ବାସ୍ତବବ୍ୟୁରୋ:(ଭଦ୍ରକ)– ଘଟଣାନୁଯାୟୀ ଭଦ୍ରକ ଗ୍ରାମଞ୍ଚଳ ଥାନା ଅଧିନସ୍ଥ ରାଜମୁକୁନ୍ଦପୁର ଗ୍ରାମରେ ଏକ ହତ୍ୟା କାଣ୍ଡ ଘଟିଥିଲା। ତେବେ ଏନେଇ ଭଦ୍ରକ ଗ୍ରାମାଞ୍ଚଳରେ ୧୩୭/୨୧ ରେ ଏକ ମାମଲା ରୁଜୁ କରାଯାଇଥିଲା। ଆଇପିସି ଧାରା ୩୦୨ ଏବଂ ୩୪ ଭଳି ଦୁଇଟି ସାଙ୍ଘାତିକ ଦଫା ଲାଗିଥିବା ବେଳେ ଅପରାଧୀ ଦୁଇ ଜଣ ଫେରାର ଥିଲେ। ଏହି ହତ୍ୟାକାଣ୍ଡରେ ଦୁଇ ଅପରାଧୀ ସୁପନା ବେହେରା ଏବଂ ପପୁଆ ବେହେରା ଭୁବନେଶ୍ୱର ଅଞ୍ଚଳରେ ଗୋପନରେ […]
ବାସ୍ତବବ୍ୟୁରୋ:(ଭଦ୍ରକ) ୧୯୭୧ ର ମହାବାତ୍ୟାକୁ ସାମ୍ନା କରିଥିବା କୋମଳମତି ଛଅ ବର୍ଷର ଶିଶୁଟି ଆଜି ଭାରତର ପ୍ରତି କୋଣେ ଅନୁକୋଣେ ବାତ୍ୟା ମାନବ ବା ସାଇକ୍ଲୋନ ମ୍ୟାନ୍ ଭାବେ ପରିଚିତ। ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ୱରରେ ଏକ ଅଭାବି ପରିବାରରେ ଜନ୍ମ ଗ୍ରହଣକରିଥିଲେ ସାଇକ୍ଲୋନ ମ୍ୟାନ୍ | ୧୯୭୧ ମହାବାତ୍ୟାର କରାଳ ରୂପ ସେଦିନ ସେହି ଶିଶୁର ହୃଦୟରେ ଆଙ୍କି ଦେଇଥିଲା ଏକ ଗଭୀର ରେଖା। ସେତେବେଳେ ତାଙ୍କ ବାପା ଥିଲେ […]
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) ସୋସିଆଲ ମିଡିଆ ପାଇଁ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ୨୬ ମଇରୁ ଲାଗୁ ହୋଇଛି। ଯେଉଁଠାରେ ଗୁଗୁଲ୍ ଏବଂ ଫେସବୁକ୍ ମାନିନେଇଥିବା ବେଳେ, ହ୍ବାଟସ୍ ଆପ୍ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛି। ଏହି ସମୟରେ, ନୂତନ ଡିଜିଟାଲ ଗାଇଡଲାଇନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଟ୍ୱିଟ କରି କହିଛନ୍ତି ଯେ ହ୍ବାଟସ୍ ଆପ୍ ବ୍ୟବହାରକାରୀମାନେ ସୋସିଆଲ ମିଡିଆର ନୂଆ ନିୟମକୁ […]
ବାସ୍ତବବ୍ୟୁରୋ:(କଳାହାଣ୍ଡି) କରୋନା କାହାପାଇଁ ସର୍ବନାଶ ତ, କାହାପାଇଁ ପୁସମାସ କରୋନା ଟୀକାରେ କଳାବଜାରୀ ଅକ୍ସିଜେନର ସଙ୍କଟ ବଜାର ବନ୍ଦ, ଚାକିରୀ ନାହିଁ ଅଛିତ ଅଧା ଦରମା , କେତେ କେଜି ରାସନ କଣ ସମାଧାନ ? ଗରିବର ପେଟରେ ଗରିବିର ଭୋକ | ଚାଷୀର କ୍ଷେତରେ ଉଝଉଡୁଛି ଚାଷ। କେତେକଙ୍କ ଭାଗ୍ୟରେ ଦୁଇଓଳି,ଦୁଇମୁଠା ଖାଇବାକୁ ମଧ୍ୟ ମିଳୁନି ।ଏଭଳି ସମୟରେ ନିଜ କଷ୍ଟ ଉପାର୍ଜିତ ଚାଷ ଉଜୁଡ଼ି ଗଲେ ଚାଷୀ […]
ବାସ୍ତବବ୍ୟୁରୋ:କରୋନାର ଭୟାଭୟ ପରିସ୍ଥିତି ରାଜ୍ୟବାସୀଙ୍କ ଆର୍ଥିକ,ମାନସିକ ମେରୁଦଣ୍ଡ ଭାଙ୍ଗି ଦେଇଥିବାବେଳେ, ବାତ୍ୟା ୟସ ଉପକୂଳ ଅଂଚଳ ବାସୀଙ୍କୁ ଆଣିଦେଛି ବେଢ଼ି ଉପରେ କୋରଡ଼ାର ମାଡ଼,ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, କ୍ଷେତରେ ଉଜୁଡି ଯାଇଛି ବଂଚିବାର ଆଧାର |ବାତ୍ୟା ବନ୍ୟା ଓଡ଼ିଶାର ଚିଉଁର ସହଚର ,ଏଇ କଥାରେ ମନକୁ ବୁଝାଇ ଉପକୂଳ ବାସୀ କର୍ମକୁ ଆଦରି ପଡି ରୁହନ୍ତି |ସେହି ମାନଙ୍କ ଉଜୁଡା ସଂସାରକୁ ଆଜି ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି, […]
ବାସ୍ତବବ୍ୟୁରୋ:(ଭୁବନେଶ୍ଵର) ଆସନ୍ତାକାଲି ଶୁକ୍ରବାର ପ୍ରଧାନମନ୍ତ୍ରୀ, ବାତ୍ୟା ‘ୟାସ୍’ କରିଥିବା କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶା ଆସିବେ।ଏହା ପରେ ସେ ପଶ୍ଚିମବଂଗର କ୍ଷୟକ୍ଷତି ଏରିଆ ଆକାଶ ମାର୍ଗରୁ ବୁଲି ଦେଖିବେ |ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ପ୍ରଶାସନିକ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିବେ ଏବଂ ତା’ପରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବାତ୍ୟା ଅଞ୍ଚଳରକୁ ଆକାଶମାର୍ଗରୁ ଦେଖିବେ। ପରେ ସେ ଶ୍ଚିମବଙ୍ଗ ଯାଇ ପୂର୍ବ ମେଦିନିପୁର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ […]
ବାସ୍ତବବ୍ୟୁରୋ:(ଚାନ୍ଦବାଲି) ବାତ୍ୟା ‘ୟାସ୍’ ପ୍ରଭାବରେ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି |ପୂର୍ଣ୍ଣିମା ତିଥି ଯୋଗୁଁ ଅଶାନ୍ତ ହୋଇପଡିଥିଲା ସମୁଦ୍ର। ଏଭଳି ପରିସ୍ଥିତିରେ ଲୁଣା ଜୁଆର ପାଣି ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପ୍ରବେଶ କରିଛି | ଖବର ଅନୁଯାଇ ବୈତରଣୀ ନଦୀରେ ଆସିଥିବା ଲୁଣା ଜୁଆର ଆଖଣ୍ଡଳମଣିଙ୍କ ପୁଷ୍କରିଣୀରେ ପ୍ରବେଶ କରିବା ଯୋଗୁ, ମନ୍ଦିର ଦକ୍ଷିଣ ଦ୍ବାର ବାସୁଆବଳଦ ନିକଟରେ ଲୁଣା ପାଣି ଲହଡି ଭାଙ୍ଗିଥିଲା […]
ବାସ୍ତବବ୍ୟୁରୋ:(କଟକ) ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା ଆଉ ନାହାନ୍ତି’ ଆଜି ସକାଳେ ତାଙ୍କ ପ୍ରାଣବାୟୁ ଉଡିଯାଇଛି | ଓଲିଉଡ଼ ତଥା ସଂଗୀତ ପ୍ରେମୀଙ୍କ ପାଇଁ ଏହା ଏକ ଦୁଖଦଃ ଖବର | ଶାନ୍ତିରାଜଙ୍କ ମୃତ୍ୟୁର ଖବର ପାଇ ଅନେକ ବରିଷ୍ଠ କଳାକାର ଶୋକ ପ୍ରକାଶ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ବୟସ ପାଖାପାଖି ୫୩ ବର୍ଷ ହୋଇଥିଲା | ଗତ ମେ’ ୨୨ ତାରିଖରେ କରୋନା ସଂକ୍ରମିତ […]
ଓଲିଉଡର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍ଲାଙ୍କ ୫୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶାନ୍ତିରାଜଙ୍କ ପରଲୋକ ହୋଇଯାଇଛି । କିଛିଦିନ ହେବ କୋଭିଡ ରେ ଆକ୍ରାନ୍ତ ଥିଲେ। ତେବେ ଆଜି ଦେହ ଭୀଷଣ ଖରାପ ହେବାରୁ ମେଡିକ୍ୟାଲ ନେବା ବାଟରେ ଆଖିବୁଜିଦେଲେ ଶାନ୍ତିରାଜ ଖୋସଲା । ଅପରାହ୍ନ ୧୨ଟା ୩୦ ମିନିଟରେ ହେଲିକାପ୍ଟର ଯୋଗେ ବାତ୍ୟା ‘ୟାସ୍’ରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଗୁଡିକର […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି ।ଆଗାମୀ ୭ ଦିନ ପାଇଁ,ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୧୨୮ଟି ଗାଁର ଲୋକମାନଙ୍କୁ ରିଲିଫ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଅନୁମାନ ଅନୁଯାଇ କ୍ଷୟ କ୍ଷତି ହୋଇନଥିଲେ ମଧ୍ୟ ଲୋକେ ବହୁତ ପ୍ରଭାବିତ ହୋଇଛନ୍ତି। ଏବେ ରାଜ୍ୟ ସରକାର ଓ ପ୍ରଶାସନ ତରଫରୁ ଉଦ୍ଧାର ଓ ରିଲିଫ ପାଇଁ ଉଦ୍ୟମ ଜାରି ରହିଛି। ୨୪ […]


