କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ୨୭ ଟି ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ୩0 ହଜାର ପରିବାର ପାଖରେ ବିଭିନ୍ନ ସାନିଟାରୀ ସାମଗ୍ରୀ ପହଂଚାଇବା କାର୍ଯ୍ୟକ୍ରମ ଆଜିଠାରୁ ଆରଂଭ ହୋଇଛି l ବାସ୍ତବବ୍ୟୁରୋ:(ନି.ପ୍ରମାହାଙ୍ଗା)ମାନ୍ୟବର ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିଧାୟକ ପାଣ୍ଠିରୁ ଏହି ଅର୍ଥ ଭରଣା କରାଯିବ ବୋଲି ସୂଚନା ମିଳିଛି l ନିଶ୍ଚିନ୍ତକୋଇଲି ବ୍ଲକ ୨୭ ଗୋଟି ପଂଚାୟତର ୩୦ ହଜାର ପରିବାରକୁ […]
ବାସ୍ତବବ୍ୟୁରୋ:(ନି.ପ୍ରପୋଲସରା) ଗଞ୍ଜାମ ଜିଲ୍ଲା ର ପୋଲସରା ଥାନା ଭାବରଡ଼ା ଗାଁ ଦାଣ୍ଡରେ ଆଜି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ସେହି ଗାଁର ବୁଲୁ ସାହୁ ଓ ତାଙ୍କ ଅଢେଇ ବର୍ଷ ର ପୁଅ କୁ ଘରୁ ଡାକି ଆଣି ଏକ ଧାରୁଆ ଅସ୍ତ୍ର ରେ ଆକ୍ରମଣ କଲା ମାନସିକ ବିକୃତ ପଡୋଶୀ l ବୁଲୁ କିଛି ବୁଝିବା ଆଗରୁ ବାପା ପୁଅ ଙ୍କ ଉପରକୁ କାତି ଓ କୁରାଢ଼ୀ […]
ବାସ୍ତବବ୍ୟୁରୋ:(ନି.ପ୍ରଭଦ୍ରକ) ଗତ କିଛିଦିନ ତଳେ ପୁରୀ ବଡ଼ ଦାଣ୍ଡରେ ଧରିତ୍ରୀ ଖବର କାଗଜର ପ୍ରତିନିଧିଙ୍କୁ ପୋଲିସର ମରଣାତ୍ମକ ଆକ୍ରମଣରେ ଆଜି ଭଦ୍ରକ ଜିଲ୍ଲାର ସାମ୍ବାଦିକ ମାନଙ୍କ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ଡିଜିଙ୍କୁ ଦାବିପତ୍ର ପତ୍ର ପ୍ରଦାନ କରାଗଲା। ଏହି ଘଟଣାର ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ପ୍ରତି ଯଦି କଠୋର କାର୍ଯ୍ୟାନୁଷ୍ଠାନ ନିଆନଗଲା ତେବେ ଆଗାମୀ ଦିନରେ ଭଦ୍ରକ ଜିଲ୍ଲା ସାମ୍ୱାଦିକଙ୍କ ତରଫରୁ ତୀବ୍ର ବିରୋଧ କରି ରାଜରାସ୍ତାକୁ […]
ବାସ୍ତବବ୍ୟୁରୋ:(ନି.ପ୍ରଭଦ୍ର)କବର୍ତ୍ତମାନ ନୂତନ ମଦଦୋକାନ ଖୋଲିବାକୁ ବିରୋଧ କରି ସାରା ରାଜ୍ୟରେ ଆନ୍ଦୋଳନ ଜାରିରହିଛି କାରଣ ଲୋକମାନଙ୍କର ଅଭିଯୋଗ ଅନୁଯାଇ ଅନେକ ସ୍ଥାନରେ ମନ୍ଦିର ସ୍କୁଲ ଓ ଯନବସତୀ ସ୍ଥାନରେ ମଦ ଦୋକାନ ଖୋଲାଯାଉଛି |ସେମିତି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ସାହସପୁର ପଞ୍ଚାୟତରେ ରାସ୍ତା କଡରେ ନୂତନ କରି ହେଉଥିବା ମଦ ଦୋକାନକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷ ଧୂଷୁରୀ ତିହିଡି ରାସ୍ତା ଅବରୋଧ କରିଛନ୍ତି […]
ବାସ୍ତବବ୍ୟୁରୋ:(ବିଶ୍ବ ରଞ୍ଜନ ମହାନ୍ତି) ମେ ୨୮ ତାରିଖ କରୋନା ସଂକ୍ରମିତ ହୁଅନ୍ତି ୭୩ ବର୍ଷୀୟ ଶ୍ରୀମତୀ ମନୋରମା ମହାନ୍ତି | ଭୁବନେଶ୍ୱର କୀମ୍ସ କୋଭିଡ ହସପିଟାଲ ବେଡ଼ ନମ୍ବର ୧୨୪ ପଞ୍ଚମ ମହଲା ହୋଇଯାଏ ଠିକଣା । ଏହା ବିଶ୍ୱାସ ନହେଲେ ବି ପୁରାପୁରି ସତ୍ୟ ଘଟଣା । ଠିକ ତା’ପର ଦିନ ଅର୍ଥାତ ୨୯ /୫ /୨୦୨୧ ବିଧିର ବିଡମ୍ବନା କରୋନା ସଂକ୍ରମିତ ଚିହ୍ନଟ ହୁଅନ୍ତି ତାଙ୍କର ସ୍ୱାମୀ […]
ବାସ୍ତବବ୍ୟୁରୋ:(ନି.ପ୍ରଭୋଗରାଇ)ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ପରିଶରରେ, ଶକ୍ତି ମନ୍ତ୍ରୀ ଦିବ୍ଯ ସଂଙ୍କର ମିଶ୍ର ,ପର୍ଯ୍ଯଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ,ଭେଗରାଇ ବିଧାୟକ ଅନନ୍ତ ଦାସ ଓ ବିଦ୍ବତ୍ ବିଭାଗର ସମସ୍ତ ଅଧିକାରି ମାନେ ଉପସ୍ଥିତ ରହି ବାତ୍ୟା ‘ୟଶ୍’ ରେ ପ୍ରଭାବିତ ହୋଇଥିବା ବିଦ୍ୟୁତ କିପରି ଲୋକ ମାନଙ୍କ ପାଖରେ ଯେତେ ଶୀଘ୍ର ପହଂଚି ପାରିବ ଏ ନେଇ ଏକ ରିଭିୟୁ ମିଟିଙ୍ଗ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ […]
ବାସ୍ତବବ୍ୟୁରୋ:(ନି.ପ୍ର ସତ୍ୟବାଦୀ) ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାରେ ଆଜି ପ୍ରଥମ ଥର ରାଜସ୍ୱ ରଥର ଶୁଭାରମ୍ଭ କରାଯାଇଛି । ଆଜି ଡେଲାଙ୍ଗ ବ୍ଲକ ରେ ଗଡିଛି ରାଜସ୍ୱ ରଥ।ଏହାକୁ ସବୁଜ ପତକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି ପୁରୀ ରାଜସ୍ୱ ବିଭାଗ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ନାଥଶର୍ମା ତାଙ୍କ ସହିତ ଉପସ୍ଥିତ ଥିଲେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇ […]
ବାସ୍ତବବ୍ୟୁରୋ:(ନି.ପ୍ର,ଚାନ୍ଦବାଲି)-ଚାନ୍ଦବାଲି ବିଧାୟକ ବ୍ଯାମକେଶ ରାୟଙ୍କ ନିଜ ଗାଁ ରେ ପୁଣି ଦେଖାଯାଉଛି ଗୋଷ୍ଠୀ ସଂଘର୍ଷ, ନିରୀହ ବିଜେପି କର୍ମୀ ଙ୍କ ଉପରେ ହୋଇଛି ସଂଘବଦ୍ଧ ଆକ୍ରମଣ, ଚାନ୍ଦବାଲି ବ୍ଲକ କାଣ୍ଡଗରଡି ପଞ୍ଚାୟତ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ପ୍ରତିପକ୍ଷ ଙ୍କ ପକ୍ଷରୁ ସଂଘବଦ୍ଧ ଭାବେ ବିଜେପି କର୍ମୀ ଙ୍କୁ ମରଣାନ୍ତକ ଆକ୍ରମଣ କରିବାରୁ ସ୍ବାମୀ ଓ ସ୍ତ୍ରୀ ଗୁରୁତର ହୋଇ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି। […]
ବାସ୍ତବବ୍ୟୁରୋ:(ନି.ପ୍ରଚୌଦ୍ଵାର) କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ ନଖରା ପଞ୍ଚାୟତ ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଆଜି ଚୌଦ୍ବାର କଟକ ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ପିତା ବିଶିଷ୍ଟ ସମାଜ ସେବି ନିଳମଣୀ ବିଶ୍ବାଳଙ୍କ ବିୟୋଗରେ ନଖରା ବିଜୁ ଜନତା ଦଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି | ସଭାରେ ପ୍ରଥମେ ସ୍ବର୍ଗତ ବିଶ୍ବାଳଙ୍କ ଫଟୋଚିତ୍ର ଉପରେ ପୁଷ୍ପ ମାଲ୍ଯ ଅର୍ପଣ କରାଯାଇଥିଲଖ ପରେ ସଭାକାର୍ଯ୍ଯ […]
ବାସ୍ତବବ୍ୟୁରୋ:(ନି.ପ୍ର ଭଦ୍ରକ) କରୋନାର କରାଳ ଛାୟାରେ ସାରା ବିଶ୍ୱ ଆଜି ସ୍ତମ୍ବିଭୁତ ହୋଇଯାଇଛି । ୨ୟ ଲହରରେ ଯାବତୀୟ କଟକଣା ସାଙ୍ଗକୁ କଳକବଜା ବନ୍ଦ ରହିବା ଏପରିକି ଲକ୍ ଡାଉନ୍ ଓ ସାପ୍ତାହିକ ୨ ଦିନ ସଟ୍ ଡାଉନ୍ ହେତୁ ଗରିବ ଶ୍ରେଣୀୟ ଲୋକେ ଦୁଇ ଓଳି ଦୁଇ ମୁଠା ଖାଦ୍ୟରୁ ବଂଚିତ ହେଉଛନ୍ତି । ଅନ୍ୟପଟେ ନିକଟରେ ମହାବାତ୍ୟା ‘ୟସ’ ତାଣ୍ଡବ ରଚିଯିବା ପରେ ସଂପ୍ରତି ବନ୍ୟା ଲୋକଙ୍କୁ […]


