ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୫୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୧୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୮୬୯୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୪୨୧୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୪୮୯୬୦ଜଣ ସୁସ୍ଥ ହୋଇ ଘରକୁ […]
ବାସ୍ତବବ୍ୟୁରୋ:(ଗଞ୍ଜାମ) ଏବେ ଗଞ୍ଜାମ ଜିଲ୍ଲାରେ ଟିକାକରଣ ଜୋରଦାର ଚାଲିଛି । ଦୈନିକ ୫୦ ହଜାର ଲୋକଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି । କୋଭିଡର ତୃତୀୟ ଲହରି କୁ ଆଖିରେ ରଖି ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି । ଗଂଜାମ ଜିିଲ୍ଲାପାଳ ଏବେ ବ୍ୟବସାୟୀ ଏବଂ ଦୋକାନୀମାନଙ୍କ ଟିକାକରଣ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ଦୋକାନୀମାନେ ଟିକା ନେବାପରେ, ସେମାନଙ୍କ ଟିକା ନେଇଥିବା ପ୍ରମାଣ ପତ୍ର କୁ ଦୋକାନ […]
ବାସ୍ତବବ୍ୟୁରୋ:କଟକ(ଦୀପକ୍ କୁମାର) କଟକ ବିଡାନାସୀ ଥାନା ଅନ୍ତର୍ଗତ ହରିଣ ପାର୍କ ନିକଟ ନଈରୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର କରିଛି ଦମକଳ ବାହିନୀ ।ଆଜି ସକାଳେ ଏକ ଅଜଣା ଲୋକ ଭାସୁଥିବା ର ଦେଖିଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ସେ ମୃତ ବୋଲି ସ୍ପଷ୍ଟ ହୋଇଥିଲା । ଖବର ପାଇ ଦମକଳ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।ତେବେ ମୃତକର ପରିଚୟ ମିଳିପାରି ନଥିବାବେଳେ ସ୍ଥାନୀୟ ଥାନାକୁ […]
ବାସ୍ତବବ୍ୟୁରୋ:(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲା-ଥୁଆମୂଳ ରାମପୁର ବ୍ଲକ , ମାଲିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଣ୍ଡାବାଗ ଗ୍ରାମର ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ଓ ସେମାନେ ଜେଲ ଯାଇଥିବା ଘଟଣା ମନରେ ନଲିଭୁଣୁ , ବର୍ତ୍ତମାନ ସେହି ଗ୍ରାମପଞ୍ଚାୟତର ସାରଦାପାସ ଗ୍ରାମର ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ବ୍ଲକକୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଆସୁନଥିବାରୁ ଏଠାରେ ନିୟୋଜିତ ହୋଇଥିବା ଅଧିକାରୀ ମାନେ ତାଙ୍କ ମନ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୩୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୭୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୮୩୪୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୪୯୬୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୪୪୮୦୧ ଜଣ ସୁସ୍ଥ ହୋଇ […]
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ ଏହି ସପ୍ତାହରେ । ଏଥର କ୍ୟାବିନେଟରେ ଜେଡିୟୁ କୋଟାରୁ ଜଣେ ମନ୍ତ୍ରୀ ଦେବାନେଇ ଆରମ୍ଭ ହୋଇଛି ପ୍ରଚେଷ୍ଠା । ଜେଡିୟୁ ସଭାପତି ଆରସିପି ସିଂ କହିଛନ୍ତି,ମଙ୍ଗଳବାର ଦିନ ଦିଲ୍ଲୀ ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ଏହା ପରେ ନିଷ୍ପତି ନିଆଯିବ । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ […]
ବାସ୍ତବ ବ୍ୟୁରୋ:(ଗଞ୍ଜାମ) ଗଞ୍ଜାମ ଜିଲ୍ଲା ର କୋଦଳା ନିକଟସ୍ଥ କିନାରୀ ରାସ୍ତା କଡରେ କିଛି କୁକୁଡା ପୋତା ହୋଇଥିବା ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ସୂଚନା ଅନୁଯାଇ ଆଜି ଉକ୍ତ ଅଞ୍ଚଳର ଲୋକେ ଦୁର୍ଗନ୍ଧ ହେଉଥିବା ନେଇ କୋଦଳା ପୋଲିସକୁ ଜଣାଇଥିଲେ। ପ୍ରଥମେ କୌଣସି ଶବକୁ ନେଇ ଦୁର୍ଗନ୍ଧ ହେଉଥିବା ଅନୁମାନ କରାଯାଉଥିବା ବେଳେ ପରେ ପୋଲିସ ପହଞ୍ଚି ଏନେଇ ତନାଘନା କରିଥିଲେ। ଦୁର୍ଗନ୍ଧ ହେଉଥିବା ସ୍ଥାନକୁ […]
ବାସ୍ତବବ୍ୟୁରୋ:(ଗଞ୍ଜାମ)ମହାମାରୀ କରୋନା ପ୍ରଥମ ଲହର କଥା କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଥିଲେ ାଯାହା ହେଉ ସରକାର ସାଧାରଣ ଜନତାଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ନେଇଥିବା ଏଭଳି ପଦକ୍ଷପ କୁ ଅତି ପ୍ରସଂସା ଯୋଗ୍ୟ କୀନ୍ତୁ ଗତ ବର୍ଷ ଦିର୍ଘ ୭ ମାସ ଗଞ୍ଜାମ ଜିଲ୍ଲା ଭିତରେ ବସ ଚଳାଚଳ ବନ୍ଦ କରାଯାଇଥିଲା ।ବର୍ତ୍ତମାନ କୋରନା ର ଦୁତୀୟ ଲହରୀ […]
ବାସ୍ତବ ବ୍ୟୁରୋ,କଟକ:(ଦୀପକ୍ କୁମାର) ଏକ ଟ୍ରକରେ ସାଢେ ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଗଞ୍ଜେଇ ଗାଡିକୁ ଜବତ କରିଛି ଜଗତପୁର ପୋଲିସ। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହେବାରେ ସକ୍ଷମ ହୋଇଥିବାର ଜଣାପଡିଛି । ଉକ୍ତ ଟ୍ରକରେ ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଜଗତପୁର ପୋଲିସ । ଏହି ଖବର ଆଧାରରେ ପୋଲିସ୍ ଉକ୍ତ ଟ୍ରକ୍ କୁ ଖୋଜିବାକୁ […]
ବାସ୍ତବବ୍ୟୁରୋ:(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ଏକ ପ୍ରତିନିଧି ମଣ୍ଡଳ ରବିବାର ଧର୍ମଗଡ଼ ବ୍ଲକ ଧଅଁରପୁର ପଞ୍ଚାୟତର ଭାଲୁଚୁଆଁ ଗାଁରେ ପହଞ୍ଚି ସେଠାରେ ଥିବା ୧୧ଜଣ ଦିବ୍ୟାଙ୍ଗ ଙ୍କୁ ସାକ୍ଷାତ କରିଛନ୍ତି । ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳ ଭାଲୁଚୁଆଁ ଗାଁରେ ପହଞ୍ଚି ଦିବ୍ୟାଙ୍ଗ ଶିଶୁ ମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ତେବେ କେଉଁ କାରଣ ଯୋଗୁଁ […]


