ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ପାଇଁ ରେଳବାଇ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ I ଭୁବନେଶ୍ୱର ରେଳଷ୍ଟେସନରପୁନଃ ବିକାଶ ପାଇଁ ଆଜି ନୂଆଦିଲ୍ଲୀ ସ୍ଥିତ ଉଦ୍ୟୋଗ ଭବନଠାରେ ଉଭୟ ରେଳବାଇ ଓ ରାଜ୍ୟ ସାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଅଛି I ରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହ ଓ ଓଡିଶା ସରକାରଙ୍କ ପକ୍ଷରୁ […]
ପ୍ଲାଷ୍ଟିକ ବଦଳରେ ପ୍ୟାକେଜିଙ୍ଗ ପାଇଁ ନୂତନ ବିଚାରଧାରା ପ୍ରତି ପୂର୍ବତଟ ରେଳପଥ ର ଗୁରୁତ୍ୱାରୋପ – ପ୍ଲାଷ୍ଟିକ ପ୍ରଦୂଷଣ ସମ୍ବନ୍ଧରେ ଆଲୋଚନାଚକ୍ର ସ୍ୱଚ୍ଛତା ହିଁ ସେବା – ସ୍ୱଚ୍ଛତା ପକ୍ଷ୍ୟ-୨୦୧୯ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ପରିବେଶ ପ୍ରଦୂଷଣ ଓ ପ୍ଲାଷ୍ଟିକ ମୁକ୍ତ ରାଷ୍ଟ୍ର ଗଠନ ସମ୍ବନ୍ଧରେ ଆଲୋଚନାଚକ୍ର ହୋଇଯାଇଅଛି I ଏହି ଅବସରରେ ଯୋଗଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳପରିସର, ଟ୍ରେନ, ରେଳବାଇ […]
୧-ସୁବାସ ଚୌହାନ ହେଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ। ୨-ନବରଙ୍ଗପୁର:ବଦଳୁଛି ସମୟ, ବଦଳୁଛି ବି ସମାଜ। ବିଧବା ବୋହୂର କନ୍ୟା ଦାନ କଲେ ଶ୍ବଶୁର। ୩-ଶିକ୍ଷାନୁଷ୍ଠାନ ଗୁଡିକରେ ରାଗିଂ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଉଦବେଗ, ଗାଇଡ ଲାଇନର ପାଳନ ଜଣାଇବାକୁ ନିର୍ଦ୍ଦେଶ। ୪-ବଢ଼ିଲା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ କାର୍ଯ୍ୟ ସମୟ। ଏଣିକି ସକାଳ ସାଢେ ୯ଟାରୁ ସାଢେ ୪ଟା ପର୍ୟ୍ୟନ୍ତ ସ୍କୁଲରେ ରହିବେ ଶିକ୍ଷକ-ଶିକ୍ଷୟତ୍ରୀ । ୫-ରେଳ କର୍ମଚାରୀଙ୍କୁ ପୂଜା […]
୧-ତିନି ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା। ୨୦ ହଜାର ସରକାରୀ ଚାକିରିଆ ଓ ୯ ହଜାର ନାବାଳକ ପାଇଛନ୍ତି କାଳିଆ ଟଙ୍କା। ଅର୍ଥ କିଭଳି ଫେରିବ ଏବେ ସରକାରଙ୍କ ପାଇଁ ଏହା ଅଡୁଆସୂତା। ୨-ମୋଟ ୪୦ଟି ଖଣି ନିଲାମ ହେବା ନେଇ ସୂଚନା ଦେଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ୩-ମାଲକାନଗିରି: ଡ୍ରାଇଭର ସହ ମିଶି ରୋଗୀକୁ ପାଞ୍ଚ କିଲୋମିଟର କାନ୍ଧରେ ବୋହି ରୋଗୀର […]
୧-ପୂର୍ବତନ ବିଧାୟକଙ୍କୁ ନୋଟିସ୍, ଜଲଦି କ୍ବାର୍ଟର ଛାଡ ନଚେତ କଟାଯିବ ବିଜୁଳି ଓ ପାଣି : ବାଚସ୍ପତି। ୨-ଆସନ୍ତା ୨୦ରୁ କିଟ୍ ଆନ୍ତର୍ଜାତିକ ଛାୟା ଜାତିସଂଘ, କୂଟନୈତିକ ଓ ରାଜନୈତିକ ପ୍ରସଙ୍ଗର ଯୁକ୍ତି ହେବ ଉପସ୍ଥାପନ।ବିଶ୍ୱର ବିଭିନ୍ନ ଅନୁଷ୍ଠାନର ୨୫ ଶହରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ପାଇଁ କଲେ ନାମ ପଞ୍ଜୀକରଣ । ୩-ଏଣିକି ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ବାଦାମବାଡ଼ି ଯାଉଥିବା ସମସ୍ତ ବସ୍, ଫ୍ଲାଏ ଓଭର ତଳକୁ […]
୧-ପୁଲିସ ଡରରେ ନୁହେଁ ନିଜ ସୁରକ୍ଷା ପାଇଁ ହେଲମେଟ୍ ପିନ୍ଧନ୍ତୁ – ଡିସିପି ସାଗରିକା ନାଥ। ୨-ଶେଷରେ ରାଜହଂସ ଦ୍ବୀପରୁ ଉଦ୍ଧାର ହେଲା ମାଲେସିଆ ଜାହାଜ ଜିନ୍ ହ୍ଵା, ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରିବାରେ ସଫଳ ହେଲା ସିଙ୍ଗାପୁରର MV-ଚିତା। ୩-ବୈ।ଦ୍ଧ:ଜଣେ ଚାଷୀଙ୍କ ଅଭିନବ ପ୍ରୟାସ ; ତିଆରି କଲେ ବ୍ୟାଟେରି ଚାଳିତ ସାଇକେଲ। ୪-ଅନୁଗୁଳ:ଜିଲ୍ଲାପାଳଙ୍କ ଆକାଉଣ୍ଟରୁ ୬୦ଲକ୍ଷ ଟଙ୍କା ହଡପ କଲେ HDFCବ୍ୟାଙ୍କ୍ ମ୍ୟାନେଜର ଶକ୍ତି […]
୧-ଆଜି କିଟ୍ ଆସୁଛନ୍ତି ଶଙ୍କରାଚାର୍ଯ୍ୟ,ସଂଧ୍ୟାରେ ଉଦ୍ଘାଟନ କରିବେ କିଟ୍ର ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାର। ୨-୧୮ ସଂସଦୀୟ କମିଟିରେ ରହିଲେ ଓଡ଼ିଆ ସାଂସଦ: ବୈଦେଶିକ ବ୍ୟାପାର କମିଟିର ସଦସ୍ୟ ହେଲେ ଡଃ ଅଚ୍ୟୁତ ସାମନ୍ତ । ୩-ଶରତର ଧଳା ମେଘ ଭର୍ତ୍ତି ଆକାଶ ତଳେ କାଶତଣ୍ଡୀର ସମ୍ଭାର: ପାର୍ବଣ ଆଗମନର ଦେଲାଣି ସୂଚନା… ୪-ସମ୍ବଲପୁର: ଟ୍ରକ ମାଲିକକୁ ୬ ଲକ୍ଷ ୪୦ହଜାର ୧୦୦ ଟଙ୍କା ଫାଇନ।ଟ୍ରକଟି ଏବେ ପରିବହନ ହେପାଜତରେ। ୫-‘ମୋ […]
ବାସ୍ତବ ବ୍ୟୁରୋ(ଭୁବନେଶ୍ୱର)-ପୂର୍ତ୍ତ ବିଭାଗ ତରଫରୁ “ସ୍ୱଚ୍ଛତା ହିଁ ସେବା” ଅଭିଯାନ ୧୧ ସେପ୍ଟେମ୍ବର ଠାରୁ ଆରମ୍ଭ କରାଯାଇଅଛି | ସର୍ବପରି ବର୍ଜ୍ୟ ପ୍ଲାଷ୍ଟିକ୍ ସମ୍ପ୍ରତି ପରିବେଶ ପ୍ରତି ଏକ ଭୀଷଣ ବିପଦ ସୃଷ୍ଟି କରୁଅଛି | ଏହାର କୁପ୍ରଭାବ ମାଟି,ପାଣି,ପବନ, ସାଧାରଣ ସ୍ୱାସ୍ଥ୍ୟ ତଥା ସାମୁହିକ ଜୀବନଶୈଳୀକୁ ପ୍ରଭାବିତ କରୁଛି | ଅତ୍ୟଧିକ ପ୍ଲାଷ୍ଟିକ୍ ର ବ୍ୟବହାର ସାଙ୍ଗକୁ ସଂକ୍ଷିପ୍ତ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ସହର ତଥା ଗ୍ରାମ୍ୟ ଜୀବନକୁ […]
୧-ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ହଟିବ ଅନ୍ଧାର,ଲାଗିବ ୧୦୦୦ସୈ।ର ଲାଇଟ୍: ଅପରାଜିତା ୨-ପ୍ରଶିକ୍ଷଣ ଶିବିରରେ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଲୋକଙ୍କ ସହ ରୁହ, ସରଳ ଜୀବନ ଅତିବାହିତ କର। ୩-ପୁରୀର ବିକାଶ ପାଇଁ ୫ ଆଇଏଏସ୍ ଅଫିସରଙ୍କ କାନ୍ଧରେ ଗୁରୁ ଦାୟିତ୍ୱ।ସେମାନେ ହେଲେ ସୂର୍ଯ୍ୟବଂଶୀ ମୟୂର ବିକାଶ, କୀର୍ତ୍ତିଭାସନ ଭି., ଡକ୍ଟର ଶୁଭଙ୍କର ମହାପାତ୍ର, ଜେ. ସୋନାଲ ଓ ଭୁବନେଶ ଦେବଦାସ ପାଟିଲ। ୪-ପାର୍ବଣ ପୂର୍ବରୁ ଅପରାଧି ହେବେ ସାବାଡ୍ : […]
ମାନ୍ଦାବସ୍ଥାର ମୁକାବିଲା ପାଇଁ ,ମନମୋହନଙ୍କ ୬ସୂତ୍ରୀ ଫର୍ମୁଲା…ମୋଦିଙ୍କ ପାଇଁ । ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ପାଇଁ ,ଦେଶର ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କଡା ସମାଲୋଚନା କରିଛନ୍ତି ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ। ସେ କହିଛନ୍ତି ଗଣମାଧ୍ୟମରେ ଚର୍ଚ୍ଚା ରେ ରହିବା ପାଇଁ ଆଗଭର ନହୋଇ ,ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ଚେଷ୍ଟା କରିବା ଦରକାର । ଏକ ଇଂରାଜୀ ସମ୍ବାଦପତ୍ରକୁ ସାଖ୍ୟାତକାର ଦେଇ କହିଛନ୍ତି ,ଦେଶ ମାନ୍ଦାବସ୍ଥା କବଳରେ,ହେଲେ […]


