ବାସ୍ତବବ୍ୟୁରୋ:(ବିଶ୍ବ ରଞ୍ଜନ ମହାନ୍ତି) ମେ ୨୮ ତାରିଖ କରୋନା ସଂକ୍ରମିତ ହୁଅନ୍ତି ୭୩ ବର୍ଷୀୟ ଶ୍ରୀମତୀ ମନୋରମା ମହାନ୍ତି | ଭୁବନେଶ୍ୱର କୀମ୍ସ କୋଭିଡ ହସପିଟାଲ ବେଡ଼ ନମ୍ବର ୧୨୪ ପଞ୍ଚମ ମହଲା ହୋଇଯାଏ ଠିକଣା । ଏହା ବିଶ୍ୱାସ ନହେଲେ ବି ପୁରାପୁରି ସତ୍ୟ ଘଟଣା । ଠିକ ତା’ପର ଦିନ ଅର୍ଥାତ ୨୯ /୫ /୨୦୨୧ ବିଧିର ବିଡମ୍ବନା କରୋନା ସଂକ୍ରମିତ ଚିହ୍ନଟ ହୁଅନ୍ତି ତାଙ୍କର ସ୍ୱାମୀ […]

ବାସ୍ତବବ୍ୟୁରୋ:(ନି.ପ୍ରଭୋଗରାଇ)ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ପରିଶରରେ, ଶକ୍ତି ମନ୍ତ୍ରୀ ଦିବ୍ଯ ସଂଙ୍କର ମିଶ୍ର ,ପର୍ଯ୍ଯଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ,ଭେଗରାଇ ବିଧାୟକ ଅନନ୍ତ ଦାସ ଓ ବିଦ୍ବତ୍ ବିଭାଗର ସମସ୍ତ ଅଧିକାରି ମାନେ ଉପସ୍ଥିତ ରହି ବାତ୍ୟା ‘ୟଶ୍’ ରେ ପ୍ରଭାବିତ ହୋଇଥିବା ବିଦ୍ୟୁତ କିପରି ଲୋକ ମାନଙ୍କ ପାଖରେ ଯେତେ ଶୀଘ୍ର ପହଂଚି ପାରିବ ଏ ନେଇ ଏକ ରିଭିୟୁ ମିଟିଙ୍ଗ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ […]

ବାସ୍ତବବ୍ୟୁରୋ:(ନି.ପ୍ର ସତ୍ୟବାଦୀ) ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାରେ ଆଜି ପ୍ରଥମ ଥର ରାଜସ୍ୱ ରଥର ଶୁଭାରମ୍ଭ କରାଯାଇଛି । ଆଜି ଡେଲାଙ୍ଗ ବ୍ଲକ ରେ ଗଡିଛି ରାଜସ୍ୱ ରଥ।ଏହାକୁ ସବୁଜ ପତକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି ପୁରୀ ରାଜସ୍ୱ ବିଭାଗ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ନାଥଶର୍ମା ତାଙ୍କ ସହିତ ଉପସ୍ଥିତ ଥିଲେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇ […]

ବାସ୍ତବବ୍ୟୁରୋ:(ନି.ପ୍ର,ଚାନ୍ଦବାଲି)-ଚାନ୍ଦବାଲି ବିଧାୟକ ବ୍ଯାମକେଶ ରାୟଙ୍କ ନିଜ ଗାଁ ରେ ପୁଣି ଦେଖାଯାଉଛି ଗୋଷ୍ଠୀ ସଂଘର୍ଷ, ନିରୀହ ବିଜେପି କର୍ମୀ ଙ୍କ ଉପରେ ହୋଇଛି ସଂଘବଦ୍ଧ ଆକ୍ରମଣ, ଚାନ୍ଦବାଲି ବ୍ଲକ କାଣ୍ଡଗରଡି ପଞ୍ଚାୟତ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ପ୍ରତିପକ୍ଷ ଙ୍କ ପକ୍ଷରୁ ସଂଘବଦ୍ଧ ଭାବେ ବିଜେପି କର୍ମୀ ଙ୍କୁ ମରଣାନ୍ତକ ଆକ୍ରମଣ କରିବାରୁ ସ୍ବାମୀ ଓ ସ୍ତ୍ରୀ ଗୁରୁତର ହୋଇ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି। […]

ବାସ୍ତବବ୍ୟୁରୋ:(ନି.ପ୍ରଚୌଦ୍ଵାର) କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ ନଖରା ପଞ୍ଚାୟତ ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଆଜି ଚୌଦ୍ବାର କଟକ ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ପିତା ବିଶିଷ୍ଟ ସମାଜ ସେବି ନିଳମଣୀ ବିଶ୍ବାଳଙ୍କ ବିୟୋଗରେ ନଖରା ବିଜୁ ଜନତା ଦଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି | ସଭାରେ ପ୍ରଥମେ ସ୍ବର୍ଗତ ବିଶ୍ବାଳଙ୍କ ଫଟୋଚିତ୍ର ଉପରେ ପୁଷ୍ପ ମାଲ୍ଯ ଅର୍ପଣ କରାଯାଇଥିଲଖ ପରେ ସଭାକାର୍ଯ୍ଯ […]

ବାସ୍ତବବ୍ୟୁରୋ:(ନି.ପ୍ର ଭଦ୍ରକ) କରୋନାର କରାଳ ଛାୟାରେ ସାରା ବିଶ୍ୱ ଆଜି ସ୍ତମ୍ବିଭୁତ ହୋଇଯାଇଛି । ୨ୟ ଲହରରେ ଯାବତୀୟ କଟକଣା ସାଙ୍ଗକୁ କଳକବଜା ବନ୍ଦ ରହିବା ଏପରିକି ଲକ୍ ଡାଉନ୍ ଓ ସାପ୍ତାହିକ ୨ ଦିନ ସଟ୍ ଡାଉନ୍ ହେତୁ ଗରିବ ଶ୍ରେଣୀୟ ଲୋକେ ଦୁଇ ଓଳି ଦୁଇ ମୁଠା ଖାଦ୍ୟରୁ ବଂଚିତ ହେଉଛନ୍ତି । ଅନ୍ୟପଟେ ନିକଟରେ ମହାବାତ୍ୟା ‘ୟସ’ ତାଣ୍ଡବ ରଚିଯିବା ପରେ ସଂପ୍ରତି ବନ୍ୟା ଲୋକଙ୍କୁ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୬୪୯୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୧୬୬୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୭୦୫୨୭ଜଣ ସୁସ୍ଥ ହୋଇ […]

ବାସ୍ତବବ୍ୟୁରୋ:ନି.ପ୍ର ଭୁବନେଶ୍ଵର ସବୁ କଳ୍ପନା ଜଳ୍ପନାର ଶେଷ ପୁଣି ବଢ଼ିଲା ଲକ୍‌ଡାଉନ୍ ରାଜ୍ୟରେ ଆଶା ଅନୁଯାୟୀ ସଂକ୍ରମଣ ନକମିବାରୁ ରାଜ୍ୟ ସରକାର ପୁଣି ବଢ଼ାଇଲେ ଲକ୍‌ଡାଉନ୍‌ | ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍‌ଡାଉନ୍‌ ଅବଧି ଜୁନ ୧୭ ତାରିଖ ସକାଳ ୫ଟା ଯାଏଁ ବଢା ଯାଇଛି।ପୁଣି ୧୬ ଦିନ ଲକ୍‌ଡାଉନ ବଢ଼ାଇଲେ ସରକାର। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରବିବାର ଘୋଷଣା କରିଛନ୍ତି।ସପ୍ତାହାନ୍ତ […]

ବାସ୍ତବବ୍ୟୁରୋ:(ନି.ପ୍ର ଚାନ୍ଦବାଲି) ଏନ୍ ଏ ସି ବିନତରା କୁଲ୍ଲ୍ଲୀ ଗାଁରେ ଏକ ନଡିଆ ଗଛକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ହେବା ପରେ ଗୋଟିଏ ପକ୍ଷ ପ୍ରତିପକ୍ଷ ଉପରେ ଖଣ୍ଡା , ଭୁଜାଲି ଓ ଫର୍ସାରେ ଆକ୍ରମଣ କରିବା ପରେ ମା ଓ ଝିଅ ଗୁରୁତର ହେବା ସହ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମା ଓ ଝିଅକୁ ପ୍ରତିପକ୍ଷ ମାନେ ଅତି ନିର୍ମମ ଭାବରେ ହାଣିବା […]

ବାସ୍ତବବ୍ୟୁରୋ :(ନି.ପ୍ରନର୍ଲା) ଦୁନିଆ ସୁଖର ସାଥି ହେଲେ ଦୁଃଖର ସାଥି କିଏ ? ସ୍ତ୍ରୀ ପିଲା ଭାଇ ବନ୍ଧୁ କେହିନୁହେଁ |ସ୍ୱାର୍ଥରେ ବନ୍ଧ୍ୟା ଅଜାତ ,କିନ୍ତୁ ଏମିତିବି ଲୋକ ଅଛନ୍ତି ଯିଏ ନିଜ ପାଇଁ ନୁହେଁ ଅନ୍ୟ ପାଇଁ ବଂଚନ୍ତି , ଅନ୍ୟର ଦୁଃଖରେ ଦୁଖୀ ଅନ୍ୟର ସୁଖରେ ସୁଖୀ ମଣନ୍ତି |ଆଜି ଏମିତି ଏକ ଦୁଖୀ ମଣିଷର ଦୁଃଖକୁ ଆପଣେଇ ନେଇଛନ୍ତି |ସମାଜସେବୀ ତ୍ତରଞ୍ଜନ ମଣ୍ଡଳ | ଦୁର୍ଘଟଣା […]

Pin It on Pinterest