୧-କରୋନା ସଂକ୍ରମଣ – ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ।ତିନିହଜାର ୪୮୪ ଜଣଙ୍କର ମୃତ୍ୟୁ:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨-୧୦ରୁ ଲଗାତର ତିନିଦିନ ଯାଏଁ ଘଡଘଡି ସହ ବର୍ଷା ସମ୍ଭାବନା। ୩-ହକି ଇଣ୍ଡିଆ ବାର୍ଷିକ ପୁରସ୍କାର : ଓଡ଼ିଶାକୁ ହକି ଇଣ୍ଡିଆ ପ୍ରେସିଡେଣ୍ଟର୍ସ ଟ୍ରଫି, ଦୀପ୍‌ଗ୍ରେସ ସମ୍ମାନୀତ। ୪-ନବୀନଙ୍କ ମହିଳା ଦିବସ ଭେଟି:ମିଶନ ଶକ୍ତି ଏବେ ସ୍ବତନ୍ତ୍ର ବିଭାଗ, ଶ୍ରେଷ୍ଠ ଅଙ୍ଗନବାଡ଼ି କେନ୍ଦ୍ର,SHG ଓ ବ୍ୟାଙ୍କକୁ ପୁରସ୍କାର। ୫-କନ୍ଧମାଳ:MGNREGS ଟଙ୍କା ଉଠାଇ […]

୧-ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସ ରେ ମୋ ବସ ରେ ମହିଳାଙ୍କୁ ମାଗଣା ଯାତ୍ରା ସୁବିଧା। ୨-ମଧ୍ୟପ୍ରଦେଶ ସରକାର ରେ ରାଜନୈତିକ ସଙ୍କଟ , ଘଡିକେ ଘୋଡା ଛୁଟୁଛି। ୩-ଆଜି ଜଷ୍ଟିସ ଅରଜିତ ପସାୟତ ଙ୍କ ଅଧ୍ୟକ୍ଷତା ରେ କଳାଧନ ସଂକ୍ରାନ୍ତୀୟ ଏସଆଇଟି ର କଟକ ରେ ବୈଠକ । ୪-ଆଜି ବର୍ଷା ଝଡ଼ ତୋଫାନ ପାଇଁ ୧୩ ଜିଲ୍ଲା କୁ ୱାର୍ଣ୍ଣିଙ୍ଗ । ଗତକାଲି ଲୋଇସିଙ୍ଗା , ଆଗଲପୁର, […]

୧-ମହିଳା ଟ୍ବେଣ୍ଟି-୨୦ ବିଶ୍ଵକପ : ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ। ୨-ଓଡିଶା ଆଶ୍ଵସ୍ଥ – ଏସସିବିରେ ସନ୍ଦିଗ୍ଧ କରୋନା ସଂକ୍ରମଣଙ୍କ ରକ୍ତ ନମୁନା ନେଗେଟିଭ। ୩-ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି, ତାହିର ହୁସେନ୍ ଗିରଫ, ୬୫୪ ମାମଲା ରୁଜ୍ଜୁ, ୧୮୨୦ ଗିରଫ। ୪-ଓଡ଼ିଶାର ଦୌଡ଼ରାଣୀ, ଗୋଲଡେନ୍‌ ଗାର୍ଲ ଦୂତି ଚାନ୍ଦଙ୍କୁ ମିଳିଲା ଟାଇମ୍ସ ଅଫ୍‌ ଇଣ୍ଡିଆ କ୍ରୀଡ଼ା ପୁରସ୍କାର ଅନ୍ତର୍ଗତ ଦେଶର ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍‌ ପୁରସ୍କାର। ୫-କରୋନା ପାଇଁ […]

୧-ଆଜି ଫଗୁ ଦଶମୀ, ଦୋଳଯାତ୍ରା ଆରମ୍ଭ,ସୁଦଶା ବ୍ରତ ଓ ପଞ୍ଚାୟତରାଜ ଦିବସ। ୨-ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104 ତମ ଜନ୍ମ ଜୟନ୍ତୀ, ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ୩-ପୃଥିବୀ ଆଡକୁ ମାଡି ଆସୁଛି ମାଉଣ୍ଟ ଏଭରେଷ୍ଟଠୁ ବଡ ବିଶାଳକାୟ ଉଲକା ପିଣ୍ଡ ।ଘଣ୍ଟା ପ୍ରତି ୩୧,୩୧୯ କିଲୋମିଟର ବେଗରେ ଆସୁଥିବା ଏହି ଉଲକା ପିଣ୍ଡକୁ ୫୨୭୬୮(1998 OR 2)ର ନାମ ଦିଆଯାଇଛି। ୪-ନୂଆ ଦିଲ୍ଲୀ:ଚିନ୍ତା ବଢ଼ାଇଲା କରୋନା, […]

୧-ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ପୁଣି ସେମିରେ ଭାରତ-ଇଂଲଣ୍ଡ ଟକ୍କର। ୨-ଏପ୍ରିଲ ୩ରେ ଗଣଶିକ୍ଷା ବିଭାଗ ପାଳିବ ପ୍ରବେଶ ଉତ୍ସବ। ୩-ପାଣିପାଗ: ଆଜିଠାରୁ ସାତ ତାରିଖ ଯାଏଁ ବର୍ଷିବ, ୮ରୁ ବଢିବ ତାତି। ୪-ରାଞ୍ଚି:କେଜ୍ରିଓ୍ଵାଲଙ୍କ ପଥରେ ହେମନ୍ତ ସରକାର, ମାଗଣାରେ ବିଜୁଳି ଓ ଋଣ ଛାଡ କରିବାକୁ ବଜେଟରେ ଘୋଷଣା। ୫-ବର୍ତ୍ତିଲାନି ବିଏମ୍‌ସି ଗାଡି : ୨ଟି ଅଳିଆ ବୁହା ଗାଡିକୁ ୩୨,୫୦୦ ଟଙ୍କାର ଫାଇନ୍। ୬-ପ୍ରଥମ ଥର କଟକ […]

୧-କାୟା ବଢାଉଛି କରୋନା: ଦିଲ୍ଲୀ, ତେଲେଙ୍ଗାନା ପରେ ଜୟପୁରରେ ମିଳିଲା କରୋନା ସନ୍ଦିଗ୍ଧ, ଆଲର୍ଟରେ ଡିଜିସିଏ। ୨-ଜରିମାନା ଦେଲା ସାରା ଓଡ଼ିଶା । ୨୪ ଘଣ୍ଟାରେ କୋଟିଏ ଟଙ୍କାର ଫାଇନ ଗଣିଲେ ଗାଡ଼ି ଚାଳକ, ମଦ ପିଇ ଗାଡ଼ି ଚଲାଇ କନେଷ୍ଟବଳ ଗିରଫ । ୩-ଭୁବନେଶ୍ୱର : ମୋ ସରକାରରେ ସାମିଲ ହୋଇଛି ଆଉ ୫ଟି ବିଭାଗ ।ସେଗୁଡ଼ିକ ହେଲା ସାମାଜିକ ସୁରକ୍ଷା ଏବଂ ଶସକ୍ତିକରଣ, ଜଳ ସଂପଦ, ହସ୍ତତନ୍ତ […]

୧-ପାଣିପାଗ: ଆଜି ରାଜ୍ୟର କିଛି ସ୍ଥାନରେ ସ୍ବଳ ବର୍ଷା ସମ୍ଭାବନା,୫ ଓ ୬ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା। ୨-୫୫ ପ୍ରତିଶତ ବିବାହିତ ଭାରତୀୟ ନିଜ ସାଥୀଙ୍କୁ ଦେଇଥାନ୍ତି ଧୋକା, ମହିଳା ଆଗରେ : ସର୍ଭେ ରିପୋର୍ଟ। ୩-କଟକ:ଡେଡ୍‌ଲାଇନ୍ ସରୁ ସରୁ ଧରପଗଡ ଜୋରଦାର, ବିନା ହେଲମେଟରେ ଗାଡ଼ି ଚଳାଇ ,୫ଶହ ମାଛ କିଣିବାକୁ ଆସି ହଜାରେ ଟଙ୍କାର ଗଣିଲେ ତଣ୍ଡ। ଆଜି ଠାରୁ ଗଳିକନ୍ଦିରେ […]

୧-ଆମେରିକା ପହଞ୍ଚିବା ପରେ ଟ୍ରମ୍ପଙ୍କ ଟ୍ୱିଟ୍ : ‘India was great, trip very sucessful’। ୨-ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା, ମୂଲ୍ୟାୟନ କାର୍ଯ୍ୟରେ ଅବହେଳା କଲେ ଅଧ୍ୟାପକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ୩-୩୦ ଦେଶକୁ ବ୍ୟାପିଲାଣି କରୋନା ସଂକ୍ରମଣ – ୯ଟିରେ ସ୍ଥିତି ଉଦବେଗଜନକ,୧୨ ହଜାର ସଂକ୍ରମିତ ଏବେ ସୁସ୍ଥ। ୪-ରାୟଗଡ଼ାରେ ସର୍ବାଧିକ ଛାତ୍ରଛାତ୍ରୀ ଅଧାରୁ ପାଠପଢା ଛାଡ଼ୁଛନ୍ତି। ୫-ଭୁବନେଶ୍ୱର:ଏଥର ୭୦୦କୋଟି ଟଙ୍କାର ବଜେଟ୍‌ […]

୧-ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ: ମହାମାରୀ ପାଲଟି ପାରେ କରୋନା। ୨-ରାଜଧାନୀରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ ନାହିଁ କୌଣସି ଭୟ, ସ୍ପଷ୍ଟ କଲେ ରାଜ୍ୟ ସରକାର। ୩-ମାର୍ଚ୍ଚ ପହିଲାରୁ ପୁଣି ଟ୍ରାଫିକ ଧରପଗଡ ହେବ ଜୋରଦାର। ୪-ପତ୍ନୀ ହତ୍ୟାକାରୀ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ ଜେଲ୍, ସ୍ତ୍ରୀଙ୍କୁ ହତ୍ୟା ପରେ ୩୦୦ ଖଣ୍ଡ କରିଥିଲେ ଡାକ୍ତର। ୫-କାଲୁଆ କରୁଛି ଅଦିନିଆ ବର୍ଷା।ଆହୁରି ୨୪ ଘଣ୍ଟାଯାଏ ଭିଜିବ ଓଡିଶା, […]

ବାସ୍ତବ ବ୍ୟୁରୋ- ଆଜି ସକାଳ ୧୧:୪୦ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌,ପତ୍ନୀ ମେଲାନିଆ, କନ୍ୟା ଇଭାଙ୍କା ଟ୍ରମ୍ପ ଏବଂ ଜାମାତା ଜାର୍ଡ କୁସ୍‌ନର୍‌ ସହିତ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ନିଜେ ବିମାନ ବନ୍ଦରରେ ପହଞ୍ଚି ଟ୍ରମ୍ପଙ୍କୁ ସ୍ବାଗତ କରିଥିଲେ। ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ମଧ୍ୟ ବିମାନବନ୍ଦରରେ ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଉପସ୍ଥିତ ଥିଲେ। ଟ୍ରମ୍ପ ସାବରମତି ଆଶ୍ରମ ଯାଇ […]

Pin It on Pinterest