ବାସ୍ତବବ୍ୟୁରୋ:(ଭବାନୀପାଟଣା)କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଖୋଲା ଆକାଶ ତଳେ ହଜାର ହଜାର କ୍ୟୁଣ୍ଟାଲ ଧାନ ପଡି ରହିଥିବା ବେଳେ ଗତ କାଲିଠାରୁ ଲାଗିରହିଥିବା ଲଗାଣ ବର୍ଷା ଚାଷୀଙ୍କ ପାଇଁ ବେଢ଼ି ଉପରେ କୋରଡ଼ା ମାଡ ସଦୃଶ l ଆସନ୍ତୁ କୋଟଗାଁ ମଣ୍ଡିରୁ ଜାଣିବା କିପରି ଅଛି ମଣ୍ଡିର ପରିସ୍ଥିତି| ସରକାରଙ୍କ ବିଧି ବ୍ୟବସ୍ଥା ଅନୁଯାୟୀ ଟୋକାନ ପାଇ ନିର୍ଦ୍ଧାରିତ ସମୟରେ କୋଟଗାଁମଣ୍ଡିକୁ ବିକ୍ରି ପାଇଁ ଧାନ ଆଣିଥିଲେ ଚାଷୀ l […]

ଆଜି (ରବିବାର) ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଆଞ୍ଚଲର ମାଣ୍ଡାପାଲ୍ଲି ଠାରେ ସର୍ଚ୍ଚ ଅପରେସନ ବେଳେ ୩ଟି ଆଇଏଲଡି ଏବଂ ବିସ୍ଫୋରକ ଉଦ୍ଧାର କରାଯାଇଛି । ତେବେ ଯବାନମାନେ ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କରି ଦେଇଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଆରଡି ନିକଟସ୍ଥ ଓଳଗ ପଞ୍ଚାୟତ ବୋଡକଗାଁର ମାଝିସାହିରେ ଗତକାଲି ବିଳମ୍ବିତ ରାତିରେ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି କିଶୋର ମାଝୀ, ସର୍ବେଶ୍ବର ମାଝୀ, ବିଶ୍ବମ୍ବର ମାଝୀ ୩ପରିବାରଙ୍କର ୪ ବଖରା ଘର ସମ୍ପୁର୍ଣ୍ଣ ଜଳିଯିବା ସହ ଘରେ ଥିବା ସମସ୍ତ ଆସବାପତ୍ର, ଧାନ,ଚାଉଳ, ଜମିଜମା କାଗଜ ପତ୍ର, ଲକ୍ଷାଧିକ ସଂପତ୍ତି ପୋଡି ଯାଇଥିବା ଅଗ୍ନିବିପନ୍ନ କହିଛନ୍ତି। ଏପରିକି ୪୦କିମି ଦୂର ଧାମନଗର ଅଗ୍ନିଶମକୁ ଫୋନ ଯୋଗେ ଜଣାଇଥିଲେ ମଧ୍ଯ ଦୀର୍ଘଘଣ୍ଟା […]

ବାସ୍ତବବ୍ୟୁରୋ:(ଭଦ୍ରକ) ପୁଣି ଥରେ ଖଟିଆରେ ବୁହା ହେଲେ ରୋଗୀ | ଆଉ ପଦରେ ପଡିଲା ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶର ନିଚ୍ଛକ ଚିତ୍ର। ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବା କାରଣରୁ ରୋଗୀକୁ ଖଟିଆରେ ନେବାକୁ ପଡୁଛି। ଏ ଚିତ୍ର କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ଉପକୂଳ ଅଞ୍ଚଳର। ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳର ପଂଚପଡାର, ନାରାୟଣ ସେଠୀଙ୍କ ମା ଗୋଦାବରୀ ସେଠି ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ।ରାସ୍ତା ଖରାପ […]

ବାସ୍ତବବ୍ୟୁରୋ:(ଭଦ୍ରକ)ଆଜି ଭଦ୍ରକ ପୌରପାଳିକା ୧୫ ନମ୍ବର ୱାର୍ଡରେ ଅର୍ଜୁନ ସେତୁ ପୁନଃ ନିର୍ମାଣ ପାଇଁ ଦାବିରଖୀ ଏକ ଆନ୍ଦୋଳନ ଆରମ୍ଭ କରିଛି ଭଦ୍ରକ ବିଜେପି ଯୁବମୋର୍ଚା। ଏଥିରେ କୁଆଁସ ଗ୍ରାମର ବରିଷ୍ଠ ଶିକ୍ଷକ ଭଗବାନ ମିଶ୍ର, ପୂର୍ବତନ କାଉନସିଲର ପ୍ରଭାତ ମହାନ୍ତି, ପ୍ରେମାନନ୍ଦ ବେହେରା,ଶଶିକାନ୍ତ ମହାନ୍ତି,ମଣ୍ଡଳ ସଭାପତି ପ୍ରଭାକର ସାମଲ ତଥା ଯୁବନେତା ବୃଷଭାନୁ ସାହୁ,ଅଭିନାଶ ପଟ୍ଟନାୟକ, ଶିଵଶଙ୍କର ଦାସ,ହିମାଂଶୁ ଗୁପ୍ତା, ପୁଷ୍ପକାନ୍ତ ସାହୁ,ସମ୍ବିତ ପଣ୍ଡା,ତପେସ ଦାସ,ସମ୍ବିତ ଜେନା,ପ୍ରିୟରଞ୍ଜନ ସାହୁ,ଗଙ୍ଗାଧର […]

ବାସ୍ତବବ୍ୟୁରୋ:(ଭୁବନେଶ୍ବର) ୬ ମାସ ଜେଲରେ ରହିବା ପରେ ସର୍ତ୍ତ ମୂଳକ ଜାମିନରେ ଝାରପଡା ଜେଲରୁ ଆଜି(ଶନିବାର) ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।୬ ଟି ମାମଲାରେ ଜଡିତ ହୋଇ, ଗତ ବର୍ଷ ଡିସେମ୍ବର ୩ ତାରିଖରୁ ସେ ଭୁବନେଶ୍ୱର ଝାରପଡା ଜେଲ୍‌ରେ ଥିଲେ।ସୂଚେନିନୁଯାଇ,।୬ ଟି ଯାକ ମାମଲାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ଜାମିନ ବାବଦରେ ପ୍ରଦୀପ ମୋଟ ୬୯ ଲକ୍ଷ ୪୫ ହଜାର ଟଙ୍କାର ବଣ୍ଡ ପ୍ରଦାନ […]

ବାସ୍ତବବ୍ୟୁରୋ:(ଭୁବନେଶ୍ବର) ଓଡ଼ିଶା ପୁଲିସରେ ଏଣିକି ନିଯୁକ୍ତି ପାଇପାରିବେ କିନ୍ନର।ଡିଜିପି ଅଭୟଙ୍କ ସୂଚନା ଅନୁସାରେ ୪୭୭ ସବ୍-ଇନିସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ରେ କିନ୍ନର ମାନେ ଆବେଦନ କରି ପାରିବେ ।ଏହି ପଦବୀ ପାଇଁ ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ସ୍ଥିର କରାଯାଇଛି ।ସେହିପରି ୨୪୪ କନେଷ୍ଟବଳ ପଦବୀପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଖୁଶିବ୍ୟକ୍ତ କରିଛନ୍ତି ବିଭିନ୍ନ କିନ୍ନର ସଂଘ | […]

ବାସ୍ତବବ୍ୟୁରୋ:(କୋଣାର୍କ)କୋଣାର୍କ- ଭୁବନେଶ୍ୱର ମୁଖ୍ୟ ରାସ୍ତା ପାର୍ଶ୍ଵର ସାରଡା ଛକ ନିକଟରେ ଥିବା ଏକ ଘରୋଇ କ୍ଷୀର ପ୍ଲାଣ୍ଟ ସାମ୍ନା ରେ ଆଜି ସକାଳୁ ଦେଖିବାକୁ ମିଳିଥିଲା ବିକ୍ଷୋଭ।ସାରଡା ଗ୍ରାମବାସୀ ଙ୍କୁ ଏହି ଘରୋଇ ଦୁଗ୍ଧ କମ୍ପାନୀ ଦୁଗ୍ଧ ଚାଷ କରିବାକୁ ଋଣ ଯୋଗାଇ ଦେଇଥିଲା।ଚାଷୀ ମାନଙ୍କ ଠାରୁ ପ୍ରତିଦିନ ୧୫୦ ଲିଟର ରୁ ଉର୍ଦ୍ଧ୍ବ ପରିମାଣ ର ଦୁଗ୍ଧ ଏହି ଘରୋଇ କମ୍ପାନୀ ଗ୍ରହଣ କରୁଥିବା ବେଳେ, ମହାମାରୀ କରୋନା […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୫୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୪୭୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୨୫୧୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୮୧୪୮୮ ଜଣ ସୁସ୍ଥ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ମେ ମାସ ଯେତିକି ସରିସରି ଆସୁଛି ସେତିକି କମିକମି ଆସୁଛି କରୋନା ସଂକ୍ରମଣ ହାର | ଲୋକଙ୍କ ମନରେ ଆସିଛି ଆଶ୍ବସ୍ତି | ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪,୮୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋ,ଇଛନ୍ତି । ୨୭୬୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୦୮୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନାନୁଯାୟୀ,ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ […]

Pin It on Pinterest