ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ପାଇଁ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା । ଏହି ସହାୟତା ରାଶିରେ କିଣା ଯାଇଥିବା ଜରୁରୀକାଳୀନ କୋଭିଡ ଉପକରଣକୁ ମୁଖ୍ୟମନ୍ତ୍ରୀ ଆଜି ଲୋକଙ୍କ ସେବାରେ ଉତ୍ସର୍ଗ […]
ବାସ୍ତବ ବ୍ୟୁରୋ:(ଚାନ୍ଦବାଲି) ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ତରଫରୁ ଆଜି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଲଗୁଣ୍ଡା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବିଜେଡ଼ିର ଯୁବ ରାଜ୍ୟ ସମ୍ପାଦକ ପ୍ରିନ୍ସ ରାକେଶ ନାୟକ ଉଦଘାଟନ କରିଥିଲେ । କରୋନା ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବ ଅନୁଭବ ହେଉଛି ତେଣୁ ରକ୍ତବିନା କାହା ଜୀବନ ନ […]
ବାସ୍ତବବ୍ୟୁରୋ:(କୋଲକତା)ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ହାରିବା ପରେ ବିଜେପି ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି ।ତୃଣମୂଳରୁ ବିଜେପିରେ ସାମିଲ ହୋଇଥିବା ନେତା ମାନେ ପୁଣି ଘରକୁ ଫେରିବାକୁ ଛଟପଟ ହେଲେଣି | ମମତାଙ୍କ ସହ ମନାନ୍ତର ହେତୁ ଦଳରୁ ତାଡିଆଖାଇଥିବା ନେତା,ସର୍ବ ପ୍ରଥମେ ବିଜେପିକୁ ଦେଇଥିଲେ ମୁକୁଲ ରୟ |ହେଲେ ଏବେ ଘରକୁ ଫେରିଛନ୍ତି ଅର୍ଥାତ୍ ସେ ଟିଏମସି ଫେରିଛନ୍ତି। ବାସ୍ତବରେ ସେ ତାଙ୍କ ପୁଅ ସୁଭ୍ରାନ୍ସୁଙ୍କ ସହ ତୃଣମୂଳ […]
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ,ଆଜି ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଆହ୍ବାନରେ ସାମିଲ ହୋଇଛି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ | ବିଭିନ୍ନ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଏହି ପରିପେକ୍ଷୀରେ ଜିଲ୍ଲାର ଛାମୁଆ କଂଗ୍ରେସ ନେତା ତଥା କର୍ମୀମାନେ ଭାରତ ପେଟ୍ରୋଲ ପମ୍ପ୍ ତିନିମୁହାଣୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି | ଏଥିରେ ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା […]
ବାସ୍ତବବ୍ୟୁରୋ:(ମାହାଙ୍ଗା)ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ,ଆଜି ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଆହ୍ବାନରେ ,ଓଡିଶାର ବିଭିନ୍ନ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଏହି ପରିପେକ୍ଷୀରେ କଟକ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କ ନେତୃତ୍ୱରେ,ନିଶ୍ଚନ୍ତ କୋଇଲି ବ୍ଲକ କଂଗ୍ରେସ ତରଫ ରୁ କଟିକଟା ପଦ୍ମିନୀ ପେଟ୍ରୋଲ […]
ଝାରସୁଗୁଡା ବିମାନବନ୍ଦରରେ ଲାଗିବ Instrumental Landing System । ବର୍ଷା ସମୟରେ ଅବା କୋହଲା ପାଗରେ ବିମାନସେବା ବାତିଲ ହେବନାହିଁ । ପେଟ୍ରୋଲ ଏବଂ ଡିଜେଲ ଦର ଆକାଶ ଛୁଆଁ । ଖାଇବା ତେଲ ମଧ୍ୟ ଲିଟର ପିଛା ୨୦୦ ଟପିଲାଣି । ଏପଟେ ଖାଉଟି ହେଲେଣି ହଇରାଣ । ସରକାର ତୈଳ ଦର ଉପରେ ନିୟନ୍ତ୍ରଣ ରଖି ପାରୁନଥିବାରୁ ଶାସନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହାକୁ […]
କଟକ:(ଦୀପକ୍ କୁମାର)କଟକ କମିସନରେଟ ପୋଲିସ କୁ ମିଳି ଚାଲିଛି ସଫଳତା ପରେ ସଫଳତା । ମଙ୍ଗଳାବାଗ ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ପେଟ୍ରୋଲ ପମ୍ପରୁ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଚଢାଉ କରି ଏକ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ମୋଟର ସାଇକେଲ ଓ ମୋବାଇଲ ଫୋନ୍ ଜବତ କରିଛି । […]
ବାସ୍ତବବ୍ୟୁରୋ:କଟକ:(ଦୀପକ୍ କୁମାର) ଏସସିବି ମେଡିକାଲ ରେ ୨ ଟି ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ ଭିଡ଼ିଓ କନଫରେନ୍ସିଂ ଜରିଆରେ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସମଗ୍ର ରାଜ୍ୟର ୭ଟି ଜିଲ୍ଲାର ସ୍ବାସ୍ଥ୍ୟ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର ମାନଙ୍କରେ ସ୍ବାସ୍ଥ୍ୟ ସେବାର ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ହୋଇଛି। କଟକରେ ଏସସିବି ମେଡିକାଲ ଓ ହସ୍ପିଟାଲରେ ୨ଟି ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ସଂରକ୍ଷଣ ଓ […]
ବାସ୍ତବବ୍ୟୁରୋ:(ଚାନ୍ଦବାଲି)ବାତ୍ୟା ୟସ ଚାନ୍ଦବାଲି ବ୍ଲକ ର ଜଳେଶ୍ୱରପୁର ଗ୍ରାମ ପଞ୍ଚାୟତ ରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ମାଟି ଘର ଭାଙ୍ଗିଦେଇଥିବା ବେଳେ ପ୍ରାୟ ୧୨୦୦ଏକର ଚାଷ ଜମି ରେ ଲୁଣା ପାଣି ମାଡି ଯାଇ ଏହି ବର୍ଷ ଚାଷ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ପ୍ରାୟ ୬୦ ଟି ଚିଙ୍ଗୁଡି ପୋଖରୀ ଲୁଣା ପାଣି ରେ ବୁଡି ଯାଇ ପ୍ରାୟ୨୫ କୋଟି ଟଙ୍କା ର […]
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଗତବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏ ନେଇ ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି । ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଏସ୍ଆର୍ସିଙ୍କ ପ୍ରେସ୍ମିଟ୍ ମାଧ୍ୟମରେ ଏ କଥାବି ସ୍ପଷ୍ଠ କରିଛନ୍ତି ଯେ, ପୁରା ବ୍ୟତିର ଓଡିଶା ଅନ୍ୟ କୌଣସି ସ୍ଥାନରେ ଏ ବର୍ଷ ରଥ ଯାତ୍ରା ହେବ ନାହିଁ । କେବଳ ମନ୍ଦିର ପରିସରରେ ହେବ […]


