ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୩୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୫୩୪କୁ ବୃଦ୍ଧି ପାଇଛି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୩୫୧୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୭୪୨୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୦୩୧୭୮ ଜଣ ସୁସ୍ଥ ହୋଇ ଘରକୁ […]

ବାସ୍ତବବ୍ୟୁରୋ:ଶରୀରକୁ ସୁସ୍ଥ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏଥି ସହିତ, ଆଜିର ଯୁଗରେ, ନୂତନ ରୋଗ ଯେପରି ଲୋକଙ୍କୁ ନିଜ ଆଡକୁ ନେଉଛି, ଏହା ସମସ୍ତଙ୍କ ପାଇଁ ବିପଦଜନକ ଅଟେ | ଏପରି ପରିସ୍ଥିତିରେ, ଲୋକମାନେ ନିଜକୁ ଫିଟ୍ ରଖିବା, ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟ ଖାଇବା, ସକାଳୁ ଉଠିବା, ରାତିରେ ଠିକ୍ ସମୟରେ ଶୋଇବା, ଅନ୍ୟାନ୍ୟ ଜିନିଷର ଯତ୍ନ ନେବା ପାଇଁ ଲୋକମାନେ ଏକ ଭଲ ଖାଦ୍ୟ ଅନୁସରଣ […]

ବାସ୍ତବବ୍ୟୁରୋ:(ଭଦ୍ରକ)ଭଦ୍ରକ ଜିଲ୍ଲାରେ ପୁଣି କୋଇଲା ମାଫିଆ ସକ୍ରିୟ ହେଲେଣି । ପୁରୁଣା ଚେର ପୁଣି ଲମ୍ବିବାକୁ ଲାଗିଲାଣି । ଏବେ ଖୋଲମଖୁଲା ଚାଲାଣ ହେଉଛି ଚୋରା କୋଇଲା । ଏପଟେ ପୋଲିସର ଇଙ୍ଗିତ ରେ ପୁଣି କୋଇଲା ବେପାର ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏହି ମାଫିଆ ମାନେ ଦିନବେଳା କୋଇଲା ଚାଲାଣ କରୁଥିବା ଖବର ପାଇ ଆଜି ଏସ୍ଟିଏଫ ଙ୍କ ସୂଚନା ଅନୁଯାୟୀ ଧୁସୁରି ଥାନା […]

ନବୀନ କୁମାର୍ ସାହୁ,(ଜଳେଶ୍ୱର) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ଜଳେଶ୍ୱର ବଜେପି ର ପକ୍ଷରୁ ବ୍ଲକ ସମ୍ଭୁଖରେ ରେ ଧାରଣା ଦିଆଯାଇଥିଲା।ଏହି ଧାରଣା ରେ ବାଲେଶ୍ଵର ବଜେପି ନେତ୍ରୀ ସିପ୍ରା ବାଜପାଇ, ମନୋଜ ସ।ସମଲ,ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ ସମେତ ବହୁ ବଜେପି କର୍ମୀ ଧାରଣା ବସିଥିଲେ।ଏହି ଅବସରରେ ଜଳେଶ୍ୱର ବି ଦି ଓ ଙ୍କୁ ତୁରନ୍ତ ତଦନ୍ତ କରିବା ପାଇଁ ଦାବି ପତ୍ର1 […]

ନର୍ଲା,(ସନ୍ତୋଷ ସାହୁ )କଳାହାଣ୍ଡି ଜିଲ୍ଲା,ନରଲା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ କରି ନର୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବ୍ଲକ ଘେରାଉ କରାଯାଇଛି। ବିଜେପି ନର୍ଲା ମଣ୍ଡଳ ସଭାପତି ପଦ୍ମଲୋଚନ ଜାଲ, ସରିଆଁ ମଣ୍ଡଳ ସଭାପତି ସଞ୍ଜୟ ମାଝୀ ଓ ରୁପ୍ରା ମଣ୍ଡଳ ସଭାପତି କିର୍ତ୍ତି ଚନ୍ଦ୍ର ମାହାରଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଚାରିଛକ ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲା। ସେଠାରେ […]

ଭୋଗରାଇ,(ଦିଲୀପ ପଣ୍ଡା)ବାଲେଶ୍ବର ଜିଲ୍ଲା ୫୭ ନମ୍ବର ରାଜ୍ୟ ରାଜପଥ ଜଳେଶ୍ବର ଚନ୍ଦନେଶ୍ଵର ରାସ୍ତାର କର୍ମଦା ଥାନା ଅନ୍ତର୍ଗତ କର୍ମଦା କଲେଜ ଛକଠାରୁ ଅଳ୍ପ ଦୂରରେ କାନପୁର ରେ ସରଦେଇ ସିଂ ୭୫ବର୍ଷ ଆଦିବାସୀ ମହିଳାଙ୍କୁ OD 01R 4345 ନମ୍ବର ଆପାଚି ବାଇକ ଆରୋହୀ ସଂଗ୍ରାମ ଆଚାର୍ଯ୍ୟ ଧକ୍କା ଦେଇଥିଲା ଫଳରେ ବୃଦ୍ଧାଙ୍କ ବାମ ଗୋଡ ଓ ଡାହାଣ ହାତ ଭାଙ୍ଗି ଯାଇଛି ସେଠାରେ ଉପସ୍ଥିତ ଥିବା ଲୋକମାନେ ସେହି […]

ବାସ୍ତବବ୍ୟୁରୋ:(ଭଦ୍ରକ) ରକ୍ତ ଦାନ ମହାପୁଣ୍ୟ। ମହାମାରୀ ପରି ଭୟଙ୍କର ସ୍ଥିତି ରେ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ ଓ କେତେକ ଯୁବପିଢି ଙ୍କ ଉଦାର ମାନଭାବ ଯୋଗୁଁ ଭଦ୍ରକ ରେ ଆୟୋଜିତ ହୋଇଥିଲା ରକ୍ତ ଦାନ ଶିବିର। ସମାଜ ରେ ରକ୍ତ ଅଭାବ ରୁ ଦିନ କୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏହି […]

ବାସ୍ତବବ୍ୟୁରୋ:(ବବିତା ସାମଲ,ଭଦ୍ରକ) ଶିକୁଳିରେ ବନ୍ଧା ପଡିଛି ଜୀବନ,ଅସହାୟ ମାନସିକ ବିକୃତ ଯୁବକ ଆଜିବି ସହାୟତା ଅପେକ୍ଷାରେ | ଆମେ କହୁଛୁ ଭଦ୍ରକ କଲେଜର ଜଣେ ମେଧାବୀ ଛାତ୍ର ଜଗନ୍ନାଥ ମଲ୍ଲିକଙ୍କ ବିଷୟରେ ବୟସ ୨୪ ଆଜିକୁ ୪ବର୍ଷ ହେବ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଘର ବାରଣ୍ଡାରେ ଶିକୁଳି ରେ ବନ୍ଧାପଡି ରହିଛନ୍ତି ଜଗନ୍ନାଥ, ଭଦ୍ରକ ଗେଲପୁର ପଞ୍ଚାୟତ ଅଧୀନ ଗପବନ୍ଧୁ ନଗର ଗ୍ରାମର ରମାକାନ୍ତ ମଲ୍ଲିକ ଙ୍କ ସାନ […]

ବାସ୍ତବବ୍ୟୁରୋ:ପଟ୍ଟାମୁଣ୍ଡାଇ,(ରବିନ୍ଦ୍ର କୁମାର ମାଝି) ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଶତାଧିକ ବିଜେପି କର୍ମୀ | ରାଜନଗରର ପୂର୍ବ ବିଧାୟକ ଅଲେଖ ଜେନା କହିବାନୁଯାଇ ପଟ୍ଟାମୁଣ୍ଡାଇରେ ବ୍ୟାପକ ଭାବେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଦୁର୍ନୀତି ହୋଇଥିବା ବେଳେ ପ୍ରକୃତ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ହେଉଛ କେନ୍ଦ୍ର ସରକାରଙ୍କ […]

ଭୋଗରାଇ,(ନବୀନ କୁମାର୍ ସାହୁ)ପଞ୍ଚାୟତ ର ମୁଖ୍ୟ ସରପଞ୍ଚ କୁହାଯାଉଥିବା ବେଳେ କିନ୍ତୁ ଏଠାରେ ତାହାର ଚିତ୍ର ଓଲଟା। ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଭୋଗରାଇ ବ୍ଲକ୍ ମହେଶପୁର ପଞ୍ଚାୟତ ର ଓଲାଲବିନ୍ଧା ଗ୍ରାମରେ। ଏହି ଗ୍ରାମରେ ପ୍ରାୟ ଦଶ ହଜାର ଲୋକ ବସବାସ କରନ୍ତି। ଏହି ଗ୍ରାମରେ ଏକ ପୋଖରୀ ଅଛି। ଜଉ ପୋଖରି ରେ ସେହି ଗ୍ରାମରେ ଥିବା। ଗ୍ରାମବାସୀ ନିର୍ଭରଶୀଳ। ଏହି ଗ୍ରାମର ପୋଖରୀକୁ […]

Pin It on Pinterest