ବାସ୍ତବବ୍ୟୁରୋ:(ଗଞ୍ଜାମ)ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିନସ୍ଥ ମଙ୍ଗଳପୁର ଗାଁରେ ଆଜି ଏକ ଜଘନ୍ଯ ହତ୍ୟାକାଣ୍ଡ ଘଟିଯାଇଛି । ଯାହାକି ଏହି ହତ୍ୟାକାଣ୍ଡ ଖୋଦ ସାନ ଭାଇ ବଡ ଭାଇ କୁ ଏକ କାତିରେ ହାଣି ହତ୍ୟା କରିଥିବା ଜଣାପଡିଛି । ମୃତକ ବଡ ଭାଇ ସଞ୍ଜୟ ପ୍ରଧାନ ବୋଲି ଜଣାପଡିଥିବା ବେଳେ ହତ୍ୟାକାଣ୍ଡ ପରେ ହତ୍ୟାକାରୀ ସାନ ଭାଇ ଫେରାର ହୋଇ ଯାଇଛି । ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି […]
ବାସ୍ତବବ୍ୟୁରୋ:କଟକ:(ଦୀପକ୍ କୁମାର) କରୋନା ମହାମାରୀ ର ଦ୍ୱିତୀୟ ଲହରୀ ରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବାବେଳେ ଅନେକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ।କଟକ ଜିଲ୍ଲାରେ ଜଣେ ୮୫ବର୍ଷିୟା ବୃଦ୍ଧା ଦୀର୍ଘ ୪୨ଦିନ ଧରି କରୋନା ସହିତ ଲଢ଼େଇ ମାତ ଦେଇଛନ୍ତି । ଯେଉଁମାନେ ମାନସିକ ଚାପ ଗ୍ରସ୍ତ ହେଉଛନ୍ତି ସେମାନଙ୍କ କ୍ଷେତ୍ରରେ ଅଧିକାଂଶଙ୍କ ମୃତ୍ୟୁ ଦେଖାଯାଉଛି । ଏଭଳି କିଛି ବ୍ୟକ୍ତି ଓ ବୃଦ୍ଧ, ବୃଦ୍ଧା ଅଛନ୍ତି ଯେଉଁମାନେ କରୋନା […]
ଚଳିତ ବର୍ଷ ଅନ୍ଲାଇନ୍ ଯୋଗେ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପରୀକ୍ଷା ହେବ । ଆଜି କୁଳପତିମାନଙ୍କୁ ନେଇ ବସିଥିବା ବୈଠକରେ ଆସନ୍ତା ଜୁଲାଇ-ଅଗଷ୍ଟ ସୁଦ୍ଧା ଅନ୍ଲାଇନ୍ରେ ପରୀକ୍ଷା ସାରିବାକୁ ଟାର୍ଗେଟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପରୀକ୍ଷା କିଭଳି ହେବ ସେନେଇ ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ନେବ । ତୃତୀୟ ଲହର ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଆରମ୍ଭ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)କୋଭିଡ ମହାମାରୀ ସମୟରେ ସମଗ୍ର ଦେଶକୁ ଜୀବନ ରକ୍ଷାକାରୀ ଅକ୍ସିଜେନ ଯୋଗାଣ ସହିତ,ସଫଳ କୋଭିଡ ପରିଚାଳନା ପାଇଁ ଦେଶ ବିଦେଶରୁ ଓଡିଶା ସରକାରଙ୍କୁ ପ୍ରଶଂସା କରାଯାଉଥିବା ବେଳେ ବିଜେପି ଏଥିରେ ଈର୍ଷାନ୍ୱିତ ହୋଇପଡିଥିବା କହିଛନ୍ତି ବିଜେଡି ପ୍ରଵକ୍ତା ସୁଶ୍ରୀ ସାହୁ | ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡିର ନେତ୍ରୀ ସୁଶ୍ରୀସାହୂ କହିଛନ୍ତିଯେ, ବିଜେପି ନେତ୍ରୀ ଅଭ୍ୟାସଗତ ଭାବରେ ଆଜି ପୁଣି ଓଡିଶା ବାସୀଙ୍କୁ […]
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ସୂଚନା ପ୍ରଯୁକ୍ତିବିଦ୍ୟା ରବି ଶଙ୍କର ପ୍ରସାଦ ଗୁରୁବାର ଦିନ ସରକାରଙ୍କ ପକ୍ଷ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର। ଆମ ସରକାର ସମାଲୋଚନାକୁ ଗ୍ରହଣ କରନ୍ତି, କିନ୍ତୁ ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ଆଇନର ଉଲ୍ଲଂଘନକୁ ବରଦାସ୍ତ କରାଯିବ ନାହିଁ | ରବି ଶଙ୍କର ANI କୁ […]
ବାସ୍ତବବ୍ୟୁରୋ:ଚୌଦ୍ୱାର,(ଦୀପକ୍ କୁମାର ) କମିସନରେଟ ପୁଲିସର ଚୌଦ୍ୱାର ଥାନା ଲଗାତାର ତୃତୀୟ ଦିନ ବେଆଇନ ଜୁଆ ଆଡ୍ଡା ଉପରେ ଚଢାଉ ଜାରିରଖିଛି । ବୁଧବାର ବିଳମ୍ବିତ ରାତିରେ ଚୌଦ୍ୱାର ପୌରପାଳିକାର ପରିଡାସାହି ସରଦେଇମନ୍ଦିର ନିକଟରେ ବେଆଇନ ଜୁଆ ଆଡ୍ଡା ଚାଲୁଥିବାର ସୂଚନା ପାଇ ଏ.ଏସ୍.ଆଇ ଦରବାରି ନାୟକ ସେଠାରେ ଚଢାଉ କରିଥିଲେ । ଜରି କମ୍ବଳ ଉପରେ ଏଲ୍ଇଡି ଲ୍ୟାମ୍ପ ଲଗାଇ ୮ଜଣ ଜୁଆ ଖେଳୁଥିବାର ଦେଖିଥିଲେ । ସମସ୍ତଙ୍କୁ […]
ବାସ୍ତବବ୍ୟୁରୋ:( ପୁରୀ) ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା,ଖୁବ ଶୀଘ୍ର ଫଳପ୍ରଦ ହେବାକୁ ଯାଉଛି |ଆଜି ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲିଦେଖିଛନ୍ତିଏୟାରପୋର୍ଟ ଅଫ ଇଣ୍ଡିଆ ଅଥରିଟିର ଟିମ୍ ।ଖୁବଶିଘ୍ର ପୁରୀରେ ହେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର । ବିମାନ ବନ୍ଦର ପାଇଁ, ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ହୋଇଥିଲା । ଏୟାରପୋର୍ଟ […]
ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଭଦ୍ରକ ଜିଲ୍ଲା ତିହିଡି ତହସିଲ ପୀରହାଟ ପୁରୁଣାବଜାର ପାଢୀସାହି ମୁସଲମାନ ବସ୍ତି ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆଜି ରୋଷେଇ ଚାଲୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟିଥିଲା। ଏଥିରେ ଚାଳ ଛପର ପ୍ରାୟ କୋଡିଏ ଫୁଟ ଉପରକୁ ଉଠି ଯାଇଥିଲା। ଚାହୁ ଚାହୁ ନିମିଷକ ମଧ୍ଯରେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ନିଆଁକୁ ଆୟତ୍ତ କରୁଥିବା ବେଳେ ଜଣେ ପୁରୁଷ ଓ ଦୁଇ ଜଣ ମହିଳା ଆହତ ହୋଇଥିବାର […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)–୧୭/୬ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ପକ୍ଷରୁ ଏକ ଭରଚୁଆଲ ରଜ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାକାଳପଡ଼ା ବିକାଶ ମଞ୍ଚର ପ୍ରତିଷ୍ଠାତା ତଥା ରାଜଶ୍ରୀର କାର୍ଯକାରୀ ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ତଥା ସମ୍ପାଦକ ଆଶୁକବି ହେମନ୍ତ ଜେନାଙ୍କ ସୌଜନ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ କବି ଓ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇଥିଲେ। ବରେଣ୍ୟ ମୁଖ୍ୟ ଅତିଥି ଭାବେ ଓଡିଶା […]
ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଐତିହ୍ୟ ଘୋଡ଼ା ହଟାଇବାକୁ ଚାଲିଛି ଯୋଜନା । ରାଜଭବନ ଛକ ନିକଟକୁ ଉଠାଇ ନେବାକୁ ହୋଇଛି ଯୋଜନା । ମାଷ୍ଟର କ୍ୟାଂଟିନ ଛକରେ ସ୍ମାର୍ଟ ଜନପଥ ପ୍ରକଳ୍ପ ପାଇଁ ଏହି ପଦକ୍ଷେପ ନିଆଯାଇଛି । ୮୦ କୋଟିରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପରେ ବାଧା ଆଣୁଥିଲା ଐତିହ୍ୟ । ଆଜିଠୁ ଗଞ୍ଜାମ ଜିଲ୍ଲାରେ ସେରୋ ସର୍ବେକ୍ଷଣ ଆରମ୍ଭ ହୋଇଛି । ଜିଲ୍ଲାରେ ଏହା […]


