ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ ଅଭିଯାନକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ କେବଳ ମହିଳା ଲୋକୋ ପାଇଲଟ, ସହାୟକ ଲୋକୋ ପାଇଲଟ ଏବଂ ଟ୍ରେନ ଗାର୍ଡ ମାନଙ୍କୁ ନେଇ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ପଲାସା ମଧ୍ୟରେ ଚଳାଚଳ I ସଶକ୍ତ ମହିଳା ମାନଦଣ୍ଡ ଠାରୁ ମଧ୍ୟ ଶକ୍ତିଶାଳୀ ଏବଂ ବର୍ଣ୍ଣନା ଠାରୁ ସୁନ୍ଦର ଅଟନ୍ତି I ପୁରୁଷ ମାନଙ୍କ […]

2003- SARS ଭୂତାଣୁ,ମୃତ୍ୟୁ ହାର 10%,26 ଦେଶ ପ୍ରଭାବିତ 2009-Swine flu ଭୂତାଣୁ,ମୃତ୍ୟୁ ହାର 4.5%,6 କୋଟି ଲୋକ ପ୍ରଭାବିତ 2014- EBOLA,ମୃତ୍ୟୁ ହାର 25%, 12000 ମୃତ୍ୟ 2020- Corona Virus , 80 ଦିନ ରେ 3200 ମୃତ୍ୟୁ, ମୃତ୍ୟୁ ହାର 3% ରୁ କମ୍ 4 ଟି ମଧ୍ୟରୁ Corona Virus COVID19 ଯୋଗୁଁ ମୃତ୍ୟୁ ହାର ସବୁଠାରୁ କମ୍,କିନ୍ତୁ ଏବେ ଏହି ରୋଗ ପାଇଁ […]

୧-ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସ ରେ ମୋ ବସ ରେ ମହିଳାଙ୍କୁ ମାଗଣା ଯାତ୍ରା ସୁବିଧା। ୨-ମଧ୍ୟପ୍ରଦେଶ ସରକାର ରେ ରାଜନୈତିକ ସଙ୍କଟ , ଘଡିକେ ଘୋଡା ଛୁଟୁଛି। ୩-ଆଜି ଜଷ୍ଟିସ ଅରଜିତ ପସାୟତ ଙ୍କ ଅଧ୍ୟକ୍ଷତା ରେ କଳାଧନ ସଂକ୍ରାନ୍ତୀୟ ଏସଆଇଟି ର କଟକ ରେ ବୈଠକ । ୪-ଆଜି ବର୍ଷା ଝଡ଼ ତୋଫାନ ପାଇଁ ୧୩ ଜିଲ୍ଲା କୁ ୱାର୍ଣ୍ଣିଙ୍ଗ । ଗତକାଲି ଲୋଇସିଙ୍ଗା , ଆଗଲପୁର, […]

୧-ମହିଳା ଟ୍ବେଣ୍ଟି-୨୦ ବିଶ୍ଵକପ : ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ। ୨-ଓଡିଶା ଆଶ୍ଵସ୍ଥ – ଏସସିବିରେ ସନ୍ଦିଗ୍ଧ କରୋନା ସଂକ୍ରମଣଙ୍କ ରକ୍ତ ନମୁନା ନେଗେଟିଭ। ୩-ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି, ତାହିର ହୁସେନ୍ ଗିରଫ, ୬୫୪ ମାମଲା ରୁଜ୍ଜୁ, ୧୮୨୦ ଗିରଫ। ୪-ଓଡ଼ିଶାର ଦୌଡ଼ରାଣୀ, ଗୋଲଡେନ୍‌ ଗାର୍ଲ ଦୂତି ଚାନ୍ଦଙ୍କୁ ମିଳିଲା ଟାଇମ୍ସ ଅଫ୍‌ ଇଣ୍ଡିଆ କ୍ରୀଡ଼ା ପୁରସ୍କାର ଅନ୍ତର୍ଗତ ଦେଶର ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍‌ ପୁରସ୍କାର। ୫-କରୋନା ପାଇଁ […]

୧-ଆଜି ଫଗୁ ଦଶମୀ, ଦୋଳଯାତ୍ରା ଆରମ୍ଭ,ସୁଦଶା ବ୍ରତ ଓ ପଞ୍ଚାୟତରାଜ ଦିବସ। ୨-ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104 ତମ ଜନ୍ମ ଜୟନ୍ତୀ, ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ୩-ପୃଥିବୀ ଆଡକୁ ମାଡି ଆସୁଛି ମାଉଣ୍ଟ ଏଭରେଷ୍ଟଠୁ ବଡ ବିଶାଳକାୟ ଉଲକା ପିଣ୍ଡ ।ଘଣ୍ଟା ପ୍ରତି ୩୧,୩୧୯ କିଲୋମିଟର ବେଗରେ ଆସୁଥିବା ଏହି ଉଲକା ପିଣ୍ଡକୁ ୫୨୭୬୮(1998 OR 2)ର ନାମ ଦିଆଯାଇଛି। ୪-ନୂଆ ଦିଲ୍ଲୀ:ଚିନ୍ତା ବଢ଼ାଇଲା କରୋନା, […]

୧-ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ପୁଣି ସେମିରେ ଭାରତ-ଇଂଲଣ୍ଡ ଟକ୍କର। ୨-ଏପ୍ରିଲ ୩ରେ ଗଣଶିକ୍ଷା ବିଭାଗ ପାଳିବ ପ୍ରବେଶ ଉତ୍ସବ। ୩-ପାଣିପାଗ: ଆଜିଠାରୁ ସାତ ତାରିଖ ଯାଏଁ ବର୍ଷିବ, ୮ରୁ ବଢିବ ତାତି। ୪-ରାଞ୍ଚି:କେଜ୍ରିଓ୍ଵାଲଙ୍କ ପଥରେ ହେମନ୍ତ ସରକାର, ମାଗଣାରେ ବିଜୁଳି ଓ ଋଣ ଛାଡ କରିବାକୁ ବଜେଟରେ ଘୋଷଣା। ୫-ବର୍ତ୍ତିଲାନି ବିଏମ୍‌ସି ଗାଡି : ୨ଟି ଅଳିଆ ବୁହା ଗାଡିକୁ ୩୨,୫୦୦ ଟଙ୍କାର ଫାଇନ୍। ୬-ପ୍ରଥମ ଥର କଟକ […]

୧-କାୟା ବଢାଉଛି କରୋନା: ଦିଲ୍ଲୀ, ତେଲେଙ୍ଗାନା ପରେ ଜୟପୁରରେ ମିଳିଲା କରୋନା ସନ୍ଦିଗ୍ଧ, ଆଲର୍ଟରେ ଡିଜିସିଏ। ୨-ଜରିମାନା ଦେଲା ସାରା ଓଡ଼ିଶା । ୨୪ ଘଣ୍ଟାରେ କୋଟିଏ ଟଙ୍କାର ଫାଇନ ଗଣିଲେ ଗାଡ଼ି ଚାଳକ, ମଦ ପିଇ ଗାଡ଼ି ଚଲାଇ କନେଷ୍ଟବଳ ଗିରଫ । ୩-ଭୁବନେଶ୍ୱର : ମୋ ସରକାରରେ ସାମିଲ ହୋଇଛି ଆଉ ୫ଟି ବିଭାଗ ।ସେଗୁଡ଼ିକ ହେଲା ସାମାଜିକ ସୁରକ୍ଷା ଏବଂ ଶସକ୍ତିକରଣ, ଜଳ ସଂପଦ, ହସ୍ତତନ୍ତ […]

୧-ପାଣିପାଗ: ଆଜି ରାଜ୍ୟର କିଛି ସ୍ଥାନରେ ସ୍ବଳ ବର୍ଷା ସମ୍ଭାବନା,୫ ଓ ୬ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା। ୨-୫୫ ପ୍ରତିଶତ ବିବାହିତ ଭାରତୀୟ ନିଜ ସାଥୀଙ୍କୁ ଦେଇଥାନ୍ତି ଧୋକା, ମହିଳା ଆଗରେ : ସର୍ଭେ ରିପୋର୍ଟ। ୩-କଟକ:ଡେଡ୍‌ଲାଇନ୍ ସରୁ ସରୁ ଧରପଗଡ ଜୋରଦାର, ବିନା ହେଲମେଟରେ ଗାଡ଼ି ଚଳାଇ ,୫ଶହ ମାଛ କିଣିବାକୁ ଆସି ହଜାରେ ଟଙ୍କାର ଗଣିଲେ ତଣ୍ଡ। ଆଜି ଠାରୁ ଗଳିକନ୍ଦିରେ […]

୧-ଚଳିତ ମାସ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ହେବାକୁ ଥିବା ବ୍ୟାଙ୍କ ଧର୍ମଘଟକୁ ପ୍ରତ୍ୟାହୃତ। ୨-ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଦୂତୀ ଚାନ୍ଦଙ୍କୁ ସ୍ୱର୍ଣ୍ଣ। ୩-ଶ୍ରୀକ୍ଷେତ୍ରରେ ଶ୍ରୀଜୀଉ ଓ ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହ। ୪-ଇସ୍ପାତ ଓ ତାପଜ ବିଦ୍ୟୁତ ଉତ୍ପାଦନକୁ ସରକାର ଙ୍କ ଗୁରୁତ୍ୱ, ୬୯୨୩ କୋଟିର ୩ ପ୍ରକଳ୍ପକୁ ହାଇଲେଭଲ୍ କ୍ଲିଅରାନ୍ସ। ୫-ଆଜିଠାରୁ କଟକ-ଭୁବନେଶ୍ବର ମଧ୍ୟରେ ଚାଲିବ ସ୍ବତନ୍ତ୍ର […]

ବିବାଦ ସାଂସଦଙ୍କ ପିଛା ଛାଡୁ ନଥିବାବେଳେ । ପୁଣି ଫସିଲେ ସାସଂଦ ଅନୁଭବ ମହାନ୍ତି । ଏମିତି ଏକ ଅଡୁଆରେ ଛନ୍ଦି ହୋଇ ପଡିଛନ୍ତି କେନ୍ଦ୍ରାପଡା ସାଂସଦ । ବିଗତ ଦିନରେ ଯଦି ଆମେ ସାସଂଦଙ୍କ ରାଜନୈତିକ କ୍ୟାରିୟର ଉପରେ ନଜର ପକାଇବା । ତେବେ ନିଶ୍ଚିନ୍ତ ରୂପେ ମାନ୍ୟବର ସାଂସଦଙ୍କ ନାମରେ ଛୋଟବଡ ବହୁ ଘଟଣାକୁ ନେଇ ବିଭିନ୍ନ କେସ୍ ମାନ ଦାୟର କରାଯାଇଥିବା ବେଳେ । ଆଜି […]

Pin It on Pinterest