ବାସ୍ତବବ୍ୟୁରୋ:(ଡ଼.ନବକିଶୋର ମିଶ୍ର)ଜୁଲାଇରେ ବୁଧ ଗତି ପରିବର୍ତ୍ତନ କରିବେ | ବୁଧ ମିଥୁନକୁ ଗମନ କରିବେ | ମିଥୁନରେ ରବି ପୂର୍ବରୁ ଅଛନ୍ତି । ବୁଧ ଏବଂ ରବି ଗୋଟିଏ ରାଶିରେ ରହିଲେ ବୁଦ୍ଧଦିତ୍ୟ ଯୋଗ ସୃଷ୍ଟି ହୁଅ | ଏହି ଶୁଭ ସଂକେତ ଯୋଗୁଁ, କିଛି ଲୋକ କ୍ୟାରିଅରରେ ଅଗ୍ରଗତି, ଅର୍ଥରେ ଲାଭ ଏବଂ ବ୍ୟବସାୟରେ ଲାଭ ପାଇପାରିବେ | ମିଥୁନ ସଙ୍କେତ ଲୋକମାନେ ଏହି ସମୟ ମଧ୍ୟରେ ନିଜ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୮୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୬୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୧୨୮୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୧୨୩୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ଜଣ ୮୭୭୫୪୦ସୁସ୍ଥ ହୋଇ ଘରକୁ […]
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)କୋଭିଡ -୧୯ ସଂକ୍ରମଣର ତୃତୀୟ ତରଙ୍ଗରେ ପିଲାମାନଙ୍କ ଠାରେ ସଂକ୍ରମଣକୁ ନେଇ ଭୟର ଅବସ୍ଥା ସୃଷ୍ଟି କରୁଛି | କିନ୍ତୁ ବୁଧବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଅଧିକାଂଶ ପିଲା ଅସ୍ୱାଭାବିକ ଏବଂ କ୍ୱଚିତ୍ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ। କରୋନାର ଦ୍ୱିତୀୟ ତରଙ୍ଗ ପ୍ରଥମ ଅପେକ୍ଷା ଅଧିକ ମାରାତ୍ମକ ବୋଲି ପ୍ରମାଣିତ ହୋଇଛି | ଏହି ତରଙ୍ଗ ସମୟରେ କରୋନା ପଜିଟିଭ ପିଲାଙ୍କ ସଂଖ୍ୟା ମଧ୍ୟ […]
ବାସ୍ତବବ୍ୟୁରୋ:(ମନୋଜ ମହାନ୍ତି)ଆଜି ଘଷିପୁରା ଥାନା ଅନ୍ତର୍ଗତ ପୋଡ଼ା ଖମଣ ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ସ୍ଥଳରେ ଦଣ୍ଡପଣି ରେଡ୍ଡୀ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ବ୍ୟକ୍ତି ଗୁଡୁ ବେହେରାଙ୍କ ର କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ଦୁଇଜଣ ଙ୍କ ସମେତ ସମୁଦାୟ ତିନି ଜଣ ବ୍ୟକ୍ତି କମ୍ପାନୀ କାମ ସାରି ଭୋର […]
ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଆଜି ଚାନ୍ଦଵାଲି ଠାରେ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ଆହ୍ଵାନରେ ଵିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଵିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାରଙ୍କ ଅନଲାଇନ୍ ୟୁଟିଉଵ୍ ମାଧ୍ଯମରେ ଶିକ୍ଷାଦାନର ଭେଳିକି,ଶିକ୍ଷା ନାଁରେ ଓଡ଼ିଶାରେ ଛାତ୍ର ଛାତ୍ରୀ ମାନଙ୍କୁ ମୂର୍ଖ କରାଯାଉଛି | ସ୍କୁଲ କଲେଜ ସଟଡାଉନ କରାଇ ଅନଲାଇନ୍ ୟୁଟିଉଵ୍ ମାଧ୍ଯମରେ ଯେଉଁ ଶିକ୍ଷାଦାନର ଆରମ୍ଭ କରିଛନ୍ତି,ସେଥିରେ ୭୦% ଛାତ୍ରଛାତ୍ରୀ ଅଧ୍ଯୟନରୁ ଵଞ୍ଚିତ ହେଉଥିଵାରୁ ତାହା ଵନ୍ଦକରି ଅଵିଳମ୍ଵେ ସ୍କୁଲ […]
ବାସ୍ତବବ୍ୟୁରୋ:(ମାହାଙ୍ଗା)କଟକ ଜିଲ୍ଲା ମାହାଙ୍ଗା ବ୍ଲକନାହାଙ୍ଗ ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଘଟିଯାଇଥିବା ଅଗ୍ନିକାଣ୍ଡରେ ବିଜୟ ମହାପାତ୍ର ଓ ରଞ୍ଜନ ମହାପାତ୍ରଙ୍କ ୬ ବଖରା ଚାଳଛପର ଘର ସହ ସର୍ବସ୍ବ ଖାଦ୍ୟ ବସ୍ତ୍ର ଟଙ୍କା ସୁନା ଅଳଙ୍କାର ନିଆଁରେ ପୋଡି ପାଉଁଶ ହୋଇଯାଇଛି, ଏପରିକି ତାଙ୍କର ଦୁଇ କଲେଜ ପଢୁଆ ଝିଅଙ୍କ ସମସ୍ତ ଆସବାବ ପତ୍ର ଖାତା ବହି ନିଆଁରେ ପୋଡି ପାଉଁଶ ହୋଇଯାଇଛି | ଅଗ୍ନି ବିପନ୍ନ ଛାତ୍ରୀ ଅର୍ପିତା […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୧୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୦୯୮୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୧୪୨୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୭୪୩୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି […]
ବାସ୍ତବବ୍ୟୁରୋ:(ମାହାଙ୍ଗା)ମଙ୍ଗଳବାର ବିଳମ୍ବିତ ରାତିରେ ଭଦ୍ରେଶ୍ୱର ଫାଣ୍ଡି ନାହାଙ୍ଗ ଗାଁ’ରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିବା ଖବର ମିଳିଛି ସେହି ଗାଁ’ର ରଞ୍ଜନ ମହାପାତ୍ରଙ୍କ ଘରେ ନିଆଁ ଲାଗିଯିବାରୁ ତାଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା ସର୍ଟ ସର୍କିଟରୁ ଏହି ନିଆଁ ଲାଗିବା କୁହା ଯାଉଛି |ରଞ୍ଜନଙ୍କ ଘରେ ଥିବା ସମସ୍ତ ଅସବାପତ୍ର ପୋଡି ଭସ୍ମୀଭୂତ ହୋଇଯାଇଛି ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳୀରେ ପହଂଚି ଥିଲେବି’ନିଆଁକୁ ଆୟତ […]
ବାସ୍ତବବ୍ୟୁରୋ:(ମାହାଙ୍ଗା) ଭାରତ ମାଟ୍ରିମୋନି ର ଓଡିଆ ମାଟ୍ରୀମୋନି ସାଇଟ୍ ରେ ଜଣେ ଯୁବକ ନିଜର ବିଭାଘର ପାଇଁ ପ୍ରୋଫାଇଲ୍ ପୋଷ୍ଟ କରି ଏବେ ହୋଇଛି ଇଂଳଣ୍ଡରେ ରହୁଥିବା ଏକ ସାଇବର୍ ଠକ ସୁନ୍ଦରୀଙ୍କ ଶିକାର । ତାହାର ମିଠା ମିଠା କଥାରେ ହରାଇଛନ୍ତି ପାଖାପାଖି ୪ ଲକ୍ଷ ଟଙ୍କା, .ବିବାହ କରିବାର ସ୍ୱପ୍ନ ଦେଖାଇ ଯୁବତୀ ଜଣଙ୍କ ଚୁନ ଲାଗାଇ ଲୁଟିଚାଲିଛି ଟଙ୍କା. ଏନେଇ ଯୁବକ ଜଣଙ୍କ ନିକଟସ୍ଥ ଥାନା […]
ବସ୍ତାବ୍ୟୁରୋ:(ପଟ୍ଟାମୁଣ୍ଡାଇ)ଆଜି ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସମ୍ମୁଖରେ ଶତାଧିକ ଛାତ୍ର ଛାତ୍ରୀ ଆଜି ମାଟ୍ରିକ ପରୀକ୍ଷା ଫଳ ରେ ଅସନ୍ତୁଷ୍ଟ ପ୍ରକାଶ ପାଇ ନାରାବାଜି କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପିଲା ମାନଙ୍କ ର ଯୋଗ୍ୟତା ଭଲ ଥିବା ବେଳେ, ଯଦି ପରୀକ୍ଷା ହୋଇଥାନ୍ତା ସେମାନେ ବର୍ତ୍ତମାନ ବୋର୍ଡ ପରୀକ୍ଷା ଠାରୁ ଅଧିକା ନମ୍ବର ରଖିଥାନ୍ତେ ବୋଲି କ୍ଷୋଭ ପ୍ରଦର୍ଶନ କରିଛନ୍ତି | ଆଗକୁ […]


