ଟ୍ରେନ ଓ ଯାତ୍ରୀ ମାନଙ୍କର ନିରାପଦ ଯାତ୍ରା ପାଇଁ ସତର୍କତା ପଦକ୍ଷେପ ସହିତ କର୍ମଚାରୀ ମାନଙ୍କୁ ବିଶେଷ ପରାମର୍ଶ ପୂର୍ବତଟ ରେଳପଥ ପରିସୀମା କ୍ଷେତ୍ରର ବିଭିନ୍ନ ରେଳ ସେକ୍ସନରେ ରାତ୍ରି ସମୟ ଠାରୁ ପ୍ରାତଃ କାଳ ସମୟରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ କରାଇବାକୁ ଏହାର କାର୍ଯ୍ୟଶକ୍ତିକୁ ପ୍ରସ୍ତୁତ ରଖିବା ସହ କୁହୁଡି ପ୍ରଭାବିତ କ୍ଷେତ୍ରରେ ସାବଧାନ ଅବଲମ୍ବନ କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛି I […]
୧-ମୋଦୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ବଳପୂର୍ବକ ୮୫ ଭ୍ରଷ୍ଟ ଅଧିକାରୀଙ୍କୁ କରାଗଲା ବିଦା। ୨-ବନ୍ଦ ହେବନି ୧୫ ବର୍ଷରୁ ଅଧିକ ପୁରୁଣା ଗାଡି, ରିନ୍ୟୁ କରିହେବ ଆରସି :ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ୩-ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ୧ରେ ନେବେ ଶପଥ ! ୪-ପଲିଟେକନିକ୍ ପରୀକ୍ଷା ରେ ସଂସ୍କାର: ଅନଲାଇନ୍ ରେ ପଠାଗଲା ପ୍ରଶ୍ନପତ୍ର, ମୁଖ୍ୟମନ୍ତ୍ରୀଙ୍କ, ପ୍ରଶଂସା,ଓପେସା କହିଲା ସ୍ବାଗତ ଯୋଗ୍ୟ। ୫-ବରଖାସ୍ତ ହେଲେ କେନ୍ଦ୍ରାପଡା କ୍ରେଡିଟ୍ […]
୧-ହଙ୍ଗକଙ୍ଗରେ ଚୀନକୁ ଝଟକା, ଜିଲ୍ଲା ପରିଷଦ ନିର୍ବାଚନରେ ଗଣତନ୍ତ୍ରର ବଡ ଜିତ୍। ୨-ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍, ଅର୍ଥମନ୍ତ୍ରୀ ଆଣିଲେ ୮ହଜାର ୧୨୬ କୋଟି ଟଙ୍କାର ବ୍ୟୟ ମଞ୍ଜୁରି ବିଲ। ୩-ବିନା ପେଟ୍ରୋଲ୍ ଓ ଡିଜେଲ୍ରେ ଭୁବନେଶ୍ୱରରେ ଗଡ଼ିବ ୫୦ଟି ବସ୍। ୪-ଆଇପିଏସ୍ ଅଫିସର ମନୋଜ ଛାବ୍ରାଙ୍କୁ ନୂଆ ଦାୟିତ୍ୱ, ମିଳିଲା ସ୍ପେଶାଲ ଜେଲ ଡିଜି ପଦବୀ। ୫-ଲୋୟର ପିଏମ୍ଜିରେ ଗଛ ଉପରେ ଚଢି ଯୁବକଙ୍କ […]
୧-ପ୍ରତିଭା ରାୟ ପାଇବେ ସାରଳା ସମ୍ମାନ,ଝିଲି ଦଳବେହେରା ପାଇବେ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର। ୨-ନୂଆ ମୋଟର ଯାନ ଆଇନ:ଫାସଟ୍ଯାଗ ନ ଥିଲେ ଟୋଲ ଟିକସ ଦ୍ଵିଗୁଣିତ। ୩-ଭାଙ୍ଗିଲା ସରକାରଙ୍କ ନିଦ, ଖୋଲିଲେ ସୁଲଭ ମୂଲ୍ୟ ଦୋକାନ, ୫୦ ରୁ ୭୭ ଟଙ୍କାରେ ମିଳୁଛି ପିଆଜ। ୪-୫୦ ଲକ୍ଷ ଟଙ୍କା ଦେବାକୁ ଠିକାଦାରଙ୍କୁ ଧମକ, ଗିରଫ ହେଲେ ପାଞ୍ଚ ନକଲି ମାଓବାଦୀ । ୫-ପୁରୁଣା ପେନସନ ଓ ଗ୍ରେଡ଼-ପେ ପ୍ରସଙ୍ଗ:୩୦ରେ […]
୧-ଉଦଘାଟିତ ହେଲା ଅଷ୍ଟମ ଜାତୀୟ ଜନଜାତି କଳା ସାମଗ୍ରୀ ପ୍ରଦର୍ଶନୀ ୨୦୧୯, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨-ବିଗ୍ ବିଙ୍କ ବିଗ୍ ହାର୍ଟ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟରେ ଅଭିଭୂତ ହୋଇ କିସ୍କୁ ଦେଲେ ୧୧ ଲକ୍ଷ ଟଙ୍କା। ୩-ବଡ ବଡ କମ୍ପାନୀ ଉପରେ ବାକି ପଡିଛି ୨ ହଜାର ୯୪୯ କୋଟି ୬୬ ଲକ୍ଷ ଟଙ୍କାର ବିଜୁଳି ବିଲ୍। ୪-ଭୁବନେଶ୍ୱର: ଇଲେକ୍ଟ୍ରିକ୍ ବସ୍ […]
୧-ଆମେରିକୀୟ ବଜାରରେ ବଢୁଛି ଭାରତୀୟ ଗାଈଙ୍କ ଗୋବରରେ ପ୍ରସ୍ତୁତ ଘଷିର ଚାହିଦା, ହଟ୍ କେକ ଭଳିବିକ୍ରି ହେଉଛି। ୨-କର୍ତ୍ତବ୍ୟରେ ଅବହେଳା:ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀ ନିଲମ୍ୱିତ। ୩-ବ୍ୟାଙ୍କ ଋଣ ଠକେଇ ମାମଲା: ଭୂଷଣ ଷ୍ଟିଲ ଏଣ୍ଡ ପାୱାରର ପୂର୍ବତନ ଚେୟାରମ୍ୟାନ ସଞ୍ଜୟ ସିଂହଲ ଗିରଫ। ୪-ବିଏସଏନଏଲ ଆଣିଲା କ୍ୟାସ୍ବ୍ୟାକ୍ ଅଫର: 9478053334 ନମ୍ବରକୁ ACT 6 paisa ଲେଖି ମେସେଜ କଲେ ଉପଭୋକ୍ତାଙ୍କୁ ୬ ପଇସା କ୍ୟାସ୍ବ୍ୟାକ ମିଳିବ। ୫-ବିଏମ୍ସିକୁ […]
୧-ଭୁବନେଶ୍ୱର ଏବଂ ରାସ୍-ଅଲ- ଖଇମା ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ଧର୍ମେନ୍ଦ୍ରଙ୍କ ଚିଠି। ୨-ରାସ୍ତା ପାଲଟିଛି ମୃତ୍ୟୁର ମୁକ ସାଖୀ, ୪ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଗଡ଼ିଛି ୧୮ହଜାର ମୁଣ୍ଡ। ୩-ପିଆଜ ଏବେ ୮୦ଟଙ୍କା; ୧୦୦ ଟପିବ ବୋଲି କହୁଛନ୍ତି ବ୍ୟବସାୟୀ। ୪-ମଧ୍ୟବର୍ତ୍ତିକାଳୀନ ଡିଜିପି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି। ୫-ଆଗାମୀ ୬ ମାସ ଯାଏଁ ହୁ ହୁ ହୋଇ ବଢିବ ସୁନା ଦର । […]
୧-ଓଜନ ମାପରେ ଠକୁଛନ୍ତି ସୁନା ଦୋକାନୀ, ଚଢାଉ କରିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି। ୨ -ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟରେ ପଡ଼ିବ ପ୍ରଚଣ୍ଡ ଶୀତ। ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୁତ ହେବ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୩-ଖାଦ୍ୟଯୋଗାଣ ବିଭାଗର ୩୨୭ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚଦାବି ଗୃହୀତ। ୪-ଡିଜି ପଦରୁ ହଟିଲେ ବିଜୟ ଶର୍ମା , ନୂଆ ଡିଜି ହେଲେ ଅଭୟ, […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 24 ରବିବାର ଦିନ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀକୁ ସମ୍ବୋଧିତ କରିବେ । ଯଦି ଆପଣଙ୍କ ପାଖରେ କିଛି ଅଭିନବ ପରାମର୍ଶ ଏବଂ ଅନ୍ତର୍ଦୃଷ୍ଟି ଅଛି ,ତ ଏହାକୁ ସିଧା ପ୍ରଧାନମନ୍ତ୍ରୀଙ୍କ ସହ ସେୟାର କରିବାର ଏକ ସୁଯୋଗ ଅଛି । ପ୍ରଧାନମନ୍ତ୍ରୀ ସେଥିରୁ କିଛି ଉତ୍ତମ ବିଚାର ଏବଂ ଅନ୍ତର୍ଦୃଷ୍ଟିକୁ ନିଜ ସମ୍ବୋଧନରେ ସାମିଲ କରିପାରନ୍ତି […]
୧-ଭାରତରେ ଲଞ୍ଚ ହେଲା ୟୁଟ୍ୟୁବର ପ୍ରିପେଡ୍ ମ୍ୟୁଜିକ୍ ସର୍ଭିସ୍, ମାତ୍ର ୧୦୯ ଟଙ୍କାରୁ ଆରମ୍ଭ। ୨-ଆଜି ପ୍ରଥମାଷ୍ଟମୀ।ମହାପ୍ରଭୁ ବଳଭଦ୍ର ହେବେ ପୋଢୁଆଁ। ସେଥିପାଇଁ ମାମୁଁ ଘର ଭାବେ ପରିଚିତ ନିଆଳିସ୍ଥିତ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଛି ପୋଢ଼ୁଆଁ ଭାର। ୩-ଲକ୍ଷ୍ନୌ ସମେତ ଦିଲ୍ଲୀର ଆଖପାଖ ଅଞ୍ଚଳରେ ଭୂମିକମ୍ପ, ଲୋକେ ଭୟଭୀତ। ୪-ଅନ୍ତର୍ଜାତୀୟ ସ୍ତରରେ ପୁଣି କିଟ୍କୁ ସମ୍ମାନ, ମିଳିଲା ଇଣ୍ଟରନ୍ୟାସନାଲାଇଜେସନ୍ ଷ୍ଟ୍ରାଟେଜିଜ୍ ଆଡଭାଇଜରୀ ସର୍ଭିସ୍ (ISAS) ବ୍ୟାଜ୍। ୫-ଭୁବନେଶ୍ୱର:ସେଞ୍ଚୁରିଆନ ୟୁନିଭରସିଟିର […]


