୨୦ରୁ ଉର୍ଦ୍ଧ୍ବ କଣ୍ଟେନରରେ ଅକ୍ସିଜେନ୍ ଝାରସୁଗୁଡ଼ାଠାରୁ ରାୟଗଡ଼ା ଅଭିମୁଖେ ଯାଉଥିବା ବେଳେ କେସିଙ୍ଗା ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍ ହୋଇଛି । କେସିଙ୍ଗା ରେଳଷ୍ଟେସନ ନିକଟରେ କଣ୍ଟେନରରୁ ଅକ୍ସିଜେନ୍ ଲିକ୍ ହୋଇଥିବା ନେଇ ସୂଚନା ପାଇ ଅକ୍ସିଜେନ୍ ଲିକ୍ ରୋକିବାକୁ ଉଦ୍ୟମ ଜାରି ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ସନ୍ଧ୍ୟାରେ କ୍ୟାବିନେଟ୍‍ ବୈଠକ |ଭିଡିଓ କନ୍‌ଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ନିବାସର ବୈଠକରେ ସାମିଲ ହେବେ |ହୋଇପାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ୍‌ ବୈଠକ ବସିବ।ଏହି ବୈଠକରେ ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ ଆଜିର କ୍ୟାବିନେଟ ବୈଠକରେ, ମୁଖ୍ୟତଃ ପୂର୍ତ୍ତ ବିଭାଗ, ନଗର ଉନ୍ନୟନ ବିଭାଗ, ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ରହିଥିବା ବେଳେ, ଦୀର୍ଘଦିନ […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)କେନ୍ଦ୍ର ସରକାର ସ୍ଥିରକଲେ, ବେସରକାରୀ ଡାକ୍ତରଖାନା ଗୁଡ଼ିକ ପାଇଁ କରୋନା ଟିକାର ମୂଲ୍ୟ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ବେସରକାରୀ ଡାକ୍ତରଖାନାଗୁଡ଼ିକରେ ସବୁଠାରୁ ଶସ୍ତା ମୂଲ୍ୟରେ ୭୮୦ ଟଙ୍କା କୋଭେସିଲ୍ଡ ଉପଲବ୍ଧ ହେବ। ସବୁଠାରୁ ମହଙ୍ଗା ହେଉଛି କୋଭାକ୍ସିନ୍, ଯାହା ୧୪୧୦ ଟଙ୍କା ଓ Sputnik V ର ମୂଲ୍ୟ ୧୧୪୫ ଟଙ୍କା ରହିବ | ଏହା ସହିତ କେନ୍ଦ୍ର ସରକାର, ରାଜ୍ୟ ସଂସ୍ଥା ସହିତ ପ୍ରତିଦିନ ଏହି ହାର […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)କେରଳର ୫ମ ଶ୍ରେଣୀର ଛାତ୍ର କରୋନା ସମୟରେ ନିଆଯାଇଥିବା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ। ଏହି ଛାତ୍ର ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି। ଛାତ୍ର ଜଣକ କହିଛନ୍ତି ଯେ ସେ ଗର୍ବିତ ଯେ ସୁପ୍ରିମକୋର୍ଟ ଅମ୍ଳଜାନ ଯୋଗାଣର ନିଷ୍ପତ୍ତି ନେଇଛନ୍ତି, ଯାହା ଅନେକଙ୍କ ଜୀବନ ରକ୍ଷା କରିଛି | ଏହାର ଜବାବରେ ଜଷ୍ଟିସ୍ ରାମନା ମଧ୍ୟ ଛାତ୍ରଙ୍କୁ କହିଥିଲେ- ମୁଁ ନିଶ୍ଚିତ ଯେ ତୁମେ […]

ବାସ୍ତବବ୍ୟୁରୋ:ନି.ପ୍ର- ଭୁବନେଶ୍ବର: ଜୀବନଜୀବିକା ଉପରେ କରୋନା ମହାମାରୀ ର ପ୍ରଭାବ ସର୍ବାଧିକ । ସଂକ୍ରମଣ ରୋକିବା ପାଇଁ କରାଯାଇଥିବା ଲକଡାଉନ୍ ଏବଂ ସଟଡାଉନ୍ ଯୋଗୁଁ ସହରାଞ୍ଚଳର ଉଠା ଦୋକାନୀମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀ ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ […]

ବାସ୍ତବବ୍ୟୁରୋ:ନି.ପ୍ର(ଚୌଦ୍ଵାର) ଚୌଦ୍ଵାର ଥାନା ଅନ୍ତର୍ଗତ ବଡ଼ ସାମନ୍ତରା ଗ୍ରାମରେ ଏକ ନିଛାଟିଆ ପରିତ୍ୟକ୍ତ ଘରେ ଚାଲୁଥିଲା ନକଲି ସିମେଣ୍ଟ କାରବାର। ଏହାର ମାଷ୍ଟର ମାଇଣ୍ଡ ଥିଲା ସେହି ଗ୍ରାମର ଦିଲ୍ଲୀପ ରାୟ। ନଷ୍ଟ ହୋଇଯାଇଥିବା ତଥା ବିଣ୍ଡା ହୋଇ ଯାଇଥିବା ସିମେଣ୍ଟ ବସ୍ତା କୁ ସଂଗ୍ରହ କରାଯାଇ ଏହିଠାକୁ ଅଣା ଯାଇ ପରେ ଏହା କୁ ଗୁଣ୍ଡ କରାଯାଇ ନୂତନ ଅଲ୍ଟ୍ରା ଟେକ୍ ସିମେଣ୍ଟ ବସ୍ତା ରେ ପ୍ୟାକିଂ କରି […]

ବାସ୍ତବବ୍ୟୁରୋ:(ମାହାଙ୍ଗା)ମାହାଙ୍ଗାରେ ଆଇନୀକୁ ହାତକୁ ନେବାକୁ ପଛାଉ ନାହାନ୍ତି ଚୋରା ଇଟା ବାଲି ଓ ମାଟି ମାଫିଆ,ଏମାନଙ୍କ ଅପରାଧିକ କାର୍ଯ୍ୟ କଳାପ ଦାଣ୍ଡରେ ପଡି ହାଟରେ ଗଡୁଛି |ସୂଚନା ମୁତାବକ ବେଆଇନି ଭାବେ ବିଭିନ୍ନ ଗାଁ’ରେ ଇଟା ପୋଡାଯାଇ ଚଢ଼ା ଦର ରେ ବିକ୍ରୀ ହେଉଥିବା ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା ।ଏହା ପରେ ଅତିରିକ୍ତ ତହସିଲଦାର ଏବଂ ରାଜସ୍ବ ବିଭାଗର କର୍ମଚାରୀମାନେ ମଙ୍ଗଳବାର ପୂର୍ବାହ୍ନରେ ମାହାଙ୍ଗା ପଞ୍ଚାୟତର ପର୍ଶୁରାମପୁର […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୧୯୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୬୭୫୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୩୯୩୭୬ ଜଣ […]

ବାସ୍ତବବ୍ୟୁରୋ:ନି.ପ୍ର(କଟକ) ବ୍ରାଞ୍ଚ ବ୍ୟାଙ୍କ ମ୍ୟାନେଜର ନାଁ କହି ଲକ୍ଷାଧିକ ଟଙ୍କା ଲୁଟ । ଏସବିଆଇ ଚେକ କ୍ଲିଅରାନ୍ସ ପାଇଁ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହୋଇଥିଲା ହଡ଼ପ । ଏନେଇ ସ୍ଥାନୀୟ ଚାଉଳିଆଗଞ୍ଜ ଥାନାରେ ହୋଇଥିଲା ଅଭିଯୋଗ । ଯାହାର ପର୍ଦ୍ଦାଫାସ କରିଛି କଟକ କମିଶନରେଟ୍ ପୋଲିସ । ଏହି ଲୁଟ ମାମଲାରେ ଦୁଇ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଅନୁସାରେ, […]

ବାସ୍ତବବ୍ୟୁରୋ:ନି.ପ୍ର(ଚାନ୍ଦବାଲି) ବାତ୍ଯା ୟାସରେ ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଜିଲାର ଚାନ୍ଦବାଲି, ଧାମରା ଅଞ୍ଚଳର ଅନୁଧ୍ଯାନ ପାଇଁ ଆଜି(ସୋମବାର ) ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ଧାମରାବନ୍ଦରସ୍ଥିତ ଅ।ଦାନୀ ହ୍ଯାଲିପେଡରେ ଓହ୍ଲାଇବା ପରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହା ପରେ ଜିଲା ପ୍ରଶାସନର ଖସଡା ଅନୁଯାୟୀ କେନ୍ଦ୍ରୀୟ ଟିମର ସଦସ୍ଯମାନେ ପ୍ରଥମେ ଧାମରା ସମୁଦ୍ରମୁହାଣର ସାବିତ୍ରୀ ସାରାଇ,ଚନ୍ଦିନପାଳ, କାଳିନାଳୀ ,ବିଦ୍ୟୁତପ୍ରଭା , ଆଦି ପ୍ରଭାବିତ ଅଞ୍ଚଳ […]

Pin It on Pinterest