ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ .୨୯ ଲକ୍ଷରୁ ଅଧିକ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩ ,୮୭୬ ଲୋକ ପ୍ରାଣ ହରାଇଛନ୍ତି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ନୂତନ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିଥିବାର ଏହା ଏକ ଆଶ୍ବସ୍ତିକର ବିଷୟ। ଏଥି ସହିତ, ୬୨ ଦିନ ପରେ, ପ୍ରଥମ ଥର ପାଇଁ ନୂତନ ରୋଗୀଙ୍କ ତୁଳନାରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଅଧିକ | ବାସ୍ତବବ୍ୟୁରୋ:କରୋନା […]
ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଯେଉଁଥିରେ ତିନି ଜଣ ଲଶ୍କର-ଏ-ତାଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ବାସ୍ତବବ୍ୟୁରୋ:ଜାମ୍ମୁ କାଶ୍ମୀର ର ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଯେଉଁଥିରେ ସୁରକ୍ଷା ବାହିନୀ ତିନି ଜଣ ଲଶ୍କର-ଏ-ତାଇବା ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ନିହତ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଏହାପୂର୍ବରୁ ଶୋପିୟାନ ଜିଲ୍ଲାରେ ମେ ୬ ରେ ହୋଇଥିବା ଏନକାଉଣ୍ଟରରେ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪୬୬୬ ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୫୪୬୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୪୮୨୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୫୭୫୬୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା […]
ବାସ୍ତବବ୍ୟୁରୋ:ଗତ ସୋମବାର ସନ୍ଧ୍ୟା ୬ଟା ୪୫ମିନିଟରେ,ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ସଂସ୍କୃତି ବିଭାଗ ପୂର୍ବତନ ସଚିବ ଗୋପୀନାଥ ମହାନ୍ତିଙ୍କ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ସ୍ବାମୀ ଗୋପୀନାଥ ମହାନ୍ତି । ସେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍ ଶ୍ରୀଜଂଗ ଗାଁରେ ୧୯୪୮ ମସିହା ଫେବୃଆରୀ ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଗତ ଅପ୍ରେଲ ୨୮ତାରିଖରୁ […]
ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI)ଲୋକଙ୍କ ରୋଗ ପ୍ରତିରୋଧକ ପ୍ରଣାଳୀକୁ ମଜବୁତ କରିବା ପାଇଁ ଏକ ସ୍ୱତନ୍ତ୍ର ଖାଦ୍ୟ ଚାଟ ବତାଇଛନ୍ତି ।ଯେଉଁଥିରେ ସୋୟା ଖାଦ୍ୟକୁ ପ୍ରାଥମିକତା ଦିଆଯାଇଛି | ବାସ୍ତବବ୍ୟୁରୋ:ଏହି କରୋନା ମହାମାରୀର କାଳ ସମୟରେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ଫାଇବର ଏବଂ ପ୍ରୋଟିନ୍ ଖାଇବା ବିଶେଷ ଗୁରୁତ୍ୱପୂର୍ଣ୍ଣ | ଜଣେ ସୋୟା ଖାଦ୍ୟ ମାଧ୍ୟମରେ ଆବଶ୍ୟକ […]
ବାସ୍ତବବ୍ୟୁରୋ:କୌଣସି ଦେଶରେ ସାଇବର ଆକ୍ରମଣ ହେତୁ ଆପଣ ଜରୁରୀକାଳୀନ ପରିସ୍ଥିତିର ଖବର ପଢି ନଥିବେ , କିନ୍ତୁ ଆମେରିକାରେ ଏହା ଘଟିଛି ଏକ ବଡ଼ ସାଇବର ଆକ୍ରମଣ ହୋଇଛି | ଏହି ସାଇବର ଆକ୍ରମଣ ପରେ ଆମେରିକା ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। କୁହାଯାଉଛି ଯେ ଆମେରିକାରେ ଏପର୍ଯ୍ୟନ୍ତ ଏହା ହେଉଛି ସବୁଠାରୁ ବଡ ସାଇବର ଆକ୍ରମଣ। ଆମେରିକାର ବୃହତ୍ତମ ଇନ୍ଧନ ପାଇପ ଲାଇନ ଉପରେ ଏହା ଏକ […]
ବାସ୍ତବବ୍ୟୁରୋ: ମାନବିକତା ହଜି ଆସୁଛି ସତ ହେଲେ ମରିନି, ସାରା ଦୁନିଆ କରୋନା ମହାମାରୀର ଆତଙ୍କରେ ଆତଙ୍କିତ | ବାପ ମାଆଙ୍କୁ ମିଳୁନି କାନ୍ଧ,ସନ୍ତାନ କୁ ଡାକ୍ତରଖାନାରେ ଛାଡି ପଳାଉଛନ୍ତି | ହେଲେ ଏହି ଦୂରଦିନରେ ନୂଆପଡା ଜିଲ୍ଲାରେ ନିଜ ଅଟୋରିକ୍ସାକୁ ଆମ୍ବୁଲାନ୍ସ କରି ମାଗଣା ସେବା ଯୋଗାଉଛନ୍ତି କୁମର ତାଣ୍ଡି | ନିଜ ଅଟୋ ରେ କରୋନା ପୀଡିତଙ୍କୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଯାଆନ୍ତି କୁମାର,ଚିକିତ୍ସା ପରେ ଘରକୁ ଛାଡିବା […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୩୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୯୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ମୋଟ୍ ୫୪୪୮୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୪୭୬୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୪୭୮୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି […]
ବାସ୍ତବବ୍ୟୁରୋ: ସିଏମ୍ ଏନ ରଙ୍ଗାସା ମିଶପଥ ଗ୍ରହଣ କରିବାର ୪୮ ଘଣ୍ଟା ପରେ କରୋନା ସଂକ୍ରମିତ |ଚେନ୍ନାଇର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମି, ରବିବାର ଦିନ କରୋନା ସଂକ୍ରମିତ ବୋଲି ଜଣା ପଡିଥିଲା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମୁଖପାତ୍ର କହିଛନ୍ତି ଯେ ରଙ୍ଗାସାମୀଙ୍କ ଅବସ୍ଥା ସ୍ଥିର ରହିଛି। ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଡୁଚେରୀର ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ରଙ୍କ […]
ବାସ୍ତବବ୍ୟୁରୋ:(ଭୁବନେଶ୍ବର) ରାଜ୍ୟରେ କମିବାର ନା ଧରୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦିନେ ବଢ଼ୁଚିତ ଦିନେ କମଛି ।ହସ ଲିଭିଛି ଜନତାଙ୍କ ମୁହଁରୁ, ସମସ୍ତଙ୍କ ମନରେ ପ୍ରଶ୍ନ ମୋ ପାଳି ପଡି ଜୀବନୀତ ଏହାରି ଭିତରେ ଗତ ୨୪ ଘଣ୍ଟା ରେ ରାଜ୍ୟରେ ୧୦୦୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬୬୨୩ ଜଣ କ୍ବାରେଣ୍ଟାଇନ୍ରେ […]


