ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଆସନ୍ତାକାଲି ଅର୍ଥାତ ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କ ମଧ୍ଯରେ ବୈଦିକ ରୀତିନୀତି ଓ ଲୋକାଚାରରେ ବିବାହ କାର୍ଯ୍ଯ ସମ୍ପନ୍ନ ହେବ। ଏଥିପାଇଁ ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି, ଆଜି ମଙ୍ଗଳପାଗ ନୀତି ନିମନ୍ତେ ବରପିତା ଓ କନ୍ଯାପିତା ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଓ ଗୌରୀଙ୍କୁ ପୃଥକ ପୃଥକ ଭାବେ ଏକ ପାଲିଙ୍କିରେ […]

ବାସ୍ତବବ୍ୟୁରୋ:(ପୋଲସରା)ସାରା ବିଶ୍ୱରେ କରୋନା ମହାମାରି ର ଆତଙ୍କ ଲାଗି ରହିଥିବା ବେଳେ ସେଥିରୁ ଓଡିଶା ମଧ୍ୟ୍ ବାଦ୍ ପଡିନାହିଁ ା ଓଡ଼ିଶାରେ କାରୋବା ପ୍ରଥମ ଲହାରରେ ସବୁଠାରୁ ଅଧିକ ହଇଚଇ ସୃଷ୍ଟି କରିଥିଲା ଗଞ୍ଜାମଜିଲ୍ଲା |ଦ୍ୱିତୀୟ ଲହାରରେ ମଧ୍ୟ ଗଂଜାମ ବାଦ ଯାଇନି | ଲୋକସମ୍ପର୍କ ବିଭାଗ ରିପୋର୍ଟ ଅନୁଯାଇ ଆଜି ଗଂଜାମ ଜିଲ୍ଲାରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ା ଏମିତିକି ଲୋକଙ୍କ ଜୀବିକା ନିଜର କୌଳିକ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୫୬୧୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୫୯୨୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୯୬୭୯୯ ଜଣ ସୁସ୍ଥ […]

ବାସ୍ତବବ୍ୟୁରୋ:(ସତ୍ୟବାଦୀ)ସରକାର ଙ୍କ ପକ୍ଷରୁ ୨୦୦୦ ମସିହାରେ ଶିଳ୍ପୀଗ୍ରାମର ମାନ୍ୟତା ପାଇଥିବା ରଘୁରାଜପୁରୁ, ନିଜର ଐତିହ୍ୟ କଳା ସଂସୃତି ପଟଚିତ୍ର ପାଇଁ ବିଶ୍ୱ ଦରବାରରେ ଖ୍ୟାତି ଲାଭ କରିଛି। ଅନ୍ୟପଟେ ଏହି ଗ୍ରାମ ଗୋଟି ପୁଅ ନାଚ ପାଇଁ ମଧ୍ୟ ପ୍ରସିଦ୍ଧ । ଦାଣ୍ଡସାହିର ଏକ ପର୍ଯ୍ୟଟନ କ୍ଷେତ୍ର ଭାବରେ ରଘୁରାଜପୁର ପ୍ରସିଦ୍ଧ । ଯାହାକି କାଲିର ପୂରାତନ ଗ୍ରାମଟିଏ ଥିଲା ତାହା ଆଜି ଆଦର୍ଶ ଗ୍ରାମ ରୂପେ ଖ୍ୟାତ । […]

ବାସ୍ତବବ୍ୟୁରୋ:(କୋଣାର୍କ)- ଆଜି ଅପରାହ୍ନରେ କୋଣାର୍କ -ଭୁବନେଶ୍ୱର ର ମୁଖ୍ୟ ରାସ୍ତା ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ର ବିରଭଦ୍ର ନାୟକ, ସୁଭାଶିନୀ ସାମନ୍ତରାୟ, ସୁପ୍ରିୟା ପ୍ରିୟଦର୍ଶିନୀ ନାୟକ ଙ୍କ ସହ ଡ୍ରାଇଭର କାଳନ୍ଦୀ ସାହୁ ଗତକାଲି ଏକ ଧଳା ରଙ୍ଗର ବୋଲେରୋ (ନମ୍ବର) OD 02 BG 6181 ରେ ଗୋପ ଥାନା ଅନ୍ତର୍ଗତ ଏରବଙ୍ଗ ପଞ୍ଚାୟତ ର ପଦିନିପଦା ଗାଁ କୁ […]

ବାସ୍ତବବ୍ୟୁରୋ: (ବରୀ) ଫ୍ୟାନରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଏଭଳି ଏକ ଘଟଣା ଘଟିଛି ବରୀ ରାମଚନ୍ଦ୍ରପୁର ଥାନା ରଘୁନାଥପୁର ପଂଚାୟତରେ ସୂଚନା ଅନୁସାରେ ରଘୁନାଥପୁର ଗାଁ ର ଗୋବିନ୍ଦ ବେହେରା ବରୀ ବାଲିଆପାଳ ଛକରେ ଘର କରି ରହୁଥିଲେ ଗୋବିନ୍ଦ ବେହେରାଙ୍କ ପୁଅ ଗୌରାଙ୍ଗ ଗତକାଲି ବିଳମ୍ବିତ ରାତିରେ ଫ୍ୟାନରେ ରସିଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳେ ପୋଲିସ […]

ବାସ୍ତବବ୍ୟୁରୋ:(ଢେଙ୍କାନାଳ)ମହାମାରୀ କରୋନା ବଢ଼ାଇଛି ସମ୍ପର୍କରେ ଦୂରତା |ହଜାଇ ଦେଇଛି ମାନବିକତା ।କରୋନା ସଂକ୍ରମଣର ସୂଚନା ମିଳିଲେ,ଭାଇବନ୍ଧୁ ଆତ୍ମୀୟ ସ୍ୱଜନ ପର ହୋଇ ଯାଉଛନ୍ତି | ସ୍ୱାମୀ ପାଇଁ ସ୍ତ୍ରୀ,ବା ସ୍ତ୍ରୀ ପାଇଁ ସ୍ୱାମୀ ହୋଇଯାଉଛି ଅଛୁଆଁ | ହିନ୍ଦୁ ଧର୍ମ ଅନୁସାରେ ଶବଦାହ ସମୟରେ ସନ୍ତାନ ମୁଖାଗ୍ନି ଦେଇ ଥାଏ । କରୋନା ସେତକବି ଛଡାଇ ନେଇଛି | ମୁଖାଗ୍ନି ଦେବା ଦୂରର କଥା ଅସ୍ତି କଳସ ବି ନେଉନାହାନ୍ତି […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଚାନ୍ଦବାଲି ଏ.ନ.ଏ.ସି ବାଲିଗାଁ ରେ ବାତ୍ୟା ୟାସ ର ବିପନ୍ନ ମାନଙ୍କୁ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ସ୍ବତନ୍ତ୍ର ରିଲିଫ ପ୍ରଦାନ କରାଯାଇଛି। ବାତ୍ୟା ୟାସ ୧୭ଦିନ ପରେ ମଧ୍ୟ ଏ.ନ.ଏ.ସି.ବାଲିଗାଁ ରେ ବାତ୍ୟା ୟାସର ବିପନ୍ନ ମାନଙ୍କୁ ପ୍ରଶାସନ ପକ୍ଷରୁ କୈାଣସି ସହାୟତା ପ୍ରଦାନ କରାଯାଇନାହିଁ ବୋଲି ବିପନ୍ନ ମାନେ କ୍ଷୋଭପ୍ରକାଶ କରିଛନ୍ତି । ଆଜଯାଏ ବିପନ୍ନ ମାନେ ତାଙ୍କର ସେହି ଭଙ୍ଗା କୁଡିଆ ଘରେ ଏବେବି […]

ବାସ୍ତବବ୍ୟୁରୋ:(କଳାହାଣ୍ଡି )ପ୍ରତିଦିନ କାହିଁ ନା କାହିଁ ବଣ୍ୟ ଜନ୍ତୁ ଶିକାର ବା ଅକାଳରେ ମୃତ୍ୟୁର ଖବର ନିଶ୍ଚୟ ଦେଖିବାକୁ ମିଳୁଛି | କେଉଁଠି ହରିଣ ବାର୍ହା ତ ପୁଣି ବାଘ ବା ହାତୀ| ଏହି କିଛିଦିନ ହେବ ରାଜ୍ୟରେ ହାତୀ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି lଏହି ପରିପେକ୍ଷୀରେ କଳାହାଣ୍ଡିଓ ରାୟଗଡା ଜିଲ୍ଲା ଅଧିକ ହାତୀ ମୃତ୍ୟୁର ଖବର ଆସୁଛି l କଳାହାଣ୍ଡି-ଥୁଆମୁଳ ରାମପୁର ରେଞ ରାଣୀବାହାଲି ସଂରକ୍ଷିତ ଜଙ୍ଗଲ […]

ବାସ୍ତବବ୍ୟୁରୋ:(ଭଦ୍ରକ)ସାବିତ୍ରୀ ଓଷାର ପରଦିନର ସାବିତ୍ରୀ ହାତରୁ ଭାଙ୍ଗିଯାଇଛି ସଙ୍ଖା ଆଉ ଲିଭିଯାଇଛି ମଥାରୁ ସିନ୍ଦୁର | ଏମିତି ଏକ ହୃଦୟ ବିଦାରକ ଦୁଖଦଃ ଘଟଣା ଯାହା ସାରା ଅଞ୍ଚଳକୁ ମର୍ମାହତ କରିଛି | ଘଟଣାଟି ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଆମ୍ବରୋଳି ପଞ୍ଚାୟତର ତଳାଙ୍ଗ ଗ୍ରାମରେ, ବିଜେଡିର ଜଣେ ଆଗ ଧାଡ଼ିର ଯୁବ ନେତା ତଥା ଆମ୍ବରୋଳି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଜ୍ୟୋତିପ୍ରକାଶ ସାମଲଙ୍କ ଅକାଳ ବିୟୋଗରେ […]

Pin It on Pinterest