୧-ଜିଓ ୟୁଜର୍ସଙ୍କ ପାଇଁ ବଡ ଅଫର, ମେ’ ୩ ପର୍ଯ୍ୟନ୍ତ ବଢିଲା ପ୍ରିପେଡ୍ ପ୍ଲାନ୍ର ବୈଧତା। ୨-ଭୁବନେଶ୍ୱର:ଦୂରଦର୍ଶନ ମାଧ୍ୟମରେ ପଢିବେ ପିଲା, ପ୍ରସାରିତ ହେବ ଦଶମ ଶ୍ରେଣୀ ପାଠ। ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ହେବ କ୍ଲାସ୍। ୩-ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ରଚିଲା ତାଣ୍ଡବ, ଛପର ଉଡ଼ାଇନେଲା, ଗଛ ଜାଳି ଦେଲା। ୪-ନୁଆ ଲକଡାଉନ୍ ନିର୍ଦ୍ଦେଶନାମା: ଗାଁ ରେ ବେଶୀ କୋହଳ,୨୦ରୁ ଲାଗୁ। ଖୋଲିବ ମୋବାଇଲ ଓ […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ-ଦେଶରେ ଏପ୍ରିଲ୍ ୨୦ରୁ କାର୍ଯ୍ୟକ୍ଷମ ହେବାକୁ ଥିବା ସେବାଗୁଡିକର ତାଲିକା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଟ୍ୱିଟରରେ ଏହି ତାଲିକା ପ୍ରକାଶ କରିବାବେଳେ ସ୍ପଷ୍ଟ କରିଛନ୍ତି ଯେ, କଣ୍ଟେଣ୍ଟମେଣ୍ଟ ଜୋନରେ ଏହା ଲାଗୁ ହେବ ନାହିଁ । ମେ ୩ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବଢ଼ିଥିବାବେଳେ ଶିଳ୍ପ ଏବଂ ବ୍ୟବସାୟିକ କାର୍ଯ୍ୟକଳାପର ପୁନରୁତ୍ଥାନ ପାଇଁ କେନ୍ଦ୍ର ସରକାର ଆଜି ନିର୍ଦ୍ଦେଶନାମା ଜାରି […]
୧-UGC ପକ୍ଷରୁ ଅଧ୍ଯକ୍ଷ ଓ କୁଳପତିଙ୍କୁ ଚିଠି: ପରୀକ୍ଷା ଓ ଶିକ୍ଷା କ୍ୟାଲେଣ୍ଡର ପାଇଁ ଜାରି ହେବ ନିୟମାବଳୀ। ୨-ତାଲାବନ୍ଦ ବେଳେ ଅଟକିବନି ଚାଷୀ ଭାଇର କାମ । ସମସ୍ୟାର ସମାଧାନ ପାଇଁ ସରକାର ଜାରି କଲେ ହେଲ୍ପଲାଇନ୍ ନମ୍ବର:୧୮୦୦୧୦୨୫୧୬୬ ୩-ଏବେଠୁ ସର୍ବସାଧାରଣରେ ଛେପ ପକାଇବା ମନା, ସାରା ରାଜ୍ୟରେ ଲାଗୁ ହେଲା କଟକଣା। ୪-ଭୁବନେଶ୍ୱର:ସେବା ଯୋଗାଇପାରିବେ ଓଲା ଓ ଉବେର, କେବଳ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ନେବା […]
ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଡାଉନ୍ ଲୋଡ୍ କରନ୍ତୁ bastabtv APP ଆପଣଙ୍କ ସ୍ମାର୍ଟଫୋନ୍ ରେ….. କରୋନା ସମ୍ପର୍କିତ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ତାଲାବନ୍ଦରେ ଲଘୁ ବନ ଉତ୍ପାଦ ସଂଗ୍ରହ ଉପରେ କଟକଣାକୁ କୋହଳ କରାଯାଇଛି । ସେହିପରି ଫସଲ ଅମଳ ଉପରେ ମଧ୍ୟ କଟକଣା ନାହିଁ । ଲକ୍ ଡାଉନ […]
ଓଡ଼ିଆ ଜାତିର ସ୍ଵାଭିମାନର ପ୍ରତୀକ , ମହାନ୍ ସ୍ଵାଧୀନତା ସଂଗ୍ରାମୀ , ଦୁଃସାହସିକ ରାଜନୀତିଜ୍ଞ , ବିଶ୍ଵବନ୍ଦିତ ଭୂମିପୁତ୍ର , ଝଡର ଇଗଲ୍ , ମାଟିର ମୂର୍ତ୍ତିକାର , ନବ ଉତ୍କଳର ବିଚିତ୍ର ବିନ୍ଧାଣି , ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ , ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ତେଇଶିତମ ଶ୍ରାଦ୍ଧବାର୍ଷିକୀରେ “ବାସ୍ତବ ଟିଭି ପରିବାରର ଗଭୀର ଶ୍ରଦ୍ଧାଞ୍ଜଳି । ୧-କାଶ୍ମୀରରେ ଆତଙ୍କ ପାଇଁ ଆଫଗାନିସ୍ତାନରେ ଲୁଚି ଛପି ଆତଙ୍କବାଦୀକୁ ପ୍ରଶିକ୍ଷଣ ଦେଉଛି […]
ବାସ୍ତବ ବ୍ୟୁରୋ-ଅନଲାଇନ୍ ରିଟେଲ କମ୍ପାନୀଗୁଡିକ ଯେମିତି କି ଫ୍ଲିପକାର୍ଟ, ଆମାଜନ୍ ଓ ପେଟିଏମ୍ ମଲ୍ ୨୦ ଏପ୍ରିଲ ପରେ କାର୍ଯ୍ୟକ୍ଷମ ହେବ। କିନ୍ତୁ ଇ-ବାଣିଜ୍ୟ କମ୍ପାନୀଗୁଡିକର ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇବା ପାଇଁ ଅନୁମତି ମିଳିବ ନା କେବଳ ଜରୁରୀ ସାମଗ୍ରୀ ପାଇଁ ଅନୁମତି ଦିଆଯିବ ବୋଲି ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ଏହି ବିଷୟରେ କିଛି ଦ୍ୱନ୍ଦ ରହିଥିବାରୁ କମ୍ପାନୀଗୁଡିକ ଗୃହମନ୍ତ୍ରଣାଳୟର ସ୍ପଷ୍ଟୀକରଣରୁ ଅପେକ୍ଷା କରିଛନ୍ତି । […]
ବାସ୍ତବ ବ୍ୟୁରୋ-କରୋନା ସମ୍ପର୍କିତ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ତାଲାବନ୍ଦ ନିୟମକୁ ସବୁ ରାଜ୍ୟର ସରକାର କଡ଼ାକଡ଼ି କରୁଛନ୍ତି । ଏହାସହ ଲୋକମାନେ କିପରି ହଇରାଣ ନହେବେ ସେନେଇ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ର ଉପଲବ୍ଧତାକୁ ନିରୀକ୍ଷଣ କରାଯାଉଛି । ଜରୁରୀ ସାମଗ୍ରୀ ଯୋଗାଇ ଦେବା ପାଇଁ ରାଜ୍ୟଗୁଡ଼ିକୁ ଗାଇଡ଼ଲାଇନ ମଧ୍ୟ ଜାରି କରାଯାଇଛି । […]
ବାସ୍ତବ ବ୍ୟୁରୋ-ଏପ୍ରିଲ୍ ୧୬ ତାରିଖ ସକାଳ ୧୨:୩୦ଟା ସୁଦ୍ଧା ସମଗ୍ର ଦେଶରେ ୧୨,୪୫୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୪୨୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ବାସ୍ତବ ବ୍ୟୁରୋ-ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । କରୋନା ସମ୍ପର୍କିତ ସମସ୍ତ ରାଜ୍ୟ ମାନଙ୍କ ସହିତ ଆଲୋଚନା କରାଯାଇଛି । ହଟସ୍ପଟ୍ ଓ କଣ୍ଟେନମେଣ୍ଟ ଜୋନ ବିଷୟରେ ଆଲୋଚନା ମଧ୍ୟ ହୋଇଛି । ରାଜ୍ୟ ଓ କେନ୍ଦ୍ର ଉଭୟ କରୋନା ବିରୋଧରେ ମିଳିତ ଉଦ୍ୟମରେ ଲଢ଼େଇ ଜାରି ରଖିଛନ୍ତି […]
ବାସ୍ତବ ବ୍ୟୁରୋ- ନୂଆ ଗାଇଡଲାଇନର ୧୦ ଅତି ଗୁରୁତ୍ବପୂର୍ଣ୍ଣ ନିୟମ । ୧. ମାସ୍କ୍ ପିନ୍ଧନ୍ତୁ। କର୍ମସ୍ଥଳୀ ଓ ସାର୍ବଜନୀନସ୍ଥାନରେ ସରକାର ଏହାକୁ ବାଧ୍ୟତାମୂଳକ କରିଛନ୍ତି। ୨. ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ପଡ଼ିବ। ୩. ଗୁଟ୍କା, ତମାଖୁ ଏବଂ ନିଶାଦ୍ରବ୍ୟ ନିଷିଦ୍ଧ କରାଯାଇଛି। ୪. ସାର୍ବଜନୀନ ସ୍ଥାନ କିଂବା କୌଣସି ପ୍ରତିଷ୍ଠାନରେ ପାଞ୍ଚଜଣରୁ ଅଧିକ ଜନସମାବେଶ ନିଷେଧ। ସୁପରଭାଇରଜର୍ମାନେ ଏହାର ପର୍ଯ୍ୟବେକ୍ଷଣ କରିବେ। ବିବାହ ଓ ଶବ […]


