୧-ଆଜି ନୂଆ ୬୫ ଜଣ କୋରୋନା ସଂକ୍ରମଣ ଚିହ୍ନଟ, ସେଥିମଧ୍ୟରୁ ଗଞାମ ୧୩ ଜଣ, ଖୋର୍ଦ୍ଧା ରେ ୩,କଟକ ୬,ପୁରୀ ୪ ଜଣ ଓ ମୟୁରଭଞ୍ଜ ୨ ଚିହ୍ନଟ ହୋଇଥିବା ବେଳେ, ସର୍ବାଧିକ ଯାଜପୁର ରେ ୩୧, ନୟାଗଡ଼ ରୁ ୨, କେନ୍ଦ୍ରାପଡା ୪ ।ଏବେ ସୁଦ୍ଧା ରାଜ୍ୟର ମୋଟ୍ କୋରୋନା ସଂକ୍ରମଣ ସଂଖ୍ୟା ୭୩୭ ,ସେଥିମଧ୍ୟରୁ ୫୬୮ସକ୍ରିୟ ଅଛନ୍ତି । ୨- ଗତ କାଲି ସନ୍ଧ୍ୟା ସୁଦ୍ଧା ଗୁଜରାଟ, […]
ଦେଶ ଓ ବିଦେଶ
୧-ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ,ଚକ ଡେରାପାଇଁ ରଥଖଳାରେ ପହଞ୍ଚିଲା ମହାପ୍ରଭୁଙ୍କ ଆଗ୍ୟାଂମାଳ । ୨-ରାଜ୍ୟରେ ଆଉ ୪୮ କୋରୋନା ସଂକ୍ରମଣ ଚିହ୍ନଟ ।ଗତକାଲି ରାତିରେ କେନ୍ଦ୍ରାପଡା ରେ ଚିହ୍ନଟ ହୋଇଥିଲେ ୧୩ ଜଣ ଏବେ ସୁଧ୍ୟା ରାଜ୍ୟର କୋରୋନା ସଂକ୍ରମଣ ସଂଖ୍ୟା ୬୭୨ ୩-ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ,୪୦ ଡିଗ୍ରୀ ଉପରେ ୭ ସହର। ୪-ସର୍ତ୍ତମୂଳକ ଭାବେ ଭୁବନେଶ୍ୱର ବାପୁଜୀନଗରରେ ଖୋଲିଲା ୫୦ଟି ଦୋକାନ। ୫-ଆଜି ମଧ୍ୟାହ୍ନ […]
ବାସ୍ତବ ବ୍ୟୁରୋ-ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ “ଆତ୍ମ ନିର୍ଭରଶୀଳ ଭାରତ”ର ଦ୍ୱିତୀୟ କିସ୍ତି ଘୋଷଣା କରିଛନ୍ତି । ଏହି ସ୍କିମ୍ ଦ୍ୱାରା ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ଛୋଟ କୃଷକମାନଙ୍କ ଉପକୃତ ହେବେ । ଏହି ସ୍କିମ୍ ଅନୁସାରେ ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସ୍କିମ ଅଧିନରେ ୩୫୦୦ କୋଟି ଟଙ୍କାର ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ […]
୧-୭୩ ନୂଆ କରୋନା ଆକ୍ରାନ୍ତ। ଗଞ୍ଜାମ ୪୨, ଯାଜପୁର ୧୭, ସୁନ୍ଦରଗଡ ୨, ଖୋର୍ଦ୍ଧା ୩ ଓ ଭଦ୍ରକ ୯ ଜଣ ନୂଆ ଆକ୍ରାନ୍ତ। ଓଡିଶା ରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ ରେ ପହଁଚିଲା। ୪୬୫ ଜଣ ଚିକିତ୍ସାଧୀନ ଥବାବେଳେ ୧୪୩ ଜଣ ଆରୋଗ୍ୟଲାଭ କରିଛନ୍ତି । ୨-୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନରେ ଚାଲିବ ଏକ୍ସପ୍ରେସ ଓ ସୁପରଫାଷ୍ଟ ଟ୍ରେନ୍। ୩-‘ଆତ୍ମନିର୍ଭର ଭାରତ ଅଭିଯାନ’:ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ବିନା […]
ବାସ୍ତବ ବ୍ୟୁରୋ-ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା ଓ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି । ହେଲେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୁଏ ଏହି ପ୍ୟାକେଜ କେଉଁ ବିଭାଗରେ କେତେ ଖର୍ଚ୍ଚ ହେବ ଅର୍ଥାତ କାହାର ବାଣ୍ଟ କେତେ ? ଏହି ପ୍ୟାକେଜର ଲକ୍ଷ ହେଉଛି ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ । ଏହି ପ୍ୟାକେଜରେ […]
୧-ରାଜ୍ୟରେ କାୟା ବିସ୍ତାର କଲାଣି କୋରୋନା। ଆଜି ନୂଆ ୧୦୧ କୋରୋନା ପଜିଟିଭ୍ ଚିହ୍ନଟ । ୫୨ ଜଣ ଗଞ୍ଜାମ ଜିଲ୍ଲାର ହେଇଥିବା ବେଳେ, ୩୩ ଜଣ ବାଲେଶ୍ୱର ଜିଲ୍ଲାର, ୭ ଜଣ ସୁନ୍ଦରଗଡ଼ ଜିଲ୍ଲାର, ୭ ଜଣ ଯାଜପୁର ଜିଲ୍ଲାର ଓ ୨ ଜଣ କେନ୍ଦୁଝର ଜିଲ୍ଲାର । ୨-ଆଜି ଅପରାହ୍ନ ୪ଟା ରେ ଅର୍ଥମନ୍ତ୍ରୀଙ୍କ ପ୍ରେସମିଟ୍ । ୩-ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ […]
ବାସ୍ତବ ବ୍ୟୁରୋ– କରୋନା ସାରା ବିଶ୍ବକୁ ସଙ୍କଟରେ ପକାଇଛି, ପ୍ରତିଟି ଦେଶ ତାର ମୁକାବିଲା ପାଇଁ ଚେଷ୍ଟା ଜାରି ରଖିଛିନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩୦ କୋଟି ଦେଶବାସୀଙ୍କୁ ସମ୍ବୋଧନ କରି, କରୋନା ମୁକାବିଲା ପାଇଁ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଥିଲେ । ନିମ୍ନଗାମୀ ଅର୍ଥନୀତିରେ ପୁନଃଉଥାନ ପାଇଁ ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ସେ କହିଛନ୍ତି ଦେଶବାସୀଙ୍କ ପାଇଁ ଆମର ଗୌରବ […]
୧- ରାଜ୍ୟରେ ଆଜି ୨୩ କୋରୋନା ସଂକ୍ରମଣ ଚିହ୍ନଟ, ସେଥିରେ ସର୍ବାଧିକ ବାଲେଶ୍ୱର ୧୫ ଜଣ ଥିବାବେଳେ, ଗଞ୍ଜାମ ୩ ଯାଜପୁର ୩ ଆକ୍ରାନ୍ତ , ପୁରୀ ଓ ବୌଦ୍ଧ ୧-୧ ଏବେ ସୁଦ୍ଧା ରାଜ୍ୟର ମୋଟ୍ କୋରୋନା ସଂକ୍ରମଣ ସଂଖ୍ୟା ୪୩୭ । ୨-PM-CM ଆଲୋଚନା, ଲକ୍ ଡାଉନ୍ ବଢାଇବା ସପକ୍ଷରେ ୬ ରାଜ୍ୟ , ନବୀନ ଦେଲେ ୬ ଟି ପ୍ରସ୍ତାବ। ୩-କରୋନା ସଂକ୍ରମିତଙ୍କ ପାଇଁ ନୂଆ […]
ବାସ୍ତବ ବ୍ୟୁରୋ-ବହୁ ମନ୍ତ୍ରଣା ଯନ୍ତ୍ରଣା ପରେ ମହାରାଷ୍ଟ୍ର ବିଧାନ ପରିଷଦ୍ ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ପତ୍ନୀ ରଶ୍ମି ଓ ପୁତ୍ର ଆଦିତ୍ୟ ଓ ତେଜସ୍ଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମ୍ବିଧାନ ଅନୁଯାୟୀ, ଯଦି କେହି ବିଧାନସଭାର ସଦସ୍ୟ ନୁହଁନ୍ତି ଏବଂ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରନ୍ତି, ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାରେ ସଦସ୍ୟତା ଗ୍ରହଣ କରିବାକୁ ପଡିବ। […]
କରୋନାଭାଇରସ୍ ଆକ୍ରାନ୍ତ ରୋଗୀମାନେ ଘରେ ରହିପାରିବେ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି। ଏହାଛଡ଼ା ଗୃହ-ଏକାନ୍ତବାସରେ ଥିବା ରୋଗୀ ନିଜର ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଜିଲ୍ଲା ସର୍ଭିଲେନ୍ସ ଅଧିକାରୀଙ୍କୁ ନିୟମିତ ସୂଚନା ଦେବାକୁ ପଡିବ । ଏହାଛଡ଼ା, ମୋବାଇଲ୍ରେ ଆରୋଗ୍ୟ ସେତୁ ଡାଉନ୍ ଲୋଡ୍ କରି ବ୍ଲୁଟୁଥ୍ ଓ ୱାଇ-ଫାଇ ମାଧ୍ୟରେ ମୋବାଇଲ୍କୁ ସବର୍ଦା ସକ୍ରିୟ ରଖିବାକୁ ଏହି ଗାଇଡ୍ଲାଇନ୍ରେ ଆହ୍ବାନ ଦିଆଯାଇଛି । ଘରେ ତାଙ୍କର ତତ୍ତ୍ବ ନେଉଥିବା ଓ ସଂସ୍ପର୍ଶରେ […]


