ବାସ୍ତବବ୍ୟୁରୋ:ନି.ପ୍ର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‌ ଘୋଷଣା କରିବା ପରେ,ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ପରୀକ୍ଷା ବାତିଲକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଛାତ୍ର-ଛାତ୍ରୀଙ୍କ ମୂଲ୍ୟାୟନ କେମିତି ହେବ ଏବଂ କେଉଁ ଆଧାରରେ ମାର୍କ ଦିଆଯିବ ସେ ନେଇ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି । ଉଭୟ ରେଗୁରାଲ ଓ […]

ବାସ୍ତବବ୍ୟୁରୋ:-(ଚାନ୍ଦବାଲି) ଘଣ୍ଟେଶ୍ୱର ଗୋପୀନାଥପୁରରେ ଛେପ ପକାଇବାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ,୧ ମୃତ ୪ଗୁରୁତ୍ୱର lଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଧିନ ଗୋପୀନାଥପୁର ପଂଚାୟତରେ ସାମାନ୍ୟ ଛେପ ପକାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମରଣତ୍ମକ ଆକ୍ରମଣ,ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି, ଉଭୟ ପକ୍ଷରୁ ତିହିଡି ମେଡିକାଲ ଭର୍ତ୍ତି l

ବାସ୍ତବବ୍ୟୁରୋ:ନି.ପ୍ର (ମାହାଙ୍ଗା)ଜଜବା ର ନିଆରା ପ୍ରୟାସ । ଭିନ୍ନକ୍ଷମ ଙ୍କ ମୁହଁରେ ହସ ଫୁଟାଇଛି ଜଜବା । ବଣ୍ଟନ ହେଲା ମାସ,ସନିତାଇଜର ଓ ଖାଦ୍ୟ ପୁଡିଆ ଓ ଶୁଖିଲା ରାସନ୍ । କରୋନା କହର ରେ ଯେତେବେଳେ ସାରା ରାଜ୍ୟ କବଳିତ । ଏଭଳି ଏକ ଘଡିସନ୍ଧୀ ସମୟରେ ପୁଣି ସହଯୋଗ ର ହାତ ବଢ଼ାଇଛି ଜଜବା ଅନୁଷ୍ଠାନ । ଭିନ୍ନକ୍ଷମ ମାନେ ବି କରୋନା ରେ ବହୁ ଅସୁବିଧା […]

ବାସ୍ତବବ୍ୟୁରୋ :(ଭବାନୀପାଟଣା) ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ଆର୍ଥିକ ଅନଗ୍ରସର ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସହାୟତାର ହାତ ବଢ଼ାଇ ଆସୁଛନ୍ତି ।କିନ୍ତୁ ବିଡ଼ମ୍ବନା ଏହି କି ଯେ :- ଏତେ ସବୁ ଯୋଜନା ଥାଇ ମଧ୍ୟ ପହଂଚି ପାରୁନି ପ୍ରକୃତ ହିତାଧିକାରୀଙ୍କ ପାଖରେ। ଯୋଜନା ଗୁଡିକର ରୂପରେଖ ନିର୍ଣ୍ଣୟ, ରାଜନୈତିକ ବଡ଼ପଣ୍ଡା ତଥା ସରକାରୀ ବାବୁମାନେ କରି ଆସୁଥିବା ବେଳେ, କାହିଁକି କେଜାଣି […]

ବାସ୍ତବବ୍ୟୁରୋ :(ମାହାଙ୍ଗା)ମାହାଙ୍ଗା ର ପୂର୍ବତନ ବିଧାୟକ ତଥା ରାଜ୍ୟ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ପ୍ରତିଷ୍ଠାତା ସଭାପତି ଅଧ୍ୟାପକ ବିକ୍ରମ କେଶରୀ ବର୍ମାଙ୍କର ଗତକାଲି ରାତିରେ ପରଲୋକ ଘଟିଛି । ଅଶୀବର୍ଷର ଏହି ଜନନେତା କୋଭିଡ ରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସମଗ୍ର ଓଡିଶାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କୃଷକ , ଶିକ୍ଷକ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩୯୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୫୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୦୬୦୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୮୬୮୭ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୨୪୪୦୨ ଜଣ […]

ବାସ୍ତବବ୍ୟୁରୋ:ନି.ପ୍ର (ଚାନ୍ଦବାଲି) କଳା ପାଣି ଦୀପରେ ଦିନ କାଟିବା ଭଳି ଜୀବୀନ ଅତିବାହିତ କରୁଛନ୍ତି ତିହିଡ଼ି ବ୍ଳକ ରାଜନଗର ପଂଚାୟତ କରଡ଼ିପାଳ ଗାଁ ବାସିନ୍ଦା , ବର୍ଷା ଦିନ ୪ମାସ ଗାଁ ଲୋକଙ୍କ ପାଇଁ ଆସେ ଚରମ ଦୁଃଖ ,ବର୍ଷା ସମୟରେ ଜଳବନ୍ଦୀ ଭାବରେ ରହିଥାନ୍ତି ଏହି ଗାଁର ଅଧିବାସୀ ମାନେ । ନିଜ ଗାଁକୁ ନିଜସ୍ୱ ଉଦ୍ୟମରେ ଗାଁ ଲୋକେ କରିଥିଲେ ଏକ ପାଦଚଲା ମାଟି ରାସ୍ତା , […]

ବାସ୍ତବବ୍ୟୁରୋ:ନି.ପ୍ର ରାସନ(ଚାନ୍ଦବାଲି) କରୋନା ପଞ୍ଝାରେ ସମଗ୍ର ଭାରତ ଉବୁଟୁବୁ ହେଉଥିବା ବେଳେ ସେଥିରୁ ବାଦ ପଡ଼ିନି ଓଡ଼ିଶା। ମହାମାରୀ କରୋନା ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ସେଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ଖଟି ଖିଆ ଏବଂ ଦିନ ମଜୁରିଆ। ଲକଡାଉନରେ ସମସ୍ତ କାମ ଧନ୍ଦା ବନ୍ଦ ଥିବାବେଳେ ଦୁଇଓଳି ଟୁଇମୁଠା ଖାଇବା ପାଇଁ କରିବାକୁ ପଡୁଛି ଅନେକ ସଂଘର୍ଷ। ଲକଡ଼ାଉନ ସମୟରେ ସରକାର ରାସନ କାର୍ଡ ଧାରୀଙ୍କୁ […]

ବାସ୍ତବବ୍ୟୁରୋ:ନି.ପ୍ର (କଟକ) ଯୋବ୍ରା ଆନିକଟ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦମ୍ପତି । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ଦୁହିଁଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ମେଡ଼ିକାଲ କୁ ଚିକିତ୍ସା ନିମନ୍ତେ ପଠାଯାଇଛି। ତେବେ କେଉଁ କାରଣରୁ ଏହି ଦମ୍ପତି ଦୁଇ ଜଣ ଆତ୍ମହତ୍ୟା ଉଦ୍ୟମ କଲେ ତାହା ସ୍ପଷ୍ଟ ହୋଇନି । ତେବେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ଏହି ଦୁଇ ତିନି ମାସ ମଧ୍ୟରେ […]

ବାସ୍ତବବ୍ୟୁରୋ:(କଳାହାଣ୍ଡି) ତୁହା କୁ ତୁହା ବର୍ଷା।ରାସ୍ତାରେ ଜମି ରହିଛି ଆଣ୍ଠୁଏ ପାଣି।ପାଣି ଉପରେ ପଡିଛି ପିଚୁ।ଗ୍ରାମ ବାସୀ ର ପ୍ରତିବାଦ କୁ ବିଭାଗୀୟ ଯନ୍ତ୍ରୀଙ୍କ ବେଖାତିର।ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ- ସର୍ଗିଗୁଡା -ପ୍ରଧାନମନ୍ତ୍ରୀ ସଡକ ସାମୟିକ ରକ୍ଷଣାବେକ୍ଷଣ ନିର୍ମାଣ କାମ ରେ। ଯାହା ଗ୍ରାମବାସୀ ଙ୍କ ଭିତରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ ଦୀର୍ଘ ୮ବର୍ଷ ରୁ ଏହି ରାସ୍ତା ର ରକ୍ଷଣାବେକ୍ଷଣ […]

Pin It on Pinterest