ଶ୍ରୀମନ୍ଦିର ତିନି ଦ୍ବାରରେ ଲାଗିବ ରୁପା ଚାଦର । ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ଆୟୋଜିତ କରିବା ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଉପରେ ଆଜି ସୁପ୍ରିମ କୋର୍ଟଙ୍କ ଶୁଣାଣି । ହୀରାକୁଦ ଡ୍ୟାମ୍ରୁ ୨୪ଟି ଗେଟ ଖୋଲିବା ପରେ ଫୁଲୁଛି ମହାନଦୀ । ଆଜିଠୁ ଭୁବନେଶ୍ୱରରେ ୨ୟ ପର୍ଯ୍ୟାୟ ସେରୋ ସର୍ଭେ, ବିଏମ୍ସିର ୨୫ଟି ୱାର୍ଡରୁ ସଂଗ୍ରହ […]
ଦେଶ ଓ ବିଦେଶ
ଭଦ୍ରକ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପହଁଞ୍ଚିଲେ ଏନଡିଆରଏଫ ୟୁନିଟ୍ । ପୁରୀ ‘ବ୍ଲୁ ଫ୍ଲାଗ୍ ବିଚ୍’:ଅନ୍ତର୍ଜାତୀୟ ବେଳାଭୂମିର ଅନୁଭବ ନେବେ ପର୍ଯ୍ୟଟକ ହୀରାକୁଦ ଉପର ମୁଣ୍ଡରେ ଅପେକ୍ଷାକୃତ କମ୍ ବର୍ଷା,ହୀରାକୁଦରେ ୧୦ ଗେଟ୍ ଖୋଲା । ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି, ୧୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ। ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି, ବିପଦ ସଂକେତ ଟପିଲା ଜଳକା ନଦୀ । ଲଗାଣ […]
ଲଘୁଚାପ ଜନିତ ବର୍ଷାରେ ବେହାଲ ଭଦ୍ରକ । ଅନେକ ଅଞ୍ଚଳରେ ପଶିଲା ପାଣି, ଚାଷ ଜମି ଜଳମଗ୍ନ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜେଇଇ (ମେନ୍) ଓ ନିଟ୍ ପରୀକ୍ଷା ସ୍ଥଗିତ ରଖାଯାଉ । ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ରେକର୍ଡ । ବାରିପଦାରେ ବନ୍ୟା ସ୍ଥିତି, ବିପଦ ସଂକେତ ଟପିଲ ଜଳକା । ଲଗାଣ ବର୍ଷାରେ ବେହାଲ୍ […]
ଉତ୍ତର ବଙ୍ଗୋପସାଗରରେ ଲଘୁଚାପ । ୨୮ ଯାଏ ପ୍ରବଳ ବର୍ଷା , ୧୧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି । ଆସନ୍ତା ୧୦ ବର୍ଷ ମଧ୍ୟରେ ଜେଏସ୍ଡବ୍ଲୁ ଓଡ଼ିଶାରେ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ଯୋଗେ ଆଲୋଚନା ବେଳେ ଜେଏସ୍ଡବ୍ଲୁ ମୁଖ୍ୟ ସଜ୍ଜନ ଜିନ୍ଦଲ ସୂଚନା ଦେଇଛନ୍ତି । ହୀରାକୁଦର ୧୮ଟି ଗେଟ୍ ଦେଇ ପ୍ରାୟ ୩ ଲକ୍ଷ କ୍ୟୁସେକ୍ […]
ବାସ୍ତବ ବ୍ୟୁରୋ-କଂଗ୍ରେସ କାର୍ଯ୍ୟ କମିଟିର ବୈଠକକୁ ‘ମହାଭାରତ’ରେ ପରିଣତ ହୋଇଛି । ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତୀକାଳୀନ ସଭାପତି ପଦରୁ ଇସ୍ତଫା ଦେବା ସହ ତାଙ୍କ ନେତୃତ୍ୱତ କୁ ନେଇ ପଚରାଯାଇଥିବା ଚିଠିର ଉତ୍ତର ମଧ୍ୟ ଦେଇଛନ୍ତି । ଏହା ପରେ କଂଗ୍ରେସ କମିଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଗୋଟିଏ ପଟେ ଗାନ୍ଧୀ ପରିବାରର ସମର୍ଥକ ଥିବା ବେଳେ ଅନ୍ୟପଟେ ବିଦ୍ରୋହୀ ନେତାମାନେ ମଧ୍ୟ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ […]
ଆଜିଠାରୁ ବ୍ରହ୍ମପୁର ସହରର ସୀମାକୁ କଟକଣା ମୁକ୍ତ କରାଗଲା, ସକାଳ ୫ଟାରୁ ରାତି ୮ଟା ଯାଏ ଦୋକାନ ବଜାର ଖୋଲା ରହିବ । ଏସ୍ସିବିର ନ୍ୟୁ ମେଡିସିନ୍ ବିଭାଗ କୋଠାରେ ହେବ ୨୫୦ ଶଯ୍ୟା କୋଭିଡ ହସ୍ପିଟାଲ୍ । ସାରା ରାଜ୍ୟରେ ୨୮ ତାରିଖ ପର୍ଯ୍ୟନ୍ତ ବିଶେଷକରି ଉପକୂଳ, ଉତ୍ତର, ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ନୂତନ ଶିକ୍ଷା ନୀତି-୨୦୨୦ […]
ବାସ୍ତବ ବ୍ୟୁରୋ-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ କରୋନାଭାଇରସ ବିରୁଦ୍ଧରେ ଭାରତର ପ୍ରଥମ ଟିକା ଚଳିତ ବର୍ଷ ଶେଷ ସୁଦ୍ଧା ଉପଲବ୍ଧ ହୋଇପାରିବ। ଉତ୍ତରପ୍ରଦେଶର ଗାଜିଆବାଦରେ ଏକ NDRF ୧୦ ଶଯ୍ୟା ବିଶିଷ୍ଟ ମେକିଫ୍ଟ ହସ୍ପିଟାଲର ଉଦଘାଟନ କରିବା ସମୟରେ ଡକ୍ଟର ହର୍ଷଭର୍ଦ୍ଦନ କହିଛନ୍ତି ଯେ,”ଆମର କୋଭିଡ଼ -୧୯ ଟିକାର କ୍ଲିନିକାଲ୍ ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ଅଛି । ଆମେ ନିଶ୍ଚିତ ଯେ ଚଳିତ ବର୍ଷ ଶେଷ ସୁଦ୍ଧା […]
ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ୨୯୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ହଜାର ୫୩୦କୁ ବୃଦ୍ଧିପାଇଛି । ଏବେ ରାଜ୍ୟରେ ମୋଟ୍ ୫୨୨୭୬ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୭୯୨ ରହିଛି। ୨୦୨୦-୨୧ ଶିକ୍ଷାବର୍ଷ ଲାଗି ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସିଲାବସ୍ ୩୦% କମିବ ପାଠ୍ୟକ୍ରମ, ସେପ୍ଟେମ୍ବରରେ ହାଇସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି । ଉଚ୍ଚ ମାଧ୍ୟମିକ […]
ଆଜି ପବିତ୍ର ଗଣେଶ ଚତୁର୍ଥୀ। ଆସୁଛି ବଡ଼ ବର୍ଷା । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ରୁ ୨୬ ତାରିଖ ଯାଏଁ ଲଗାଣ ବର୍ଷା ହେବ ଓଡ଼ିଶାରେ । ଏ ନେଇ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ । ରବିବାର ଦିନ ରାଉରକେଲାରେ ହେବନି ସଟ୍ଡାଉନ୍, ନୂଆଖାଇ ପାଇଁ କଟକଣା କୋହଳ । ସେପ୍ଟେମ୍ବରରେ ହିଁ ଜେଇଇ ମେନ୍ ଓ ନିଟ୍, ତାରିଖରେ ପରିବର୍ତ୍ତନ ହେବନି: ଏନଟିଏ । […]
ରାତି ପାହିଲେ ଗଣେଶ ପୂଜା, କୋଭିଡ-୧୯ କଟକଣା ଲାଗି ନାହିଁ ଉତ୍ସାହ । ଆଜି ଠାରୁ +୨ ନାମଲେଖାପାଇଁ ଅନଲାଇନରେ ଆବେଦନ। www.samsodisha.gov.in ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍)ରେ ଆବେଦନ କରିପାରିବେ। ହାଇକୋର୍ଟଙ୍କ ରାୟ : ନିଶା କାରବାର ରୋକିବାକୁ ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କର । ଆଜିଠୁ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ରି-ଆଡିସନ୍/ରି-ଚେକିଂ ପାଇଁ ଆବେଦନ । ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ : ଫାଷ୍ଟେଷ୍ଟ […]


