ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୧୪୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୦୫୫୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୬୦୧୨୨୪ଜଣ ସୁସ୍ଥ ହୋଇ […]
ବାସ୍ତବବ୍ୟୁରୋ:(ମନୋଜ ମହାନ୍ତି)କରୋନା ଯୋଦ୍ଧା ଭାବେ, ଅଙ୍ଗନବାଡ଼ି କର୍ମୀଙ୍କ ପ୍ରାଣହାନୀ ଘଟିଲେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିବ।ଏହା କରୋନା ମହାମାରୀର ଦ୍ବିତୀୟ ଲହରୀ ପାଇଁ ନିୟୋଜିତ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ପ୍ରଯୁଜ୍ୟ | ସମସ୍ତ ଜିଲ୍ଲା ସ୍ତରୀୟ ଡିଏସ୍ଡବ୍ଲୁଓଙ୍କୁ, ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏ ସମ୍ଵଧ୍ୟରେ ଚିଠି ଲେଖି ଜଣାଇ ଦିଆଯାଇଛି। ଏଥିପାଇଁ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ପ୍ରଧାନମନ୍ତ୍ରୀ […]
ବାସ୍ତବବ୍ୟୁରୋ:(ସନ୍ତୋଷ କୁମାର ପାତ୍ର,ନର୍ଲା) ଆଶା କର୍ମୀ ସଂଘ ନର୍ଲା ସଭାପତି ପଙ୍କଜିନି ନାଏକ ଙ୍କ ତତ୍ତ୍ଵବଧାନରେ ଏକ ଅଭିଯୋଗ ପତ୍ର, ନର୍ଲା ବିଡିଓ ଏବଂ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି , ପ୍ରକାଶ ଥାଉ କି, ରାଜ୍ୟ ସରକାର ଙ୍କ ନିର୍ଦେଶ କ୍ରମେ ସାରା ଓଡ଼ିଶା ରେ କେ଼ାରୋନା ସଂକ୍ରମିତ ଙ୍କୁ ଚିହ୍ନଟ କରିବା ପାଇଁ ଘର ଘର ବୁଲି ଆଶାକର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀ […]
ବାସ୍ତବବ୍ୟୁରୋ:(ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ତେନ୍ତୁଲ୍ଲୀଡ଼ିହି ପଂଚାୟତରେ ଗ୍ୟାସଟାଙ୍କି ଫାଟି ଭୟାଭୟ ଅଗ୍ନିକାଣ୍ଡରେ, ୧୨ବଖରା ଘର ପୋଡି ପାଉଁଶ ହୋଇ ଯାଇଛି | ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେବାର ବହୁ ବିଳମ୍ବରେ ଅଗ୍ନିଶମ ବିଭାଗ ପହଂଚିବା ସହ ମାତ୍ର ଗୋଟିଏ ଗାଡି ଯାଇଥିବାରୁ ଅସନ୍ତୋଷ ଦେଖାଦେଇଥିଲା | ଗ୍ରାମବାସୀ ନିଆଁକୁ ଆୟତ କରିବାକୁ ଚେଷ୍ଟା ଓ ସହଯୋଗରେ ଅଗ୍ନିଶମ ବିଭାଗ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲେ | ପରେ ଅଗ୍ନିଶମ […]
ବାସ୍ତବବ୍ୟୁରୋ:(ଭୁବନେଶ୍ବର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବାତ୍ୟା ୟାସକୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି | ସେ କହିଛନ୍ତି ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର ମୁକାବିଲା କରିବାକୁ ହେବ । କରୋନା ମହାମାରୀ ଓ ବାତ୍ୟା, ଗତବର୍ଷ କୋଭିଡ଼ ସହ ଅମ୍ପନ ବାତ୍ୟାକୁ ଆମେ ସାମ୍ନା କରିଥିଲେ । ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, ସାମାନ୍ୟ ଅବହେଳା ଆମ ପାଇଁ ବଡ଼ ବିପଦ ସୃଷ୍ଟି କରିବ, ତଥାପି ଆମକୁ […]
ବାସ୍ତବବ୍ୟୁରୋ:(ଚାନ୍ଦବାଲି) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଅବପାତର ରୂପ ନେଇ ବାତ୍ଯାରେ ପରିଣତ ହୋଇଛି। ଆଜି ସକାଳୁ ଧାମରା, ଚାନ୍ଦବାଲି ଓ ଆରଡିର ବିଭିନ୍ନ ଅଞ୍ଚଳରେ ପବନ ସାଙ୍ଗକୁ ବର୍ଷା ଲାଗି ରହିଛି।ପାଣିପାଗ ବିଭାଗ ପକ୍ଷରୁ ମଧ୍ୟାହ୍ନ ୧୨ ଟାରେ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏବେ ବାତ୍ୟା ସମୁଦ୍ର ଭିତରେ ନିଜ ବଳ ବଢ଼ାଉଛି ଓ ଧୀରେ ଧୀରେ ଆଗକୁ ବଢୁଛି । ପୂର୍ବାନୁମାନ ଅନୁଯାୟୀ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ସୋମବାର) ଅପରାହ୍ନ ୪ଟା ସମୟରେ ରାଜ୍ୟବାସୀଙ୍କୁ ବାତ୍ୟା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବେ । ଦେବଗଡ଼ ସହର ମ୍ୟୁନିସିପାଲିଟି ସାହି ନୃସିଂହ ମଣ୍ଡପ ସମ୍ମୁଖରେ ଗଛ ପଡି ବୋଲେରୋ ଚୁର୍ମାର,ଅଳ୍ପକେ ବର୍ତ୍ତିଲେ ଲୋକେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବାତ୍ୟା ‘ୟସ୍’ ପ୍ରଭାବରେ କଟକରେ ବୁଧବାର ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ […]
ବାସ୍ତବବ୍ୟୁରୋ:ଦେଶରେ କରୋନାର ଦ୍ୱିତୀୟ ତରଙ୍ଗର ଗତି ମନ୍ଥର ହେବାରେ ଲାଗିଛି। ଦେଶରେ ରବିବାର ଦିନ ୨ ଲକ୍ଷ ୨୨ ହଜାର ୭୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଗତ ୩୮ ଦିନ ମଧ୍ୟରେ ଏହି ସଂଖ୍ୟା ସର୍ବନିମ୍ନ ଅଟେ | ଏହାପୂର୍ବରୁ ୧୫ ଏପ୍ରିଲରେ ୨ .୧୬ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଥିଲା। ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୪ ,୪୫୨ ସଂକ୍ରମିତଙ୍କ […]
ଯୋଗ ଶିକ୍ଷକ ରାମଦେବ ଏଲୋପାଥି ଡାକ୍ତରଙ୍କ ଉପରେ ଦେଇଥିବା ବିବୃତ୍ତି ପ୍ରତ୍ୟାହାର କରି ନେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଆମେ ଆଧୁନିକ ଔଷଧ ଏବଂ ଏଲୋପାଥିକୁ ବିରୋଧ କରୁନାହୁଁ। ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଯୋଗ ଗୁରୁ ଗୁରୁ ବାବା ରାମଦେବଙ୍କୁ କରୋନା ଯୋଦ୍ଧାମାନଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହାଶବର୍ଦ୍ଧନ ରବିବାର ଏକ ଚିଠି ଲେଖିଛନ୍ତି। ଏହା ପରେ ଯୋଗଗୁରୁ ରାମଦେବ ଏଲୋପାଥି ଡାକ୍ତରଙ୍କ ଉପରେ […]
ବାବା ରାମଦେବଙ୍କ ଆଲୋପାଥିକୁ ମୂର୍ଖତା ବୋଲି କହିଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ଡାକ୍ତରମାନେ ବିରୋଧ କରିଛନ୍ତି | ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ମଧ୍ୟ ଏ ବିଷୟରେ ବାବା ରାମଦେବଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛି। ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହଶଭାର୍ଦ୍ଧନ ରବିବାର ଦିନ ଏକ ଗୁରୁ ଚିଠି ଲେଖି ଯୋଗ ଗୁରୁ ରାମଦେବଙ୍କୁ କରୋନା ଯୋଦ୍ଧାମାନଙ୍କ ବିରୋଧରେ ଆସିଥିବା ‘ଆପତ୍ତିଜନକ ମନ୍ତବ୍ୟ’କୁ ପ୍ରତ୍ୟାହାର କରିବାକୁ କହିଛନ୍ତି। କେନ୍ଦ୍ର […]


