୧- ଆଜି ରାଜ୍ୟର ୧୮ଟି ଜିଲ୍ଲାରୁ ୨୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨କୁ ବୃଦ୍ଧି ପାଇଛି । ଏବେ ମୋଟ୍ ୪୧୨୩ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୧୫ ରହିଛି । ଅପରପକ୍ଷରେ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୨-ଆଜିଠାରୁ ପୁରୀରେ ବାହାରିବ ଭକ୍ତଙ୍କ ପାଇଁ ମହାପ୍ରସାଦ । […]
ବାସ୍ତବ ବ୍ୟୁରୋ : ଆଇନଗତ ବିବାଦରେ ଫସିଲେ ଯୋଗଗୁରୁ ବାବା ରାମଦେବ, କରୋନା ଭାଇରସ୍ ମହାମାରୀରୁ ୭ ଦିନ ମଧ୍ୟରେ ଆରୋଗ୍ୟ ଲାଭ କରିବା ପାଇଁ ‘କରୋନିଲ’ ନାମରେ ଏକ ଔଷଧ ଉଦ୍ଭାବନ କରିଥିବା ଦାବି କରିବା ସହ ଆଗାମୀ ସପ୍ତାହକ ମଧ୍ୟରେ ସମଗ୍ର ଦେଶରେ ଏହି ଔଷଧର ବିକ୍ରୟ ପାଇଁ ଗତକାଲି ବ୍ୟାପକ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ,ହେଲେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ କୁହାଯାଇଛି […]
ବାସ୍ତବ ବ୍ୟୁରୋ : ରଥଯାତ୍ରା ରେ ସାମିଲ ହୋଇଥିବା ସମସ୍ତ ପୋଲିସ, ସେବାୟତ ଓ ସଫେଇ କର୍ମଚାରୀମାନଙ୍କର ହେବ କୋଭିଡ ଟେଷ୍ଟ । ଆଜି ସର୍କିଟ ହାଉସରେ ଆୟୋଯିତ ହୋଇଥିବା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକର ନିଷ୍ପତ୍ତି ମୁତାବକ ୫ ହଜାର ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ କରାଯିବ । ଶ୍ରୀ ମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ଙ୍କ ସୂଚନା ଅନୂଯାୟୀ, ଯେହେତୁ ନୀଳାଦ୍ରି […]
ବାସ୍ତବ ବ୍ୟୁରୋ : ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫସାଇନ୍ସସେ୍ (ଆଇଏଲଏସ) ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ସୂଚନା ଦେଇ କହିଛନ୍ତି କି, ଓଡିଶାରେ ପୁଣି ହେବ ଆଣ୍ଟିବଡ଼ି ଟେଷ୍ଟ । ଏଥିପାଇଁ ଆସନ୍ତା ସପ୍ତାହରେ ଆଇସିଏମଆର ଦ୍ୱାରା ଅନୁମୋଦିତ ଆଣ୍ଟିବଡ଼ି ଟେଷ୍ଟ କିଟ୍ ପହଞ୍ଚିବ ଓଡ଼ିଶାରେ । ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ମୁତାବକ, ଏହି କିଟ୍ ଆରଏମଆରସିରେ ପହଞ୍ଚିବ । ତେବେ ଏ ଯାଏଁ ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ, ଯାହା […]
୧-ଆଜି ରାଜ୍ୟର ୧୭ ଟି ଜିଲ୍ଲା ରୁ ସର୍ବାଧିକ ୨୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୩୯୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୧୭୪୦ଟି ଏବେ ସକ୍ରିୟ ମାମଲା ରହିଛି । ୨-ରାଜନଗର ବିଜେପି ଅଫିସରେ ପାଳିତ ହୋଇଚି ଡ.ଶ୍ୟାମପ୍ରଶାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ । […]
ବାସ୍ତବ ବ୍ୟୁରୋ–ଆଜି ନୂଆ ଇତିହାସ ଲେଖିଲା ଶ୍ରୀକ୍ଷେତ୍ର । ଯାହା କେବେ ବି ହୋଇନଥିଲା ଆଜି ତାହା ହିଁ ଘଟିଛି କାଳିଆର ଘୋଷଯାତ୍ରା ରେ । ରାତି ପାହିଲା ବେଳକୁ ମନ୍ଦିରର ରୀତିନୀତି ଯେମିତି ଆରମ୍ଭ ହେବା କଥା ସେମିତି ହୋଇଥିଲା । ନିର୍ଧାରିତ ସମୟରେ ଲକ୍ଷ୍ମୀ ଠାକୁରାଣୀ ଙ୍କ ରାନ୍ଧଣା କେଚୁଡ଼ି ଖାଇ ଭାଇ ଭଉଣୀ ଙ୍କୁ ସଙ୍ଗରେ ଧରି ବାହାରି ପଡ଼ିଥିଲେ କାଳିଆ ରଜା ଧାଡି ପହଣ୍ଡି […]
ବାସ୍ତବ ବ୍ୟୁରୋ– ସୋମବାର ଉଭୟ ଭାରତ-ଚୀନ ପକ୍ଷରୁ ଦ୍ବିତୀୟ ଶୀର୍ଷ ସ୍ତରୀୟ ବୈଠକ ହୋଇଥିଲା । ପ୍ରାୟ ୧୧ଘଂଟା ଧରି ଉଭୟ ପକ୍ଷଙ୍କ ଆଲୋଚନା ପରେ ପୂର୍ବ ଲଦାଖ ସ୍ଥିତ ପାନଗଙ୍ଗ ସୋ ଅଂଚଳରୁ ସୈନ୍ୟ ଘୁଞ୍ଚିବାକୁ ସହମତି ପ୍ରକାଶ କରିଛି ଚୀନ୍ । ଜୁନ୍ ୧୫ରେ ଗଲୱାନ୍ ଘାଟିରେ ଚୀନ ପକ୍ଷରୁ ହୋଇଥିବା ଆକ୍ରମଣ ପୂର୍ବନିର୍ଦ୍ଧାରିତ ହୋଇଥିବା ବେଳେ ଚୀନ ସେନା ଅଯଥାରେ ହିଂସା ପ୍ରଦର୍ଶନ କରି ଏପରି […]
ବାସ୍ତବ ବ୍ୟୁରୋ: ଆଜି ରାଜ୍ୟରେ ୧୮ଟି ଜିଲ୍ଲାରୁ ନୂଆ ୧୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦କୁ ବୃଦ୍ଧି ପାଇଛି । ୧୬୭ଜଣଙ୍କ ଭିତରୁ ୧୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ବାକି ୧୫୦ଜଣ ସଙ୍ଗରୋଧ କେନ୍ଦ୍ରର । ମୋଟ୍ ୩୮୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୮୩ ରହିଛି । ୧୭ ଜଣ କରୋନା […]
ବାସ୍ତବ ବ୍ୟୁରୋ: ଆଜି କେବଳ ପୁରୀ ରେ କଡା କଟକଣା ଭିତରେ ଅନୁଷ୍ଠିତ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ।ତେବେ,ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ରଥଯାତ୍ରା ପୂର୍ବରୁ, ଗତକାଲି ୧୧୪୩ଜଣ ସେବାୟତଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ଭିତରୁ ଜଣେ ମାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବାକି ସେବାୟତମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ପଜିଟିଭ ଚିହ୍ନଟ ହୋଇଥିବା ସେବାୟତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି […]
ବାସ୍ତବ ବ୍ୟୁରୋ–ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବା ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦିଷ୍ଟ ସର୍ତ୍ତ ସହ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମ୍ କୋର୍ଟ ରଖିଥିବା ସର୍ତ୍ତଗୁଡ଼ିକ ମଧ୍ୟରେ ରହିଛି : ଆଜି ରାତି ୮ଟାରୁ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ । ସହର ମଧ୍ୟକୁ ଆସିଥିବା ସମସ୍ତ ପ୍ରବେଶ ପଥକୁ ସିଲ କରାଯିବ । ପୁରୀ ସହରକୁ ବସ୍ ଓ ରେଳ ସେବା […]