୧-ଆଜି ଆନ୍ତର୍ଜାତୀୟ ଯୋଗ ଦିବସ,ଘରେ ପରିବାର ସହିତ ପାଳନ କରିବାକୁ ମୋଦିଙ୍କ ନିବେଦନ । ୨-ଆଜି ଓଡିଶାରେ ୬୧ ରୁ ୭୨ ପ୍ରତିଶତ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ।ଦିନରେ ଲୁଚିବ ସୂର୍ଯ୍ୟ, ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଆଜି ଦିନ ୨ଟା ୩୦ ଯାଏଁ ପାକ ନିଷେଧ । ୩-ଶେଷ ହେଲା ମହାପ୍ରଭୁଙ୍କ ୧୫ ଦିନର ଅଣସର । ୪- ଆସନ୍ତା ୨ ଦିନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା […]

୧-ଆଜି ରାଜ୍ୟର ୧୫ଟି ଜିଲ୍ଲାରୁ ପୁଣି ୧୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି । ୩୨୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୪୩ ରହିଛି । ଅପରପକ୍ଷରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ୨-ମହାନଦୀରେ ବିଷାକ୍ତ ଫୁକା ମାଛ । ଏହା ମହାନଦୀର ମତ୍ସ୍ୟ ସଂପଦ ପ୍ରତି ବଡ଼ ବିପଦ ସୃଷ୍ଟି କରିପାରେ […]

ବାସ୍ତବ ବ୍ୟୁରୋ: ଚୀନ ଓ ଭାରତ ସୀମା ବିବାଦକୁ ନେଇ ଆଜି ହୋଇଥିବା ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆମର କୌଣସି ପୋଷ୍ଟ କାହା କବଜାରେ ନାହିଁ । ଆମର ଗୋଟିଏ ବି ଇଞ୍ଚ ଜାଗାକୁ କେହି ଆଖି ଉଠେଇ ଦେଖିପାରିବେ ନାହିଁ । ଭାରତ ମାତା ଉପରେ କେହି ନଜ଼ର ପକାଇବ ତ ପରିଣାମ ଭୟଙ୍କର ହେବ, ଦେଶର ସୁରକ୍ଷା ପାଇଁ ସେନା ସବୁ […]

୧-ଆଜି ରାଜ୍ୟରେ ୧୭ଟି ଜିଲ୍ଲାରୁ ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୬୭୭କୁ ବୃଦ୍ଧି । ୩,୧୪୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୧୯ ରହିଛି । ଅପରପକ୍ଷରେ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୨-୪୫୨ ବର୍ଷରେ ୩୨ଥର ବନ୍ଦ ହୋଇଛି ରଥଯାତ୍ରା । ୩-୨୧ରେ ବଳୟ ସୂର୍ଯ୍ୟ ପରାଗ, ଓଡ଼ିଶାରେ ଦୃଶ୍ୟ […]

୧- ଆଜି ରାଜ୍ୟର ୧୮ଟି ଜିଲ୍ଲାରୁ ଆଉ ୧୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୫୧୨କୁ ବୃଦ୍ଧି ପାଇଛି । ଏବେ ମୋଟ୍ ୩,୦୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୪୦୧ ରହିଛି । ୧୧ ଜଣ […]

ବାସ୍ତବ ବ୍ୟୁରୋ-୧୫ତମ ଅର୍ଥ ଆୟୋଗର ସୁପାରିଶ କ୍ରମେ ୨୦୨୦-୨୧ ପାଇଁ ଗ୍ରାମାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପକୁ ସକ୍ରିୟ କରିବାକୁ କେନ୍ଦ୍ର ସରକାର ୨୮ଟି ରାଜ୍ୟକୁ ମୋଟ ୧୫୧୮୭ କୋଟି ଟଙ୍କା ପ୍ରଦାନ କରିଛନ୍ତି । କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଦେଶର ଗ୍ରାମାଞ୍ଚଳ ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହୋଇଥିବାରୁ, କେନ୍ଦ୍ର ସରକାର ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଅନୁଦାନର ପ୍ରଥମ କିସ୍ତି ବାବଦରେ ଏହି ରାଶି ପ୍ରଦାନ କରାଯାଇଛି । […]

୧-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩. ୪୩ ଲକ୍ଷ ଟପିଲା । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୧୭୮ ରହିଛି ।୧୮୦୦୧୨ ଜଣ ସୁସ୍ଥ ହୋଇଛନ୍ତି । ବାକି ୯୯୦୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨-ରାଜ୍ୟରେ ପୁଣି ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି । ୨୮୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୫ […]

୧-ରାଜ୍ୟରେ ଆଜି ନୂଆ ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫କୁ ବୃଦ୍ଧି । ୨୭୦୮ଜଣ ସୁସ୍ଥ ୧୩୩୩ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୧ଜଣଙ୍କର ମୃତ୍ୟୁ ହୋଇଛି। ୨- ମୁମ୍ବାଇରେ ଅତ୍ୟାବଶ୍ୟକ କର୍ମଚାରୀଙ୍କ ଲାଗି ଲୋକାଲ୍‌ ଟ୍ରେନ୍ ସେବା ଆରମ୍ଭ କଲା ରେଳବାଇ । ୩-ଅଫିସ୍‌ କାର୍ଯ୍ୟରେ ପାକିସ୍ତାନର ଇସ୍‌ଲାମାବାଦ ଯାଇଥିବା ୨ ଭାରତୀୟ ହାଇକମିସନ୍ କର୍ମଚାରୀ ନିରୁଦ୍ଦିଷ୍ଟ । ୪-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା […]

ବାସ୍ତବ ବ୍ୟୁରୋ  : ଅଭିନେତା ଶୁଶାନ୍ତ ସିଂ ରାଜପୁତ୍ ଙ୍କ ଆତ୍ମହତ୍ୟା ,ବଲିଉଡ୍ କୁ ଆଚମ୍ବିତ କରିଛିସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ…. କାହିଁକି…? ୩୪ବର୍ଷ ବୟସ୍କ ପ୍ରିିୟ ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ମୁମ୍ବାଇ ପୋଲିସ୍ ଘଟଣାର ତଦନ୍ତ କରୁଛି । ସେ କିଛି ଦିନ ହେବ ମାନସିକ ଅଶାନ୍ତିରେ ରହୁଥିବା ମଧ୍ୟ ଖବର ମିଳିଛି। […]

ରଜ ପର୍ବ ଉପଲକ୍ଷ ସମଗ୍ର ରାଜ୍ୟବାସୀ ତଥା ବାସ୍ତବ ଟିଭି କୁ ଭଲ ପାଉଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ଅନେକ ଅନେକ ଶୁଭେଚ୍ଛା। ରଜ ଆସିଛି ପ୍ରତି ବର୍ଷ ବି ଆସିବ ଏ ବର୍ଷ ମନ ଫିକା ହୋଇପାରେ କିନ୍ତୁ ସାରା ବିଶ୍ୱ କରୋନା ସହ ଲଢୁଥିବା ବେଳେ, ଟିକିିଏ ତ୍ୟାଗ ଆମେ କଣ କରିପାରିବାନି । ଘରେ ରହିବା ସୁସ୍ଥ ରହିବା, ଆସନ୍ତା ବର୍ଷ ରଜ ପାଳିବା […]

Pin It on Pinterest