ବାସ୍ତବ ବ୍ୟୁରୋ-ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ତରଫରୁ ଦେଶରେ କରୋନା ସମ୍ପର୍କିତ ଅପଡ଼େଟ୍ ଦିଆଯାଇଛି । ସେ କହିଛନ୍ତି ଯେ ୧୭ଟି ଜିଲ୍ଳାରେ ୨୮ଦିନ ହେଲା କୌଣସି ପଜିଟିଭ୍ କେସ୍ ସାମ୍ନାକୁ ଆସିନାହିଁ । ଦେଶରେ ଏବେ ୨୮ହଜାର ୪୩୫ ପଜିଟିଭ୍ କେସ୍ ରହିଛି । ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୯୩୪କୁ ବୃଦ୍ଧି ପାଇଛି । ଏହାସହ ୬ହଜାର […]

୧-ଆଜି ଓଡିଶା ରେ ନୂଆ ୭ ଜଣ covid-19 ରୋଗୀ ଚିହ୍ନଟ। ସେମାନଙ୍କ ମଧ୍ୟରୁ ୪ ଜଣ ରୋଗୀ ସୁନ୍ଦରଗଡ ଜିଲ୍ଲା ଓ 3 ଜଣ ଭଦ୍ରକ ଜିଲ୍ଲା ର ବୋଲି କୁହାଯାଉଛି। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୧୮ ରେ ପହଁଚିଲା। ୨-ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା: ହଟସ୍ପଟରେ ଜାରି ରହିବ ଲକ୍ ଡାଉନ୍। ୩-ତିନି ଜାହାଜରେ ଉପସାଗରୀୟ ଅଞ୍ଚଳରୁ ଫେରିବେ ଭାରତୀୟ,ଉପସାଗରୀୟ ଦେଶରେ ରହୁଛନ୍ତି […]

 ବାସ୍ତବ ବ୍ୟୁରୋ-ପ୍ରତିଦିନ ଭଳି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ଦେଶରେ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦେଶରେ ରାପିଡ ଆଣ୍ଟିବଡି ଟେଷ୍ଟ କିଟ ବା ଆରଟି-ପିସିଆର ଯଥେଷ୍ଟ ପରିମାଣରେ ରହିଛି । ଦେଶରେ ଗତ ୨୪ ଘଣ୍ଟାରେ ମୋଟ ୧୩୯୬ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ସହିତ ମୋଟ ସଂକ୍ରମଣ ସଂଖ୍ୟା ୨୭୮୯୨ରେ ପହଞ୍ଚିଛି […]

ବାସ୍ତବ ବ୍ୟୁରୋ-ଆଜି ସକାଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ବୈଠକରେ ଦେଶରେ ଲକଡାଉନ ଅବଧି ବୃଦ୍ଧି କରିବା ପ୍ରସଙ୍ଗରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମତାମତ ନେଇଥିଲେ ମୋଦି । ଏଥିସହ ବୈଠକ ଶେଷ ପରେ ମୋଦି କହିଛନ୍ତି ଯେ, ରାଜ୍ୟ ସରକାର ଏହାର ନୀତି ପ୍ରସ୍ତୁତ କରିବା ଉଚିତ ଏବଂ ପରିସ୍ଥିତିକୁ ନଜରରେ […]

ବାସ୍ତବ ବ୍ୟୁରୋ-ଆଜି ପ୍ରଧାନମନ୍ତ୍ରୀ ମୋଦି ଦେଶରେ କୋଭିଡ୍-୧୯ ଓ ଲକ୍‌ଡାଉନ୍ ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସି ଜରିଆରେ ଆଲୋଚନା କରିଛନ୍ତି । ବୈଠକରେ ଓଡିଶା ସମେତ ମେଘାଳୟ, ମିଜୋରାମ୍, ପୁଦ୍ଦୁଚେରୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର, ଗୁୃଜରାଟ ଓ ହରିୟାଣାର ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଆଲୋଚନା କରିଛନ୍ତି । ବାକି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲିଖିତ ଭାବେ ସେମାନଙ୍କର ମତାମତ ପଠାଇବାକୁ କୁହାଯାଇଛି। ଆଜିର ବୈଠକରେ […]

୧-ଭାରତର ପ୍ରମୁଖ ଔଷଧ କମ୍ପାନୀ ସିରମ Institute of India ତିନି ସପ୍ତାହ ମଧ୍ୟରେ କୋଭିଡ ଔଷଧ ପରୀକ୍ଷା କରିବ। ୨-ବଦଳିଲା ପରମ୍ପରା, ବଦଳିଲା ଇତିହାସ : ପୁଷ୍କରିଣୀ ଛାଡ଼ି କୁଣ୍ଡରେ ଚାପ ଖେଳିଲେ ମହାପ୍ରଭୁ। ୩-ମହାରାଷ୍ଟ୍ର ଓ ଗୁଜୁରାଟରେ ଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ୨ ରାଜ୍ୟର CMଙ୍କ ସହ କଥା ହେଲେ ନବୀନ। ୪-ଲକଡାଉନ୍ ପରିସ୍ଥିତି ସମ୍ପର୍କରେ ଆଜି ନବୀନ ଓ ୮ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ […]

ବାସ୍ତବ ବ୍ୟୁରୋ- ଆଜି ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି, ଦେଶର ସମସ୍ତ ଲୋକଙ୍କୁ ଘରେ ରହି ଯୁଦ୍ଧରେ ଜିତିବାକୁ ପଡିବ । ଏଥିସହ ସେ କହିଛନ୍ତି ଯେ ଘରେ ରୁହ ଏବଂ ଲକଡାଉନ୍ ସମୟରେ ସାମାଜିକ ଦୂରତାକୁ ଅନୁସରଣ କର। ସମଗ୍ର ବିଶ୍ୱ କରୋନା ସହିତ ସଂଘର୍ଷ କରୁଛି । ଯୁଦ୍ଧ କରୋନା ସହ ଆମେ ଘରେ ରହି ଜିତିବା । ସେ ଆରଏସଏସ ସ୍ୱୟଂ ସେବକ ମାନଙ୍କୁ […]

୧-ସେଲୁନ କିମ୍ୱା ମଦ ଦୋକାନ ଖୋଲିବା ପାଇଁ କୌଣସି ବି ଆଦେଶ ଦିଆ ଯାଇନାହିଁ – କେନ୍ଦ୍ର ଗୃହମନ୍ତ୍ରାଳୟ। ୨-ଫିକା ପଡ଼ିବ ଅଖିମୁଠି ଅନୁକୂଳ ; ପାଳନ ହେବ ନାହିଁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ। ୩-ଖୁବଶୀଘ୍ର ହେବ ମାଟ୍ରିକ ଖାତାଦେଖା । ତାଲାବନ୍ଦ ସରିବାର ୭ ଦିନ ଭିତରେ ଖାତାଦେଖା ଆରମ୍ଭ ହେବ । ୪୫ ଦିନ ଭିତରେ ଫଳ ପ୍ରକାଶ ପାଇବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ୪-କାଳବୈଶାଖୀ […]

ବାସ୍ତବ ବ୍ୟୁରୋ-ଏୟାର କଣ୍ଡିସିନର, କୁଲର୍ ଏବଂ ଫ୍ୟାନ୍ ବ୍ୟବହାର ପାଇଁ କେନ୍ଦ୍ର ସରକାର ଜାରି କଲେ ଗାଇଡ୍ ଲାଇନ୍। କରୋନା ଭାଇରସର କାୟା ବଢି ବଢି ଚାଲିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଗୀଷ୍ମ ପ୍ରଭାବ ମଧ୍ୟ ବଢିଚାଲିଛି । ଏନେଇ ଲୋକମାନେ ନିଜ ଘରେ AC,କୁଲର୍ ଏବଂ ଫ୍ୟାନ୍ ର ବ୍ୟବହାର କରିବାରେ ଲାଗିଛନ୍ତି । କିଛି ବିଶେଷଜ୍ଞମାନେ କହିଛନ୍ତି ଯେ, ଘରର ACରେ କରୋନା ବିପଦ ନାହିଁ […]

ବାସ୍ତବ ବ୍ୟୁରୋ-କେନ୍ଦ୍ର ସରକାର ଦେଲେ ଅନୁମତି,ଆଜିଠୁ ଖୋଲିବ ସବୁ ଦୋକାନ କିନ୍ତୁ ଖୋଲିବନି ମଲ ଓ ସପିଂ କମ୍ପେ୍ଳକ୍ସ । କରୋନା ପାଇଁ ସାରା ଦେଶରେ କଟକଣା । ମେ ୩ ତାରିଖ ଯାଏ ଏହି ନିୟମ କଡାକଡି କରାଯାଇଥିଲା ।ଏଭଳି ଅବସ୍ଥାରେ କେବଳ ପନିପରିବା,ଫଳ,ମେଡିସିନ ,ସଉଦା ଦେକାନ,କୃଷି ପାଇଁ ଅବଶ୍ୟକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଖୋଲିବାକୁ ଅନୁମତି ଥିଲା । କିନ୍ତୁ ଗତ କାଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ […]

Pin It on Pinterest