୧-ଆଜି ରାଜ୍ୟରେ ୨୪ଟି ଜିଲ୍ଲାରୁ ୭୧୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୦ରେ ପହଞ୍ଚିଥିବା ବେଳେ ଆରୋଗ୍ୟ ଲାଭ କରିଛନ୍ତି ୧୦୮୭୭ ଜଣ ।  ରାଜ୍ୟରେ ସକ୍ରିୟ କରୋନା ‌ଆକ୍ରାନ୍ତଙ୍କ ସଂଖ୍ୟା ୫୧୨୪ ରେ ପହଞ୍ଚିଛି। ୨-ରାଜ୍ୟରେ ଆଉ ୪ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଛି। ୩-ରାଜଧାନୀ ଭୁବନେଶ୍ୱରର […]

ବାସ୍ତବ ବ୍ୟୁରୋ-ଚୀନ୍ ଆମଦାନୀକୁ ରୋକିବାକୁ ପାଇଁ ମୋଦୀ ସରକାର ଲଗାତାର ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ସରକାର ଚାଇନାରୁ ପାୱାର ଟିଲର ଏବଂ ମେସିନ୍ ଅଂଶଗୁଡିକର ଆମଦାନୀକୁ ବନ୍ଦ କରି ଦେଇଛନ୍ତି । ପାୱାର ଟିଲର୍ ହେଉଛି ଏକ କୃଷି ଯନ୍ତ୍ର, ଯାହା ଚାଷ ପାଇଁ ଜମି ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ । ସେଗୁଡିକ ଚାଇନାରୁ ବହୁ ସଂଖ୍ୟାରେ ଆମଦାନୀ ହୋଇଥାଏ । ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ […]

୧-ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ଆଉ ୪୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୩୯୨ ରେ ପହଞ୍ଚିଛି । ୧୦, ୪୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୮୧୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ୨- ରାଜ୍ୟରେ କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯ରେ […]

ବାସ୍ତବ ବ୍ୟୁରୋ-ଆଜି ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଜଣେ ବ୍ୟକ୍ତି ଯେତେ ଶିକ୍ଷିତ ହୁଅନ୍ତୁ ନା କାହିଁକି, ନୂତନ କୌଶଳ ହାସଲ କରିବାକୁ ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ। ସବୁବେଳେ ବଦଳୁଥିବା ମାର୍କେଟ ପରିସ୍ଥିତିରେ ପ୍ରାସଙ୍ଗିକ ରହିବାର କୌଶଳ, ପୁନର୍ବାର ସ୍କିଲିଂ ଏବଂ ଅପ୍ ସ୍କିଲ୍ ହେଉଛି ଏକମାତ୍ର ଉପାୟ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି, “ଆଜିର […]

୧-ଆଜି ରାଜ୍ୟର ୨୨ଟି ଜିଲ୍ଲାରୁ ୬୧୮ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୯୮ କୁ ବୃଦ୍ଧି । ୨-ଆଜି ରାଜ୍ୟରେ କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ୩ଜଣଙ୍କୁ ମିଶାଇଲେ କରୋନାରେ ମୃତକଙ୍କ ସଂଖ୍ୟା ୭୭ ରେ ପହଞ୍ଚିଛି। ୩-ଆଜି ଠାରୁ ତିନି ହସ୍ପିଟାଲରେ (KIMS,SUM ଓ କଟକର ଅଶ୍ଵିନୀ ) ପ୍ଲାଜମା ଥେରାପି ଆରମ୍ଭ। ୪- ଆଜି ପ୍ରକାଶ […]

ବାସ୍ତବ ବ୍ୟୁରୋ–ଭାରତର ପ୍ରଥମ କୋଭିଡ-୧୯ ଟିକା ‘କୋଭାକ୍ସିନ୍’ର ମାନବ ପରୀକ୍ଷଣ ଆରମ୍ଭ କରିଛି ‘ଭାରତ ବାୟୋଟେକ୍’ । ହାଇଦ୍ରାବାଦ ସ୍ଥିତ ବାୟୋଟେକ୍ କମ୍ପାନୀ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା ବିକଶିତ କୋଭାକ୍ସିନ୍ ହେଉଛି ଭାରତର ପ୍ରଥମ ସ୍ୱଦେଶୀ କୋଭିଡ-୧୯ ଟିକା । ଭାରତ ବାୟୋଟେକ୍ କହିଛି ଯେ, ଟୀକାକରଣର ୨୦୦ନିୟୁତ ପାତ୍ରର ପ୍ରାରମ୍ଭିକ କ୍ଷମତା ବିକାଶ ପାଇଁ ଏହା କାର୍ଯ୍ୟ କରୁଛି। ପ୍ରଥମ ଏବଂ […]

୧-ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ୫୪୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦କୁ ବୃଦ୍ଧି ପାଇଛି । ୯୨୫୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯୨୯ ରହିଛି । ୨-ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି । […]

ବାସ୍ତବ ବ୍ୟୁରୋ-ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସୋମବାର ଦାବି କରିଛନ୍ତି ଯେ,ପ୍ରଭୁ ରାମଚନ୍ଦ୍ର ଭାରତର ନୁହେଁ ନେପାଳର,ତାଙ୍କ ଦେଶରେ ଜନ୍ମ ହୋଇଥିଲେ ଏବଂ ଅଯୋଧ୍ୟା ବାସ୍ତବରେ କାଠମାଣ୍ଡୁ ନିକଟରେ ଏକ ଛୋଟ ଗାଁ । ସେ ଭାରତକୁ “ସାଂସ୍କୃତିକ ଅତ୍ୟାଚାର ଏବଂ ଏନକାଉଣ୍ଟର” ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ତାଙ୍କ ବାସଭବନରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲି କହିଛନ୍ତି ଯେ “ଆମେ ତଥାପି ବିଶ୍ୱାସ କରୁ ଯେ […]

୧-ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ନୂତନ ୬୧୬ଜଣ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ ୧୩,୭୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୫୦ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ୪୮୯୬ଟି କରୋନା ସକ୍ରିୟ ମାମଲା ରହିଛି। ୨-ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ୩-ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମ୍ୟୁନିସିପାଲଟି ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ […]

ବାସ୍ତବ ବ୍ୟୁରୋ: ସଫଳ ହେଲା ବିଶ୍ୱର ପ୍ରଥମ କରୋନା ଟିକାର ପରୀକ୍ଷା । ‘ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ଟ୍ରାନ୍‌ସ୍‌ଲେସ୍‌ନାଲ୍‌ ମେଡିସିନ୍ ଆଣ୍ଡ୍‌ ବାୟୋଟେକ୍ନୋଲୋଜି’ର ନିର୍ଦେଶକ ଭାଦିମ ତାରାସୋଭ୍ ‘ସ୍ପୁଟ୍‌ନିକ୍ ନିଉଜ୍‌’କୁ କହିଛନ୍ତି କି, ‘ସେଚେନୋଭ୍ ଫାଷ୍ଟ୍‌ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟି’ରେ ଭଲ୍ୟୁଣ୍ଟର୍‌ମାନଙ୍କ ଶରୀରରେ ବିଶ୍ବର ପ୍ରଥମ କରୋନାଭାଇରସ୍ ଟିକାର ସଫଳ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଅଛି । ଜୁନ୍ ୧୮ ତାରିଖ ଦିନ, ରୁଷ୍‌ର ‘ଗା‌ମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡେମିଓଲୋଜି ଆଣ୍ଡ୍‌ […]

Pin It on Pinterest