୧-ଟଳୁନି ପିଆଜ ସଂକଟ, ପୁଣି ଟପିଲା ୧୪୦। ୨-ଦୁଇ ଦିନିଆ କନ୍ଧମାଳ ଗସ୍ତ ଅବସରରେ ବିଭିନ୍ନ ବାଳାଶ୍ରମ, ଜରାଶ୍ରମ ଓ ଅନାଥାଶ୍ରମରେ ଶିଶୁ ଓ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ୩-କଟକରେ କ୍ରିକେଟ ଫିଭର, ଭାରତୀୟ ଖେଳାଳୀଙ୍କୁ ଉତ୍ସାହିତ କରିବା ପାଇଁ ବିରାଟ କୋହଲି, ଧୋନୀ, ଶିଖର ଧାଓ୍ଵନଙ୍କ ଭଳି ହେୟାର ଷ୍ଟାଇଲ କରୁଛନ୍ତି କ୍ରୀଡ଼ା ପ୍ରେମୀ। ୪-ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା […]

୧-UGC ଜାରି କଲା ଗାଇଡଲାଇନ ,ପ୍ରତି ଉଚ୍ଚ ଶିକ୍ଷାନୁଷ୍ଠାନରେ ନୁଆ ବର୍ଷରୁ ଫିଟନେସ ପିରିୟଡ଼। ୨-ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡସରେ ଓଡିଆ ଯୁବକ ଅମନ୍ ଛତ୍ରିଆ -ଗୋଟିଏ ମିନିଟରେ ସବୁଠୁ ଅଧିକ କିପ୍ ଅପସ କରି କଲେ ରେକର୍ଡ। ୩-କେନ୍ଦ୍ରାପଡ଼ା: ସାରଥୀଙ୍କ ଆଶ୍ରମ ଓ ସତ୍ଯମ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟଙ୍କ ନାମରେ ଥିବା ଆଉ ୩ଟି ପ୍ଲଟ୍ କୁ ନିଜ ଅକ୍ତିଆରକୁ ନେଲା ଇଡି। ୪-ଆଜି ଠାରୁ ଟୋଲଗେଟ୍ […]

୧-ବାଲେଶ୍ଵର ଷ୍ଟେସନରୁ ୯୭୦ ତୀର୍ଥଯାତ୍ରୀଙ୍କ ଟ୍ରେନରେ ହରିଦ୍ୱାର ଯାତ୍ରା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨-ଆଜି ଉତ୍ତର ଓଡିଶାରେ ହୋଇପାରେ ଅଳ୍ପ ବର୍ଷା , ବିଭିନ୍ନ ସ୍ଥାନରେ କୋହଲା ପାଗ ସହ କୁହୁଡି ସମ୍ଭାବନା।୧୫ରରୁ ବଢିବ ଶୀତ। ୩-ପୁରୀ:ଆଜିଠୁ ମେରାଇନ ଡ୍ରାଇଭ୍ ଇକୋ ରିଟ୍ରିଟ୍।୪୯ଦିନ ଧରି ଚାଲିବ, ଖର୍ଚ୍ଚ ହେବ ୪.୮୨ କୋଟି। ୪-୨୬ରେ କେତୁ ଗ୍ରସ୍ତ ସୂର୍ଯ୍ୟପରାଗ। ସକାଳ ୮ଟା ୨୦ମିନିଟ ୮ସେକେଣ୍ଡରେ ହେବ ଗ୍ରହଣ ସ୍ପର୍ଶ। […]

୧-ଭୁବନେଶ୍ୱର:୫୦ଲକ୍ଷର ଚୋରା ପଲିଥିନ ଜବତ।୫୦ହଜାର ଫାଇନ୍, ଘରମାଲିକକୁ ନୋଟିସ୍। ୨-5T ଅଧିନରେ ଉଚ୍ଚଶିକ୍ଷା ବିଭାଗ: ଶିକ୍ଷକ କରିବେ ୭ଘଣ୍ଟା ଡ୍ୟୁଟି, ଧନୀ ପିଲା ପାଇବେନି ଲାପଟପ୍‌। ୩-କନ୍ଧମାଳରେ ଖୋଲିଲା ବିକାଶର ବାଟ, କିସ୍‌ ଓ ଏମ୍‌ଡିଏଚ୍‌ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ।ବର୍ଷକ ମଧ୍ୟରେ ପ୍ରତିଷ୍ଠା ହେବ କିସ୍‌ର ଶାଖା। ୪-୫T ଅଧିନକୁ ଆସିଲା କୃଷି ବିଭାଗ: କୃଷି ଓ କୃଷକଙ୍କ କାର୍ଯ୍ୟଶୈଳିରେ ଉନ୍ନତି ଆସିବ, ମତାମତ ନେବେ ମୁଖ୍ୟମନ୍ତ୍ରୀ। ୫-ନାଗରିକତା […]

ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତା କାଲି (୧୩ ଡିସେମ୍ବର) ଦିନ ବାଲେଶ୍ୱର ଓ ହରିଦ୍ୱାର ମଧ୍ୟରେ ଏକ ବରିଷ୍ଠ ନାଗରିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଅଛି I ଓଡିଶା ସରକାରଙ୍କ ସହାୟତାରେ ଉତ୍ତର ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ ତୀର୍ଥ ଭ୍ରମଣ ପାଇଁ ସହାୟକ ହେବ I ୦୮୪୧୫/୦୮୪୧୬ ଭୁବନେଶ୍ୱର-ହରିଦ୍ୱାର-ଭୁବନେଶ୍ୱର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ସ୍ୱତନ୍ତ୍ର ଟ୍ରେନ ବାଲେଶ୍ୱର ଠାରୁ ଆସନ୍ତାକାଲି ପୂର୍ବାହ୍ନ ୧୧ଘ.୪୫ମି.ରେ […]

୧-ଆଉ ମିଳିବନି ଛାଡ , ଆସନ୍ତା ମାସ ୧୫ରେ ବିଲ୍ ନ ଦେଲେ ୧୬ରେ ବିଦ୍ୟୁତ୍ କାଟ୍ : ଚେତାଇଲେ ସେସୁ CEO ଅରୁଣ ବୋଥ୍ରା। ୨-୨୦୧୮ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ , ମିହିର ଦାସ ଶ୍ରେଷ୍ଠ ଅଭିନେତା, ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ।ବିଜୟ ମିଶ୍ର ପାଇବେ ଜୟଦେବ ପୁରସ୍କାର। ୩-ଭୁବନେଶ୍ବର: ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ରାଜ୍ୟରେ ଖୋଲିବ ୪୫ଟି […]

୧-ସରକାରୀ ଯୋଜନାରେ ଆଧାର ସଂଯୋଗ ବାଧ୍ୟତାମୂଳକ। ଆଧାର ଧରିବ ନକଲି ହିତାଧିକାରୀ। ୨-ଓଡିଶା ପୋଲିସ ନୂଆ ମୁଖ୍ୟଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ଡିଜିପି ଅଭୟ। ୩-ଜୟପୁର: ମାନସିକ ଚାପ ହେତୁ ଡିଇଓଙ୍କ କାର୍ଯ୍ୟାଳୟରେ ରଶି ଲଗାଇ ଆତ୍ମହତ୍ୟା କଲେ ଶିକ୍ଷକ ନିରଞ୍ଜନ ପଣ୍ଡା। ୪-ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ପ୍ରମୁଖ ସ୍ଥାନ ନେବ: ରାଷ୍ଟ୍ରପତି। ୫-ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ ଦର, ବଢୁଛି ଅଶୋଧିତ ତେଲ ଦାମ। […]

୧-କେନ୍ଦ୍ରାପଡ଼ାର ଜନମାନସର ପ୍ରତୀକ, ପ୍ରଖ୍ୟାତ ସମାଜବାଦୀ ନେତା, ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ନିର୍ଭୀକ, ନିଷ୍ଠାପର, ସଚ୍ଚୋଟ, ସତ୍ୟବାଦୀ, ସଂଗ୍ରାମୀ ବରପୁତ୍ର ସର୍ବମାନ୍ୟ ଜନନେତା ଭାଗବତ ପ୍ରସାଦ ମହାନ୍ତି, ଗତକାଲି ରାତିରେ 93 ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । କେନ୍ଦ୍ରାପଡ଼ା କଜଳl ଠାରେ ସେ ନିଜେ ନିର୍ମାଣ କରିଥିବା ଶ୍ମଶାନ ( ସ୍ୱର୍ଗଦ୍ୱାର ) ଠାରେ, ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ କରାଯିବ । ୨-ଦାରିଙ୍ଗବାଡିରେ ପାରଦ ୬.୫ […]

୧-ଓ୍ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ପ୍ରଥମ ଟି- ଟ୍ୱେଣ୍ଟି ମ୍ୟାଚ ଜିତିଲା ଭାରତ। ୨-୨ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିବେ। ୩-୧୫ ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ -୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଲାପଟପ ବଣ୍ଟନ ଆରମ୍ଭ। ୪-ରେଲଓ୍ଵେର ବଡ଼ କାର୍ଯ୍ୟାନୁଷ୍ଠାନ, ୩୨ ଅଫିସରଙ୍କୁ ବଳପୂର୍ବକ ଦିଆଗଲା ଅବସର। ୫-ଆସନ୍ତା ସୋମବାର ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ ୧୯୮୬ ବ୍ୟାଚର IPS ଅଫିସର ଅଭୟ। […]

୧-Google ସହ ଏବେ ‘ ଆଲ୍ଫାବେଟ୍’ର CEO ହେଲେ ସୁନ୍ଦର ପିଚାଇ। ୨-ବାଦାମବାଡି ବସଷ୍ଟାଣ୍ଡର ପ୍ରସ୍ଥାନ ଦ୍ବାରଠାରୁ ,ଜୟଶ୍ରୀ ସିନେମା ହଲ୍‌ ଯାଏଁ ହେବ ଓଭରବ୍ରିଜ:ବିଧାୟକ ସୌଭିକ୍ ବିଶ୍ବାଳ। ୩-ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜଙ୍କ ଶ୍ରୀବୃଦ୍ଧି:5T ସଚିବ । ୪-ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଜଟଣୀ ବିଇଓ ଅଫିସ୍‌ ସରପ୍ରାଇଜ୍‌ ଭିଜିଟ୍‌ ବେଳେ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ। ୫-ଯାଜପୁର: ୨୪ ଘଣ୍ଟା ପରେ ମୁକୁଳିଲେ […]

Pin It on Pinterest