ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଆଜି ଓଡ଼ିଶା ଉପରେ ଏକ ଦୂର୍ବଳ ଘୂର୍ଣ୍ଣିବଳୟ ରହିଥିଲା। ୭ ତାରିଖରେ ଏହା ଦକ୍ଷିଣ ଆଡ଼କୁ ଗତି କରି ୮ରେ ଦକ୍ଷିଣ ଭାରତ ଉପରେ ରହିବ। କିନ୍ତୁ ଏହାର ପ୍ରଭାବରେ ରାଜ୍ୟକୁ ବଙ୍ଗୋପସାଗରୀୟ ଦକ୍ଷିଣ ପବନ ବୋହିବ। ଫଳରେ ୭ ତାରିଖରେ ପଶ୍ଚିମ ଓଡ଼ିଶାର ସମ୍ବଲପୁରର ଉତ୍ତରରେ ଥିବା ଅଞ୍ଚଳ ଯଥା ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସ୍ବଳ୍ପ ବର୍ଷା(୨୦ ମିମି […]
୧-ଆଜି ମହାନବମୀ, ପୀଠେ ଦଶହରା । ୨-ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ନେଇ ପାକିସ୍ତାନ ନେଉନାହିଁ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଏଫଏଟିଏଫ। ୩-ପାକ ପକ୍ଷରୁ ଅନୁପ୍ରବେଶ ଉଦ୍ୟମରେ ଥିବା ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଏଲଓସିରେ ଓହ୍ଲାଇଲେ ଘାତକ ପାରାଟ୍ରୁପର। ୪-ଚାନ୍ଦବାଲିରେ ଦୂର୍ଗାମେଢ଼ ନିକଟରେ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର। ୫-ସରିଲା ବିଶ୍ଵ କବି ମହାକୁମ୍ଭ,କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ପ୍ରଦାନ କରାଗଲା ଡବ୍ଲୁସିପିର ସର୍ବୋଚ୍ଚ ସମ୍ମାନ ‘ଗୋଲ୍ଡେନ୍ ଗ୍ୟାବେଲ୍’। […]
୧.ଆଜି ମହାଷ୍ଟମୀ, ଦୁର୍ଗାଷ୍ଟମୀ, ସନ୍ଧୀପୂଜା ଓ ପୀଠେ ମହାନବମୀ । ୨-ଛେନା ପୋଡ଼, ଛେନା ଝିଲି ଓ ତାରକସି କାମ, ଜିଆଇ ମାନ୍ୟତା ପାଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ। ୩-ଆଜି ଓଡିଶାଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାୟଡୁ, କିଟ୍ ରେ ଚାଲିଥିବା WCP ର ଉଦଯାପନ ଏବଂ ସମାଜର ଶତବାର୍ଷିକୀ ସମାରୋହରେ ଯୋଗ ଦେବେ। ୪-କଟକ: ୧୯୧୯ ମସିହାରୁ ୨୦୧୯। ୧୦୦ ବର୍ଷରେ ପାଦ ଥାପିଲା ଓଡ଼ିଆ ଖବର […]
୧-ନବୀନଙ୍କ ଅପରେସନ କ୍ଲୀନ,୫ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଚାକିରି ଗଲା: କ-ଓଟିଇଏସ୍ର ଆରଟିଓ ବସନ୍ତ ବେହେରା। ଖ-କପ୍ତିପଦା ତହସିଲଦାର ପ୍ରଦୀପ କୁମାର ଜେନାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ଗ-ନୂଆପଡ଼ା ଜିଲ୍ଲା ଖରିଆର ଡିଭିଜନର ଡିଏଫଓ ଶରତ ଚନ୍ଦ୍ର ପଣ୍ଡା। ଘ-ଅବକାରୀ ବିଭାଗର ଡେପୁଟି କମିଶନର ଦିଲ୍ଲୀପ କୁମାର ନାଗ । ଙ-ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗର ଅଶୋକ କୁମାର ମାଝୀ। ୨-କଟକରେ ଆରମ୍ଭ ହୋଇଛି ମିଶନ ଜିରୋ-ଏଫ, ଏଥିପାଇଁ […]
ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ସହ ନିୟମିତ ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ ■ ପୂର୍ବତଟ ରେଳପଥରୁ ଏବଂ ଏହାର ପରିସୀମା ମଧ୍ୟଦେଇ ୧୯ ଯୋଡ଼ା ପୂଜା ସ୍ୱତନ୍ତ୍ର ଚଳାଚଳ କରୁଛି I ■ ଚାରି ଲକ୍ଷରୁ ଅଧିକ ବର୍ଥ ସୃଷ୍ଟି କରାଯାଇପାରିଛି I ■ ନିୟମିତ ଚଳାଚଳ କରୁଥିବା ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ I ■ ଯାତ୍ରୀ […]
୧-ପୁରୀ:ମଠ ମନ୍ଦିର ଭଙ୍ଗା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ୨-କଟକ ଭୁବନେଶ୍ବରେ ୩୫୦ରୁ ଅଧିକ ପୂଜା ମଣ୍ଡରେ ମାଙ୍କ ପୂଜାର୍ଚ୍ଚନା ହେବ ।ଆକର୍ଷଣୀୟ ତୋରଣ , ସହ ସୁନା ମୁକୁଟ ଓ ଚାନ୍ଦି ମେଢ ନିର୍ମାଣ ହୋଇଛି ।କୋଲକାତାର ସନ୍ତୋଷ ମିତ୍ର ସ୍କୋୟାର ଦୁର୍ଗାତ୍ସବ ସମିତି ଚଳିତ ବର୍ଷ ୨୦କୋଟି ଟଙ୍କା ବିନିମୟରେ ମାଙ୍କ ସୁନା ମୁର୍ତ୍ତି ତିଆରି କରି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି […]
ଟ୍ରେନ ଓ ଷ୍ଟେସନ ପରିସରରେ ଅଣ ସ୍ୱୀକୃତିପ୍ରାପ୍ତ ଭେଣ୍ଡିଙ୍ଗ (ଫେରିବାଲା) ଙ୍କ ବିରୁଦ୍ଧରେ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ I ■ ବୁଲା ବିକାଳିଙ୍କ ବିରୁଦ୍ଧରେ ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ I ■ ବୁଲା ବିକାଳିଙ୍କ ପ୍ରାଦୁର୍ଭାବକୁ ଦମନ ପାଇଁ ପୂର୍ବତଟ ରେଳପଥ ଜନତାଙ୍କ ସହଯୋଗ କାମନା କରିଛି I ■ ଅଣ ସ୍ୱୀକୃତିପ୍ରାପ୍ତ ଫେରୀଵାଲାଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ଖାଦ୍ୟ ସାମଗ୍ରୀ ଉଭୟ […]
୧-ଆରମ୍ଭ ହେଲା ମୋ ସରକାର, ପଞ୍ଜୀକରଣ ପାଇଁ ଡାଏଲ କରନ୍ତୁ ୧୪୫୪୫। ୨-ସ୍ବଚ୍ଛ ଭାରତ ମିଶନରେ ଓଡ଼ିଶାକୁ ୧୦୦ମାର୍କ।୫ବର୍ଷରେ ତିଆରି ହୋଇଛି ୬୬ଲକ୍ଷରୁ ଅଧିକ ପାଇଖାନା। ୩-କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ହୋଇପାରେ ଜାତୀୟ ନାଗରିକ ସଂହିତା ବା ଏନଆରସି । ଏନେଇ ପଦକ୍ଷେପ ନେବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଆରଜିଆଇଙ୍କୁ ଚିଠି ପଠାଯାଇଛି । ୪-ଶ୍ରୀକ୍ଷେତ୍ର ପାଇଁ ଆଉ ଚାଳିଶ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର, ଶ୍ରୀମନ୍ଦିର […]
ସ୍ଵଛ ଭାରତ ମିଶନ ପାଳନ ଅବସରରେ ପ୍ରଭାତଫେରୀ, ବୃକ୍ଷ ରୋପଣ ଏବଂ ଶ୍ରମଦାନ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସ ପାଳନ ଅବସରରେ ପୂର୍ବତଟ ରେଳପଥ ଏହାର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଙ୍କ ନେତୃତ୍ୱରେ ରେଳପଥର ଅଧିକାରୀ ଓ କର୍ମଚାରୀମାନେ ସ୍ଵଛ ଭାରତ ମିଶନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ I ଏହି ଅବସରରେ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ମାନଙ୍କୁ ନିଜେ […]
୧-ବିଲ କରାଇବାକୁ ୨୦ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଣପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଦୁର୍ଗା ପ୍ରସାଦ ଦଳେଇ। ୨-ଗାନ୍ଧୀ ଜୟନ୍ତୀରୁ କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବାକୁ ଯାଉଛି ବିଶ୍ୱ କବି କୁମ୍ଭ ମେଳା, ଓଡିଶାକୁ ଆସିବେ ୮୨ ଦେଶରୁ ୧୦୦୦ ବିଶ୍ବସ୍ତରୀୟ କବି। ୩-HSRP କଟକଣା ୧ ମାସ କୋହଳ, ଏଚଏସଆରପି ପ୍ଲେଟ୍ ନଦେଲେ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ୪-ଆସନ୍ତା ୩ ତାରିଖରେ ଓଡ଼ିଶା ଆସୁଛନ୍ତି ଏନ୍ଆଇଏ […]


