ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ଗତ କାଲି ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସିନିୟର ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତ ଦିଆଯାଇଥିବା ବେଳେ ଆଜି ବିଜୁ ମହିଳା ଜନତା ଦଳର ନବୀକରଣ କରାଯାଇଛି । ଦଳର ବରିଷ୍ଠ ନେତ୍ରୀ, ସାଂସଦ, ବିଧାୟିକା ଏବଂ ପୂର୍ବତନ ବିଧାୟିକା ମାନଙ୍କୁ ନେଇ ନୂଆ ଟିମ୍‌ରେ ୫ ଉପଦେଷ୍ଟା ମନୋନୀତ କରାଯାଇଥିବା ବେଳେ, ସ୍ନେହାଁଙ୍ଗିନୀ ଛୁରିଆଙ୍କ ସଭାପତିତ୍ଵରେ କାର୍ଯ୍ୟ […]

ବାସ୍ତବବ୍ୟୁରୋ:(କଳାହାଣ୍ଡି) କଳାହାଣ୍ଡିଜିଲ୍ଲା ରୁ 9thବାଟାଲିୟନ କୁ ସମ୍ବଲପୁର କୁ ସ୍ଥାନାଂତର କୁ ସ୍ଥାନୀୟ ଲୋକଙ୍କ ବିରୋଧ l ସ୍ଥାନୀୟ ସରପଞ୍ଚ ଓ ବୁଦ୍ଧିଯିବି ଏ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଧେଶ୍ୟ ରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଙ୍କ ମାଧ୍ୟମ ରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ଜାତୀୟ ରାଜପଥ ୧୨ ଜରିଙ୍ଗ ଠାରେ 9th ବାଟାଲିୟନ ର ସ୍ଥାପନl ଯୋଗୁ ଜିଲ୍ଳା ରେ ମାଓ କାର୍ଯ୍ୟ କଳାପ […]

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବାପୁଜୀନଗର ଏବଂ ୟୁନିଟ୍‌-୪ ଆମିଷ ମାର୍କେଟ ବନ୍ଦ ଅବଧିକୁ ଜୁଲାଇ ୧ ଯାଏ ବଢ଼ାଇ ଦିଆଯାଇଛି । ଏନେଇ ବିଏମ୍‌ସି ପକ୍ଷରୁ ନୋଟିସ ଜାରି କରାଯାଇଛି । କୋଭିଡ୍ ଗାଇଡଲାଇନକୁ ଉଲ୍ଲଂଘନ କରିବା ଅଭିଯୋଗରେ ଜୁନ୍ ୧୮ତାରିଖରେ ଏହି ଦୁଇ ଆମିଷ ମାର୍କେଟକୁ ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ସିଲ୍ କରାଯାଇଥିଲା ।  ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୮ ଜଣ କୋଭିଡ୍ ଆକ୍ରାନ୍ତ […]

ବାସ୍ତବବ୍ୟୁରୋ:ଏହା ସତ୍ୟ ଯେ ଦୁନିଆର କୌଣସି ଶକ୍ତି ବାର୍ଦ୍ଧକ୍ୟକୁ ରୋକି କରିପାରିବ ନାହିଁ। କିନ୍ତୁ ଆମେ ଅଳ୍ପ ବୟସରେ ଆସୁଥିବା ବୃଦ୍ଧାବସ୍ଥାର ଲକ୍ଷଣକୁ ନିଶ୍ଚିତ ଭାବରେ ରୋକି ପାରିବା | ଉଦାହରଣ ସ୍ୱରୂପ, ବୃଦ୍ଧାବସ୍ଥାରେ ଶାରୀରିକ ଦୁର୍ବଳତା,ଜୀବନ୍ତ ଚର୍ମ,କୁଞ୍ଚନ କେଶ ଝଡ଼ିବା, ମଧୁମେହ ଅଧିକ ବିପି ପରି, ବୃଦ୍ଧ ବ୍ୟକ୍ତିଙ୍କ ରୋଗକୁ ଯୁବାବସ୍ଥାରୁ ରୋକାଯାଇପାରିବ | ବାସ୍ତବରେ, ଅଳ୍ପ ବୟସରେ ବୃଦ୍ଧାବସ୍ଥାର ଏହି ଲକ୍ଷଣଗୁଡ଼ିକର ପଛରେ ଆମର କିଛି କୁଅଭ୍ୟାସ […]

ବାସ୍ତବବ୍ୟୁରୋ:ଭଦ୍ରକ ପୁଣି ୫୧୦ ଗ୍ରାମର ଧଳାଜହର ଜବତ କରିଛି ଭଦ୍ରକ ପୋଲିସ,ପ୍ରାୟତଃ ପ୍ରତ୍ବେକ ଦିନ ଭଦ୍ରକ ପୋଲିସ ତରଫରୁ ବ୍ରାଉନ ସୁଗାର ଜବତ କରାଯାଉଛି,ସୂଚନା ଥାଉକି ଗତ ୨୩-୬ ୧୧୨ ରେ ଉପଖଣ୍ଡ ଆରକ୍ଷିଅଧିକ୍ଷକ ସାର୍ଥକ ରାୟ ଏକ ସାମ୍ବାଦିକ ସମ୍ମିଳନୀ କରି ଜବତ ହୋଇଥିବା ୧୧୨ ଗ୍ରାମ ଧଳାଜହର ବାବଦରେ କହିଥିଲେ | ଗତକାଲି ଦିନ ୧୨-୩୦ ରେ କୋଭିଡ କଟକଣାକୁ ନେଇ ଜିଲ୍ଲା ପୋଲିସ ତରଫରୁ ଭଦ୍ରକ […]

ବାସ୍ତବବ୍ୟୁରୋ:(ଭଦ୍ରକ) ଥମୁନି ଟୀକା କରଣର ଉତେଜନା । ପ୍ରଶାସନ ପକ୍ଷରୁ ସଠିକ ସୂଚନା ମିଳୁନାହିଁ । ଯାହାଫଳରେ ଲୋକେ ଅନଲାଇନ ଅଫ ଲାଇନ ରେ ଛନ୍ଦି ହୋଇ ନାନାଦି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସୂଚନାରୁ ପ୍ରକାଶ ଭଦ୍ରକ କଲେଜ ସ୍ଥିତ ଟୀକା କେନ୍ଦ୍ରରେ ସକାଳ ଚାରି ଘଟିକାରୁ ବିନା ବୂକିଙ୍ଗ ରେ ଲୋକେ ଧାଡ଼ିରେ ଠିଆ ହେଲା ପରେ ଟୀକା କେନ୍ଦ୍ରର କର୍ମକର୍ତ୍ତା ଆସି ସକାଳ ୧୦ ଘଟିକା […]

ବାସ୍ତବବ୍ୟୁରୋ:ଭୁବନେଶ୍ୱର- ୩୦ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ ।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସମସ୍ତ ୩୦ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛନ୍ତି | ।ଅନୁଗୁଳ ଜିଲ୍ଲା ପାଇଁ -ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର-ପ୍ରତାପ କେଶୋରୀ ଦେବ, ବରଗଡ଼-ସୁଧୀର ସାମଲ, ଭଦ୍ରକ-ପ୍ରଣବ ବଳବନ୍ତାରୟ, ବଲାଙ୍ଗୀର-ସୁଶାନ୍ତ ସିଂହ, ବୌଦ୍ଧ-ସୌଭାଗ୍ୟ ନାୟକ, କଟକ-ଉଷା ଦେବୀ, ଦେବଗଡ଼-ସୁଶାନ୍ତ ସିଂହ, ଢେଙ୍କାନାଳ-ବିଜୟ ନାୟକ, ଗଜପତି-ଅତନୁ ସବ୍ୟସାଚୀ ନାୟକ, ଗଞ୍ଜାମ-ପ୍ରଫୁଲ ମଲ୍ଲିକ, ଜଗତସିଂହପୁର-ସମୀର ରଞ୍ଜନ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୫୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮୪୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୯୭୦୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୦୧୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୬୦୧୪୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି […]

ବାସ୍ତବବ୍ୟୁରୋ:ଦେବକାନ୍ତ,(ଚାନ୍ଦବାଲି) ବିଦ୍ୟୁତ ବିଭାଗର ଖାମଖିଆଲି ପାଇଁ ଅକାଳରେ ଚାଲିଗଲା ୨୫ ବର୍ଷ ଯୁବକର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଚଡଦିଆ ପଞ୍ଚାୟତ ହରିସପୁର ଗ୍ରାମରେ। ସୂଚନାଯୋଗ୍ୟ ଧାମରା କରଂଜମାଳଗ୍ରାମର ଗୌରାଙ୍ଗ ମାଝୀଙ୍କ ପୁଅ ଚନ୍ଦନ ମାଝୀ କିଛି ଦିନ ପୂର୍ବରୁ ଚଡଦିଆ ଗ୍ରାମରେ ଥିବା ତାର ମାଉସି ଘରକୁ ବୁଲିବାକୁ ଆସିଥିଲେ। କିନ୍ତୁ ଆଜି ସକାଳେ ଗାଁ ପାଖକୁ ବୁଲିବାକୁ ଯାଇଥିଲେ, ହଠାତ […]

ବାସ୍ତବବ୍ୟୁରୋ:ଭୁବନେଶ୍ୱର(ମନୋଜ ମହାନ୍ତି)କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଓଡିଶା ରେ ପ୍ରଥମ ଡେ଼ଲ୍ଟା+ ଭାରିଆଣ୍ଟ ଚିହ୍ନଟ । ଏହି ରୋଗୀ ଜଣଙ୍କ ଦେବଗଡ ଜିଲ୍ଲାର ବାସିନ୍ଦା । ଡି ଏମ ଇ ଟି ଡ଼. ସିବିକେ ମହାନ୍ତି ଙ୍କ କହିବା ଅନୁଯାୟୀ ଡେ଼ଲ୍ଟା+ ଭାରିଆଣ୍ଟ ଡେ଼ଲ୍ଟା ଭାଇରସ ର ଉପପ୍ରଜାତି । ତାଙ୍କର କହିବା ଅନୁଯାୟୀ ଏହାର ସଂକ୍ରମଣ କ୍ଷମତା ବିଷୟରେ ଅଧିକ କିଛି ଜଣାନାହିଁ ଓ ରୋଗୀ ପାଖକୁ ଯାଇ […]

Pin It on Pinterest