ବରଗଡ଼୧୪/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ ଏସି ଅନ୍ତର୍ଗତ ଶ୍ରୀରାମ ବାବା ମଠ ଶ୍ରୀ ମହନ୍ତ ସ୍ୱାମୀ ସନ୍ଥ ଗିରି ଙ୍କ ତତ୍ୱାବଧାନ ରେ ତ୍ରିଦିନାତ୍ମକ ପଞ୍ଚକୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ଓ ଶ୍ରୀ ରାମେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠା ମହୋତ୍ସବ ମହା ସମାରୋହରେ ଆରମ୍ଭ ହୋଇ ଯାଇଛି। ଏହି ଅବସରରେ ପଣ୍ଡିତ ଆଦିତ୍ୟ ମିଶ୍ର ଓ ତାଙ୍କ ସାଥି ମାନେ ପୁଜା କାର୍ଯ୍ୟ ପାଇଁ ବ୍ରହ୍ମା ବରଣ ହୋଇଥିବା ବେଳେ […]

ବରଗଡ଼୧୪/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ୫୩ନଂ ମୁଖ୍ୟ ଜାତୀୟ ରାଜପଥ କଡ଼ ବରଗଡ଼- ସମ୍ବଲପୁର ୱେ ରେ ଥିବା ଗୋଡ଼ଭଗା ଏସ ବି ଆଇ ଏଟିଏମ କାଉଣ୍ଟର କୁ ନଭେମ୍ବର ୧୯ ତାରିଖ ଦିନ ଟଙ୍କା କାଢ଼ିବା ପାଇଁ ନିଲେଇ ପାଲି ଗ୍ରାମର ହିତାଧିକାରୀ ମୁକୁନ୍ଦ ସାହୁ ଆସି ଟଙ୍କା କାଢ଼ିବା ସମୟରେ କେହି ଜଣେ ଦୁର୍ବୁତ୍ତ ନିଜକୁ ସାଧୁ ସାଜି ଏଟିଏମ […]

ବାସ୍ତବ ବ୍ୟୁରୋ: ଦିନକୁ ଦିନ ପାରଦ ତଲମୁଁହା ହେବା ସହ ସାରା ଓଡ଼ିଶା ଥଣ୍ଡାରେ ଥରୁଛି । ପାଣିପାଗ ବିଭାଗ ରାଜ୍ୟରେ ଆଗାମୀ ୨ ଦିନ ଯାଏ ଶୀତ ଲହରୀ ଚେତାବନୀ ଦେଇଛି। ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳରୁ ଓଡିଶା। ଆସନ୍ତା ୨୪ ଘଣ୍ଟାାରେ ଝାରସୁଗୁଡା ଓ ସୁନ୍ଦରଗଡକୁ କୋଲଡ ୱେବ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି।  ସେହିପରି ପାଣିପାଗ ବିଭାଗ ଆସନ୍ତାକାଲି ମଧ୍ୟ ଝାରସୁଗୁଡା ଓ ସୁନ୍ଦରଗଡ଼ ଏହି […]

ବରଗଡ଼-୧୩/୧୨(ନବୀନ କୁମାର ଦାଶ):ବରଗଡ଼-ସମ୍ବଲପୁର ରେଲ ୱେ ଲାଇନ ଅତାବିରା ଥାନା ଅନ୍ତର୍ଗତ ଦେବାହାଲ ନିକଟ ୮କେସ୍ ନଂ ୬୦୧/ ୨୩/୨୫, ପାଖରେ ପାଖାପାଖି ୫ଫୁଟ ୧ଇଞ୍ଚ ଉଚ୍ଚତା ଗୌରବର୍ଣ୍ଣ ୨୫ ରୁ ୩୦ ବର୍ଷ ବୟସ ର ଏକ ଅଜଣା ଯୁବକ ର ମୃତ ଦେହ ଟ୍ରେନ ରେ କଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲା।ଏହି ଖବର ପାଇ ସମ୍ବଲପୁର ରେଲୱେ ପୋଲିସ ଏ ଏସ ଆଇ ଜୋସ୍ନା […]

କଟକ(ସଂଜୟ ଶତପଥୀ):ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଏଡିଏମ ଶ୍ରୀଯୁକ୍ତ ଅଭିନାଶ ରାଉତଙ୍କୁ ସୁଭାଷ ସଂଗଠନର ସଦସ୍ୟମାନେ ଗତ ବୁଧବାର ଭେଟି “ଭୋକାଲ ଫର ଲୋକାଲ” କାର୍ଯ୍ୟକ୍ରମ ମାଧ୍ୟମରେ କଟକ ସହରର ଯୁବପିଢୀଙ୍କ ଦକ୍ଷତା ଅନୁସାରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ କର୍ମନିଯୁକ୍ତିର ସୁଯୋଗ କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଛନ୍ତି। ସଂଗଠନ ପକ୍ଷରୁ ମତ ପ୍ରକାଶ କରିଛନ୍ତି ଯେ, ବିଶ୍ଵସ୍ତରୀୟ ଏସସିବି ମେଡିକାଲ କଲେଜର ସମ୍ପ୍ରସାରଣ […]

ଭୁବନେଶ୍ୱର(ବାସ୍ତବବ୍ୟୁରୋ): ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ସଦସ୍ୟ ଭାବେ ରହିବେ। ଆଜି ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ […]

ବାସ୍ତବବ୍ୟୁରୋ: ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା୨୦ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରିବେ ସରକାର’ମେଟ୍ରୋ ପ୍ରକଳ୍ପ ଲାଗି ୨୦୨୩-୨୪ରେ ୨୧୦ କୋଟି ମଞ୍ଜୁର ହୋଇଛି’‘୨୦୨୪-୨୫ରେ ୧ ହଜାର କୋଟି ମଞ୍ଜୁର କରାଯାଇଛି’୪ ବର୍ଷ ମଧ୍ୟରେ ୨୦୨୭ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ସାରିବା ଲକ୍ଷ୍ୟ ରଖାଯାଇଛି ।

ବାସ୍ତବ ବ୍ୟୁରୋ: ଆଜି ସରିଛି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। ସେ ୨୦୧୮ରୁ ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ଆସୁଥିଲେ। କୋଭିଡ୍ ମହାମାରୀ ସହ ଦୀର୍ଘ ୬ ବର୍ଷ କାଳ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ୨୦୧୮ ଡିସେମ୍ବର ୧୨ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। କୋଭିଡ ସମୟରେ ଓ ପରେ ଦେଶର ଦରଦାମ ସମସ୍ୟାକୁ ନିୟନ୍ତ୍ରଣ କରିବା […]

ବାସ୍ତବ ବ୍ୟୁରୋ: ଆସନ୍ତା ଡିସେମ୍ବର ୧୪ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହେବ। ୧୨ ତାରିଖରେ ଏହା ଶ୍ରୀଲଙ୍କା ଉପକୂଳ ଛୁଇଁପାରେ। ୧୪ରେ  ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଏହା ଲଘୁଚାପ ରୂପ ନେବ। ୪୮ ଘଣ୍ଟାରେ ଏହା […]

ବରଗଡ଼୬/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଦେଇ ଯାଇଥିବା ରେଳ ଲାଇନ୍ ର ଗୋଡଭଗା ଚକୁଳି ଫାର୍ମ ମଝିରେ ଖୁଣ୍ଟି ନଂ ୫୭୮,୧୫ / ୧୭ ଖୁଣ୍ଟି ମଧ୍ୟରେ ରେ ଆଜି ସକାଳ ୧୦ ଟା ୩୦ ମିନିଟ ରେ ସମ୍ବଲପୁର ରୁ ଟିଟିଲାଗଡ଼ ଯାଉଥିବା ଏକ ମାଲବାହୀ ଗାଡ଼ି ରେ ଜଣେ ମହିଳା କଟି ଯାଇ ଆତ୍ମହତ୍ୟା କରିଥିବା ରେଲୱେ ପୋଲିସ ପକ୍ଷରୁ ସୂଚନା ମିଳିଛି । ଆତ୍ମହତ୍ୟା […]

Pin It on Pinterest