ବାସ୍ତବବ୍ୟୁରୋ:(ଜଳେଶ୍ୱର)ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଚମରଦିଗି ଗ୍ରାମରେ ଗତ କାଲି ବିଳମ୍ବିତ ରାତି ରେ ପୋଲିସ ଚଢ଼ାଉ କରି ୨୩ ଲିଟର ବିଦେଶୀ ମଦ ଏକ ଘରୁ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଦଶହଜାର ହେବ ଅଭିଯୁକ୍ତ ଫେରାର, ଏ ସମ୍ପର୍କରେ୪୩/୨୧ ରେ ଏକ ମାମଲା ରୁଜୁ କରିଛି ରାଇବଣିଆ ପୋଲିସ୍।

ଗତ ୨୦୨୦ ଏପ୍ରିଲ ପହିଲା ଠାରୁ ଉଭୟ ବାପା, ମାଆ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିଷା ଦୀକ୍ଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ‘ଆଶୀର୍ବାଦ’ ଯୋଜନା । ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୭୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)କରୋନା ଯୁଧ୍ୟରେ ହାରିଗଲେ ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତପୁ ମିଶ୍ରଙ୍କ ଦେହାନ୍ତ ଘଟିଛି। ସେ କରୋନାରେ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ଲଗାତାର ଅକ୍ସିଜେନ୍‌ ଲେବଲ୍‌ କମିବାରେ ଲାଗି ଥିଲା,ଏଥିପାଇଁ ତାଙ୍କର ଆଇସିୟୁରେ ଭର୍ତି କରାଯାଇଥିଲା ।ତାଙ୍କର ଅକ୍ସିଜେନ୍ ଲେବଲ୍ ଲଗାତାର କମୁଥିବା ବେଳେ ଏଥିରେ ସୁଧାର ନ ଆସିବାରୁ, ପ୍ରଥମେ ଗୋଟିଏ ହସ୍ପିଟାଲରେ ୬ଦିନ […]

ବାସ୍ତବବ୍ୟୁରୋଜଳେଶ୍ୱର(ନବୀନ କୁମାର ସାହୁ)କରୋନାରେ ମୃତ୍ୟୁ ବରଣ କରି ଥିବା ଭୋଗରାଇ ବ୍ଲକ ନିମ।ତପୁର ଗ୍ରାମର ଦମ୍ଫତ୍ତି ପରିବାରକୁ ଆଜି ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସାହାଯ୍ୟ ର ହାତ ବଢ଼ାଇ ଛନ୍ତି।ସେ 10 ,000 ହଜାର ଟଙ୍କା ଟଙ୍କା ସହିତ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ତୁରନ୍ତ କିପରି ମିଳି ପାରିବ ସେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ପୂର୍ବରୁ ବ୍ଲକ ପ୍ରଶାସନ ତରଫରୁ ମଧୁ ବାବୁ ପେନସନ […]

ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)ଆଜି ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଗଣେଶ୍ୱର ବେହେରା ଙ୍କ ନେତୃତ୍ୱ ରେ, କେନ୍ଦ୍ରାପଡା ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି , ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା ,ପ୍ରଦେଶ କଂଗ୍ରେସ ସୋସିଆଲ ମେଡ଼ିଆ ସାଧାରଣ ସମ୍ପାଦକ ସମ୍ବିତ ଶ୍ରୀଚନ୍ଦନ ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ,ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟ ପ୍ରିୟ ସାମଲ ଓ ଛାତ୍ର କଂଗ୍ରେସ ସଭାପତି ପରବେଜ ଅକ୍ଷତର, ମୁକ୍ତାର […]

ବାସ୍ତବ ବ୍ୟୁରୋ:କଟକ(ଦୀପକ୍ କୁମାର) କରୋନା ମହାମାରୀ ସମୟରେ ନିରନ୍ତର ସେବା ଯୋଗାଇ ଆସୁଥିବା ସଫେଇ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ, ଏବଂ ମନ୍ଦିର ପୁଝାରୀମାନଙ୍କୁ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ୱାର୍ଡ ନମ୍ବର ୨୦ରେ ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ନେତୃତୁରେ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା । ଉକ୍ତ କାର୍ଯକ୍ରମରେ ମୁଖ୍ୟଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ସୁଭାଷ ଚନ୍ଦ୍ର ସିଂହ, ସମ୍ମାନିତ ଅତିଥି ଭାବରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହସଂଗର […]

ବାସ୍ତବବ୍ୟୁରୋ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫୫୦କୁ ବୃଦ୍ଧି ପାଇଛି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୭୩୯୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୦୪୭୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୨୯୮୫୧ ଜଣ ସୁସ୍ଥ ହୋଇ […]

ବାସ୍ତବବ୍ୟୁରୋ:(ଭଦ୍ରକ)ଭଦ୍ରକ ନଙ୍ଗାମହଲାରୁ ୧୧୦ ଗ୍ରାମର ବ୍ରାଉନସୁଭାଗର ଜବତ ଓ ୨ ଜଣ ଗିରଫ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଜଳେଶ୍ବରୁ ଆଣି ଭଦ୍ରକ ଟାଉନରେ ବିକ୍ରି କରୁଥିଲେ ଧଳା ଜହର । ଗିରଫ ଅଭିଯୁକ୍ତ ହେଲେ ଜମାଲୁଦ୍ଦିନ ଖାନ ଓ ଶେଖ୍‌ ରଫିକ୍ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭଦ୍ରକ ଅତିରିକ୍ତ ଏସପି ଯତୀନ ପଣ୍ଡା ।

ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦକୋଟ ପଞ୍ଚାୟତର କଣ୍ଟାପଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ନିଷ୍ପତ୍ତି ପ୍ରକାରେ ଛାତ୍ର ଛାତ୍ରୀଙ୍କୁ ଚାଉଳ ବଣ୍ଟନ ନ ହେବାରୁ ଅଭିଭାବକ ମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ସହ ବି ଇ ଓ ଓ ଏ ବି ଇ ଓ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଦୀର୍ଘ ସମୟ ଧରି ଅଟକ । ବାସ୍ତବବ୍ୟୁରୋ:(ଗଞ୍ଜାମ)ଗତ ଜୁନ ୨ ତାରିଖ ଦିନ ଏହି ବିଦ୍ୟାଳୟର ପ୍ରଧାନ […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି )୧୯/୦୬/୨୦୨୧ ଚାନ୍ଦବାଲି ବ୍ଲକ ଅଧୀନରେ ଥିବା ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯରତ ଫାର୍ମାସିଷ୍ଟ ମାନେ କଳାବ୍ଯାଜ ପିନ୍ଧିଥିବା ଜଣାପଡିଛି। ବିଭିନ୍ନ ଦାବିନେଇ ରାଜ୍ୟ ଫାର୍ମାସିଷ୍ଟ ସେବାସଙ୍ଘର ନିଷ୍ପତ୍ତି କ୍ରମେ ଫାର୍ମାସିଷ୍ଟ ମାନେ ସମୁହ ପ୍ରତିବାଦ ରେ ସାମିଲ ହୋଇଛନ୍ତି। ରାଜ୍ୟ ରେ କାର୍ଯ୍ୟ ରତ ଫାର୍ମାସିଷ୍ଟ ମାନଙ୍କର ଦରମା ଅସଙ୍ଗତି,ପଦନ୍ନତି,ଅତ୍ଯଧିକ କାର୍ଯ୍ୟ, ଏମ ଏଚୟୁ, ଆରବିଏସକେ, ଫାର୍ମାସିଷ୍ଟ ମାନଙ୍କୁ ନିୟମିତ ବା ସ୍ଥାୟୀ ନିଯୁକ୍ତି ଦେବା ,କୋଭିଡ ଯୋଧ୍ୟା […]

Pin It on Pinterest