ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏକ ହସ୍ପିଟାଲରେ ମରଣ ସହ ଲଢେ଼ଇ କରୁଛନ୍ତି ନରେନ୍ଦ୍ର ପୋଲାଇ । ପୁଅର ଜୀବନ ବଞ୍ଚାଇବାକୁ କାନ୍ଦୁଛି ପୁରା ଗାଁ । ବାସ୍ତବବ୍ୟୁରୋ:(ପୋଲସରା)ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜିଲୁଣ୍ଡା ଗ୍ରାମର ନରେନ୍ଦ୍ର ପୋଲାଇ ଗତ ୪ ଦିନ ତଳେ ଅନ୍ୟ ର ଉପକାର କରିବାକୁ ଯାଇ ନିଜେ ଦୁର୍ଘଟଣା ର ଶିକାର ହେଲେ ନରେନ୍ଦ୍ର। ବାଇକ ସହଯୋଗେ […]

ବାସ୍ତବବ୍ୟୁରୋ:କଟକ:(ଦୀପକ୍ କୁମାର ) ବର୍ଷା ଋତୁ ଆସିଲେ କଟକ ସହରର ଅବସ୍ଥା ଅତୀ ଶୋଚନୀୟ ହୋଇପଡେ । ଜଳ ଓ ନର୍ଦମା ପାଣି ନିସ୍କାସନ ପାଇଁ କଟକ ସହରରେ ବକ୍ସ ଡ୍ରେନ ପାଇଁ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଅଛି । ପଟାପୋଲ ଠାରୁ ମାତୃଭବନ ଯାଏଁ ରହିଥିବା ୩.୪ କିମି କେନାଲ ଉପରେ ପ୍ରସ୍ତୁତ ହେବ ବକ୍ସ ଡ୍ରେନ । ବକ୍ସ ଡ୍ରେନ ଉପରେ ଓସାରିଆ ରାସ୍ତା ନିର୍ମାଣ ହେବ । […]

ଆଜି ସାବିତ୍ରୀ ଅମାବସ୍ୟା। ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୯୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୬୭କୁ ବୃଦ୍ଧି ପାଇଛି । ରାଜ୍ୟରେ […]

ବାସ୍ତବବ୍ୟୁରୋ:(ଭଦ୍ରକ)ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ନନ୍ଦପୁର ଗ୍ରମର ୧୦ ନଂ ୱାଡ ଅଟୋବାଲା ଭାବେ ପରିଚିତ ଥିବା ସୁକଦେବ ନାଥଙ୍କ ପୁଅ ମନୋଜ କୁମାର ନାଥଙ୍କର ୪୦ ବର୍ଷ ବୟସରେ କରୋନାରେ ମୃତ୍ୟୁ ହୋଇଛି |ଏହି ଖବରକୁ ଅଞ୍ଚଳବାସି ବିଶ୍ଵାସ କରିପାରୁ ନାହାନ୍ତି ଗତ ସପ୍ତାହରେ ଥଣ୍ଡା ଜ୍ବର ହେବାରୁ ସେ ଡାକ୍ତରୀ ଚିକିତ୍ସା କରାଇଥିଲେ ପରେ କୋଭିଡ ପରୀକ୍ଷା କରାଯିବାରୁ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ତାଙ୍କୁ […]

ବାସ୍ତବବ୍ୟୁରୋ:(ବାସୁଦେବପୁର) ବାସୁଦେବପୁର ବ୍ଲକ ନାୟକାଣିଡିହ ଥାନା ଗୋବିନ୍ଦପୁର ପଞ୍ଚାୟତ ବ୍ରଜାନନ୍ଦପୁର ଗ୍ରାମରେ ଅଘଟଣ। ପୋଖରୀରେ ବୁଡିଯାଇ ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଛି। ଖବର ଅନୁଯାୟୀ କୌଣସି କାରଣରୁ ଘର ନିକଟରେ ଥିବା ଏକ ପୋଖରୀରେ ଦୁଇ ଭଉଣୀ ପଡି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଉଭୟ ଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତରିତ କରିଥିଲେ। ହେଲେ ସେଠାରେ ଡ଼ାକ୍ତର ଉଭୟ […]

ବାସ୍ତବବ୍ୟୁରୋ:(ଭଦ୍ରକ) ସରକାର ଅନଲାଇନରେ ମଦ ବିକ୍ରି ପାଇଁ ଅନୁମତି ଦେଇଥିବା ବେଳେ ମଦ ଦୋକାନୀ ମାନେ ଶୁଣୁ ନାହାନ୍ତି | ଫଳରେ ଖୁଲମ୍ ଖୁଲା ଦିନରେ ମଦ ଦୋକାନ ଖୋଲିବା ସହ ଗହଳି କରୁଛନ୍ତି। ସେପଟେ କିଛି ମଦ ମାଫିଆ ମାନେ ପୋଲିସକୁ ଚେଲେଞ୍ଜ କରି ଖୋଲମ ଖୋଲା ବିକ୍ରି କରୁଛନ୍ତି ମଦ।ଏପଟେ ଲକଡାଉନ ସେପଟେ ସମସ୍ତଙ୍କ ଆଗରେ ଖୋଲାଖୋଲି ଭାବରେ ବିକ୍ରି ହେଉଥିଲା ମଦ। ଏଭଳି ଏକ ଘଟଣା […]

ବାସ୍ତବବ୍ୟୁରୋ:(ପୋଲଶରା) ଗଞ୍ଜାମଜିଲ୍ଲାର ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି ା ନିଜ ପୁଅ ହିଁ ନିଜ ବାପା ଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ା ମୂତକ ଜଣକ ହେଲେ କୃଷ୍ଣ ସାହୁ | ସୂଚନା ଅନୁଯାଇ ଘରୋଈ କଳି କୁ କେନ୍ଦ୍ରକରି ଏହି ହତ୍ୟା କାଣ୍ତ ଘଟିଥିବା କୁହାଯାଉଛି ା ଅଭିଯୁକ୍ତ ସାନପୁଅ କୁ ଜଗନ୍ନାଥ ପ୍ରସାଦ ଥାନାରେ ପୋଲିସ୍ […]

ବାସ୍ତବବ୍ୟୁରୋ:(ନର୍ଲା)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଠାରେ ଆଜି ସକାଳ ନଅ ଘଣ୍ଟା ସମୟରେ ନୂତନ ଭାବରେ ଶ୍ରୀ ବିଜୟ କୁମାର ସେନାପତି ଶିକ୍ଷା ଅଧିକାରୀ ଜୁନାଗଡ଼ ଙ୍କୁ ଅତିରିକ୍ତ ନର୍ଲା ଶିକ୍ଷା ଅଧିକାରୀ ଦାୟିତ୍ଵ ପ୍ରଦାନ କରାଯାଇଅଛି| ଶ୍ରୀ ସେନାପତି ନର୍ଲା କାର୍ଯ୍ୟାଳୟ ଠାରେ ନର୍ଲା ବି, ଇ, ଓ ଭାବରେ କାର୍ଯ୍ୟରେ ଯୋଗ ଦେଇଛନ୍ତି |ଏହି ଅବସରରେ ଶ୍ରୀ ସେନାପତି ଙ୍କୁ ବି ଆର୍ ସି, […]

ବାସ୍ତବ ବ୍ୟୁରୋ କଟକ:(ଦୀପକ୍ କୁମାର ବେଉରା) ECMO ମେସିନ୍ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ପୁଣି ପିଟିସନ ଦାୟର କଲା ଭାରତୀୟ ବିକାଶ ପରଷଦ । ପୂର୍ବରୁ ମଧ୍ୟ ସେ ଏନେଇ ଏକ ମାମଲା ଦାୟର ହୋଇଥିଲା । ଆଜି ଦାୟର ହୋଇଥିବା ଏହି ପିଟିସନରେ ଦର୍ଶାଯାଇଅଛି ଯେ କୋରୋନା ମହାମାରୀ ସଂକ୍ରମଣ ବେଳେ ସମସ୍ତ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ […]

ବାସ୍ତବବ୍ୟୁରୋ(ବରୀ) ରାତି ପାହିଲେ ସାବିତ୍ରୀ ବ୍ରତ ବରୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ବଜାର ଓ ଛକ ମାନଙ୍କରେ ଲାଗିଛି ଗହଳି ନା ଅଛି ସାମାଜିକ ଦୁରୋତ୍ୱ ନ ଅଛି ମାସ୍କ ଲୋକେ ଫଳ ଓ ପୂଜା ସାମଗ୍ରୀ କିଣିବାରେ ବେସ୍ତ । ଯାହା ଯଣାଯାଏ ଯଦି କିଛି ହୋଇଯାଏ, ସାବିତ୍ରୀ ମାନେ ଫେରାଇ ଆଣିବେ । ଏହେଉଛି ବରୀ ବ୍ଲକ ଅଧିନସ୍ତ ବରୀର ମୁଖ୍ୟ ବଜାର ର ଦୃଶ୍ୟ ଦେଖନ୍ତୁ […]

Pin It on Pinterest