ବାସ୍ତବବ୍ୟୁରୋ:(ପୋଲଶରା) ଗଞ୍ଜାମଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ରାଇମାଳି ଠାରେ ଦୁଇ ଯୁବ ଗୋଷ୍ଠୀ ବଣଭୋଜିର ଆୟୋଜନ କରିଥିଲେ। ଭୋଜି ଖାଇ ସାରିବା ପରେ ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀ କୁ ଆକ୍ରମଣ କରିଥିଲେ।ଆକ୍ରମଣ ସମୟରେ ବାଉଁଶ ମୁଳି ଦ୍ୱାରା ମଧୂପଲ୍ଲୀ ର ୪ ଜଣଙ୍କୁ ପଛପଟୁ ମାଡ଼ ମାରିଥିଲେ। ଗୁରୁତର ଭାବେ ୪ ଜଣଙ୍କୁ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ମଧୂପଲ୍ଲୀ ର ବାବୁଲା ପ୍ରଧାନ ଙ୍କ […]
ବାସ୍ତବ ବ୍ୟୁରୋ:(କେନ୍ଦ୍ରାପଡା) –ବିଶିଷ୍ଟ ଗାନ୍ଧୀବାଦୀ ନେତା, ମାହାଙ୍ଗାର ପୂର୍ବତନ ବିଧାୟକ ତଥା ରାଜ୍ୟ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ( ୟୁଟିଆ ) ର ପ୍ରତିଷ୍ଠାତା ସଭାପତି ଅଧ୍ୟାପକ ବିକ୍ରମ କେଶରୀ ବର୍ମ୍ମାଙ୍କ ଅଷ୍ଟାଦଶାହ ଦିବସ ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ୟୁଟିଆ ସଂଘ ତରଫରୁ ଏକ ଭରଚୁଆଲ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂଘ ସଭାପତି କଣ୍ଡୁରି ଚରଣ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ରାଜ୍ୟର ସଂଘ ମହାସଚିବ […]
ବାସ୍ତବବ୍ୟୁରୋ:ବରୀ(ଦେବବ୍ରତ ପଣ୍ଡା) ଯାଜପୁର ଜିଲା ବରୀ ବ୍ଳକ ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଘାଟରେ ଅଘଟଣ । ଗାଧୋଉଥିବା ବେଳେ ବୁଡି ଯାଇ ଦୁଇ ଯୁବକ ମୃତ । ଗ୍ରାମବାସୀ ଓ ଅଗ୍ନିଶମ ବାହନି ଖୋଜାଖୋଜି କରିବା ପରେ ଉଦ୍ଧାର ହେଲା ଦୁଇ ଯୁବକଙ୍କ ମୃତ ଦେହ । ମୃତକ ଦୁଇ ଜଣ ହେଲେ ବାଲିଆ ଗ୍ରାମର କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର(୧୮) ଏବଂ ଶରତ ମିଶ୍ରଙ୍କ ପୁଅ ସୁନିଲ (୨୩) […]
ବାସ୍ତବବ୍ୟୁରୋ:କଟକ(ଦୀପକ୍ କୁମାର) କଟକ କଲେଜ ଛକରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ନାଁ ସନାତନ ଦାସ (୪୦) ତାଙ୍କ ଘର ଜଗତସିଂହପୁର […]
ବାସ୍ତବବ୍ୟୁରୋ:(ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅଧିନସ୍ଥ ରାଜେନ୍ଦ୍ରପଲ୍ଲି ଗ୍ରାମରୁ ଆସିଛି ପୁଣି ଏକ ବଧୂ ହତ୍ୟାର ଅଭିଯୋଗ। ଝିଅକୁ ମାରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ସୂଚନାଯୋଗ୍ୟ କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଗ୍ରାମର ଝୁନା ପାତ୍ରଙ୍କ ଝିଅ ସହିତ ଚଡଦିଆ ଗ୍ରାମର ରତ୍ନାକର ଦଳାଇଙ୍କ ପୁଅ ସତ୍ୟରଞ୍ଜନଙ୍କ ସହିତ ବୈଦିକ ରୀତିରେ ୧୦୧୯ ରେ ବିବାହ ହୋଇଥିଲା । ଵିଵାହ ପରେ ପୁଅ ଘର ଲୋକେ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଆସନ୍ତା କାଲିଠାରୁ ସାରା ରାଜ୍ୟରେ କ୍ୟାମ୍ପେନ୍ ମୋଡ୍ରେ ହେବ କୋଭିଡ ଟିକାକରଣ l କେନ୍ଦ୍ର ସରକାରଙ୍କ ନୂଆ ଟିକାକରଣ ନୀତି ଅନୁଯାୟୀ ଟିକାକରଣ କରାଯିବ l ପୂର୍ବରୁ ରାଜ୍ୟରେ ଦୈନିକ ହେଉଥିବା ଟିକାକରଙ୍କୁ ଦ୍ୱିଗୁଣିତ କରାଯିବ,ଅର୍ଥାତ ଦୈନିକ ଦେଢ଼ ଲକ୍ଷ ଲୋକଙ୍କୁ ଟିକାକାରଣ କରାଯାଉଥିବା ବେଳେ କାଲିଠୁ ଏହା ୩ ଲକ୍ଷ ଟୀକାକରଣ । କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ପଠାଇଥିବା ଓ ରାଜ୍ୟ କିଣିଥିବା ଟିକା […]
ବାସ୍ତବବ୍ୟୁରୋ:(କୋଣାର୍କ) ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା ପାଇଁ ଲୋକେ ନେଉଛନ୍ତି କରୋନା ଟିକା।କିନ୍ତୁ ଟିକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ବୃଦ୍ଧି ପାଉଛି । ଆକର୍ଷଣ କରୁଛି ଷ୍ଟିଲ ବାସନ, ଚାମଚ ଆଦି ଜିନିଷ। ଏମିତି ଗୋଟିଏ ପରେ ଗୋଟିଏ କଥା ସାମ୍ନା କୁ ଆସିବା ପରେ ଏବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ଶିମିଳି ପଞ୍ଚାୟତ ଶିମିଳି ଗାଁ […]
ବାସ୍ତବବ୍ୟୁରୋ:(ଜଳେଶ୍ୱର)ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଚମରଦିଗି ଗ୍ରାମରେ ଗତ କାଲି ବିଳମ୍ବିତ ରାତି ରେ ପୋଲିସ ଚଢ଼ାଉ କରି ୨୩ ଲିଟର ବିଦେଶୀ ମଦ ଏକ ଘରୁ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଦଶହଜାର ହେବ ଅଭିଯୁକ୍ତ ଫେରାର, ଏ ସମ୍ପର୍କରେ୪୩/୨୧ ରେ ଏକ ମାମଲା ରୁଜୁ କରିଛି ରାଇବଣିଆ ପୋଲିସ୍।
ଗତ ୨୦୨୦ ଏପ୍ରିଲ ପହିଲା ଠାରୁ ଉଭୟ ବାପା, ମାଆ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିଷା ଦୀକ୍ଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ‘ଆଶୀର୍ବାଦ’ ଯୋଜନା । ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୭୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)କରୋନା ଯୁଧ୍ୟରେ ହାରିଗଲେ ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତପୁ ମିଶ୍ରଙ୍କ ଦେହାନ୍ତ ଘଟିଛି। ସେ କରୋନାରେ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ଲଗାତାର ଅକ୍ସିଜେନ୍ ଲେବଲ୍ କମିବାରେ ଲାଗି ଥିଲା,ଏଥିପାଇଁ ତାଙ୍କର ଆଇସିୟୁରେ ଭର୍ତି କରାଯାଇଥିଲା ।ତାଙ୍କର ଅକ୍ସିଜେନ୍ ଲେବଲ୍ ଲଗାତାର କମୁଥିବା ବେଳେ ଏଥିରେ ସୁଧାର ନ ଆସିବାରୁ, ପ୍ରଥମେ ଗୋଟିଏ ହସ୍ପିଟାଲରେ ୬ଦିନ […]


