ହୀରାକୁଦ ଜଳଭଣ୍ଡାରର ୮ ଗେଟ୍‌ ଖୋଲା । ରାଜ୍ୟରେ ପ୍ରତିଷ୍ଠା ହେବ ୬୫ ନୂଆ ଅଦାଲତ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଜି ଲଘୁଚାପ,୧୩ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୧୫ ପରେ ପୁରୀ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ, ଶୀଘ୍ର ସରିବ ୭୫ ମିଟର ଐତିହ୍ୟ କରିଡର ଉଚ୍ଛେଦ । ଏଥର ବନ୍ଦ ରହିବ ବାଲିଯାତ୍ରା! ଦଶହରା ବି ଅନିଶ୍ଚିତ; ୪ ଜଣଙ୍କୁ ନେଇ କେବଳ ମାଟିଉଠା […]

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ । ୧୧ ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା । ଅର୍ଥ, କ୍ରୀଡ଼ା, ସଂସ୍କୃତି ସମେତ ୪ ବିଭାଗରେ ଅନ୍‌ଲାଇନ୍‌ ସେବା । ଭୁବନେଶ୍ୱର: ଆଜି – କାଲି ସପ୍ତାହାନ୍ତ ସଟ୍ ଡାଉନ୍ । ଅଗଷ୍ଟ ମାସ ଶେଷ ଯାଏଁ ଲାଗୁ । ରାଜ୍ୟରେ ପୋଲିସ ବିଭାଗର ପ୍ରଶସ୍ତିକରଣ ଉପରେ […]

ବାସ୍ତବ ବ୍ୟୁରୋ-ଦୁବାଇରୁ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ୧୭୦ ଯାତ୍ରୀଙ୍କ ସହ ଶୁକ୍ରବାର ଦିନ କେରଳର କୋଝିକୋଡ ବିମାନବନ୍ଦରରେ ଅବତରଣ କରିବା ସମୟରେ ରନୱେରୁ ଖସି ଯାଇଥିଲା । ପାଇଲଟ ଏବଂ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଡିଜିସିଏ ଅନୁଯାୟୀ ବିମାନଟି ରନୱେରୁ ଖସି ଏକ କାନ୍ଥରେ ଖସିପଡିଲା ଏବଂ ପରେ ଏକ ଉପତ୍ୟକାକୁ ଖସିଗଲା ଏବଂ […]

ବାସ୍ତବ ବ୍ୟୁରୋ-ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦେଶର ନୂତନ ଜାତୀୟ ଶିକ୍ଷା ନୀତି ଉପରେ ନିଜର ବକ୍ତବ୍ୟ ଦେଇଛନ୍ତି । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଉଦବୋଧନ ଦେଇଛନ୍ତି କହିଛନ୍ତି ଯେ, ତିନିରୁ ଚାରି ବର୍ଷ ଅନେକ ଆଲୋଚନା ଏବଂ ବିଚାର ପରେ ନୂତନ ଶିକ୍ଷା ନୀତି ଅନୁମୋଦନ କରାଯାଇଛି । ଆଜି ପ୍ରତ୍ୟେକ ବିଚାରଧାରା  ଲୋକମାନେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା କରୁଛନ୍ତି । ଆଜି […]

ଲଘୁଚାପ ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷା ସମ୍ଭାବନା । ଏମ୍‌ଏସ୍‌ଏମ୍‌ଇ ଋଣ ପ୍ରଦାନରେ ଗଞ୍ଜାମ ଜିଲ୍ଲା ପ୍ରଥମ । ଭବାନୀପାଟଣା ସହର ଓ ନୀଳଗିରି ଏନଏସି ସଟ୍‌ଡାଉନ । ନବନିଯୁକ୍ତ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । “ସୁନାମି ପ୍ରସ୍ତୁତି” ନେଇ ଓଡ଼ିଶାର ଦୁଇଟି ଗାଁକୁ ମିଳିଲା ୟୁନେସ୍କୋ ମାନ୍ୟତା।ଗୋଟିଏ ଜଗତସିଂହପୁରର ନୋଳିଆ ସାହି ଥିବା ବେଳେ ଅନ୍ୟଟି ଗଂଜାମ ଜିଲ୍ଲାର ଭେଙ୍କଟରାୟପୁର […]

ଚଢ଼ା ଦରରେ ସାର ବିକ୍ରି ହେଲେ କାର୍ଯ୍ୟାନୁଷ୍ଠାନ ସାର, କୃଷି ସାମଗ୍ରୀ ଯୋଗାଣରେ ଯାଞ୍ଚ୍ କଡ଼ାକଡ଼ି କରିବାକୁ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୯ରୁ ବର୍ଷା ସମ୍ଭାବନା, ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କଲେ SRC। ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରିବ ବିଜେଡି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ବ ନେଲେ ବିଷ୍ଣୁପଦ ସେଠୀ । […]

ବାସ୍ତବ ବ୍ୟୁରୋ-ମଙ୍ଗଳବାର ଲେବାନାନର ରାଜଧାନୀ ବେରୁଟରେ ହୋଇଥିବା ବିସ୍ଫୋରଣରେ ୭୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ପ୍ରାୟ ଚାରି ହଜାର ଲୋକ ମଧ୍ୟ ଆହତ ହୋଇଛନ୍ତି। ସୂଚନାନୁଯାୟୀ ସହରର ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି। ଲେବାନନ୍ ରାଷ୍ଟ୍ରପତି ଦୁଇ ସପ୍ତାହ ପାଇଁ ବେରୁଟରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି । ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ, ଲେବାନନ୍ ପ୍ରଧାନମନ୍ତ୍ରୀ ହାସନ ଡିଆବ୍ କହିଛନ୍ତି ଯେ ,ସହରର ବନ୍ଦର […]

ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୩୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୦୧୮ରେ ପହଞ୍ଚିଛି । ଏଥିମଧ୍ୟରୁ ୧୪୨୬୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୪୪୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ରାଜ୍ୟରେ କରୋନାରେ ୯ଜଣଙ୍କ ମୃତ୍ୟୁ ହୋଇଛି । ବଙ୍ଗୋପସାଗରେ ଲଘୁଚାପ : ଆଜି ପ୍ରବଳ-କାଲି ସାମାନ୍ୟ ବର୍ଷା , ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ […]

ବାସ୍ତବ ବ୍ୟୁରୋ – ପ୍ରକାଶ ପାଇଲା ଭାରତୀୟ ପ୍ରଶାସନିକ ସେବା ୨୦୧୯ ପରୀକ୍ଷାଫଳ । ପ୍ରଦିପ ସିଂ ୟୁପିଏସସି ସିଭିଲ ସର୍ଭିସେସ୍ (ମେନ୍ସ) ପରୀକ୍ଷା ୨୦୧୯ ରେ ଟପ୍ପର ହୋଇଥିବା ବେଳେ ଜତିନ୍ କିଶୋର ଦ୍ୱିତୀୟ ସ୍ଥାନରେ ଏବଂ ପ୍ରତୀଭା ଭର୍ମା ତୃତୀୟ ସ୍ଥାନରେ ଅଛନ୍ତି । ସେହିପରି ଓଡ଼ିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ରହିଥିବା ବେଳେ  ୧୦ ନମ୍ବର ସ୍ଥାନରେ ରହିଛନ୍ତି ସଞ୍ଜିତା ମହାପାତ୍ର ।  ଆଇଏଏସ୍‌, […]

୧-ଉତ୍ତର ବଙ୍ଗୋପସାଗରରେ ଲଘୁଚାପ; ୩ ଦିନ ଧରି ସାରା ରାଜ୍ୟରେ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ୨-‌ଭୁବନେଶ୍ୱର ଓ କଟକରୁ ୮ଟି ରୁଟ୍‌ରେ ପୁଣି ଗଡ଼ିଲା ‘ମୋ ବସ୍’ । ୩-ଏଣିକି ନିୟମିତ ହେବ ବ୍ୟାଙ୍କ ସେବା,୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବ୍ୟାଙ୍କ କାର୍ଯ୍ୟ । ୪-ଏସ୍‌ସିବି ଆଇସୋଲେସନ୍‌ରେ ହେବ ଡାଏଲିସିସ୍‌ ବ୍ୟବସ୍ଥା । ୩ଟି ମେସିନ୍‌ରେ ସପ୍ତାହ‌କୁ ୩୦ କିଡ୍‌ନି ରୋଗୀ ପାଇବେ ସୁବିଧା । […]

Pin It on Pinterest