ବରଗଡ଼-୨୭/୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ସଦରମହକୁମାରେ ଆୟୋଜିତ ୭୬ତମ ସାଧାରଣତନ୍ତ୍ର ଦିବସରେ ଜିଲ୍ଲାପାଳ ଅଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିଥିଲେ। ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ପ୍ରଥମେ ନିଜ କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକା ଉତ୍ତଳୋନ କରିବା ପରେ ବହ୍ନି କନ୍ୟା ପାର୍ବତୀଗିରି,ମହାତ୍ମା ଗାନ୍ଧୀ, ସ୍ଵଭାବ କବି ଗଙ୍ଗାଧର ମେହେର,ବୀର […]

ବରଗଡ଼:-୨୭/୧(ନବୀନ କୁମାର ଦାଶ)ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ଗ୍ରାମ ପଞ୍ଚାୟତ ର ସାହୁ ଟିକ୍ରା ଠାରେ ସକାଳ ୮ଟା ସମୟ ରେ ପବିତ୍ର ୭୬ ତମ ସଧାରଣ ତନ୍ତ୍ର ଦିବସ ଅବସର ରେ ଡାକ୍ତର ଅଶ୍ୱିନୀ ଭୋଇଙ୍କ ଦ୍ଵାରା ପତାକା ଉତ୍ତୋଳନ କରଯାଇଥିଲା।ତାପରେ ସକାଳ ୯ଟା ସମୟ ରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ଛବିଶ ଦିନରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି […]

ବାସ୍ତବ ବ୍ୟୁରୋ : ଆଜି ଠାରୁ ଉତ୍ତରାଖଣ୍ଡରେ ଲାଗୁ ହେଲା ଏକକ ନାଗରିକ ସଂହିତା ବା ୟୁସିସି । ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ୟୁସିସି ଲାଗୁ କରିଛି। ପୂରା ଉତ୍ତରାଖଣ୍ଡରେ ଏହି ଆଇନ କାର୍ଯ୍ୟକାରୀ ହେବ। ଉତ୍ତରାଖଣ୍ଡ ବାହାରେ ରହୁଥିବା ରାଜ୍ୟର ଲୋକ ମଧ୍ୟ ଏହାକୁ ମାନିବାକୁ ବାଧ୍ୟ। ଅନୁସୂଚିତ ଜନଜାତି ଓ ସଂରକ୍ଷିତ ବର୍ଗର ଲୋକ ଓ ସଂପ୍ରଦାୟକଙ୍କ କ୍ଷେତ୍ରରେ ୟୁସିସି ଲାଗୁ ହେବ ନାହିଁ।  ବ୍ୟକ୍ତିଗତ […]

ବାସ୍ତବ ବ୍ୟୁରୋ: ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମ’ ପୁରସ୍କାର ଶନିବାର ସନ୍ଧ୍ୟାରେ ଘୋଷଣା ହୋଇଛି । ପଦ୍ମ ପୁରସ୍କାର ପାଇଁ ଓଡ଼ିଶାରୁ ୪ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଛି । ଚଳିତବର୍ଷ ଓଡ଼ିଶୀରେ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ଢେଙ୍କାନାଳର ସ୍ଥପତି ଆଦିତ୍ୟ ଗଡ଼ନାୟକ, ମେଡିସିନ୍ କ୍ଷେତ୍ରରେ ପ୍ରତିଷ୍ଠିତ ଡାକ୍ତର ଅଶୋକ କୁମାର ମହାପାତ୍ର ଓ ବିଶିଷ୍ଟ ସାହିତ୍ୟିକ ପ୍ରତିଭା ଶତପଥୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ କରାଯାଇଛି। ରାଷ୍ଟ୍ରପତି […]

ସଂଜୟ ଶତପଥୀ(କଟକ): କଟକ ଜିଲ୍ଲା ୧ ସଂଗଠନ ପର୍ବର ସଭାପତି ଚୟନ କାର୍ଯ୍ୟ ସ୍ଥାନୀୟ ସର୍କିଟ ହାଉସଠାରେ ଶେଷ ହୋଇଯାଇଛି। ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତା ରେ ହୋଇଥିବା ଏହି ସଂଗଠନ ପର୍ବ ସଭାରେ ମୂଖ୍ୟ ଅତିଥିଭାବେ ମାନ୍ୟବର ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଓଡିଶରେ ମୋହନ ସରକାରଙ୍କ ଲୋକପ୍ରିୟ ଯୋଜନା ଗୁଡିକୁ ଜନତା ଙ୍କ ପାଖକୁ ନେବା ପାଇଁ ପ୍ରତ୍ୟେକ […]

ବରଗଡ଼:-୨୪.୧(ନବୀନ କୁମାର ଦାଶ)ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଜାଙ୍ଗେଡ ପଞ୍ଚାୟତ ଭାଲୁପତ୍ରା ଆନ୍ଦ୍ରପଡ଼ା ସ୍ତିତ ଜିର୍ଣୋଦ୍ଧାର ଶ୍ରୀ କୋଦଣ୍ଡା ରାମଚନ୍ଦ୍ର ସ୍ବାମୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଆସନ୍ତା ୩୦ତାରିଖ ରୁ ଆରମ୍ଭ ହୋଇ ଦୀର୍ଘ ଚାରି ଦିନ ଧରି ହେବାକୁ ଥିବାବେଳେ ଆନ୍ଧ୍ର ସମାଜ ପକ୍ଷରୁ ଚୁଡାନ୍ତ ପର୍ଯ୍ୟାୟ ରେ ପ୍ରସ୍ତୁତି ହେବା ସହ ଅଞ୍ଚଳରେ ଚାରିଆଡ଼େ ଉତ୍ସାହ,ଉଦ୍ଦୀପନା ବୃଦ୍ଧି ପାଇଛି। ଏନେଇ ବିଭିନ୍ନ ସାଜସଜ୍ଜା ସାଙ୍ଗକୁ […]

ସଂଜୟ ଶତପଥୀ(କଟକ): ଓଡ଼ିଶାର ବରପୁତ୍ର କଟକ ମାଟିର ଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କର ୧୨୮ ତମ ଜନ୍ମଜୟନ୍ତୀ କଟକ ର ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମ ପୀଠରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନନୀୟା ଉପ-ମୂଖ୍ଯମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, କଟକ ର ମାନନୀୟ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, କଟକ […]

ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା): ଆଜି କେନ୍ଦ୍ରାପଡ଼ା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ରାପଡା ସରକାରୀ ଡାକ୍ତରଖାନା ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଏହି ସୁନ୍ଦର କାର୍ଯ୍ୟକ୍ରମ କୁ କେନ୍ଦ୍ରାପଡା ପୈାରାଧ୍ଯକ୍ଷା ଶ୍ରୀମତୀ ସରିତା ସାହୁ ପତାକା ଉଡ଼ାଇ ଶୁଭାରମ୍ଭ ର ଘୋଷଣା କରିଥିଲେ। ମଞ୍ଚର ସଭାପତି ଶ୍ରୀ ଅକ୍ଷୟ କୁମାର ମହାନ୍ତି ଙ୍କ ନେତୃତ୍ବରେ ୫୦ ଜଣରୁ ଅଧୂକ ବରିଷ୍ଠ ନାଗରିକ ଯୋଗଦେଇ ଉତ୍ସାହର ସହ ଏହି ସଫେଇ କାର୍ଯ୍ୟକ୍ରମ […]

ବରଗଡ଼୨୩/୧(ନବୀନ କୁମାର ଦାଶ):ବରଗଡ଼ ରେଳୱେ ଷ୍ଟେସନ ରୋଡ ସତସଙ୍ଗ ବିହାର ଠାରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ତେଇଶ ଦିନରେ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ର ୨୬ତମ ଶ୍ରୀ ବିଗ୍ରହ ଉନ୍ମୋଚନ ସ୍ମୃତି ଦିବସ ଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଆଚାର୍ଯ୍ୟ ବସନ୍ତ କୁମାର ପାତ୍ର ଫିତା କାଟି ଶୁଭାରମ୍ଭ କରି ଥିଲେ। ଏହି ଶିବିର […]

ବରଗଡ଼୨୩/୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଶିକ୍ଷା ବିଭାଗ ଅଧୀନସ୍ଥ ଗୋଡ଼ଭଗା ଜନତା ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟକ୍ଷ ଅଦନ ସୁନା ଙ୍କ ସଭାପତିତ୍ବରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହା ସମାରୋହରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବୁର୍ଲା ଉଚ୍ଚ ବାଳକ ବିଦ୍ୟାଳୟ ଓଡ଼ିଆ ଶିକ୍ଷକ ରାମକୃଷ୍ଣ ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ଶିକ୍ଷକ କୈଳାସ […]

Breaking News

Pin It on Pinterest