ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୬୪୯୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୧୬୬୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୭୦୫୨୭ଜଣ ସୁସ୍ଥ ହୋଇ […]

ବାସ୍ତବବ୍ୟୁରୋ:ନି.ପ୍ର ଭୁବନେଶ୍ଵର ସବୁ କଳ୍ପନା ଜଳ୍ପନାର ଶେଷ ପୁଣି ବଢ଼ିଲା ଲକ୍‌ଡାଉନ୍ ରାଜ୍ୟରେ ଆଶା ଅନୁଯାୟୀ ସଂକ୍ରମଣ ନକମିବାରୁ ରାଜ୍ୟ ସରକାର ପୁଣି ବଢ଼ାଇଲେ ଲକ୍‌ଡାଉନ୍‌ | ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍‌ଡାଉନ୍‌ ଅବଧି ଜୁନ ୧୭ ତାରିଖ ସକାଳ ୫ଟା ଯାଏଁ ବଢା ଯାଇଛି।ପୁଣି ୧୬ ଦିନ ଲକ୍‌ଡାଉନ ବଢ଼ାଇଲେ ସରକାର। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରବିବାର ଘୋଷଣା କରିଛନ୍ତି।ସପ୍ତାହାନ୍ତ […]

ବାସ୍ତବବ୍ୟୁରୋ:(ନି.ପ୍ର ଚାନ୍ଦବାଲି) ଏନ୍ ଏ ସି ବିନତରା କୁଲ୍ଲ୍ଲୀ ଗାଁରେ ଏକ ନଡିଆ ଗଛକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ହେବା ପରେ ଗୋଟିଏ ପକ୍ଷ ପ୍ରତିପକ୍ଷ ଉପରେ ଖଣ୍ଡା , ଭୁଜାଲି ଓ ଫର୍ସାରେ ଆକ୍ରମଣ କରିବା ପରେ ମା ଓ ଝିଅ ଗୁରୁତର ହେବା ସହ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମା ଓ ଝିଅକୁ ପ୍ରତିପକ୍ଷ ମାନେ ଅତି ନିର୍ମମ ଭାବରେ ହାଣିବା […]

ବାସ୍ତବବ୍ୟୁରୋ :(ନି.ପ୍ରନର୍ଲା) ଦୁନିଆ ସୁଖର ସାଥି ହେଲେ ଦୁଃଖର ସାଥି କିଏ ? ସ୍ତ୍ରୀ ପିଲା ଭାଇ ବନ୍ଧୁ କେହିନୁହେଁ |ସ୍ୱାର୍ଥରେ ବନ୍ଧ୍ୟା ଅଜାତ ,କିନ୍ତୁ ଏମିତିବି ଲୋକ ଅଛନ୍ତି ଯିଏ ନିଜ ପାଇଁ ନୁହେଁ ଅନ୍ୟ ପାଇଁ ବଂଚନ୍ତି , ଅନ୍ୟର ଦୁଃଖରେ ଦୁଖୀ ଅନ୍ୟର ସୁଖରେ ସୁଖୀ ମଣନ୍ତି |ଆଜି ଏମିତି ଏକ ଦୁଖୀ ମଣିଷର ଦୁଃଖକୁ ଆପଣେଇ ନେଇଛନ୍ତି |ସମାଜସେବୀ ତ୍ତରଞ୍ଜନ ମଣ୍ଡଳ | ଦୁର୍ଘଟଣା […]

ବାସ୍ତବବ୍ୟୁରୋ:ଚାନ୍ଦବାଲି,୩୦.୫.୨୧ ଆଜି ଦିନ ୧୨ଟା ବେଳେ କେନ୍ଦ୍ର ମନ୍ତ୍ରୀ ଧାମରାର ବିଭିନ୍ନ ସ୍ଥାନରେ ବୁଲି ବାତ୍ୟା ୟାସର କ୍ଷୟ କ୍ଷତି ଦେଖିଲେ । ଧାମରାର ଓରାମାଳ ,ପାଇକ ସାହି, ଦୋସିଙ୍ଗା ଆଦି ବିଭିନ୍ନ ସ୍ଥାନ ବୁଲି ବାତ୍ୟା ବିପନ୍ନ ମାନଙ୍କ ସହିତ କଥା ହେଲେ ।ଲୋକମାନେ ସେମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀଙ୍କୁ ଜଣାଇ ଥିଲେ ।କେନ୍ଦ୍ର ମନ୍ତ୍ରୀ ନିଜେ ଆଣିଥିବା ବିଭିନ୍ନ ପ୍ରକାର ଶୁଖିଲା ଖାଦ୍ୟ […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି)୩୦/୦୫– ଚାନ୍ଦବାଲି ବ୍ଲକ ମତୋ ବଜାର ଥିବା ପରିବା ହାଟ ରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା । ଏହି ପରିବା ହାଟ ରେ ଲୋକମାନେ ଜୀବିକା କରି ପେଟ ପୋଷ ନ୍ତି ,ଏହି ବଜାର ପଟି ରେ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି । ବ୍ୟବସାୟୀ ମାନେ ଏହି ହାଟ ରେ ୩୦ ରୁ ୪୦ ବର୍ଷ ଧରି […]

ବାସ୍ତବବ୍ୟୁରୋ:(କଟକ)ଚଳିତ ବର୍ଷ ଜୁନ ମାସ ର ପ୍ରଥମ ସପ୍ତାହ ରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବା ପୂର୍ବରୁ ସବୁ ପ୍ରସ୍ତୁତି ଶେଷ କରିଛି କଟକ ଜିଲ୍ଲା ପ୍ରଶାସନ । ମୌସୁମୀ ପ୍ରବେଶ ପୂର୍ବରୁ ମୁକାବିଲା ପାଇଁ ରୋଡ଼ ମ୍ୟାପ ସ୍ଥିର କରି ସାରିଛି କଟକ ପ୍ରଶାସନ।ସମସ୍ତ ବିଧାୟକ, ମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଜରୁରୀକାଳୀନ ବୈଠକ ପରେ ମୌସୁମୀ ମୁକାବିଲାରେ ସଫଳ ହେବାଲାଗି ଆଶା ରଖିଛନ୍ତି କଟକ […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ବାତ୍ଯା ୟାସ ରେ କ୍ଷୟକ୍ଷତି ହୋଇଥିବା ପଞ୍ଚାୟତ ରେ ସରକାର ସଠିକ ଆକଳନ କରି ଯେତେ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ସେମାନଙ୍କୁ ତୁରନ୍ତ ଗୋଟିଏ ମାସର ରିଲିଫ, ଗୋ ଖାଦ୍ୟ ପ୍ରଦାନ କରିବା ସହ ଯୁଦ୍ଧ କାଳୀନ ପରିସ୍ଥିତି ପାନୀୟ ଜଳ, ବିଜୁଲି ସହ ମେଡିକାଲ ପଠାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଯେଉଁ ଠି ପାଣି ଛାଡିଜାଇଛି ସେଠାରେ ରାଜ୍ୟ ସରକାର ସଠିକ […]

ବାସ୍ତବବ୍ୟୁରୋ:(ସାଲେପୁର) ଆମେ କହୁଛୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋତରା ପଂଚାୟତ ର କାଲୁରିଆ ଗାଁ ରାସ୍ତା ରେ। ଏହି ରାସ୍ତା ଟି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ୨ କୋଟି ୮୨ ଲକ୍ଷ ଟଙ୍କା ବିନିଯୋଗ ରେ ହୋଇଥିବା ବେଳେ ମାତ୍ର ୨୦ ଦିନ ନ ପୁରୁଣୁ ରାସ୍ତା ର ଅବସ୍ଥା ବେହାଲ୍‌। ରାସ୍ତା ର ପାଖାପାଖି ୫୦୦ ମିଟର ଫାଟି ଯାଇଥିବା ବେଳେ ରାସ୍ତାର ଦୁଇ ପାଖରେ […]

ବାସ୍ତବବ୍ୟୁରୋ:(ଭଦ୍ରକ) ବାତ୍ୟା ପରେ ମାତ୍ର ୨୪ ଘଂଟାରେ ବିଦ୍ୟୁତ ସେବା ଓ ପାନୀୟ ଜଳ ଯୋଗାଣ ଯୋଗାଇ ଦେବାଲାଗି ଡିଣ୍ଡିମ ପିଟୁଥିବା ବେଳେ ଆଜିକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ସନ୍ଥପୁରା ଓ ଆରୁହା ଗ୍ରାମ ବିଦ୍ୟୁତ ସେବାରୁ ବଂଚିତ । ବାରମ୍ବାର ଦାବି ଓ ପ୍ରତିବାଦ କରିଆସୁଥିଲେ ମଧ୍ୟ ବିଦ୍ୟୁତ ବିଭାଗର ନିଦ ଭାଙ୍ଗୁନଥିବା ଅଭିଯୋଗ ହୋଇଛି । କରୋନା କାଳରେ […]

Pin It on Pinterest