ଭୁବନେଶ୍ବର(ବାସ୍ତବବ୍ୟୁରୋ) ୨୦ ଏପ୍ରିଲ,୨୦୨୫:ଆଜି ସନ୍ଧ୍ୟାରେ ବର୍ଷା ପବ୍ଲିକେସନ୍ ପକ୍ଷରୁ ପ୍ରକାଶିତ,ଯୁବକବି ମହାଦେବ ପ୍ରଧାନଙ୍କ ପ୍ରଥମ କବିତା ପୁସ୍ତକ ‘ପାହାନ୍ତି ଆକାଶ’ର ଲୋକାର୍ପଣ ଉତ୍ସବ ଭାରତୀୟ ବିଦ୍ୟା ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପୁସ୍ତକ ଉନ୍ମୋଚନ ଉତ୍ସବରେ ବିଶିଷ୍ଟ କବି ଆଶୁତୋଷ ପରିଡ଼ା, ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର, ବିଶିଷ୍ଟ କବି ମମତା ଦାଶ ଓ ବିଶିଷ୍ଟ କବି ଚିରଶ୍ରୀ ଇନ୍ଦ୍ରସିଂ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଯୁବ […]
ଏହି ବିଲ୍ ପାରିତ ହେବା ଫଳରେ ୱାକଫ ଅନ୍ତର୍ଗତ ଦୁରୁପଯୋଗ ହେଉଥିବା ସମ୍ପତିକୁ ରକ୍ଷା କରାଯାଇ ପାରିବ ସଂଶୋଧିତ ୱାକଫ ଅଧିନିୟମ ବଳରେ ମୁସଲମାନ ସଂପ୍ରଦାୟର ଗରୀବ ଓ ମହିଳାମାନେ ଲାଭାନ୍ୱିତ ହେବେ ମୁସଲିମ୍ ସମ୍ପ୍ରଦାୟର ବହୁ କ୍ଷତି ହେବ ବୋଲି କଂଗ୍ରେସ ଦଳର ଅପପ୍ରଚାର, ସଂପୂର୍ଣ୍ଣ ଅମୁଳକ ଓ ବିଭ୍ରାନ୍ତକାରୀ କେନ୍ଦ୍ରଠାରୁ ରାଜ୍ୟ ଏବଂ ମଣ୍ଡଳସ୍ତର ପର୍ଯ୍ୟନ୍ତ ଜନସଚେତନତା ସୃଷ୍ଟି କରାଯାଇ ସଂଶୋଧିତ ୱାକଫ୍ ବିଲ୍ ବିଷୟରେ […]
ବରଗଡ଼(ନବୀନ କୁମାର ଦାଶ): ଶନିବାର ଦିନ ସ୍ଥାନୀୟ ସବ ଜେଲରେ ଜେଲର ସଲମାନ୍ କୁଜୁର ଙ୍କ ଅଧ୍ୟକ୍ଷତାରେ ବରଗଡ ଇସ୍କନ୍ ତରଫରୁ ଅନ୍ତେବାସୀ ମାନଙ୍କ ନିମନ୍ତେ ଏକ ସଂସ୍କାର ମୂଳକ କାର୍ଯକ୍ରମ ଆୟୋଜିତ ହୋଇଯାଇଥିଲା। ଏହି କାର୍ଯକ୍ରମ ରେ ଇସ୍କନ୍ ର ଅଧକ୍ଷ ପୂଜ୍ୟପାଦ ରସରାଜ ରାଧିକେଶ ଦାସ କୃଷ୍ଣ କଥା ପ୍ରବଚନ କରିଥିବା ବେଳେ ଶ୍ରୀ ଅଭିଜିତ କୃଷ୍ଣ ଦାସ ପରିଚାଳନା କରିଥିଲେ । ଏହା ସହିତ ପୂଜ୍ୟପାଦ […]
ବରଗଡ଼(ନବୀନ କୁମାର ଦାଶ): ସୁନ୍ଦରଗଡ଼ ର ବିକାଶ ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡ଼ିଶାର ୧୧ ଟି ଜିଲ୍ଲାକୁ ନେଇ ମହାସଂଘ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଅଛି ।ଏଥିରେମହାସଂଘ ସଭାପତି ପ୍ର :ଟହଲୁ ସାହୁ ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷା ଶ୍ରୀମତୀ ତନୟା ମିଶ୍ର, ସମ୍ମାନୀତ ଅତିଥି ଭାବେ ଶ୍ରୀ ସୁରଞ୍ଜନ କୁମାର ସାହୁ, ବରିଷ୍ଠ ପ୍ରଶାସକ, ମହାସଚିବ ଶ୍ରୀ ନାରାୟଣ ନାୟକ, କୋଷାଧକ୍ଷ […]
ବାସ୍ତବ ବ୍ୟୁରୋ: ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁଆପଥର ସହ ବିଜୁଳି ଓ କାଳବୈଶାଖୀର ସମ୍ଭାବନା ରହିଛି । ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଆଗାମୀ ୬ ଦିନ ପାଇଁ ପାଣିପାଗ ସ୍ଥିତି ପୂର୍ବାନୁମାନ କରି ପ୍ରେସରିଲିଜ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଅର୍ଥାତ୍ ୨୦ ତାରିଖ ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି […]
ସଂଜୟ ଶତପଥୀ(କଟକ):ଚଳିତ ବର୍ଷ ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓ.ଏସ୍.ଏ.ପି ଷଷ୍ଠ ବାଟାଲିୟନ ପକ୍ଷରୁ ଓଏମପି ସ୍ଥିତ ବାଟାଲିୟନ ତରଫରୁ ପାନୀୟ ଜଳ ବିତରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ବାଟାଲିୟନର ଦୁର୍ଗପତି ସୂର୍ଯ୍ୟନାରାୟଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳ ବିତରଣ କେନ୍ଦ୍ରକୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଉପ ଦୁର୍ଗପତି ଅନୀଲ କୁମାର ପ୍ରଧାନ, ସହକାରୀ ଦୁର୍ଗପତି ମାନ୍ଧାତା ସାଇ,ସୁବାଷ ନାୟକ,ସୂର୍ଯ୍ୟକାନ୍ତ ଜେନା,ସୁରେଶ କିଷାନ ଇନିସପେକ୍ଟର […]
ବାସ୍ତବବ୍ୟୁରୋ(କଟକ): ଗରାପୁର ଡାକ ବଙ୍ଗଳା ଠାରେ କେନ୍ଦ୍ରାପଡ଼ା ଜିଲ୍ଲା ଯାତ୍ରା କମିଟି ସଂଘ ର କାର୍ଯ୍ୟ କାରିଣୀ ବୈଠକ ଜିଲ୍ଲା ସଭାପତି ମିହିର ସାମଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଯାତ୍ରା ମାଲିକ ମାନଙ୍କର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଦର୍ଶକ ମାନଙ୍କ ସଂଖ୍ୟା କମୁଛି,କମିଟି ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡୁଛି , ଦିନ ଆସିବ ଯାତ୍ରା କଳା ସଂସ୍କୃତି କୁ ବଞ୍ଚାଇ ରଖିବାକୁ କଷ୍ଟ କର […]
ସଂଜୟ ଶତପଥୀ(କଟକ): ଏପ୍ରିଲ ଅଠର ତାରିଖ ଶୁକ୍ରବାର କଟକ ନଗର ର ବାରବାଟି କଟକ ନିର୍ବାଚନ ମଣ୍ଡଳୀର ସକ୍ରିୟ ସଦସ୍ୟ ସମ୍ମିଳନୀ ଦେଉଳ ସାହି ସ୍ଥିତ ମୋନାଲିସା ପ୍ୟାଲେସ ରେ ଅପରାହ୍ନ ଚାରି ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ର ପୂର୍ବତନ ଜ଼ିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ସମ୍ମିଳନୀ ରେ ରାଜ୍ୟରୁ ମୁଖ୍ୟ ବକ୍ତା ଭାବେ ଶ୍ରୀ ସରୋଜ କୁମାର ମିଶ୍ର ଓ […]
ବାସ୍ତବବ୍ୟୁରୋ(ପୁରୀ): ଶ୍ରୀଜଗନ୍ନାଥ ଚେତନା ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ଆନୁକୂଲ୍ୟରେ ଶ୍ରୀକ୍ଷେତ୍ର ଧାମ ଦୁଦୁୱଲା ଧର୍ମଶାଳା ପୁରୀ ଠାରେ ଶ୍ରୀଜଗନ୍ନାଥ ଚେତନା ଶିବିର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଅନୁଷ୍ଠାନର ଦଳପତି ଡଃ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଓଡ଼ିଶାର ପ୍ରାୟ ସହସ୍ରାଧିକ ଚାରଣ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ରାଧାବଲ୍ଲଭ ମଠର ମହନ୍ତ ପୂଜ୍ୟ ସ୍ୱାମୀ ରାମକୃଷ୍ଣ ଦାସ ମହାରାଜ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି […]
ଯୁବସମାଜ କଂଗ୍ରେସ ଦଳକୁ କେବେ କ୍ଷମା ଦେବେ ନାହିଁଭୁବନେଶ୍ୱର୧୮/୦୪: ୫ହଜାରରୁ ଉର୍ଦ୍ଧ୍ୱ ଦେଶଭକ୍ତ ଓ କ୍ରାନ୍ତିକାରୀଙ୍କ ଆର୍ଥିକ ସହଯୋଗରେ ୧୯୩୭ ମସିହାରେ ନ୍ୟାସନାଲ୍ ହେରାଲ୍ଡ ସମ୍ବାଦପତ୍ର ପ୍ରକାଶନ ଆରମ୍ଭ ହୋଇଥିଲା । ଏହା ନେହେରୁ ପରିବାରର ବ୍ୟକ୍ତିଗତ ମାଲିକାନା ନଥିଲା । ଦେଶର ସ୍ୱାଧୀନତା ସଂଗ୍ରାମ ସେନାନୀଙ୍କ ବାର୍ତାକୁ ସାରାଦେଶରେ ପହଁଚାଇବା ଏହି ସମ୍ବାଦପତ୍ରର ମୂଳ ଉଦ୍ଦେଶ୍ୟ ଥିଲା । ଭାରତବର୍ଷର ବିଭିନ୍ନ ସ୍ଥାନରେ ପ୍ରକାଶକ ଏଜେଏଲ୍ କମ୍ପାନୀ […]


