ବାସ୍ତବବ୍ୟୁରୋ:(ମାହାଙ୍ଗା)କୁଆଁପାଳ -ବାଲିଚନ୍ଦ୍ରପୁର ରାସ୍ତାର ପଟ୍ଟାମୁଣ୍ଡାଇ କେନାଲ ପିଙ୍ଗୁଲେଇ ବଂଧ ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି !ରାସ୍ତା ଉପରେ ଦୀର୍ଘ ଏକ ସପ୍ତାହ ତଳୁ ରଖାଯାଇଥିବା ପୋକଲୀନ ଗାଡି ସହ ଦୁଇ ଜଣ ବାଇକ ଆରୋହୀଙ୍କ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳୀରେ ଜଣକର ମୃତ୍ୟୁ ଘଟିଛି ! ବର୍ଷା ଓ ଅଂଧାର ରାତିରେ ବାଲିଚନ୍ଦ୍ରପୁର ବଜାର ଅତିକ୍ରମ କରି କଟକ ଅଭିମୁଖେ ହଣ୍ଡା ୟୁନିକନ […]
ବାସ୍ତବବ୍ୟୁରୋ:(ଭୁବନେଶ୍ବର)ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ ଅନୁଯାଇ, ଜୁନ୍ ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ୧୭ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଜଗତ୍ସିଂହପୁର, କେନ୍ଦ୍ରପଡ଼ା ଏବଂ ୧୮ ତାରିଖରେ ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହାପରେ ସାମାନ୍ୟ […]
ବାସ୍ତବବ୍ୟୁରୋ:ଜୁଲାଇ ୨୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା ।ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଆଉ ଗୋଟିଏ ସପ୍ତାହ ପରେ, ସେ ଦୁର୍ଲଭ ଦର୍ଶନରୁ ହେବେ ଭକ୍ତ ବଂଚିତ । କରୋନା ମହାମାରୀ ପାରିବାରିକ ସମ୍ପର୍କରେ ଦୂରତା ବଢାଇବା ସହ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବି ଦୂରତା ବଢ଼ାଇ ଚାଲିଛି । କେତେଦିନ କାଳିଆ ଦର୍ଶନରୁ ବଂଚିତ ହେଉଥିବେ ଭକ୍ତ ଆଜି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]
ବାସ୍ତବବ୍ୟୁରୋ:(କଳାହାଣ୍ଡି) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗରିବ ଲୋକଙ୍କୁ ଦି ମୁଠା ଖାଦ୍ୟ ଯୋଗାଇବା ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହୋଇଥିଲା ।ହେଲେ ଅର୍ଥାଭାବରୁ କେଉଁଠି ରାସନ କାର୍ଡ ବନ୍ଧା ପଡିଥିବା ବେଳେ, କେଉଁଠି ଖାଦ୍ୟ ସାମଗ୍ରୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ହିତାଧିକାରୀ ।କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର, ସୂଚନା […]
ବାସ୍ତବ ବ୍ୟୁରୋ:(ଗଞ୍ଜାମ) ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଉତ୍ତର ମୁଖୀ ବସ୍ତିରେ ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟିଛି, ଯାହାକି ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଖଣ୍ଡା ରେ ଆକ୍ରମଣ ହୋଇଥିବାବେଳେ ଜଣେ ମୃତ ଓ ଦୁଇ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି, ମୃତ ଯୁବକ ଜଣକ ଙ୍କ ହେଲେ ଚନ୍ଦନ ପ୍ରଧାନ, ଖବର ପାଇ ବଡବଜାର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି […]
ବାସ୍ତବବ୍ୟୁରୋ:ରାଜ୍ୟରେ ଦିନକୁ ଦିନ ଦୁର୍ବଳ ହେଉଛି କରୋନା ମହାମାରୀ |କମିବାରେ ଲାଗିଛି ସଂକ୍ରମଣ ହାର,ରାଜ୍ୟବାସୀଙ୍କ ମନରେ ଆସିଛି ଟିକିଏ ଆଶ୍ବସ୍ତି | ଏହି ସମୟରେ ଆଜି ସରକାରଙ୍କ ଘୋଷଣାକୁ ଚାତକ ପରି ଚାହିଁଛନ୍ତି ସମସ୍ତେ |ସରକାର କଣକରିବେ ଘୋଷଣା ଅନଲକ୍ ହେବକି ନା ଏମିତି ଅନେକ ପ୍ରଶ୍ନ |ହେଲେ ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ଯାହା ଆମର ଅନୁମାନ ସହ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାଇ,ଜୁନ ୩୦ […]
ଜୁନ ୩୦ ଯାଏ ବଢିପାରେ ଲକଡାଉନ |କରୋନା କଟକଣାରେ ହୋଇପାରେ ଟିକିଏ କୋହଳ |ରାଜ୍ୟର ରେଡ ଜୋନରେ ଦିନ ୧୧ ଟା ଯାଏ ଥିବା କୋହଳ ବଢିପାରେ ୨ ଟା ପର୍ଯ୍ୟନ୍ତ |ସେହିପରି ଏଲୋ ଜୋନରେ ୨ ଟା ପରିବର୍ତ୍ତେ ସନ୍ଧ୍ୟା ୫ ଟା ଯାଏ ହୋଇପାରେ କୋହଳ | ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ […]
ବାସ୍ତବ ବ୍ୟୁରୋ:(ଚାନ୍ଦବାଲି)କରୋନାର ୨ୟ ଲହର ଭୟାଭୟତାକୁ ନଜରରେ ରଖି ମୈଉସୁଧା ପଞ୍ଚାୟତ ର ଛାତ୍ର ରାକେଶ ରାଉଳ ତାଙ୍କର ସାଥୀ ମାନଙ୍କୁ ନେଇ କରୋନା ମହାମାରୀ ଉପରେ ସଚେତନତା କରିବା ସହ ଜୁରୁନ୍ଦା ସାନିଟାଇଜ କରି ଗାଁ ଗାଁ ବୁଲି ମାସ୍କ, ବିସ୍କୁଟ ଓ ସାନିଟାଇଜର ବଣ୍ଟନ କରିଛନ୍ତି। ଗ୍ରାମା ଅଞ୍ଚଳ ରେ କିଛି ଗରିବ ଲୋକ ଅଛନ୍ତି ଯାହାର ଆର୍ଥିକ ସ୍ବଛଳ ରହୁନାହିଁ ସେମାନେ ମାସ୍କ ଓ ସାନିଟାଇଜର […]
ବାସ୍ତବବ୍ୟୁରୋ :(ନୂଆଦିଲ୍ଲୀ )ଶେଷରେ ଟ୍ୱିଟର ଆଇଟି ନିର୍ଦ୍ଦେଶାବଳୀ ଗ୍ରହଣ କରିବାକୁ ବାଧ୍ୟ ହେଲା |ଟ୍ୱିଟର ସୋସିଆଲ ମିଡିଆ ସାଇଟ୍ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କରିଛି, ଖୁବ୍ ଶୀଘ୍ର କେନ୍ଦ୍ର ପାଖରେ ସବିଶେଷ ତଥ୍ୟ ରଖିବ |ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହା ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କରିଛି ବୋଲି ଟ୍ୱିଟର ମଙ୍ଗଳବାର କହିଛି। ଟ୍ୱିଟର ଖୁବ୍ ଶୀଘ୍ର ଏହାର ବିବରଣୀ କେନ୍ଦ୍ର […]
ବାସ୍ତବ ବ୍ୟୁରୋ:ଚୌଦ୍ଵାର :(ଦୀପକ୍ କୁମାର) ଚୌଦ୍ଵାର ପୋଲିସ୍ କୁ ରଜରେ ମିଳିଛି ସଫଳତା । ଗିରଫ କରିଛି ଆଠ ଜଣ ଜୁଆଡ଼ିଙ୍କୁ । ଚୌଦ୍ଵାର ଥାନା ଅନ୍ତର୍ଗତ ଆଗ୍ରାହାଟ ଗ୍ରାମର ଉତ୍ତରେଶ୍ୱର ମନ୍ଦିର ପାଖରେ କିଛି ଲୋକ ଜୁଆ ଖେଳୁଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚୌଦ୍ଵାର ପୋଲିସ୍ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଚୌଦ୍ଵାର ପୋଲିସ୍ ଉକ୍ତ ସ୍ଥାନ ରୁ ଆଠ ଜଣ ଜୁଆଡ଼ି କୁ ଗିରଫ […]


