ବାସ୍ତବବ୍ୟୁରୋ:(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲା-ଥୁଆମୂଳ ରାମପୁର ବ୍ଲକ , ମାଲିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଣ୍ଡାବାଗ ଗ୍ରାମର ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ଓ ସେମାନେ ଜେଲ ଯାଇଥିବା ଘଟଣା ମନରେ ନଲିଭୁଣୁ , ବର୍ତ୍ତମାନ ସେହି ଗ୍ରାମପଞ୍ଚାୟତର ସାରଦାପାସ ଗ୍ରାମର ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ବ୍ଲକକୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଆସୁନଥିବାରୁ ଏଠାରେ ନିୟୋଜିତ ହୋଇଥିବା ଅଧିକାରୀ ମାନେ ତାଙ୍କ ମନ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୩୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬୭୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୮୩୪୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୪୯୬୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୪୪୮୦୧ ଜଣ ସୁସ୍ଥ ହୋଇ […]
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ ଏହି ସପ୍ତାହରେ । ଏଥର କ୍ୟାବିନେଟରେ ଜେଡିୟୁ କୋଟାରୁ ଜଣେ ମନ୍ତ୍ରୀ ଦେବାନେଇ ଆରମ୍ଭ ହୋଇଛି ପ୍ରଚେଷ୍ଠା । ଜେଡିୟୁ ସଭାପତି ଆରସିପି ସିଂ କହିଛନ୍ତି,ମଙ୍ଗଳବାର ଦିନ ଦିଲ୍ଲୀ ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ଏହା ପରେ ନିଷ୍ପତି ନିଆଯିବ । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ […]
ବାସ୍ତବ ବ୍ୟୁରୋ:(ଗଞ୍ଜାମ) ଗଞ୍ଜାମ ଜିଲ୍ଲା ର କୋଦଳା ନିକଟସ୍ଥ କିନାରୀ ରାସ୍ତା କଡରେ କିଛି କୁକୁଡା ପୋତା ହୋଇଥିବା ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ସୂଚନା ଅନୁଯାଇ ଆଜି ଉକ୍ତ ଅଞ୍ଚଳର ଲୋକେ ଦୁର୍ଗନ୍ଧ ହେଉଥିବା ନେଇ କୋଦଳା ପୋଲିସକୁ ଜଣାଇଥିଲେ। ପ୍ରଥମେ କୌଣସି ଶବକୁ ନେଇ ଦୁର୍ଗନ୍ଧ ହେଉଥିବା ଅନୁମାନ କରାଯାଉଥିବା ବେଳେ ପରେ ପୋଲିସ ପହଞ୍ଚି ଏନେଇ ତନାଘନା କରିଥିଲେ। ଦୁର୍ଗନ୍ଧ ହେଉଥିବା ସ୍ଥାନକୁ […]
ବାସ୍ତବବ୍ୟୁରୋ:(ଗଞ୍ଜାମ)ମହାମାରୀ କରୋନା ପ୍ରଥମ ଲହର କଥା କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଥିଲେ ାଯାହା ହେଉ ସରକାର ସାଧାରଣ ଜନତାଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ନେଇଥିବା ଏଭଳି ପଦକ୍ଷପ କୁ ଅତି ପ୍ରସଂସା ଯୋଗ୍ୟ କୀନ୍ତୁ ଗତ ବର୍ଷ ଦିର୍ଘ ୭ ମାସ ଗଞ୍ଜାମ ଜିଲ୍ଲା ଭିତରେ ବସ ଚଳାଚଳ ବନ୍ଦ କରାଯାଇଥିଲା ।ବର୍ତ୍ତମାନ କୋରନା ର ଦୁତୀୟ ଲହରୀ […]
ବାସ୍ତବ ବ୍ୟୁରୋ,କଟକ:(ଦୀପକ୍ କୁମାର) ଏକ ଟ୍ରକରେ ସାଢେ ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଗଞ୍ଜେଇ ଗାଡିକୁ ଜବତ କରିଛି ଜଗତପୁର ପୋଲିସ। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହେବାରେ ସକ୍ଷମ ହୋଇଥିବାର ଜଣାପଡିଛି । ଉକ୍ତ ଟ୍ରକରେ ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଜଗତପୁର ପୋଲିସ । ଏହି ଖବର ଆଧାରରେ ପୋଲିସ୍ ଉକ୍ତ ଟ୍ରକ୍ କୁ ଖୋଜିବାକୁ […]
ବାସ୍ତବବ୍ୟୁରୋ:(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ଏକ ପ୍ରତିନିଧି ମଣ୍ଡଳ ରବିବାର ଧର୍ମଗଡ଼ ବ୍ଲକ ଧଅଁରପୁର ପଞ୍ଚାୟତର ଭାଲୁଚୁଆଁ ଗାଁରେ ପହଞ୍ଚି ସେଠାରେ ଥିବା ୧୧ଜଣ ଦିବ୍ୟାଙ୍ଗ ଙ୍କୁ ସାକ୍ଷାତ କରିଛନ୍ତି । ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳ ଭାଲୁଚୁଆଁ ଗାଁରେ ପହଞ୍ଚି ଦିବ୍ୟାଙ୍ଗ ଶିଶୁ ମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ତେବେ କେଉଁ କାରଣ ଯୋଗୁଁ […]
ବାସ୍ତବବ୍ୟୁରୋ:(ଚାନ୍ଦବାଲି )ଏବେ କରୋନା ୨ୟ ଲହର ଭୟାବହ ତାକୁ ନେଇ ସବୁଆଡେ ସ୍କୁଲ କଲେଜ ବନ୍ଦ,ପିଲାମାନଙ୍କ ପାଠ ପଢିବା ପାଇଁ ନାନା ସମସ୍ୟା ଥିବାରୁ ଛାତ୍ର ଛାତ୍ରୀ, ବୟସ୍କ, ଯୁବକ, ଯୁବତି,ସବୁ ବର୍ଗ ମାନଙ୍କ ପାଇଁ ଗୋଟିଏ ଛାତ ତଳେ ସବୁ ପ୍ରକାର ବହି ମିଳିବାର ଲକ୍ଷନେଇ, ବଡ ଓସ୍ତିଆ ପଞ୍ଚାୟତ ର ଯୁବ ଇଞ୍ଜିନିୟର ଚମ୍ପକ ଲାଲ ମହାନ୍ତି ତାଙ୍କ ର ସହ କର୍ମୀ ମାନଙ୍କୁ ନେଇ ସ୍ଥାନୀୟ […]
ଆଜି ଠାରୁ ରାଜ୍ୟରେ ବର୍ଷା ବଢ଼ିପାରେ । ସୋମବାର ୧୧ଟି ଜିଲ୍ଲାର କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଆସନ୍ତା ୨-୩ ଦିନ ରାଜ୍ୟରେ ବର୍ଷା ଅଧିକ ରହିପାରେ : ପାଣିପାଗ ବିଭାଗ । ନୂଆପଡ଼ା, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହରର […]
ବାସ୍ତବବ୍ୟୁରୋ:ପୋଲସରା(ଅଭିମନୁମିଶ୍ର)ଗଞ୍ଜାମ ଜିଲ୍ଲା ର ଗାଙ୍ଗପୁର ଥାନା ଅନ୍ତର୍ଗତ ବାଡୁଳା ଗାଁ ନିକଟରେ , ଏକ ସାଇକେଲ ମାର୍ଟ ରେ ପଶି, ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଗୋଟିଏ ବାଇକ୍ ରେ ୩ ଜଣ ଅଜଣା ଦୁର୍ବୃତ୍ତ ଆସି , ସାଇକେଲ ଦୋକାନୀ ସଂଜୟ କୁମାର ବିଷୋୟୀ ଙ୍କ ମାଡମାରି ନଗଦ ୨୦ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ । ଏହି ଘଟଣା ରେ ବିଭିନ୍ନ ସ୍ଥାନରେ […]


