ଜ୍ୟୋତିରାଦିତ୍ୟ ସିନ୍ଧିଆ, ସରବାନନ୍ଦ ସୋନୋୱାଲ, ନାରାୟଣ ରାଣେ, ଜେଡିୟୁ ନେତା ଆରସିପି ସିଂଙ୍କ ଭଳି ପ୍ରମୁଖ ନେତାଙ୍କୁ ଦିଲ୍ଲୀ ଡାକରା । ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଆସନ୍ତା କାଲି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟକୁ ବିସ୍ତାର କରିବାକୁ ଯାଉଛନ୍ତି। ଏହାର ଠିକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏକ ପୃଥକ ‘ସହଯୋଗ ମନ୍ତ୍ରଣାଳୟ’ ଗଠନ କରି ‘ସାହାକର ସେ ସମୃଦ୍ଧତା’ର ଦୂରଦୃଷ୍ଟି ହାସଲ କରିଛନ୍ତି। ଏହି ମନ୍ତ୍ରଣାଳୟ […]

ବାସ୍ତବବ୍ୟୁରୋ:(ନର୍ଲା)-ଲୋଟାରୀ କ୍ଲବ୍ ଭୁବନେଶ୍ୱର ପକ୍ଷରୁ ନର୍ଲା ଥାନା ପରିସରରେ ୭୨ ତମ ବନ ମହୋତ୍ସବ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଡି ଏସ ପି ଅଭିଷେକ ପାଣିଗ୍ରାହୀ ଙ୍କ ତତ୍ତ୍ଵ ବଧାନର ଆମ୍ବ ପଣସ, ଡାଳିମ୍ବ ,ଜାମୁକୋଳି, ଆତ ବୃକ୍ଷ ରୋପଣ କରାଯାଇଅଛି ।ଏହି ଅବସରରେ ବରିଷ୍ଠ ସାମ୍ୱାଦିକ ଲିଙ୍ଗରାଜ ମିଶ୍ର ଙ୍କୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଜୟ ଦୁର୍ଗା ସ୍ପୋର୍ଟସ କ୍ଲବ୍ ସର୍ଗିଗୁଡ଼ା ପକ୍ଷରୁ […]

ବାସ୍ତବବ୍ୟୁରୋ:(ମାହାଙ୍ଗା) ଟାଟା ଏସି ଗାଡ଼ିରେ ପ୍ରେଶ୍ ଲେଖି ଗୋରୁ ଚାଲାଣ କରାଯାଉଥିବା ବେଳେ ଧରାହେଲା ନକଲି ସାମ୍ବାଦିକ । କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଭିମରାଜପୁର ଗ୍ରାମ ଠାରେ ଟାଟା ଏସି ମାଲ୍ ବୁହା ଗାଡ଼ି ନମ୍ବର OD. 05 AW 8031 ଗାଡ଼ିରେ ପ୍ରେଶ୍ ଲେଖି ଖୁଣ୍ଟନୀଥାନା ଅଞ୍ଚଳ ଭୋଗରା ର ରାମଚନ୍ଦ୍ର ସାହୁ ଙ୍କ ପୁଅ ଅଶୋକ ସାହୁ ଓ ଏହାର ସହଯୋଗୀ ଜଗତପୁର ଥାନା […]

ବାସ୍ତବବ୍ୟୁରୋ:କଟକ:(ଦୀପକ୍ କୁମାର ବେଉରା) ରାସ୍ତାକୁ ଓହ୍ଲାଇଲା ରିଟେଲ ଡିଲର ସଙ୍ଘ । କୋଭିଡ ମହାମାରୀ ସମୟରେ ନିୟମିତ ଆଧାରରେ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଗହମ ଯୋଗାଇ ଆସୁଛନ୍ତି । ହେଲେ ଏଯାବତ ରାଜ୍ୟ ସରକାରଙ୍କ ପକ୍ଷରୁ କମିଶନ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ସଂଘ ।କେନ୍ଦ୍ର ସରକାର କମିଶନ ବାବଦକୁ କୋଟି କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପଠାଇ ସାରିଥିଲେ ସୁଦ୍ଧା ଏଯାବତ ରାଜ୍ୟ ସରକାର କମିଶନ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ | ଆବାସ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ, ଶ୍ରୀ ହରିଚନ୍ଦନ ରାଜ୍ୟ ସରକାର କୋକିଶିଆଳି ଭଳି ଚାଲାକ ଆଉ ନୀଳବର୍ଣ୍ଣ ଶୃଗାଳ ପରି ଛଳନା କରୁଛନ୍ତି ବୋଲି କହିଛନ୍ତି । ରାଜ୍ୟରେ ଜିଓ ଟ୍ୟାଗିଂ ହୋଇପାରୁନି ଏବଂ ଅଣଫନି ପ୍ରଭାବିତ ଜିଲ୍ଲା ପାଇଁ ଆବାସ ଘର ମାଗିଥିବା ଚିଠି ହାସ୍ୟାସ୍ପଦର କଥା ବୋଲି […]

ବାସ୍ତବବ୍ୟୁରୋ:ନବୀନ କୁମାର୍ ସାହୁ,ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନମ୍ପୋ, ସମ୍ପତିଆ ପଂଚୟତ ରରେ ଅ ସଠିକ ଦୁଗ୍ଧ ଚାଷୀ ଉପଯୁକ୍ତ ହିତାଧିକାରୀନଙ୍କୁ ଗୋରୁ ଗୁହାଳ ପ୍ରଦାନ ନ କରା ଯାଇ ନଥିବା ଅଭିଯୋଗ ରେ ଆଜି ବଜେପି ପକ୍ଷରୁ ବ୍ଲକ ସମ୍ଭୁଖରେ ଗୋରୁ,ଗାଈ ବାନ୍ଧି ଅନଶନରେ ବସିଛନ୍ତି। ଏହାର ସ୍ଥାୟୀ ସମାଧାନ ନ ହେବା ପଯ୍ୟନ୍ତ ଅନଶନରେ ବସିବେ ବୋଲି ବଜେପି ର ସମ୍ପାଦକ ସମୀର ପାତ୍ର କହିଛନ୍ତି।ଜଳେଶ୍ୱର […]

ବାସ୍ତବବ୍ୟୁରୋ:(ଦେବକାନ୍ତ ମହାନ୍ତି,ଚାନ୍ଦବାଲି) ,କଭୋଡ଼ି ଆଇନକୁ ଅମାନ୍ୟ କରି ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମୋକେଶ ରାଏ ତାଙ୍କ ନିଜ ବିବାହ ଉତ୍ସବରେ ସଂଖ୍ୟାଧିକ ଲୋକଙ୍କ ଗହଣରେ ବିଧାୟକ ନିଜେ ନାଚିବା ଘଟଣାରେ ଭିଡ଼ିଓ ଭାଇରାଲ ହେବା ଘଟଣାରେ ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାୟକ ଶ୍ରୀ ରାଏଙ୍କୁ ଗରିଫ ଦାବୀ କରି ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ । ଏଥିନେଇ ବିଜେପି ଯୁବ ମୋର୍ଚ୍ଚାର କର୍ମୀ ମାନେ ତହସିଲଦାରଙ୍କ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାର ଖୁଲାସା କରିଛନ୍ତି ଭୁବନେଶ୍ଵର ଡିସିପି। ମହିଳାଙ୍କ ମୃତଦେହ ପଡ଼ିଥିବା ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ହିଁ ସଂପୃକ୍ତ ମହିଳାଙ୍କୁ ହତ୍ୟା କରିଛି । କେବଳ ମହିଳା ନୁହେଁ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ | ସୌଭାଗ୍ୟବଶତଃ ପିଲାଟି ମୃତ୍ୟ ମୁଖରୁ ବର୍ତ୍ତିଯାଇଛି । ଏହି ଘଟଣାରେ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ତୈଳ ଓ ଗ୍ୟାସ୍‌ ଦର ବୃଦ୍ଧି ସହିତ ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଜୁଲାଇ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ |ଜୁଲାଇ ୧୫ ତାରିଖ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଆଦି ନ କିଣିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହି ଗୋଟିଏ ଦିନ ଓଡ଼ିଶାବାସୀ ଏଥିରେ ସ୍ୱତଃପୂର୍ତ୍ତ ଭାବେ ସାମିଲ ହୋଇ ପେଟ୍ରୋଲ, ଡିଜେଲ […]

ବାସ୍ତବବ୍ୟୁରୋ:ଗାଜିଆବାଦର ମେୱାର କଲେଜରେ ଖ୍ୱାଜା ଇଫତାର ଅହମ୍ମଦଙ୍କ ଦ୍ୱାରା ଲିଖିତ ଦି ମିଟିଂ ଅଫ୍ ମାଇଣ୍ଡସ୍ ରିଲିଜ୍ କରୁଥିବା ବେଳେ ଆର ଏସ ଏସ ମୁଖ୍ୟ ଡକ୍ଟର ମୋହନ ଭଗବତ କହିଛନ୍ତି ଯେ ଭାରତକୁ ବିଶ୍ୱ ଗୁରୁ କରିବା ପାଇଁ ଆମ ସମସ୍ତଙ୍କୁ ଏକାଠି ଚାଲିବା ଆବଶ୍ୟକ। ସେ କହିଛନ୍ତି ଯେ ଯଦି ଦେଶକୁ ବଡ କରିବାକୁ ପଡିବ ତେବେ ସମସ୍ତଙ୍କୁ ଏକାଠି ଚାଲିବାକୁ ପଡିବ। ସଂଗଠନର ମୁଖ୍ୟ କହିଛନ୍ତି […]

Pin It on Pinterest