ସେଠାରେ ଅଚାନକ ଚଢାଉ କରିଥିଲେ । ୫ ଜଣ ଜୁଆ ଖେଳୁଥିବାର ଦେଖିଥିଲେ । ସମସ୍ତଙ୍କୁ କାବୁ କରିବା […]

ବାସ୍ତବବ୍ୟୁରୋ:(କଳାହାଣ୍ଡି)ସାପ କାମୁଡା ରେ ଯୁବକ ମୃତ୍ୟୁ l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଠଘରl ଗ୍ରାମ ର ବିରକl ମାଝୀ ଙ୍କ 37 ବର୍ଷ ପୁଅ ମୀନକେତନ ମାଝୀ ରାତି ରେ ସୋଇ ଥିବା ବେଳେ ବିଷାକ୍ତ ସାପ କାମୁଡି ଥିଲା l ଫଳରେ ପ୍ରଥମେ ତାଙ୍କୁ ଥୁଆମୂଳ ରାମପୁର ଚିକତ୍ସାଲୟ ନେଇଥିଲେ ସେଠାରେ ତାଙ୍କର ଅବସ୍ଥା ସଂକତାପର୍ଣ୍ଣ ହେବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାଂତର କରାଯାଇଥିଲା […]

ବାସ୍ତବବ୍ୟୁରୋ:(ଦେବକାନ୍ତ ମହାନ୍ତି,ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ବଜାରପୁର ପଂଚାୟତ ରାଜଘରପୁର୍ ଗାଁର ସଳେନ୍ଦ୍ର ନାରାୟଣ ସଂସ୍କୃତି ବିଦ୍ୟାଳୟର ସରକାରୀ ସଂସ୍କୃତ ଶିକ୍ଷକ ଜଗତ୍ ଜୀବନ ମହାପାତ୍ରଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ସୁଣିବା ପରେ ଛାତ୍ର ଛାତ୍ରୀ ଓ ଶିକ୍ଷକ , ଶିକ୍ଷୟତ୍ରୀ ମହଲରେ ଶୋକର ଲହରୀ ଖେଳିଯାଇଛି । ଶ୍ରୀ ମହାପାତ୍ର ଜଣେ ଛାତ୍ର ବଛଳ ଶିକ୍ଷକ,ପୁଜକ,ପଣ୍ଡିତ,ପରଉପକାରୀ, ଓ ଧର୍ମ ପରାୟଣ ବ୍ୟକ୍ତି ଥିବାରୁ […]

ବାସ୍ତବବ୍ୟୁରୋ:(ଭବାନୀପାଟଣା)ନିଜ ଜନ୍ମ ମାଟି ର ମହକ ଅଲଗା ଗାଁ ର ପାଣି ପବନ ରେ ଛୋଟ ରୁ ବଡ଼ ହୋଇ ଅନେକ ବ୍ୟକ୍ତି କର୍ମକ୍ଷେତ୍ରରେ ସଫଳତା ପାଇଲେ ନିଜ ଗାଁ କୁ ଭୁଲି ସହର ମୁହାଁ ହେଉଥିବା ବେଳେ ଆଜି ମଧ୍ୟ ଏମିତି କିଛି ମଣିଷ ଅଛନ୍ତି ଯିଏ ଗାଁ ର ମାଟି ପାଣି ପବନ ସହ ଯୋଡି ହୋଇ ରହିବାକୁ ଭଲ ପାଆନ୍ତି ସେହିପରି ଜଣେ ଗାଁ କୁ […]

ବାସ୍ତବବ୍ୟୁରୋ:(ଜଳେଶ୍ୱର)ମହାମାରୀ କୋରୋନା ର କବଳରେ ଆଜି ସମଗ୍ର ବିଶ୍ବ। ସେଥିରୁ ବର୍ତ୍ତିନାହିଁ ମଧ୍ୟ ଭାରତ। କୋରୋନା କୁ ମାତ୍ ଦେବା ପାଇଁ ଭାରତ ସରକାରଙ୍କ ତରଫରୁ ଲକ୍ ଡାଉନ, ସଟଡାଉନ ସହିତ ବିଭିନ୍ନ କଟକଣା ଜାରି ରହିଛି ସାରା ଭାରତ ବର୍ଷରେ ଏବଂ ଟୀକା କରଣ ମଧ୍ୟ ଜାରି ରହିଛି। ଟୀକା କରଣ ପାଇଁ ସମଗ୍ର ଭାରତ ବର୍ଷ ରେ ପ୍ରାୟତଃ ସମଗ୍ର ବିଭାଗ ତତ୍ପର। ସେଥିରୁ ଓଡ଼ିଶା ମଧ୍ୟ […]

Pin It on Pinterest