ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଟାଙ୍ଗୀ ଥାନା ଅନ୍ତର୍ଗତ ବିରୂପା ବ୍ରିଜ ରେଲୱେ ଲାଇନ ତଳେ ଯୁବକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ଯୁବକ ଜଣକ ଚୌଦ୍ୱାର ତଳ ବଜାର ର ଅର୍ଯୁନି ବୋଲି ଜଣା ପଡ଼ିଥିବା ବେଳେ ସେ ଏକ ତେଜରାତି ଦୋକାନ କାମ କରୁଥିଲେ । ଆତ୍ମହତ୍ୟା ର କାରଣ ଜଣା ପଡି ନାହିଁ । ଘଟଣା ସ୍ଥଳରେ ଚୌଦ୍ୱାର ପୋଲିସ ପହଞ୍ଚି ମୃତ […]
ବାସ୍ତବବ୍ୟୁରୋ:ନି.ପ୍ର(କଟକ) କିନ୍ନର ନେଲେ କରୋନା ଟୀକା। କଟକ ମହାନଗର ନିଗମ ପକ୍ଷରୁ କିନ୍ନର ମାନଙ୍କ ପାଇଁ ମତ୍ତଗଜପୁର ଠାରେ ଏକ ସ୍ୱତନ୍ତ୍ର କ୍ୟାମ୍ପ୍ କରାଯାଇଥିଲା। ସେହି କ୍ୟାମ୍ପରେ ସହରର ବହୁ କିନ୍ନର ମାନେ ନେଇଛନ୍ତି କରୋନା ଭ୍ୟାକସିନ୍ । ତେବେ କିନ୍ନର ମାନଙ୍କ ପାଇଁ ପୁର୍ବରୁ ଘରୋଇ ହସ୍ପିଟାଲରେ ଟୀକାକରଣ ର ବ୍ୟବସ୍ତା କରାଯାଇଥିଲା। ହେଲେ ଆଜି ନିଗମ ପ୍ରଶାସନ ପକ୍ଷରୁ ପ୍ରଥମ କରି କିନ୍ନର ମାନଙ୍କ ପାଇଁ ସୁବନ୍ଦୋବସ୍ତ […]
ବାସ୍ତବବ୍ୟୁରୋ:ନି.ପ୍ର(କଟକ) କଟକ ମଧୂପାଟଣା ଥାନା ପୋଲିସ କୁ ବଡ଼ ମିଳିଲା ସଫଳତା । ବ୍ରାଉନ ସୁଗାର ଚାଲାଣ ବେଳେ ଧରା ପଡିଲେ ୨ ଜଣ ଯୁବକ । ତାଙ୍କ ନିକଟରୁ ୧ କେଜି ରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ। ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ। ସୂଚନା ଅନୁଯାୟୀ ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଗ୍ରାମରେ ଥିବା ଆମ୍ବ ତୋଟା […]
ବାସ୍ତବବ୍ୟୁରୋ:ନି.ପ୍ର(ଚାନ୍ଦବାଲି) ଆସନ୍ତା ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ଚନ୍ଦନ ପୂର୍ଣ୍ଣିମା ଦିନ ବରପିତା ଓ କନ୍ଯାପିତା ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଚଳିତବର୍ଷ ବରପିତା ଭାବେ ସେବାୟତ ବାଙ୍କବିହାରୀ ପାଢୀଙ୍କ ପୁତ୍ର ସୌଭାଗ୍ଯ ଲାଭ କରିଥିବା ବେଳେ କନ୍ଯାପିତା ଭାବେ ସେବାୟତ ଚନ୍ଦ୍ରମଣି ପାଢୀଙ୍କ ଜଜମାନ ବ୍ରହ୍ମପୁର ନିବାସୀ ଚନ୍ଦ୍ରଶେଖର ଦାଶ ସୌଭାଗ୍ଯ ପ୍ରାପ୍ତ ହୋଇଛନ୍ତି। ବୁଧବାର ବିଧିବିଧାନ ଅନୁଯାୟୀ ଲଗ୍ନଥାଳ ଉଠା […]
ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକରେ ଭଦ୍ରକ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଭଦ୍ରକ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ସ୍ଵର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ୟୁନିଟ୍-୬ ହାଇସ୍କୁଲର ସମୁଦାୟ ୭.୬୭ ଏକର ଜମି ଦୁଇଟି ପ୍ଲଟ୍ ଆକାରରେ ଥିବାବେଳେ ଏଥିରୁ ୨.୪୫ ଏକର ଜମି ବ୍ୟବହାର ହେଉନାହିଁ ବୋଲି ଦର୍ଶାଇ […]
ବାସ୍ତବବ୍ୟୁରୋ:(ନି.ପ୍ର କଣାସ) ପୁରୀ ଜିଲ୍ଲା କଣାସ ବ୍ଲକ କେଶରପୁର ଗାଁ ରେ ଅଗ୍ନିକାଣ୍ଡ।ଅଗ୍ନିକାଣ୍ଡ ରେ ରାମଚନ୍ଦ୍ର ସୁନ୍ଦରାୟ ଙ୍କ ଗୋଟିଏ ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଉଛି ଏହି ଘରକୁ ଗୁହାଳ ଭାବେ ବ୍ୟବହାର ହେଉଥିଲା।ଅଗ୍ନି ଲାଗିବାର କାରଣ ଅସ୍ପଷ୍ଟ ରହିଛି କିନ୍ତୁ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଏହା ହୋଇଥାଏ ବୋଲି ଅନୁମାନ କରାଯାଉଛି। ଅଗ୍ନିକାଣ୍ଡ ରେ କୌଣସି ଧନ ଜିବନ ଖେୟକ୍ଷତି ହୋଇ ନାହିଁ।କିଛି କୁଣ୍ଡା ଧାନ […]
ବାସ୍ତବବ୍ୟୁରୋ:(ଚୌଦ୍ୱାର) ଆଜି ଦିନ ଦିପହର ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଥାନା ଅନ୍ତର୍ଗତ ହରିଆନ୍ତା ଛକ ନିକଟରେ ଏକ କାର ରୋଡ଼ ସାଇଡ଼ ରେ ବାସନ ବିକୁ ଥିବା ଏକ ମହିଳା ଉପରକୁ ମାଡ଼ି ଯାଇଥିଲା । ଘଟଣା ସ୍ଥଳରେ ହି ମହିଳାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ଘଟଣା ରୁ ପ୍ରକାଶ ଯେ ଏ କାର କଟକ ରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ସମୟରେ ହରିଆନ୍ତା ଛକ ନିକଟରେ କାରଟି […]
ବାସ୍ତବବ୍ୟୁରୋ:ନି.ପ୍ର (କାନପୁର) ଗତ କଲି (ସୋମବାର) କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ସଭାଗୃହରେରେ, ମହାବିଦ୍ୟାଳୟ ର ଭାରା ପ୍ରାପ୍ତ ଅଧ୍ଯକ୍ଷ ଓଡ଼ିଆ ପ୍ରାଧ୍ଯାପକ ପ୍ରଫେସର ସୁରେନ୍ଦ୍ର କୁମାର ଦାସଙ୍କ ବିଦାୟ କାଳୀନ ସମାରୋହ କୋଭିଡ୍ ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଏହି ବିଦାୟ କାଳୀନ ସମାରୋହ ରେ ଇଂରାଜୀ ବିଭାଗର ପ୍ରାଧ୍ୟାପକ ପ୍ରଫେସର ଅଜୟ କିଶୋର ଦାଶ ସଭାପତିତ୍ବ କରିଥିଲେ। ପ୍ରଥମେ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ବିଦାୟକାଳୀନ ଅଧ୍ଯକ୍ଷ ପ୍ରଦୀପ […]
ବାସ୍ତବବ୍ୟୁରୋ:(ନି.ପ୍ର ଜଳେଶ୍ୱର) ରାଜ୍ୟ କଂଗ୍ରେସ ର ପ୍ରବକ୍ତା ସୁଦର୍ଶନ ଦାସ ଆଜି ଜଳେଶ୍ୱର ଶୋଭା କଲ୍ୟାଣ ମଣ୍ଡପ ରେ ଚାଷୀଙ୍କ ସମସ୍ୟା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଜଳେଶ୍ୱର ବ୍ଲକରେ ଚାଷୀ ମାନେ ମଣ୍ଡି ରେ ଧାନ ଦେଇପାରୁ ନାହାନ୍ତି, କୋଉଠି ଚାଷୀଙ୍କ ର ଟୋକାନ ଲପ୍ସ ହୋଇଛି, ଫଳରେରେ ଲକ୍ଷ୍ମଣନାଥ ନାମ୍ପୋ, ଅଲ।ଲପୁର, ସେବା ସମବାୟ ସମିତି ରେ ଧାରଣା ବସିଛନ୍ତି। ଧାନ ଦେବା ପାଇଁ ମିଳିଥିବା […]
ବାସ୍ତବବ୍ୟୁରୋ:(ନି.ପ୍ରଚାନ୍ଦବାଲି) ଆଜି ଦିନ୧୨.୨୦ ବେଳେ ମନ୍ତ୍ରୀ ଅରୁଣ ସାହୁ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଧାମରାର ବିଭିନ୍ନ ସ୍ଥାନରେ ବୁଲି ବାତ୍ୟା ୟାସର କ୍ଷୟକ୍ଷତି ଅନୁଧ୍ୟାନ କଲେ । ଧାମରାର ଦୋଷୀଙ୍ଗା ପଂଚାୟତରେ ଓରାମାଳ ,ଜୟଦୁର୍ଗା ପାଟଣା,ପାଇକ ସାହି ଓ ଧାମରା ପଂଚାୟତ ଝାଡକାଟି ଆଦି ବିଭିନ୍ନ ସ୍ଥାନ ବୁଲି ବାତ୍ୟା ବିପନ୍ନ ମାନଙ୍କ ସହିତ କଥା ହେଲେ । ଲୋକମାନେ ସେମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ସମ୍ପର୍କରେ […]


