୧-ବୁଲବୁଲ୍ ପାଇଁ ଓଡ଼ିଶାକୁ ମିଳିଲା ୫୫୨ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା। ୨-୧୦ଡିଗ୍ରୀ ତଳେ ଦାରିଙ୍ଗବାଡି, ଦୁଇଦିନ ଥଣ୍ଡା ବଢିବ। ୩-୫୧ ଜଣ ପଳାତକ ଦେଶରୁ ଲୁଟି ନେଇଛନ୍ତି ୧୮ ହଜାର କୋଟି ଟଙ୍କା:ସିବିଆଇ ରିପୋର୍ଟ। ୪-ସୀମା ଟପିଲା ଦରବୃଦ୍ଧି: ପିଆଜ ହେଲାଣି ୧୨୦। ୫-ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀରୁ ପୃଥ୍ଵୀ-୨ର ରାତ୍ରିକାଳୀନ ବ୍ୟାବହାରିକ ପରୀକ୍ଷଣ , ୩୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା। ୬-ଭୁବନେଶ୍ୱର:ସହଜ ହେବ ପାଠପଢା – […]
ବରଗଡ଼ ୩।୧୨: ହାଇଦ୍ରାବାଦ ବଳାତ୍କାର, ହତ୍ୟା ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ମହିଳା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି । ସମିତିର ବରିଷ୍ଠ ନେତ୍ରୀ ଗୀତା ମିଶ୍ର ଓ ମମତା ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ ଜିଲାପାଳ ଅଫିସକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଭାରତୀୟ ଦଣ୍ଡବିଧି ଆଇନରେ ସଂଶୋଧନ ଅଣାଯାଇ ହାଇଦ୍ରାବାଦ ଭଳି […]
୧-୨୦୨୪ ସୁଦ୍ଧା ଭାରତ ତୈଳ ଓ ଗ୍ୟାସର ଭିତିଭୂମିରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବ । ୨-ପିଆଜ କିଲୋ ପିଛା ୪୦ ଟଙ୍କା, କିନ୍ତୁ ଜଣଙ୍କୁ କେବଳ ଅଢ଼େଇଶହ- ଭୁବନେଶ୍ୱରରେ କଂଗ୍ରେସର ପିଆଜ ରାଜନୀତି। ୩-୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ବଦଳିବ ସିବିଏସଇର ପରୀକ୍ଷା ପାଟର୍ଣ୍ଣ। ୪-ଟିଭିଡିଏସ ସିଷ୍ଟମରେ ଧରା ପଡ଼ିଲେ ୯୫ ଜଣ ଟ୍ରାଫିକ ଉଲ୍ଲଂଘନକାରୀ, ଘରକୁ ଯିବ ଚାଲାଣ। ୫-ଶ୍ରୀମନ୍ଦିର ସୁରକ୍ଷା ପାଇଁ ମିଳିଲା 75% […]
୧-ମୋଦୀ ସରକାର ତୁର୍କୀରୁ ଆଣୁଛନ୍ତି ୧୧ ହଜାର ମିଲିୟନ ଟନ ପିଆଜ, ଲୋକଙ୍କୁ ମିଳିବ ଆଶ୍ୱସ୍ତି! ୨-ମୋ ସରକାର ଅଧୀନକୁ ଆସିଲା ଆହୁରି ୬ଟି ସରକାରୀ ବିଭାଗ।କୃଷି ବିଭାଗର ‘କାଳିଆ’ ଯୋଜନା, ଚାଷୀ ପଞ୍ଜିକରଣ ଯୋଜନା, ମହିଳା ଓ ଶିଶୁ ବିକାଶ ବିଭାଗର ମମତା ଯୋଜନା ଓ ମିଶନ ଶକ୍ତି। ୩-ଟ୍ରାଫିକ ନିୟମ ଉଲ୍ଲଘଂନ, କଟକରେ ନାବାଳକ ପାଇଁ ଜରିମାନା ଦେଲେ ବାପା- ହେଲମେଟ୍ ନପିନ୍ଧି ଫୋନରେ ଗପି ଗାଡି […]
୧-ଝାରଖଣ୍ଡ ବିଧାନସଭା ନିର୍ବାଚନ: କାଁ ଭାଁ ହିଂସା ସତ୍ତ୍ୱେ ପ୍ରଥମ ପର୍ଯ୍ୟାୟରେ ୬୮.୮୭ ପ୍ରତିଶତ ଭୋଟିଂ। ୨-ଆଜିଠୁ ଆଉ ନିସ୍ତାର ନାହିଁ – ୧୦ଟି ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ ସହ ଧରପଗଡ ଲାଗି ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ । ୩-ବିଶ୍ବ ଏଡ଼ସ ଦିବସ ଆଜି। ରାଜ୍ୟରେ ୫୦,୦୦୦ HIV ଆକ୍ରାନ୍ତ। ୪-ପୁଲିସ ନଧରିଲେ ବି ଜରିମାନା ! ଭଲରେ ନଦେଲେ, RTO ଖାତାରେ ଚଢ଼ିବ। ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ […]
୧-ଲକ୍ଷ୍ନୌ:IPC ଏବଂ CRPCରେ ପରିବର୍ତ୍ତନ କରିବେ ମୋଦୀ ସରକାର- ଗୃହମନ୍ତ୍ରୀ ଅମିତ ଶାହା। ୨-ଏବେ ଇଞ୍ଜିନିୟରିଂ ଛାତ୍ର ଅଷ୍ଟମ ସେମିଷ୍ଟାର, କାଗଜ କଲମରେ ନୁହେଁ, ଅନଲାଇନରେ ଦେବେ ପରୀକ୍ଷା। ୩-ଭାରତ ଗସ୍ତରେ ଶ୍ରୀଲଙ୍କାର ରାଷ୍ଟ୍ରପତି – ପ୍ରତିରକ୍ଷା, ବାଣିଜ୍ୟ, ସୀମା ବିବାଦ, ଶ୍ରୀଲଙ୍କାରେ ତାମିଲ୍ ସମସ୍ୟା ସହିତ ଏକାଧିକ ଦ୍ବିପାକ୍ଷିକ ପ୍ରସଙ୍ଗ ସ୍ଥାନ ପାଇବା ସମ୍ଭାବନା । ୪-ସୁନା ଠକଙ୍କୁ ଧରିବା ଲାଗି ଧରପଗଡ଼, ୬ଟି ସହରରେ ୪୫ଟି ସୁନା […]
୧-2021ରୁ ଓଡ଼ିଆ ଭାଷାରେ ହେବ ଜେଇଇ ମେନ ପରୀକ୍ଷା।୯ଟି ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର କରିବାକୁ NTAକୁ ନିଦ୍ଦେର୍ଶ। ୨-ମୁଖା ଖୋଲିଲା ସିଏଜି, ରାଜ୍ୟରେ ଫେଲ ମାରିଲା ଆଳୁ ମିଶନ, ୧୩୦ କୋଟିରୁ ଖର୍ଚ୍ଚ ହୋଇଛି ମାତ୍ର ୨୬ କୋଟି। ୩-ଆଗୁଆ ସରିଲା ବିଧାନସଭା ଶୀତ ଅଧିବେଶନ- ୧୭ ଦିନ ପୂର୍ବରୁ ମୁଲତବୀ ଘୋଷଣା କଲେ ବାଚସ୍ପତି। ୪-ଆଉ ୩ ମାସ କୋହଳ ହେଲା ଟ୍ରାଫିକ ନିୟମ, ଗାଡ଼ି ଚାଳକଙ୍କୁ ବଡ଼ […]
ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ପୁଣି କୋହଳ ହେଲା ଟ୍ରାଫିକ ନିୟମ । ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ପାଇଁ ଟ୍ରାଫିକ ନିୟମ ଆଉ ତିନିମାସ ପାଇଁ କୋହଳ କରାଯାଇଛି । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି । ଆରଟିଓ ଅଫିସରେ ପ୍ରବଳ ଭିଡ଼ ଲାଗି ରହୁଥିବା ବେଳେ ଜନସାଧାରଣଙ୍କୁ ଠିକ୍ ଭାବେ ସେବା ମିଳିପାରୁ ନାହିଁ । ତେବେ ଆଉ […]
ଟ୍ରେନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା… ମୁଗଲସରାଇ ରେଳ ମଣ୍ଡଳ ର ବାବୁଆ ଷ୍ଟେସନ ଠାରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଆସନ୍ତା ଡିସେମ୍ବର ମାସ ୫ ଓ ୬ ତାରିଖ ଦିନ ଉଭୟ ନୂଆ ଦିଲ୍ଲୀ ଓ ପୁରୀରୁ ଛାଡିବାକୁ ଥିବା ୧୨୮୦୧/୧୨୮୦୨ ପୁରୀ-ନୂଆ ଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ଏହାର ସ୍ଥିରୀକୃତ ମାର୍ଗ ପରିବର୍ତ୍ତେ ମାର୍ଗ ପରିବର୍ତ୍ତନ କରି ଯାତାୟାତ କରିବ I ପରିବର୍ତ୍ତିତ ମାର୍ଗ : ଟାଟା-ମୁରି-ଵର୍କକନା-ଗରୱା […]
୧-ଲୋକସଭାରେ ଡାମନ-ଡିଉ ଏବଂ ଦାଦରା ନଗର ହାବେଲୀର ବିଲୟ ବିଲ ପାସ। ୨-୨୦୨୩ ପୁରୁଷ ହକି ବିଶ୍ୱକପ ଆୟୋଜନ କରିବ ଓଡିଶା, ଲଗାତାର ଦ୍ୱିତୀୟ ଥର କରିବାର ରେକର୍ଡ। ୩-ଲୋକସଭାରେ ଏସପିଜି ବିଲ: ଏବେ କେବଳ ପିଏମ ଏବଂ ତାଙ୍କ ପରିଜନଙ୍କୁ ମିଳିବ ସୁରକ୍ଷା। ୪-୮ ଚିନି କଳରୁ ୬ ଅଚଳ, ବିଧାନ ସଭାରେ ଅସନ୍ତୋଷ। ୫-ନୂଆଦିଲ୍ଲୀ : ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆଉ […]


