ବାସ୍ତବ ବ୍ୟୁରୋ-କରୋନାଭାଇରସ୍ ମହାମାରୀ ମଧ୍ୟରେ ଅଗଷ୍ଟ ୧୫ ରେ ସ୍ୱାଧୀନତା ଦିବସ ପାଳନ ପାଇଁ ଗୃହ ମନ୍ତ୍ରଣାଳୟ (MHA) ଶୁକ୍ରବାର ଦିନ ଏକ ନିର୍ଦେଶାବଳୀ ଜାରି କରିଛି । ଏହା ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜ୍ୟ, ଗଭର୍ନର ଇତ୍ୟାଦିଙ୍କୁ ଜନସାଧାରଣଙ୍କ ମଣ୍ଡଳୀରୁ ଦୂରେଇ ରଖିବାକୁ ଏବଂ ଉତ୍ସବ ପାଇଁ ଟେକ୍ନୋଲୋଜି ବ୍ୟବହାର କରିବାକୁ ନିର୍ଦେଶ ଦେଇଛି । ଯୁଗ୍ମ ସଚିବ ଅନୁଜ ଶର୍ମା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ […]

ବାସ୍ତବ ବ୍ୟୁରୋ-ମିଳିତ ଜାତିସଂଘର ସାଧାରଣ ସଭା ଉପରେ ପଡିଛି କରୋନାର ପ୍ରଭାବ ବିଶ୍ୱର କାର୍ଯ୍ୟକଳାପକୁ ପ୍ରଭାବିତ କରିଛି କରୋନାଭାଇରସ୍ । ସେପ୍ଟେମ୍ବରରେ ହେବାକୁ ଥିବା ମିଳିତ ଜାତିସଂଘର ସାଧାରଣ ସଭାର ସମୟ ମଧ୍ୟ ପାଖେଇ ଆସୁଛି । କିନ୍ତୁ, ଏଥର ଏହି ମହାସଭା ଭିନ୍ନ ହେବାକୁ ଯାଉଛି । ବର୍ତ୍ତମାନ ବିଶ୍ୱ ର ନେତୃବୃନ୍ଦ ନିଜେ ଜାତିସଂଘ ନ ଯାଇ, ବରଂ ସେମାନଙ୍କ ଭାଷଣର ଭିଡିଓ ପଠାଇବେ । ମିଳିତ […]

୧-ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ଆଇଟିଆଇଗୁଡ଼ିକରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସାମ୍‌ସ(ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ) ଜରିଆରେ କେନ୍ଦ୍ରୀୟ ଅନ୍‌ଲାଇନ୍‌ ପଦ୍ଧତିରେ ନାମ ଲେଖାଯିବ । ୨-ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସିରେ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍‌ କଟକଣା ଜାରି । ୩-ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ବିଜୁ ଜନତା ଦଳର ୪ ଜଣ ସଭ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି । ସେମାନେ ହେଲେ ମୁଜିବୁଲ୍ଲା […]

ବାସ୍ତବ ବ୍ୟୁରୋ-ବୁଧବାର ଆସାମର ତିନସୁକିଆ ଜିଲ୍ଲା ସ୍ଥିତ ବାଗଜାନର ୫ ନମ୍ବର ତୈଳକୂପରେ ଅଗ୍ନିକାଣ୍ଡର ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଉଲ୍ଲେଖନୀୟ କଥା ହେଉଛି, ଏକ ମାସରୁ ଅଧିକ ସମୟ ଧରି ଏହି କୂଅରେ ନିଆଁ ଜଳୁଛି । ଏପରିିକି ଏହି ନିଆଁକୁ ଲିଭାଇବାକୁ ବିଦେଶରୁ ଆସିଥିବା ବିଶେଷଜ୍ଞ ଘଟଣାସ୍ଥଳରେ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି । ଗତ ମେ ୨୭ରେ ତୈଳକୂପର […]

୧-ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ରେକର୍ଡ଼ ସଂଖ୍ୟକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୩୫କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୬୩୮୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ରାଜ୍ୟରେ ପୁଣି ୫ଜଣଙ୍କ ମୁଣ୍ଡ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୦୮ର ପହଞ୍ଚିଛି ୩-ଆଜି ମୁଖ୍ୟମନ୍ତ୍ରୀ ନବୀନ […]

୧-ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ୬୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୭୫୭ ରେ ପହଞ୍ଚିଛି । ଏଥିମଧ୍ୟରୁ ୫୭୧୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୯୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ରାଜ୍ୟ ସରକାରଙ୍କ ବଡ ଘୋଷଣା, ଏଣିକି କରୋନା ମୃତ୍ୟୁବରଣ କରୁଥିବା ଲୋକଙ୍କ ଶବ ସତ୍କାର କଲେ ମିଳିବ ୭୫୦୦ ଟଙ୍କା ‌ । […]

ବାସ୍ତବ ବ୍ୟୁରୋ : ଆଜି ଅର୍ଥାତ୍ ସୋମବାର ଠାରୁ ମୋଦୀ ସରକାରଙ୍କ ଉପଭୋକ୍ତା ସୁରକ୍ଷା ପାଇଁ ଏକ ନୂତନ ନିୟମ ଲାଗୁ କରିଛନ୍ତି । ୨୦ ଜୁଲାଇରୁ ବିଜ୍ଞପ୍ତି ଜାରି କରି ଉପଭୋକ୍ତା ସୁରକ୍ଷା ଆଇନ -୨୦୧୯ କାର୍ଯ୍ୟକାରୀ କରାଯାଇଛି। ଏହି ନିୟମ ଅତ୍ୟନ୍ତ କଠୋର ଏବଂ ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା କରିବାରେ ସହାୟକ ହେବ । ନୂତନ ଉପଭୋକ୍ତା ସୁରକ୍ଷା ଆଇନ -୨୦୧୯ ଗ୍ରାହକ ସୁରକ୍ଷା ଆଇନ ୧୯୮୬ […]

ବାସ୍ତବ ବ୍ୟୁରୋ– ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୁମି ପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିପାରନ୍ତି । ଯଦିଓ ଏପର୍ଯ୍ୟନ୍ତ ଏହି ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ, ତଥାପି ପ୍ରଧାନମନ୍ତ୍ରୀ ୫ ଅଗଷ୍ଟରେ ଭୁମି ପୂଜନରେ ଅଂଶଗ୍ରହଣ କରିବେ । ଏହି ମନ୍ଦିରର ଭିତ୍ତିପ୍ରସ୍ତର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅଯୋଧ୍ୟାରେ ଥିବା ସର୍ବାର୍ଥ ସିଦ୍ଧ ଯୋଗର ଅଭିମନ୍ତ୍ରିତ ମୁହୂର୍ତ୍ତରେ ପୂଜା କରାଯିବ । ପ୍ରଧାନମନ୍ତ୍ରୀ […]

୧-ଆଜି ରାଜ୍ୟରେ ୨୫ଟି ଜିଲ୍ଲାରୁ ୭୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୪୩୭ ରେ ପହଞ୍ଚିଛି । ଏଥିମଧ୍ୟରୁ ୫୩୮୧ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୧୯୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା । ୩-ଫ୍ଲିପକାର୍ଟ ଏବେ ବିକିବ ଓଡ଼ିଶାର ହସ୍ତଶିଳ୍ପ ଓ […]

୧-ଆଜି ରାଜ୍ୟରେ ପୁଣି ୫୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୫୨୫୯ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୧୩୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ଓଡିଶାରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ। ଏହି ୩ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୬ କୁ […]

Pin It on Pinterest