୧ -ଓଡ଼ିଶାରେ ପ୍ରଥମ ଶ୍ରେଣୀରୁ ଆରମ୍ଭ ହେବ ସ୍ପୋକନ୍‌ ଇଂଲିଶ ଶିକ୍ଷା- ଶିକ୍ଷାମନ୍ତ୍ରୀ ସମୀର ଦାଶ ୨-ନୂଆଦିଲ୍ଲୀ: ଜଗତ ପ୍ରକାଶ ନଡ୍ଡା ହେଲେ ଭାରତୀୟ ଜନତା ପାର୍ଟି ସଭାପତି। ୩-ଅତନୁ କୁମାର ଦାସ ହେଲେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସିଇଓ। ୪-ମୁମ୍ବାଇ:CMଙ୍କ ସହ ବୈଠକରେ ଶିରିଡିବାସୀ ସନ୍ତୁଷ୍ଟ, ବିବାଦର ହେଲା ସମାଧାନ। ୫-କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତଙ୍କର କାଲି ଥିଲା ଜନ୍ମଦିବସ, ଟ୍ଵିଟ୍‌ କରି ଶୁଭେଚ୍ଛା […]

୧-ପ୍ରତିରକ୍ଷା କ୍ଷେତ୍ରରେ ଦମଦେଖାଇଲା ଭାରତ, K-4 ବାଲିଷ୍ଟିକ୍‌ ମିସାଇଲ୍‌ର ହେଲା ସଫଳ ପରୀକ୍ଷଣ। ୨-ଫ୍ଲିପ୍‌କାର୍ଟ:ସ୍ମାର୍ଟଫୋନ୍‌ରେ ବଡ଼ ଡିସ୍‌କାଉଣ୍ଟ , ଏକ୍ସଚେଞ୍ଜ ଅଫର ବି ଉପଲବ୍ଧ , ସୀମିତ ସମୟ। ୩-ରୋହିତ-କୋହଲିଙ୍କ ପ୍ରହାରରେ କଙ୍ଗାରୁ ଚିତ୍, ବେଙ୍ଗାଲୁରୁ ମ୍ୟାଚ୍ ଜିତି ୨-୧ରେ ଶୃଙ୍ଖଳା କବଜା କଲା ଭାରତ। ୪-ଆଜି ଦିନ ୧୧ଟାରେ ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’। ଛାତ୍ର ଛାତ୍ରୀ,ଶିକ୍ଷକ ଓ ଅଭିଭାବକଙ୍କ ସହ କରିବେ ମତ ବିନିମୟ। ୫-ପ୍ରସିଦ୍ଧ ଶାସ୍ତ୍ରୀୟ […]

୧-କେନ୍ଦ୍ରାପଡ଼ା ରାଜନଗର ସମୁଦ୍ରରେ ଫସି ରହିଥିବା ଲଞ୍ଚ ପାଞ୍ଚ ଘଣ୍ଟା ପରେ ଉଦ୍ଧାର, ଯାତ୍ରୀଙ୍କ ନିକଟରେ ପହଞ୍ଚିଲା ଧାମରା ସାମୁଦ୍ରିକ ଥାନା ପୋଲିସ୍। ୨-ଭବାନୀପାଟଣା:ପୂର୍ବତନ ବିଧାୟକ ଅନାମଙ୍କ ଘରେ ଭିଜିଲାନ୍ସ ଚଢଉ – ୩.୪୨ କୋଟିର ସମ୍ପତ୍ତି ଠାବ। ୩-ଜିଲ୍ଲାପାଳ ସମ୍ମିଳନୀର ଅଫିସରଙ୍କୁ ‘ମୋ ସରକାର’ର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ। ୪-ଗଜପତି ଏସ୍‌ପି ସାରା ଶର୍ମାଙ୍କ ନିଆରା ଅନ୍ଦାଜ : ଟ୍ରାଫିକ୍ ନିୟମ ମାନିଲେ ଚକୋଲେଟ୍, ନମାନିଲେ କଲରା […]

୧-ଆଉ ବ୍ୟାଙ୍କ ହାତରେ ନୁହେଁ,ଏଣିକି ନିଜେ ଚାହିଁଲେ ଚାଲୁ ଓ ବନ୍ଦ କରିପାରିବେ ନିଜ ATM କାର୍ଡ, ଆରବିଆଇ କଲା ଘୋଷଣା। ୨-କିଟ୍ ରେ ଉଦ୍ଘାଟିତ ହେଲା କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆର ୫୩ତମ ଅନ୍ତର୍ଜାତୀୟ ବାର୍ଷିକ ସମ୍ମିଳନୀ ୨୦୨୦। ୩-ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି କାର୍ଯ୍ୟ ଶୁଭାରମ୍ଭ,୭ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ବ୍ୟୟ ହେବ ୫୧୦ କୋଟି। ୪-Missed callରେ ଜାଣି ହେବ Fastag Balance,8884333331କୁ dial କଲେ ଆସିବ […]

୧-ରଣଜୀ ରୋମାଞ୍ଚକର ମ୍ୟାଚରେ ହରିୟାଣାକୁ 1ୱିକେଟରେ ହରାଇ ଶୀର୍ଷରେ ଓଡିଶା। ୨-ଯୁକ୍ତ 2 ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷା ବିଭାଗର ଛାଟ।ପ୍ରଥମ ବର୍ଷର ପରୀକ୍ଷାରେ 33% ପ୍ରତିଶତ ନଂମ୍ୱର ନ ରଖିଲେ ଦ୍ୱିତୀୟ ବର୍ଷକୁ ଉନ୍ନୀତ ହୋଇପାରିବେ ନାହିଁ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ । ୩-ଚତୁର୍ଥ ଭୁତପୂର୍ବ ସୈନିକ ଦିବସ ପାଳନ, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସହିଦ୍‌ ହୋଇଥିବା ୫ଜଣ ବୀରନାରୀଙ୍କୁ ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ। ୪-RBI ଡେପୁଟୀ ଗଭର୍ଣ୍ଣର […]

୧-ଭୁବନେଶ୍ୱର: ଦୁର୍ଘଟଣାରେ ସାଧାରଣ ଆହତ ବ୍ୟକ୍ତିଙ୍କୁ ମିଳିବ ମାଗଣାରେ ଫାଷ୍ଟଏଡ୍ ଚିକିତ୍ସା, ୧୦୦ଟି ଟ୍ରାଫିକ୍ ପୋଷ୍ଟରେ ଲାଗିଲା ବକ୍ସ। ୨-ଭଞ୍ଜନଗର: କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ସହାୟତାରେ ଗରିବ, ଅସହାୟ ଏବଂ ଛାତ୍ରାବାସରେ ରହି ପାଠ ପଢୁଥିବା ଛାତ୍ରଙ୍କୁ କମଳ ବଣ୍ଟନ। ୩-ସମ୍ବଲପୁର ଯୁଯୁମୁରା ଥାନା : ୨୦ ହଜାର ଟଙ୍କା ପାଇଁ ଖାକିରେ ଲାଗିଲା ଦାଗ, ନିଲମ୍ବିତ ହେଲେ ୩ ପୋଲିସ କର୍ମଚାରୀ। ୪-ଏଣିକି କଲେଜରେ ହେବ […]

୧-ରାଜ୍ୟକୁ ପୁଣି ଲେଉଟିଲା ଶୀତ।ପାଣିପାଗ ବିଭାଗର ଆକଳନ, ରାତିର ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିବ। ୨-ଭୁବନେଶ୍ୱର ମାର୍କେଟ୍‌ ବିଲଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା, ୧୮ ଜଣଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ। ୩-ଓଡ଼ିଶାର ଅଂଶୁମାନ କମିଳା IES ଟପ୍ପର। ୪-ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି, 2021 ଜନଗଣନାରେ ଗଣାଯିବ SEBCଙ୍କ ସଂଖ୍ୟା। ୫-କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମେଗା ନିଯୁକ୍ତି ମେଳା,୭ହଜାର ନିଯୁକ୍ତି ପାଇଁ ମନୋନୀତ। […]

୧-ପ୍ରଭାବୀ ଢଙ୍ଗରେ ସାଇବର ଅପରାଧର ମୁକାବିଲା : ଉଦଘାଟିତ ହେଲା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର।(www.cybercrime.gov.in) ୨-ବିଦ୍ୟୁତ୍‌ ବିଲ୍‌ ପୈଠ ପାଇଁ ସମୟ ଦିଆଯାଉ-ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି। ୩-ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ: ୨୩୦୮କୋଟି ଦେଇଥିଲେ, ପୁଣି ଦେବେ ୯୦୦ କୋଟି। ୪-ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣ, ଚୁନା ହୋଇଗଲା ୧୦୦ ଦୋକାନ। ୫-’ହୋସ୍‍ଲା-୨୦୧୯’ ପ୍ରତିଯୋଗିତାରେ ସଫଳ ଓଡ଼ିଶା ଦଳକୁ ପୁରସ୍କୃତ କଲେ ନବୀନ। ୬-ଶୁକ୍ରବାର ଠାରୁ […]

୧-କର୍ମଚାରୀଙ୍କ ପଦୋନ୍ନତି ପାଇଁ ଗଠନ ହେଲା ପଦୋନ୍ନତି ଅଦାଲତ। ୨-ଚୀନ ଓ ଇଣ୍ଡୋନେସିଆ ମଧ୍ୟରେ ଉତ୍ତେଜନା, ଯୁଦ୍ଧ ଜାହାଜ ଓ ବିମାନ ମୁତୟନ କଲା ଇଣ୍ଡୋନେସିଆ। ୩-ଆଜି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ସମଗ୍ର ଭାରତ ଓ ବିଶ୍ୱର ଅନେକ ଦେଶରେ ଦେଖାଯିବ ଚନ୍ଦ୍ର ଗ୍ରହଣ । ରାତି ୧୦ଟା ୩୭ ମିନିଟ୍‌ରୁ ୧୧ ତାରିଖ ଭୋର୍‌ ୨ଟା ୪୨ ମିନିଟ୍‌ରେ ସର୍ବ ମୋକ୍ଷ ହେବ।ଓଡ଼ିଶାରେ ପାଳନୀୟ […]

୧-ଇରାନ ଓ ଆମେରିକା ଭିତରେ ଯୁଦ୍ଧ ପରିସ୍ଥିତି: ସୁଲେମାନୀଙ୍କ ଶବଦାହ ବେଳେ ଦଳା ଚକଟାରେ ମରିଗଲେ ୫୬ ଜଣ ଓ ଆହତ ହେଲେ ୨୫୦। ୨-ଆଜି ବାରିପଦା ନିକଟ ବାଙ୍କିଶୋଳାଠାରେ ଆଦାନୀ କିସ୍‌ ଆବାସିକ ବିଦ୍ୟାଳୟକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏଠାରେ ପାଠ ପଢିବେ ୧୫ଶହ ଆଦିବାସୀ ଛାତ୍ରଛାତ୍ରୀ। ରହିବା ଖାଇବା ସଂପୂର୍ଣ୍ଣ ମାଗଣା। ୩-ଥଣ୍ଡାରେ ଥରୁଛି ସାରା ଓଡ଼ିଶା, ଆଜିଠୁ ଆହୁରି ୨ ରୁ ୩ ଡିଗ୍ରୀ […]

Pin It on Pinterest