ବାସ୍ତବବ୍ୟୁରୋ:(ଚାନ୍ଦବାଲି ୨୨/୦୫/୨୦୨୧) ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଆଜି ଲଘୁଚାପ ରୂପ ନେବ ଆସନ୍ତା ୨୩ ତାରିଖରୁ ୨୬ ମଧ୍ୟରେ, ବାତ୍ୟା ରୂପ ନେବା ପରେ ୪୮ ଘଣ୍ଟା ପାଇ ଅତି ଭୀଷଣ ବାତ୍ୟା ହୋଇପାରେ | ଉପକୂଳ କେନ୍ଦ୍ରାପଡ଼ାରୁ ଦୀଘା ଯାଏ ବେଶି ପ୍ରଭାବ ପଡିବ| ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରୁଛନ୍ତି, ଓଡ଼ିଶାର […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୦୮ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୭୯୫୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୯୬୩୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୬୭୩୮୨ଜଣ ସୁସ୍ଥ ହୋଇ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) କରୋନା ସଂକ୍ରମଣ ଚିହ୍ନଟରେ ରାଜ୍ୟରେ ଆଜିବି ଖୋର୍ଦ୍ଧା ଜିଲ୍ଲା ଆଗରେ |ଗତ ୨୪ ଘଣ୍ଟାରେ ୧୧,୧୦୮ ଜଣ କରୋନା ସଂକ୍ରମିତ ସାରା ରାଜ୍ୟରୁ ଚିହ୍ନଟ ହୋଇଥିବା ବେଳେ,ଖୋର୍ଦ୍ଧା ଜିଲ୍ଲାରୁ ୧୪୫୧ ଜଣ ।ରାଜ୍ୟର ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୬୨୧୯ ଜଣ ଓ ୪୮୮୯ଟି ହେଉଛି ସ୍ଥାନୀୟ ବାସିନ୍ଦା । ଏଥିସହ ସରକାରୀ ସୂଚନା ମୁତାବକ ରାଜ୍ୟରେ ଗତ ୨୪ ଘଂଟାରେ ୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । […]
ଚାନ୍ଦବାଲି:(ଦେବକାନ୍ତ ମହାନ୍ତି,) ଚାନ୍ଦବାଲିରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ କୋଭିଡ-୧୯ ପାଇଁ ଚାନ୍ଦବାଲି କଲେଜ ପରିସରରେ ଏକ ହେଲ୍ପଡେସ୍କ ଗଠନ କରାଯାଇଛି । ଏହି ହେଲ୍ପଡେସ୍କ କୃଷକ ମୋର୍ଚ୍ଚାର କର୍ମୀ ମାନେ ପ୍ରତିଦିନ ଦୁଇ ଜଣ ଲେଖାଏଁ କୋଭିଡ ଟୀକାଟୀକା କରଣ କେନ୍ଦ୍ରରେ, ଉପସ୍ଥିତ ରହିବେ| ସମସ୍ତଙ୍କ ନାମ ରେଜିଷ୍ଟ୍ରେସନ କରିବା ସହ ଶୃଙ୍ଖଳିତ ଭାବେ ଟୀକା କରଣରେ, ସମାନ ଦୂରତା , ମାସ୍କ ପରିଧାନ ଆଦି […]
ବାସ୍ତବବ୍ୟୁରୋ:(ନିଉଦିଲୀ) କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଶୁକ୍ରବାର ଦିନ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ପରିବର୍ତ୍ତନଶୀଳ ପ୍ରିୟତା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛି। ୧ .୫ କୋଟିରୁ ଅଧିକ କର୍ମଚାରୀ ମାସକୁ ୧୦୫ ରୁ ୨୧୦ ଟଙ୍କା ପାଇବେ। ଏହି ବୃଦ୍ଧି ଏପ୍ରିଲ ୧ , ୨୦୧୧ ରୁ କାର୍ଯ୍ୟକାରୀ ହେବ ଏବଂ ଏହି କାରଣରୁ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ମଜୁରୀ ମଧ୍ୟ ବୃଦ୍ଧି ପାଇବ | କେନ୍ଦ୍ର […]
ବାସ୍ତବବ୍ୟୁରୋ:(ମନୋଜ ମହାନ୍ତି)ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି, ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଇ ଥିଲେ | ସ୍ବତନ୍ତ୍ର ରିଲିଫ କମିଶନର, ବିଭିନ୍ନ ବିଭାଗର ସଚିବ, ଏନଡିଆରଏଫର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଅତତ ବ୍ୟତିରେ ସମ୍ଭାବ୍ୟ ବାତ୍ୟାରେ, ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଏହି ବୈଠକରେ ଯ଼ୋଗ ଦେଇଥିଲେ । […]
ଚାନ୍ଦବାଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟଳୟ ପରିସରରେ ଏକ ୫ ଫୁଟଲମ୍ବର ଗୋଖର ସାପ ଉଦ୍ଧାର,ଉଦ୍ଧାର ପରେ ବନ ବିଭାଗକୁ ହସ୍ତାନ୍ତର l ଚାନ୍ଦବାଲି ଉପଖଣ୍ଡ ପୋଲିସ କାର୍ଯ୍ୟାଳୟଙ୍କ ପରିସରରେ ଏକ ୫ଫୁଟ ଗୋଖର ସାପକୁ ଉଦ୍ଧାର କରାଯାଇଛି, ଗୋଖର ସାପ ପରିସରରେ ଦେଖିବା ପରେ ପୋଲିସ କର୍ମଚାରୀ ମାନେ ବନ ବିଭାଗର ସାପ ଧରାଳିଙ୍କୁ ଖବର ଦେଇଥିଲେ, ସାପ ଧରାଳି ଦୁଖୀରାମ ବାବା ସାପଟିକୁ ଧରିବା ସହ […]
ଦେବକାନ୍ତ ମହାନ୍ତି,ଚାନ୍ଦବାଲି, ୨୧//୦୫//୨୦୨୧ : ଆଜି ଭଦ୍ରକ ଏସ. ପି .ଚରଣ ସିଂ ମିନା ଅଚାନକ ଚାନ୍ଦବାଲି ଗସ୍ତରେ ଆସି, ଚାନ୍ଦବାଲି ବଜାର ଓ ମତୋ ବଜାର ବୁଲି କୋଭିଡ଼ କଟକଣାର ସ୍ଥିତି ଅନୁଧ୍ୟାନ କରିଥିଲେ । ଦିନକୁ ଦିନ କରୋନା ପରିସ୍ଥିତି ଭୟଙ୍କର ରୂପ ନେଉଥିବାରୁ, ସାମାଜିକ ଦୂରତା ଓ ମାକ୍ସ ପରିଧାନ ଉପରେ ଗୁରୁତ୍ୱ ସହ ଅଯଥା ଗହଳି ନ କରିବାକୁ ପରାମର୍ଶ ଦେଇଥିଲେ ଶ୍ରୀ ସିଂ। […]
ବାସ୍ତବବ୍ୟୁରୋ:(ପୁରୀ) ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଅନୁଯାଇ, ଆଜି ରଥଖଳାରୁ ଆଉ ୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୮ ଜଣଙ୍କୁ ମିଶାଇ ମୋଟ ୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ମହାରଣା ଓ ୬ ଜଣ ଭୋଇ ସେବାୟତ ଅଛନ୍ତି | ରଥଖଳାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି, ଆଜି ଠାରୁ ବାୟୋ ବବଲ୍ ସୁରକ୍ଷା ବଳୟ […]
ବାସ୍ତବବ୍ୟୁରୋ:ଗୁରୁବାର ରାତିରେ ପଞ୍ଜାବର ମୋଗାରେ ଭାରତୀୟ ବାୟୁସେନାର ମିଗ୍ -୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟ ଅଭିନଭ ଚୌଧୁରୀ ସହିଦ ହୋଇଥିଲେ। ସେ ୧୭ ମାସ ପୂର୍ବରୁ ବିବାହ କରିଥିଲେ | ସେତେବେଳେ ତାଙ୍କ ବିବାହ ବିଷୟରେ ବହୁତ ଚର୍ଚ୍ଚା ହୋଇଥିଲା | ବାସ୍ତବରେ ସେ ଶାଶୁଘରକୁ ସମ୍ମାନଜନକ ଭାବେ ଦିଆଯାଇଥିବା ନଗଦ ଟଙ୍କା ଫେରସ୍ତ କରି କେବଳ ଏକ ଟଙ୍କା ନେଇଥିଲେ। ଅଭିନାଭ ବିଶ୍ୱାସ କରୁଥିଲେ […]


